Matthew 14

Matthew 14:1

ଅଧ୍ୟାୟ ୧୨ ରେ ଥିବା ଘଟଣାଗୁଡିକ ଏହି ସ୍ଥାନରେ ଘଟିଥିବା ଘଟଣାଗୁଡିକଠାରୁ ପୁର୍ବରୁ ବର୍ଣ୍ଣିତ ହୋଇଅଛି #. ସେହି ସମୟରେ “ସେହି ଦିନମାନଙ୍କରେ” କିମ୍ବା “ଯେତେବେଳେ ଯୀଶୁ ଗାଲିଲୀରେ ସେବାକାର୍ଯ୍ୟ କରୁଥିଲେ” #. ସାମନ୍ତ ରାଜା ହେରୋଦ ହେରୋଦ ଆନ୍ତିପା, ଇସ୍ରାଏଲର ଏକ ଚତୁର୍ଥାଂଶର ଶାସକ (ଦେଖନ୍ତୁ:ଅନୁବାଦିତ ନାମଗୁଡିକ) #. ଯୀଶୁଙ୍କ ବିଷୟରେ ସମାଚାର ଶୁଣିଲେ “ଯୀଶୁଙ୍କ ବିଷୟରେ ଖବର ଶୁଣିଲେ” କିମ୍ବା ଯୀଶୁଙ୍କ ନାମ ବିଷୟରେ ଶୁଣିଲେ” #. ସେ କହିଲେ “ହେରୋଦ କହିଲେ”

Matthew 14:3

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ହେରୋଦ ଯୋହନଙ୍କୁ ଧରିଲେ, ତାହାଙ୍କୁ ବାନ୍ଧିଲେ, ଏବଂ ତାହାଙ୍କୁ କାରାଗାରରେ ପକାଇଲେ ଅଧିକାଂଶତଃ, ହେରୋଦ ତାହାଙ୍କ ସହିତ ଏପରି କରିବା ପାଇଁ ଅନ୍ୟମାନଙ୍କୁ ଆଜ୍ଞା ଦେଲେ (ଦେଖନ୍ତୁ: ଲକ୍ଷଣସୁଚକ ବାଚ୍ୟ) #. ହେରୋଦ ଯୋହନଙ୍କୁ ଧରିଲେ “ହେରୋଦ ଯୋହନଙ୍କୁ ଗିରଫ କଲେ #. ଯେହେତୁ ଯୋହନ ତାହାଙ୍କୁ କହିଲେ, “ଏହାଙ୍କୁ ଭାର୍ଯ୍ୟା ଭାବରେ ରଖିବା ବିଧିସଙ୍ଗତ ନୁହେଁ” ଯେହେତୁ ଯୋହନ ତାହାଙ୍କୁ କହିଲେ ଯେ ଏହା ତାହାଙ୍କ ପାଇଁ ବିଧିସଙ୍ଗତ ନୁହେଁ ଯେ ସେ ତାହାଙ୍କୁ ତାହାଙ୍କ ଭାର୍ଯ୍ୟା କରି ରଖିବେ” (ଦେଖନ୍ତୁ” ଅର୍ଦ୍ଧଙ୍କର ବାଚ୍ୟ) #. ଯେହେତୁ ଯୋହନ ତାହାଙ୍କୁ କହିଲେ “ଯେହେତୁ ଯୋହନ ନିରନ୍ତର ହେରୋଦକୁ କହୁଥିଲେ” (ଦେଖନ୍ତୁ: UDB) #. ଏହା ବିଧିସଙ୍ଗତ ନୁହେଁ UDB କଳ୍ପନା କରେ ଯେ ଫିଲିପ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ଯେତେବେଳେ ହେରୋଦ ହେରୋଦିଆଙ୍କୁ ବିବାହ କଲେ, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ତାହାର ଭାଇଙ୍କ ବିଧବାଙ୍କୁ ବିବାହ କରିବାକୁ ନବାରଣ କରେ

Matthew 14:6

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ମଧ୍ୟରେ ଅତିଥିମାନଙ୍କ ମଧ୍ୟରେ ଯେଉଁମାନେ ସେଠାରେ ଜନ୍ମଦିନ ପାଳନ କରିବାକୁ ଆସିଥିଲେ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 14:8

