Matthew 16

Matthew 16:1

ଯୀଶୁ ଓ ଧାର୍ମିକନେତାମାନଙ୍କ ଶ ଏକ ବିବାଦ ଆରମ୍ଭ ହୁଏ

ଆକାଶ....ଆକାଶ

ଯିହୁଦୀ ନେତାମାନେ ଈଶ୍ଵରଙ୍କଠାରୁ ଏକ ଚିନ୍ନ ମାଗୁଥିଲେ ।(ଦେଖନ୍ତୁ: Metonymy or Personification [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ କିମ୍ବା ମାନବୀକରଣ ]) କିନ୍ତୁ ସେମାନେ ଦେଖି ପାରୁଥିବା ଆକାଶକୁ ଦେଖିବାକୁ ଯୀଶୁ ସେମାନଙ୍କୁ କହିଲେ, ଯେଉଁଠାରେ ଈଶ୍ଵର ବାସ କରନ୍ତି ଓ ଆକାଶ ଅଛି ସେଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରନ୍ତୁ ଫଳରେ କେବଳ ପାଠଇମାନେ ଭିନ୍ନ ଅର୍ଥଗୁଡିକକୁ ବୁଝି ପାରିବେ

ଯେତେବେଳେ ଏହା ସନ୍ଧ୍ୟା ସମୟ

ଦିବସର ସମୟରେ ଯେତେବେଳେ ସୁର୍ଯ୍ୟ ଲୁଚିଯାଏ '

ଭଲ ପାଗ

ସ୍ପଷ୍ଟ ଓ ଶାନ୍ତ , ମନୋହର

ଆକାଶ ଲାଲ ହୁଏ

ସୂର୍ଯ୍ୟାସ୍ତ ସହ ଆକାଶ ଉଜ୍ଜଳ ଓ ସ୍ପଷ୍ଟ

Matthew 16:3

ଯୀଶୁ ଓ ଧାର୍ମିକନେତାମାନଙ୍କ ଶ ଏକ ବିବାଦ ଆରମ୍ଭ ହୁଏ

ମେଘୁଆ ପାଗ

ମେଘୁଆ ଓ ଝଡ଼ ପାଗ ''

ମେଘୁଆହେବା

'' ଅନ୍ଧାର ଓ ବିଜୁଳି''

କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ

ଈଶ୍ଵର ତୁମ୍ଭମାନଙ୍କୁ କୌଣସି ଚିନ୍ନ ଦେବେ ନାହିଁ ।( ଦେଖନ୍ତୁ : active or passive and Implicit or Explicit , [କ୍ରିୟାବାଚ୍ୟ ଉ କର୍ମବାଚ୍ୟ ଓ ସ୍ପଷ୍ଟ ଓ ଅନ୍ତର୍ନିହିତ ସୁଚନା] )

Matthew 16:5

ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି

ଖମୀର

ମନ୍ଦ ବିଚାରଗୁଡିକ ଓ ଭୁଲ ଶିକ୍ଷାଗୁଡିକ ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

କାରଣ

'' ଯୁକ୍ତିତର୍କ କରିବା'' କିମ୍ବା '' ବିବାଦ ''

Matthew 16:9

ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି

ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ ? ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୋଟୀ, ଆଉ କେତେ ଟୋକାଇ ଉଠାଇଲ, କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୋଟୀ, ପୁଣି କେତେ ବେତା ଉଠାଇଲ, ସେହିସବୁ କି ତୁମ୍ଭମାନଙ୍କର ସ୍ମରଣ ନାହିଁ ? ଯୀଶୁ ସେମାନ ଗାଳି କରୁଅଛନ୍ତି AT: '' ତୁମ୍ଭେମାନେ ସ୍ମରଣ କରିବା ଉଚିତ ଥିଲା ଯେ ଏହି ୫ ରୋଟି ୫୦୦୦ ଲୋକଙ୍କ ପାଇଁ କେତେ ଟୋକାଇ ତୁମ୍ଭେମାନେ ଉଠାଇଲ ! ତୁମ୍ଭେମାନେ ମଧ୍ୟ ସ୍ମରଣ କରିବା ଉଚିତ ଥିଲା ଯେ ୭ ରୋଟି ୭, ୦୦୦ ଲୋକଙ୍କ ପାଇଁ ଓ କେତେ ବେତା ତୁମ୍ଭେମାନେ ଉଠାଇ ଥିଲ ! '' ।( ଦେଖନ୍ତୁ : ଆଳଙ୍କାରିକପ୍ରଶ୍ନ ଓ ଅନୁବାଦ ସଂଖ୍ୟା ] )

