Matthew 15

Matthew 15:1

ଏହି ସାକ୍ଷାତ ଯୀଶୁ ଓ ଯିହୁଦୀ ନେତାଙ୍କ ମଧ୍ୟରେ

ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି

'' ପ୍ରାଚୀନ ଧାର୍ମିକ ନେତାଙ୍କ ଦ୍ଵାରା ପରମ୍ପରାଗତ ରୀତିନୀତିକୁ ସମ୍ମାନ କରୁନାହଁ ''

ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି

'' ଭୋଜନ କରିବା ସମୟରେ ସେମାନେ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ '' ।( ଦେଖନ୍ତୁ : ସ୍ପଷ୍ଟ ଏବଂ ଅସ୍ପଷ୍ଟ] )

Matthew 15:4

ଯୀଶୁ , ଶାସ୍ତ୍ରୀ ଓ ଫାରୁଶୀମାନଙ୍କ ମଧ୍ୟରେ ଏହି ବିବାଦ ଜାରି ରହିଛି

ଯେକେହି

କୌଣସି ବ୍ୟକ୍ତି '' କିମ୍ବା '' ଯଦି କେହି ''

ତାହିରୀ ପିତାଙ୍କୁ ଆଦର କରେ '' ପିତାଙ୍କୁ ତାଙ୍କରି ଯତ୍ନ ନେଇ ସମ୍ମାନ କରେ

ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କ ବାକ୍ୟ ବ୍ୟର୍ଥ କରିଅଛ

AT : '' ଈଶ୍ଵରଙ୍କ ବାକ୍ୟ ଉପରେ ତୁମ୍ଭେମାନେ ପରମ୍ପରାକୁ ଉଚ୍ଚକୁ ଉଠେଇଅଛ ''

Matthew 15:7

ଯୀଶୁ , ଶାସ୍ତ୍ରୀ ଓ ଫାରୁଶୀମାନଙ୍କ ମଧ୍ୟରେ ଏହି ବିବାଦ ଜାରି ରହିଛି

ଯିଶାଇୟ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି

AT : '' ଯିଶାଇୟ ଭାବବାଣୀ୪ ସତ୍ୟ କହିଲେ ''

ହେତେବେଳେ ସେ କହିଲେ

AT: ''ଯେତେବେଳେ ଈଶ୍ଵର ଯାହା କହିଥିଲେ ସେ କହିଲେ ''

ଏହି ଲୋକମାନେ ମୁଖରେ ଆମ୍ଭକୁ ସମାଦର କରନ୍ତି AT: '' ଏହି ଲୋକମାନେ ସମସ୍ତ ଯଥାର୍ଥ ବିଷୟ କହନ୍ତି ''

କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ

''କିନ୍ତୁ ସେମାନେ ପ୍ରକୃତରେ ମୋତେ ପ୍ରେମ କରନ୍ତି ନାହିଁ'' ( ଦେଖନ୍ତୁ : ଉପମା

ବୃଥାରେ ଆମ୍ଭର ଆରାଧନା କରନ୍ତି

AT : '' ମୋ ଉପରେ ଯେପରି କୋଣସି ପ୍ରଭାବ ପଡ଼େ ନାହିଁ ସେହିପରି ସେମାନେ ଉପାସନା କରନ୍ତି '' କିମ୍ବା '' ସେମାନେ କେବଳ ଉପାସାନ କରିବାର ବାହାନା କରନ୍ତି ''

ଲୋକଙ୍କ ଅଜ୍ଞାଗୁଡିକ

'' ଆଜ୍ଞାଗୁଡିକ ଯାହା ଲୋକମାନେ କରନ୍ତି ''

Matthew 15:10

ଯୀଶୁ ଏକ ଦୃଷ୍ଟାନ୍ତରେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି

ଶୁଣ ଓ ବୁଝ

ଯେଉଁ ଗୁରୁତ୍ବପୂର୍ଣ୍ଣ ବାକ୍ୟଟି ଅନୁସରଣ ହୁଏ ତାହା ଯୀଶୁ ଗୁରୁତ୍ବ ଦିଅନ୍ତି

Matthew 15:12

୧୫:୧୧ରେ ଦୃଷ୍ଟାନ୍ତର ଅର୍ଥକୁ ଯୀଶୁ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରନ୍ତି

ଫାରୂଶୀମାନେ ଏହି କଥା ଯେତେବେଳେ ଶୁଣୀଲେ ସେମାନେ ବିଘ୍ନ ପାଇଲେ ? AT : '' ଏହି କଥା ଫାରୁଶୀମାନଙ୍କୁ କ୍ରୋଧ ଉତ୍ପନ କରିଲା? '' କିମ୍ବା '' ଏହି କଥା ଫାରୁଶୀମାନଙ୍କୁ ଅସମ୍ମାନ କରିଲା ? '' ।( ଦେଖନ୍ତୁ :[କ୍ରିୟାବାଚ୍ୟ ଉ କର୍ମବାଚ୍ୟ] )

