Matthew 17

Matthew 17:1

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନି ଜଣକୁ ତାହାଙ୍କ ମହିମା ଦେଖାନ୍ତି ।

ପିତର, ଏବଂ ଯାକୁବ, ଏବଂ ତାହାଙ୍କ ଭାଇ ଯୋହନ

"ପିତର, ଯାକୁବ, ଏବଂ ଯାକୁବଙ୍କ ଭାଇ ଯୋହନ"

ସେ ରୂପାନ୍ତରିତ ହେଲେ

"ଈଶ୍ଵର ଯୀଶୁଙ୍କ ରୂପକୁ ସମ୍ପୁର୍ଣ୍ଣ ଭାବରେ ପରିବର୍ତ୍ତନ କଲେ" କିମ୍ବା (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ପୋଷାକ

"ବସ୍ତ୍ର"

ସୁର୍ଯ୍ୟ ପରି ଉଜ୍ଜଳ ହେଲେ

"ସୁର୍ଯ୍ୟ ପରି ଉଜ୍ଜଳ ଦେଖାଗଲେ" (ଦେଖନ୍ତୁ: ରୁପକ/ଉପମା/ତୁଳନା)

Matthew 17:3

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ ।

ଦେଖ

ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ମନୋଯୋଗୀ ହେବାକୁ ଏହି ଶବ୍ଦ ଆମ୍ଭମାନଙ୍କୁ ସଚେତନ କରାଏ ।

ସେମାନଙ୍କୁ

ଶିଷ୍ୟମାନଙ୍କୁ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ

ଉତ୍ତର ଦେଲେ ଏବଂ କହିଲେ

"କହିଲେ ।" ପିତର ପ୍ରଶ୍ନ ପ୍ରତି ଉତ୍ତର ଦେଉ ନାହିଁ ।

ଏଠାରେ ରହିବା ଆମ୍ଭମାନଙ୍କ ନିମନ୍ତେ ଉତ୍ତମ ନୁହେଁ

ସମ୍ଭାବାନା ଅର୍ଥଗୁଡିକ: ୧) "ଏହା ଉତ୍ତମ ଯେ ଆମ୍ଭେ ଶିଷ୍ୟମାନେ ତୁମ୍ଭ, ମୋଶା, ଏବଂ ଏଲିୟ ସହିତ ରହିବା ଉତ୍ତମ କିମ୍ଭା ୨) ଏହା ଉତ୍ତମ ଯେ ତୁମ୍ଭେ, ମୋଶା, ଏଲିୟ, ଏବଂ ଆମ୍ଭେ ସମସ୍ତ ଶିଷ୍ୟମାନେ ଏଠାରେ ଏକାଠି ରହିବା" (ଦେଖନ୍ତୁ: ଏକ ଗୋଷ୍ଠୀ ବା ବ୍ୟକ୍ତି ନିମନ୍ତେ ପ୍ରଭାବିତ)

ଆଶ୍ରୟ ସ୍ଥାନ

ସମ୍ଭାବନା ଅର୍ଥଗୁଡିକ: ୧) ଲୋକମାନେ ଉପାସନା କରିବା ନିମନ୍ତେ ଆସିବା ସ୍ଥାନ (ଦେଖନ୍ତୁ UDB) କିମ୍ଭା ୨) ଲୋକମାନେ ଶୟନ କରିବାର ଅସ୍ଥାୟୀ ସ୍ଥାନଗୁଡିକ ।

Matthew 17:5

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ ।

ଦେଖ

ଦେଖ ନିମ୍ନଲିଖିତ ଆଚମ୍ବିତ ସୂଚନା ପ୍ରତି ମନୋଯୋଗୀ ହେବାକୁ ଏହି ଶବ୍ଦ ଆମ୍ଭମାନଙ୍କୁ ସଚେତନ କରାଏ ।

ସେମାନେ ସେମାନଙ୍କର ମୁହଁ ମାଡି ତଳେ ପଡିଗଲେ

"ଶିଷ୍ୟମାନେ ଭୁମି ଉପରେ ସେମାନଙ୍କର ମୁହଁକୁ ନତ କଲେ"

Matthew 17:9

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ ।

ଯେପରି ସେମାନେ

"ଯେପରି ଯୀଶୁ ଏବଂ ଶିଷ୍ୟମାନେ"

Matthew 17:11

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣକୁ ତାହାଙ୍କ ମହିମା ଦେଖାଇବାର ବିବରଣକୁ ଏହା ଜାରି ରଖେ । ୧୭:୧୦ ର ପ୍ରଶ୍ନକୁ ଯୀଶୁ ଉତ୍ତର ଦେଉଅଛନ୍ତି ।

ସମସ୍ତ ବିଷୟ ପୁନଃସ୍ଥାପନ କର

"ବସ୍ତୁଗୁଡିକୁ କ୍ରମନୁସାରେ ରଖ"

ସେମାନେ ... ସେମାନେ ... ସେମାନେ

ସମ୍ଭାବନା ଅର୍ଥଗୁଡିକ: ୧) ଯିହୂଦୀ ନେତାମାନେ (ଦେଖନ୍ତୁ UDB) କିମ୍ଭା ୨) ସମସ୍ତ ଯିହୂଦୀ ଲୋକମାନେ ।

Matthew 17:14

ଯୀଶୁ ଦୁଷ୍ଟ ଆତ୍ମା ଥିବା ବାଳକଙ୍କୁ ସୁସ୍ଥ କରିବାର ବିବରଣୀକୁ ଏହା ଏହା ଆରମ୍ଭ କରେ ।

ମୃଗୀରୋଗ

କେତେକ ସମୟରେ ମୂର୍ଚ୍ଛା ପୁଣି ଅନିୟନ୍ତ୍ରିତ ଭାବରେ ଘୁଞ୍ଚନ୍ତି

Matthew 17:17

ଯୀଶୁ ଦୁଷ୍ଟ ଆତ୍ମା ଥିବା ବାଳକଙ୍କୁ ସୁସ୍ଥ କରିବାର ବିବରଣୀକୁ ଏହା ଏହା ଜାରିରଖେ ।

କେତେ ସମୟ ମୁଁ ତୁମ୍ଭ ସହିତ ରହିବାର ଅଛି ? କେତେ ସମୟ ମୁଁ ତୁମ୍ଭ ସହିତ ସହ୍ୟ କରିବାର ଅଛି ?