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ଆପଣା ମାଆର ଶିକ୍ଷାକୁ ପାଇଲା ପରେ AT: ତାହାର ମାଆ ତାହାକୁ ଶିକ୍ଷା ଦେଲା ପରେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କ'ଣ ବିଷୟରେ ପଚାରିବା ନିମନ୍ତେ ଏହାକୁ ଏପରି ଅନୁବାଦ କରାଯାଇପାରେ "କ'ଣ ବିଷୟରେ ପଚାରିବା" ଏହି ଶବ୍ଦଗୁଡିକ ପ୍ରକୃତ ଗ୍ରୀକ୍ ଭାଷାରେ ନାହିଁ ସେଗୁଡିକ ସନ୍ଦର୍ଭ ଦ୍ଵାରା ବର୍ଣ୍ଣିତ ହୋଇଅଛି (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ସେ କହିଲେ "ସେ" ସର୍ବନାମଟି ହେରୋଦିଆଙ୍କ ଝିଅକୁ ସୁଚାଏ #. ଅଗଭୀର ବଡଥାଳି ବୃହତ୍ ଥାଳି #. ରାଜା ତାହାର ଦ୍ଵାରା ଅତ୍ଯନ୍ତ ଅସ୍ତବ୍ୟସ୍ତ ଥିଲେ "ତାହରର ଅନୁରୋଧ ରାଜାକୁ ଅତ୍ଯନ୍ତ ଅସ୍ତବ୍ୟସ୍ତ କରାଇଲା" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) ରାଜା ହେରୋଦ ଆନ୍ତିପା ସାମନ୍ତ ରାଜା(ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 14:10

ଏହା ହେରୋଦ ବାପ୍ତିଜକ ଯୋହନଙ୍କୁ ହତ୍ୟା କରିବାର ଏକ ବିବରଣୀକୁ ଜାରି ରଖେ #. ତାଙ୍କର ମୁଣ୍ଡ ଏକ ଥାଳିରେ ଅଣାଗଲା ଏବଂ ଝିଅକୁ ଦିଆଗଲା" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଥାଳି ଏହା ଏକ ବୃହତ୍ ଥାଳି ଅଟେ #. ଝିଅ ଏକ ଯୁବତୀ, ଅବିବାହିତ ଝିଅ ନିମନ୍ତେ ଶବ୍ଦ ବ୍ୟବହାର କର #. ତାହାଙ୍କ ଶିଷ୍ୟମାନେ "ଯୋହନଙ୍କ ଶିଷ୍ୟମାନେ" #. ଶବ "ମୃତ ଶରୀର" #. ସେମାନେ ଗଲେ ଏବଂ ଯୀଶୁଙ୍କୁ କହିଲେ "ଯୋହନଙ୍କ ଶିଷ୍ୟମାନେ ଗଲେ ଏବଂ ଯୀଶୁଙ୍କୁ କହିଲେ ଯେ ବାପ୍ତିଜକ ଯୋହନଙ୍କ ସହିତ କଅଣ ହୋଇଥିଲା" (ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 14:13

ବାପ୍ତିଜକ ଯୋହନଙ୍କ ହତ୍ୟା ହେଲା ପରେ ଯୀଶୁ ଏକ ନିର୍ଜନ ସ୍ଥାନକୁ ଗଲେ #. ଏହା ଶୁଣିଲେ "ଯୋହନଙ୍କୁ କଅଣ ହେଲା ବୋଲି ଶୁଣିଲେ" କିମ୍ବା "ଯୋହନଙ୍କ ବିଷୟରେ ସମାଚାର ଶୁଣିଲେ"(ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ସେ ପ୍ରସ୍ଥାନ କଲେ ସେ ପଲାଇଲେ କିମ୍ବା ଜନଗହଳିରୁ ଦୁରକୁ ପଲାଇଲେ #. ସେହିଠାରୁ "ସେହି ସ୍ଥାନରୁ" #. ଯେତେବେଳେ ଜନଗହଳି ଏହି ବିଷୟରେ ଶୁଣିଲେ "ଯେତେବେଳେ ଜନଗହଳି ଶୁଣିଲେ ଯେ ସେମାନେ କେଉଁଠାକୁ ଯାଇଅଛନ୍ତି" (ଦେଖନ୍ତୁ:UDB) କିମ୍ବା "ଯେତେବେଳେ ଜନଗହଳି ଶୁଣିଲେ ଯେ ସେ ଛାଡି ପଲାଇଲେ" #. #. ଜନଗହଳି “ଲୋକମାନଙ୍କ ଗହଳି” କିମ୍ବା “ଲୋକମାନେ” #. ତା’ପରେ ଯୀଶୁ ସେମାନଙ୍କ ପୁର୍ବରୁ ଗଲେ ଏବଂ ଏକ ବୃହତ୍ ଗହଳିକୁ ଦେଖିଲେ “ଯେତେବେଳେ ଯୀଶୁ କୁଳକୁ ଆସିଲେ, ସେ ଏକ ବୃହତ ଜନଗହଳିକୁ ଦେଖିଲେ"