Matthew 15:15

ବାକ୍ୟ ୧୧ର ଦୃଷ୍ଟାନ୍ତର ଅର୍ଥକୁ ଯୀଶୁ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି

ଆମ୍ଭମାନଙ୍କୁ

'' ଆମ୍ଭ ଶିଷ୍ୟମାନଙ୍କୁ''

ଯାଏ

ଯାଏ ''

ଶୌଚାଳୟ

ଯେଉଁଠାରେ ଲୋକମାନେ ଶରୀର ବ୍ୟର୍ଥକୁ ରଖନ୍ତି ସେଥି ପାଇଁ ଏକ ବ୍ୟର୍ଥ ଶବ୍ଦ ଅଟେ

Matthew 15:18

ବାକ୍ୟ ୧୫:୧୧ର ଦୃଷ୍ଟାନ୍ତର ଅର୍ଥକୁ ଯୀଶୁ ଶିଷ୍ୟମାନଙ୍କୁ ବ୍ୟାଖ୍ୟା କରିବା ଜାରି ରଖିଛନ୍ତି #ମୁଖରୁ ଯାହାସବୁ ନିର୍ଗତ ହୁଏ '' ଶବ୍ଦଗୁଡିକ ଯାହା ଏକ ବ୍ୟକ୍ତି କୁହେ ''

ହୃଦୟରୁ ବାହାରେ

'' ଏକ ବ୍ୟକ୍ତିର ଭାବନା କିମ୍ବା ବିଚାରର ପରିଣାମ ''

ହତ୍ୟାକରିବା

ନିର୍ଦୋଷ ଲୋକମାନଙ୍କୁ ହତ୍ୟା କରିବା

ଅପମାନ କରିବା

'' ଅନ୍ୟ ଲୋକମାନଙ୍କୁ ଅପମାନ କରିବା ପରି କଥା କହିବା ''

ଅଧୌତ ହସ୍ତଗୁଡିକ

'' ଭୋଜନକଲା ସମୟରେ ଅଧୌତ ହସ୍ତଗୁଡିକ

Matthew 15:21

କିଣାନୀୟା ସ୍ତ୍ରୀର ପୁତ୍ରୀକୁ ଯୀଶୁ ସୁସ୍ଥକରିବାର ଏକ ଘଟଣାର ଆରମ୍ଭ

ସେହି ସୀମାରୁ ଜଣେ କିଣାନୀୟା ସ୍ତ୍ରୀ ଆସିଲା

'' ସେହି ସ୍ତ୍ରୀ ନିଜର ଦେଶ ଛାଡି ଦେଇଥିଲା , ଯାହା ଇସ୍ରାଏଲରୁ ବାହାରେ ଥିଲା , ଇସ୍ରାଏଲକୁ ଆସି ଯୀଶୁଙ୍କୁ ପାଇଲା

କିଣାନୀୟା ସ୍ତ୍ରୀ

କିଣାନ ଆଉ ଏକ ଦେଶରୁପେ ରହି ନାହିଁ '' କିଣାନୀୟା ଲୋକ ସମୁହର ଏକ ସ୍ତ୍ରୀ ''

ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଲାଗିଅଛି

'' ଏକ ବହୁତ ମୋର ଝିଅକୁ ବହୁତ କଷ୍ଟ ଦେଉଅଛି '' ।( ଦେଖନ୍ତୁ : active or passive [କ୍ରିୟାବାଚ୍ୟ ଉ କର୍ମବାଚ୍ୟ] )

ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ

'' ପଦେ କଥା କହିଲେ ନାହିଁ ''

Matthew 15:24

କିଣାନୀୟା ସ୍ତ୍ରୀର ପୁତ୍ରୀକୁ ଯୀଶୁ ସୁସ୍ଥକରିବାର ଏହି ଘଟଣା ଜାରି ରହେ

ସେ ( ସ୍ତ୍ରୀ) ଆସିଲା

''କିଣାନୀୟା ସ୍ତ୍ରୀ ଆସିଲା''

ସନ୍ତାନମାନଙ୍କ ଆହାର.... କୁକୁରମାନଙ୍କ

'' ଯାହା ଯଥାର୍ଥରୁପେ ଯିହୁଦୀ ମାନଙ୍କର........ ବିଜାତିମାନଙ୍କର '' ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

Matthew 15:27

କିଣାନୀୟା ସ୍ତ୍ରୀର ପୁତ୍ରୀକୁ ଯୀଶୁ ସୁସ୍ଥକରିବାର ଏହି ଘଟଣା ଜାରି ରହେ

ଏମିତିକି କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଗୁଣ୍ଡିଗୁଣ୍ଡା ଖାଆନ୍ତି

'' ଯେଉଁ ଉତ୍ତମ ବିଷୟ ଯିହୁଦୀମାନେ ବାହାରେ ପକାନ୍ତି ତାହା କିଛି ବିଜାତି ମାନେ ପାଇବା ଉଚିତ ଅଟେ ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