ଯୀଶୁ ଲୋକମାନଙ୍କ ସହିତ ସନ୍ତୁଷ୍ଟ ନୁହନ୍ତି । ଏକାନ୍ତରୀକ ଅନୁବାଦ: "ମୁଁ ତୁମ୍ଭମାନଙ୍କ ସହିତ ରହି କ୍ଲାନ ହୋଇଅଛି ! ମୁଁ ତୁମ୍ଭମାନଙ୍କର ଅବିଶ୍ଵାସ ଏବଂ ଦୁର୍ନୀତିର କାରଣରୁ କ୍ଲାନ ହୋଇଅଛି !" (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)

Matthew 17:19

ଯୀଶୁ ଦୁଷ୍ଟ ଆତ୍ମା ଥିବା ବାଳକଙ୍କୁ ସୁସ୍ଥ କରିବାର ବିବରଣୀକୁ ଏହା ଏହା ଜାରିରଖେ ।

ଆମ୍ଭେମାନେ

ବକ୍ତାମାନେ, କିନ୍ତୁ ଶ୍ରୋତାମାନେ ନୁହନ୍ତି (ଦେଖନ୍ତୁ: ସମଷ୍ଟି/ସମୂହତା)

ଏହାକୁ ବାହାର କର

"ଭୂତକୁ ବାହାର କର"

କୌଣସି ବିଷୟ ତୁମ୍ଭମାନଙ୍କୁ କରିବାକୁ ଅସମ୍ଭବ ନୋହିବ

"କୌଣସି ବିଷୟ ତୁମ୍ଭେମାନେ କରିବାରେ ସକ୍ଷମ ହେବ" (ଦେଖନ୍ତୁ: ଶିଷ୍ଟୋକ୍ତି)

Matthew 17:22

ଯୀଶୁ ଗାଲିଲୀରେ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷାଦେବା ଜାରିରଖନ୍ତି ।

ସେମାନେ ରହିଲେ

"ଶିଷ୍ୟମାନେ ଓ ଯୀଶୁ ରହୁଥିଲେ"

ମନୁଷ୍ୟ ପୁତ୍ର ସମର୍ପିତ ହେବେ

ଏକାନ୍ତରୀକ ଅନୁବାଦ: "କେହି ଜଣେ ମନୁଷ୍ୟ ପୁତ୍ରଙ୍କୁ ସମର୍ପଣ କରିବ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

ସେମାନେ ତାହାଙ୍କୁ ବଧ କରିବେ

"ଅଧିକାରୀଗଣ ମନୁଷ୍ୟ ପୁତ୍ରଙ୍କୁ ବଧ କରିବେ"

ସେ ପୁନରୁତ୍ଥିତ ହେବେ

"ଈଶ୍ଵର ତାହାଙ୍କୁ ଉତ୍ଥିତ କରିବେ" କିମ୍ଭା "ସେ ପୁନର୍ବାର ସଜୀବ ହେବେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)

Matthew 17:24

ଯୀଶୁ ମନ୍ଦିରର କରକୁ ପରିଶୋଧ କରିବାର ବିବରଣୀକୁ ଏହା ଆରମ୍ଭ କରେ ।

ଯେତେବେଳେ ସେମାନେ

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ

ଅର୍ଦ୍ଦଶେକଲ କର

ସମସ୍ତ ଯିହୂଦୀ ଉପରେ ଥିବା କର ଯାହା ପ୍ରଭୁଙ୍କୁ ଦାନ ସ୍ଵରୂପେ ଦିଆଯାଉଥିଲା (ଦେଖନ୍ତୁ: ବାଇବଲ ସମ୍ବନ୍ଦୀୟ ଟଙ୍କା)

ଗୃହ

ଯେଉଁ ସ୍ଥାନରେ ଯୀଶୁ ରହୁଥିଲେ ।

ପୃଥିବୀର ରାଜାମାନେ

ସାଧାରଣ ନେତାମାନେ

ନିୟନ୍ତ୍ରଣାଧିନ

ରାଜା ଓ ଶାସକଙ୍କ ନିୟନ୍ତ୍ରଣରେ ରହୁଥିବା ଲୋକମାନେ

Matthew 17:26

ଯୀଶୁ ମନ୍ଦିରର କରକୁ ପରିଶୋଧ କରିବାର ବିବରଣୀକୁ ଏହା ଆରମ୍ଭ କରେ ।

ନିୟନ୍ତ୍ରଣାଧିନ

ରାଜା ଓ ଶାସକଙ୍କ ନିୟନ୍ତ୍ରଣରେ ରହୁଥିବା ଲୋକମାନେ ।

ଏହାର ମୁଖ

"ମାଛର ମୁଖ"

ଏହା ନିଅ

"ଶେକଲ ନିଅ"