Matthew 14:15

ଯୀଶୁ ସେମାନଙ୍କୁ ଖୁଆଇଲେ ଯେଉଁମାନେ ତାହାଙ୍କୁ ଏକ ନିର୍ଜନ ସ୍ଥାନରେ ଅନୁଗମନ କଲେ #. ଶିଷ୍ୟମାନେ ତାହାଙ୍କ ନିକଟକୁ ଆସିଲେ "ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସିଲେ"

Matthew 14:16

ଯୀଶୁ ସେମାନଙ୍କୁ ଖୁଆଇଲେ ଯେଉଁମାନେ ତାହାଙ୍କୁ ଏକ ନିର୍ଜନ ସ୍ଥାନରେ ଅନୁଗମନ କଲେ #. ସେମାନଙ୍କ ଆବଶ୍ୟକ ନୁହେଁ "ଗହଳିରେ ଥିବା ଲୋକମାନଙ୍କ ଆବଶ୍ୟକ ନୁହେଁ" #. ତୁମ୍ଭେମାନେ ସେମାନଙ୍କୁ ଦିଅ "ତୁମ୍ଭେମାନେ" ଶବ୍ଦଟି ବହୁବଚନ ଅଟେ, ଶିଷ୍ୟମାନଙ୍କୁ ସୁଚାଏ (ଦେଖନ୍ତୁ:ତୁମ୍ଭେମାନେ ଶବ୍ଦର ଆକୃତି) #. ସେମାନେ ତାହାଙ୍କୁ କହିଲେ "ଶିଷ୍ୟମାନେ ଯୀଶୁଙ୍କୁ କହିଲେ" #. ପାଂଚ ଖଣ୍ଡ ରୋତୀ ଏବଂ ଦୁଉଇ ମାଛ ୫ ଖଣ୍ଡ ରୋତୀ ଏବଂ ୨ଟି ମାଛ" (ଦେଖନ୍ତୁ: ଅନୁବାଦିତ ସଂଖ୍ୟା) #. ସେଗୁଡିକୁ ମୋ ନିକାକୁ ଆସ "ଖଣ୍ଡଗୁଡିକୁ ଏବଂ ମାଛକୁ ମୋହର ନିକଟକୁ ଆଣ"

Matthew 14:19

ଯୀଶୁ ସେମାନଙ୍କୁ ଖୁଆଇଲେ ଯେଉଁମାନେ ତାହାଙ୍କୁ ଏକ ନିର୍ଜନ ସ୍ଥାନରେ ଅନୁଗମନ କଲେ #. ତଳେ ବସିବା କିମ୍ବା "ତଳେ ରୁହ" ଆପଣଙ୍କ ପରମ୍ପରାରେ ଲୋକମାନଙ୍କ ସ୍ଥାନ ନିମନ୍ତେ ସାଧାରଣ ସେହି ଶବ୍ଦକୁ ବ୍ୟବହାର କର ଯେତେବେଳେ ସେମାନେ ଖାଆନ୍ତି #. ନେଲେ "ହାତରେ ଧରିଲେ" କିମ୍ବା "ସେ ସେଗୁଡିକୁ ଚୋରୀକରିଲେ ନାହିଁ" (ଦେଖନ୍ତୁ:ବାକ୍ୟାଂଶ) #. ଖଣ୍ଡଗୁଡିକ "ରୋଟିଖଣ୍ଡଗୁଡିକ" କିମ୍ବା "ସମ୍ପୁର୍ଣ୍ଣ ରୋଟିଗୁଡିକ" #. ଏବଂ ଚାହିଁଲେ ଏହାର ଅର୍ଥ ହୋଇପାରେ ୧)"ଯେତେବେଳେ ଦେଖିଲେ" କିମ୍ବା ୨) "ଦେଖିଲେ ପରେ" #. ସେମାନେ ଉପରକୁ ଉଠିଲେ "ଶିଷ୍ୟମାନେ ଜମା କଲେ" #. ଯେଉଁମାନେ ଖାଇଲେ "ସେମାନେ ଯେଉଁମାନେ ରୋଟି ଏବଂ ମାଛ ଖାଇଲେ" (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 14:22