ତାହାର କନ୍ୟା ସୁସ୍ଥ ହୋଇଥିଲା

'' ଯୀଶୁ ତାହାର କନ୍ୟାକୁ ସୁସ୍ଥ କଲେ '' କିମ୍ବା '' ଯୀଶୁ ସେହି ସ୍ତ୍ରୀର କନ୍ୟାକୁ ଉତ୍ତମରୁପେ ସୁସ୍ଥ କଲେ '' ।( ଦେଖନ୍ତୁ : active or passive [କ୍ରିୟାବାଚ୍ୟ ଉ କର୍ମବାଚ୍ୟ] )

ସେହି ସମୟରେ

'' ସେହି ସମୟରେ '' କିମ୍ବା '' ସେହିକ୍ଷଣୀ ''

Matthew 15:29

ଯୀଶୁ ଗାଲିଲୀରେ ଜନଗହଳିକୁ ସୁସ୍ଥ କରିବାର ଏହି ଘଟଣା ଆରମ୍ଭ

ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଲୋକମାନେ

'' କେଉଁ ଲୋକମାନେ ଚାଲି ପାରନ୍ତି ନାହିଁ , କିଛି ଯେଉଁମାନେ ଦେଖି ପାରନ୍ତି ନାହିଁ ,କିଛି ଯେଉଁମାନେ କଥା କହି ପାରନ୍ତି ନାହିଁ , ଏବଂ ଅନ୍ୟ,ମାନେ ଯେଉଁମାନଙ୍କର ହସ୍ତଗୁଡିକ ଓ ପାଦ ଗୁଡିକ କ୍ଷତଗ୍ରସ୍ତ ହୋଇଥିଲା " କିଛି ପ୍ରାଚୀନ ପାଠଗୁଡିକରେ ଏହି ଶବ୍ଦ ଭିନ୍ନରୁପେ ପ୍ରକାଶ କରାଯାଇଅଛି

ସେମାନେ ସେମାନଙ୍କୁ ଯୀଶୁଙ୍କ ଛାମୁକୁ ଆଣିଲେ

'' ଜନଗହଳି ରୋଗୀମାନଙ୍କୁ ଯୀଶୁଙ୍କ ଛାମୁକୁ ଆଣିଲେ ''

Matthew 15:32

ଯୀଶୁ ଗାଲିଲିରେ ଏକ ବିଶାଳ ଜନଗହଳିକୁ ଭୋଜନ ପାନ କରେଇବାର ଘଟଣା ଆରମ୍ଭ ହୁଏ

ସେମାନେ ମୂର୍ଛିତ ହେବେ

ସମ୍ଭବ ଅର୍ଥଗୁଡିକ ୧) '' କାରଣ କିଛି ସମୟ ପାଇଁ ସେମାନେ ମୂର୍ଛିତ ହୋଇଯିବେ '' କିମ୍ବା ୨) '' କାରଣ ସେମାନେ ନିର୍ବଳ ହୋଇଯିବେ ''।(ଦେଖନ୍ତୁ: Hyperbole[ଅତ୍ୟୁକ୍ତି])

ବସିବା

କିପରି ଲୋକାମାନେ ଭୋଜନ କଲାବେଳେ କିମ୍ବା ଶୟନ କଲାବେଳେ ସାଧାରଣତଃ ବସିଥାନ୍ତି ସେହି ଶବ୍ଦକୁ ଆପଣଙ୍କ ଭାଷାଗୁଡିକରେ ବ୍ୟବହାର କରନ୍ତୁ

Matthew 15:36

ଯୀଶୁ ଗାଲିଲିରେ ଏକ ବିଶାଳ ଜନଗହଳିକୁ ଭୋଜନ ପାନ କରେଇବାର ଘଟଣା ଆରମ୍ଭ ହୁଏ

ସେ ନେଲେ

ଯୀଶୁ ନେଲେ '' ଯେପରି ଆପଣ ୧୪: ୯ କଲେ ଏହାକୁ ସେପରି ଅନୁବାଦ କରନ୍ତୁ ''

ସେମାନଙ୍କୁ ଦେଲେ

'' ଯୀଶୁ ମାଛ ଓ ରୋଟି ସେମାନଙ୍କୁ ଦେଲେ ''

ସେମାନେ ଏକତ୍ରିତ କଲେ

'' ଶିଷ୍ୟମାନେ ଏକାଠି କଲେ ''

ଯେଉଁମାନେ ଭୋଜନ କଲେ

ଯେଉଁ ଲୋକମାନେ ଭୋଜନ କଲେ ''

ସୀମାରେ

'' ଦେଶର ଏକ ଅଂଶ ''

ମଗଦାନ

ବେଳେବେଳେ '' ମଗଦାଲା '' ମଧ୍ୟ କୁହାଯାଏ '' ( ଅନୁବାଦ ନାମ ଗୁଡିକ ଦେଖନ୍ତୁ )