Matthew 16:11

ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି

ମୁଁ ଯେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ ?

'' ତୁମ୍ଭମାନଙ୍କୁ ମୁଁ ରୋଟି ବିଷୟରେ ବାସ୍ତବରେ କହୁ ନ ଥିଲା ତୁମ୍ଭେମାନେ ତାହା ବୁଝିବା ଉଚିତ ଥିଲା '' (UDB ) ।( ଦେଖନ୍ତୁ: ଆଳଙ୍କାରିକପ୍ରଶ୍ନ ]

ଖମୀର

ମନ୍ଦ ବିଚାରଗୁଡିକ ଓ ଭୁଲ ଶିକ୍ଷାଗୁଡିକ ।( ଦେଖନ୍ତୁ: ଉପମା କିମ୍ବା ତୁଳନା ])

ସେମାନେ ...ସେମାନଙ୍କୁ

'' ଶିଷ୍ୟମାନେ''

Matthew 16:13

ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାର

ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ ?

'' କିନ୍ତୁ ତୁମ୍ଭମାନଙ୍କୁ ମୁଁ ପଚାରେ , ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ ? ''

Matthew 16:17

ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାରକୁ ଯୀଶୁ ଉତ୍ତର ଦିଅନ୍ତି

ଯୂନସର ପୁତ୍ର ଶିମୋନ

'' ଶିମୋନ '' ଯୂନସର ପୁତ୍ର ''

ମାଂସ ଓ ରକ୍ତ ଏହା ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ

'' ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ '' ।(ଦେଖନ୍ତୁ: [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ କିମ୍ବା ମାନବୀକରଣ ])

ଆଉ ନରକର ଫାଟକଗୁଡିକ ତାହାକୁ ପରାଜୟ କରିବ ନାହିଁ

ସମ୍ଭବ ଅର୍ଥଗୁଡିକ ୧) ମୃତ୍ୟୁର ବଳ ଏହାକୁ ପରାଜୟ କରିବ ନାହିଁ '' ( ଦେଖନ୍ତୁ : UDB ) ଯେପରି ଏକ ସେନାଗୋଷ୍ଟି ଏକ ନଗରକୁ ବିନାଶ କରନ୍ତି ଏହା ସେହିପରି ମୃତ୍ୟୁକୁ ଶକ୍ତିକୁ ବିନାଶ କରିବ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

Matthew 16:19

ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାରକୁ ଯୀଶୁ ଉତ୍ତର ଦିଅନ୍ତି

ସ୍ୱର୍ଗରାଜ୍ୟର କଞ୍ଚିଗୁଡିକ

ଯେପରି ଏକ ଦାସ ଅତିଥିମାନଙ୍କୁ ଗୃହରେ ସ୍ୱାଗତ କରେ ସେହିପରି ଈଶ୍ଵରଙ୍କର ଲୋକ ହେବାକୁ ଲୋକଙ୍କ ପାଇଁ ପଥ ଖୋଲିବାକୁ ସକ୍ଷମ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ପୃଥିବୀରେ ଯାହା କିଛି ବନ୍ଦ .........ସ୍ୱର୍ଗରେ ତାହା ମୁକ୍ତ ରହିବ

ଲୋକମାନେ କ୍ଷମାପ୍ରାପ୍ତ ବୋଲି ଘୋଷଣା କରିବାକୁ କିମ୍ବା ଦୋଷୀ ଘୋଷିତହେବା ଯେପରି ଏହା ସ୍ଵର୍ଗରେ ମଧ୍ୟ ହୁଏ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