#. ଯୀଶୁ ପାଣି ଉପରେ ଚାଲନ୍ତି #. ସଙ୍ଗେ ସଙ୍ଗେ "ଯୀଶୁ ପାଞ୍ଚ ହଜାର ଲୋକମାନଙ୍କୁ ଖୁଆଇଲା ହଠାତ୍ ପରେ" #. ଯେତେବେଳେ ସନ୍ଧ୍ୟା ଆସିଲା "ସନ୍ଧ୍ୟାର ବିଳମ୍ବ ସମୟରେ" କିମ୍ବା "ଯେତେବେଳେ ଅନ୍ଧାର ହେଲା" #. ତରଙ୍ଗଗୁଡିକ ଯୋଗୁଁ ପ୍ରାୟ ଅନିୟନ୍ତ୍ରଣ ହେଲା "ତରଙ୍ଗଗୁଡିକ ନୌକାର ବିରୁଦ୍ଧରେ ଆସୁଥିଲା"

Matthew 14:25

ଯୀଶୁ ପାଣି ଉପରେ ଚାଲନ୍ତି #. ସେ ସମୁଦ୍ର ଉପରେ ଚାଲୁଥିଲେ "ଯୀଶୁ ସମୁଦ୍ରର ପାଣି ଉପରେ ଚାଲୁହିଲେ" #. ସେମାନେ ଭୟଭୀତ ଥିଲେ "ଶିଷ୍ୟମାନେ ଅତି ଭୟଭୀତ ଥିଲେ" #. ଭୁତ ଆତ୍ମା ଯାହା ଏକ ବ୍ୟକ୍ତିର ଶରୀର ଯିଏ ମୃତ ହୋଇଅଛି ଛାଡିଲା

Matthew 14:28

ଯୀଶୁ ପାଣି ଉପରେ ଚାଲନ୍ତି #. ପିତର ତାହାଙ୍କୁ ଉତ୍ତର ଦେଲେ "ପିତର ଯୀଶୁଙ୍କୁ ଉତ୍ତର ଦେଲେ"

Matthew 14:31

ଯୀଶୁ ପାଣି ଉପରେ ଚାଲନ୍ତି #. ହେ ଅଳ୍ପ ବିଶ୍ଵାସୀମାନେ" ଦେଖନ୍ତୁ ଆପଣ ୬:୩୦ରେ ଅନୁବାଦ କରିଅଛ #. କାହିଁକି ତୁମ୍ଭେମାନେ ସନ୍ଦେହ କରୁଅଛ ତୁମ୍ଭମାନଙ୍କୁ ସନ୍ଦେହ କରିବାର ଆବଶ୍ୟକ ନ ଥିଲା" (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

Matthew 14:34

ଯୀଶୁ ନିର୍ଜନ ସ୍ଥାନରୁ ଫେରିଲା ପରେ ତାହାଙ୍କ ସେବାକାର୍ଯ୍ୟକୁ ଗାଲିଲୀରେ କରିବା ଜାରି ରଖନ୍ତି #. ଯେତେବେଳେ ସେମାନେ ଆରପାରିକୁ ଗଲେ "ଯେତେବଲେ ଯୀଶୁ ଏବଂ ଶିଷ୍ୟମାନେ ହ୍ରଦର ଆରପାରିକୁ ଗଲେ" #. ଗିନ୍ନେସରତ ଗାଲିଲୀ ସମୁଦ୍ରର ଉତ୍ତର ପଶ୍ଚିମ କୁଳରେ ଏକ ଛୋଟ ସହର(ଦେଖନ୍ତୁ:ଅନୁବାଦିତ ନାମଗୁଡିକ) #. ସେମାନେ ସମାଚାର ପଠାଇଲେ "ସେହି ଅଂଚଳର ପୁରୁଷମାନେ ସମାଚାର ପଠାଇଲେ" #. ସେମାନେ ତାହାଙ୍କୁ ବିନତି କଲେ "ରୋଗୀ ଲୋକମାନେ ତାହାଙ୍କୁ ନିବେଦନ କଲେ"

ବସ୍ତ୍ର

"ସଭାବସ୍ତ୍ର" କିମ୍ବା "ଯାହା ସେ ପିନ୍ଧିଥିଲେ"