Matthew 16:21

ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି

ସେହି ସମୟ ଠାରୁ

ଯୀଶୁ ସେ ଖ୍ରୀଷ୍ଟ ବୋଲି ଶିଷ୍ୟମାନଙ୍କୁ କହିଲା ପରେ କାହାକୁ କିଛି ନ କହିବାକୁ ଅଜ୍ଞା ଦେଲେ ଓ ସେମାନ ଈଶ୍ଵରଙ୍କର ଯୋଜନା ବିଷୟରେ କହିଲେ

ବଧ କରାଯିବେ

AT : '' ସେମାନେ ତାଙ୍କୁ ବଧ କରିବେ '' ।( ଦେଖନ୍ତୁ : [କ୍ରିୟାବାଚ୍ୟ ଉ କର୍ମବାଚ୍ୟ] )

ତୃତୀୟ ଦିବସରେ ପୁଣିଥରେ ଜୀବନକୁ ଫେରି ଆସିବେ

'' ତୃତୀୟ ଦିବସରେ ଈଶ୍ଵର ତାଙ୍କୁ ପୁଣିଥରେ ଜୀବିତ କରିବେ ''

Matthew 16:24

ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି

ମୋର ଅନୁସରଣ କରୁ

'' ମୋ ସହିତ ଶିଷ୍ୟରୁପେ ଆସୁ ''

ନିଜକୁ ପ୍ରତ୍ୟାଖାନ କରୁ

'' ନିଜର ଅଭିଳାଷକୁ ନ ଦେଇ '' କିମ୍ବା '' ନିଜର ଅଭିଳାଷକୁ ଭୁଲିଯାଇ ''

ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ

'' ଆପଣା କୃଶ ଉଠାଇ , ଏହାକୁ ଘେନି ଓ ମୋହର ଅନୁଗମନ କରୁ'' ଯେପରି ଖ୍ରୀଷ୍ଟ କଲେ ସେହି ପରି ମରିବାକୁ ଇଚ୍ଛା କରି ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ଯେକେହି ଇଚ୍ଛାକରେ

'' କାରଣ ଯେକେହି ଇଚ୍ଛାକରେ ''

ଯଦି ସେ ସମସ୍ତ ଜଗତ ଲାଭ କରେ

ଯଦି ସେ ଜଗତର ସମସ୍ତ ବିଷୟ ଲାଭ କରେ ''

କିନ୍ତୁ ଆପଣା ଜୀବନକୁ ହୋରାଏ

'' ସେ ନିଜେ ନିଜକୁ ହୋରାଏ କିମ୍ବା ବିନାଶ କରେ ''

Matthew 16:27

ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି

ମନୁଷ୍ୟପୁତ୍ର ଆପଣା ରାଜ୍ୟରେ ଆଗମନ ସେମାନେ ନ ଦେଖିବା ପର୍ଯ୍ୟନ୍ତ କୌଣସି ପ୍ରକାରେ ମୃତୁ୍ୟର ସ୍ୱାଦ ପାଇବେ ନାହିଁ

ସେମାନେ ମରିବା ପୁର୍ବରୁ ମନୁଷ୍ୟପୁତ୍ର ଆପଣା ରାଜ୍ୟରେ ଦେଖିବେ ''

ମୃତୁ୍ୟର ସ୍ୱାଦ ପାଇବେ ନାହିଁ

'' ମୃତ୍ୟୁକୁ ଅନୁଭବ କରିପାରିବେ ନାହିଁ '' କିମ୍ବା '' ମରିବେ ନାହିଁ ''

ମନୁଷ୍ୟପୁତ୍ର ଆପଣା ରାଜ୍ୟରେ ଆଗମନ କରିବା

'' ଯେଉଁ ପର୍ଯ୍ୟନ୍ତ ସେମାନେ ମୋତେ ଆପଣା ରାଜ୍ୟରେ ଆଗମନ କରିବା ଦେଖନ୍ତି '' ( ଦେଖନ୍ତୁ : ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରୁଷ )