Matthew 28

Matthew 28:1

ଯୀଶୁଙ୍କ ମୃତ୍ୟରୁ ପୁନରୁତ୍ଥାନର ବିବରଣୀକୁ ଏହା ଜାରିରଖେ ।

ବର୍ତ୍ତମାନ ବିଶ୍ରାମଦିନର ଶେଷପରେ, ଯେପରି ଏହା ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ

"ବିଶ୍ରାମଦିନ ସମାପ୍ତ ହେଲାପରେ, ଯେପରି ସୁର୍ଯ୍ୟ ରବିବାର ପ୍ରଭାତରେ ପ୍ରକାଶିତ ହେଲା"

ଅନ୍ୟ ମରିୟମ

"ଅନ୍ୟ ମରିୟମ ନାମକ ସ୍ତ୍ରୀଲୋକ," ଯାକୁବ ଏବଂ ଯୋଷେଫଙ୍କ ମାତା ମରିୟମ (୨୭:୫୬)

ଦେଖ

କିଛି ଆଚମ୍ବିତ ବିଷୟ ଘଟିବାକୁ ଯାଉଅଛି ବୋଲି ଲେଖକ ପାଠକଙ୍କୁ କହୁଅଛନ୍ତି । ଏହା କରିବାର ମାଧ୍ୟମ ତୁମ ଭାଷାରେ ଥାଇପାରେ ।

ସେଠାରେ ଏକ ମହା ଭୁମିକମ୍ପ ହୋଇଥିଲା, ଯେହେତୁ ପ୍ରଭୁଙ୍କ ଜଣେ ଦୂତ ଓହ୍ଲାଇ ଆସିଲା ... ଏବଂ ପଥରକୁ ଗଡାଇ ଦେଲା

ସମ୍ବାବନା ଅର୍ଥଗୁଡିକ: ୧) ଭୁମିକମ୍ପ ହେଲା ଯେହେତୁ ଦୂତ ଓହ୍ଲାଇ ଆସିଲେ ଏବଂ ପଥରକୁ ଗଡାଇ ଦେଲେ (ULB) କିମ୍ବା ୨) ସେହି ସମୟରେ ସମସ୍ତ ବିଷୟ ଘଟିଲା (UDB) ।

ଭୁମିକମ୍ପ

ହଠାତ ଏବଂ ତୀବ୍ର ଭୁକମ୍ପ

Matthew 28:3

ଯୀଶୁଙ୍କ ମୃତ୍ୟରୁ ପୁନରୁତ୍ଥାନର ବିବରଣୀକୁ ଏହା ଜାରିରଖେ ।

ତାହାଙ୍କ ବାହ୍ୟରୂପ

"ଦୂତଙ୍କ ବାହ୍ୟରୂପ"

ବିଜୁଳି ପରି ଥିଲା

"ବିଜୁଳି ପରି ଉଜ୍ଜଳ ଥିଲା"

ହିମ ପରି ଶୁଭ୍ର

"ଅତିଶୟ ଆଲୋକ"

ମୃତ ଲୋକ ସଦୃଶ୍ୟ

"ହଲିବାରେ ସକ୍ଷମ ନ ଥିଲେ"

Matthew 28:5

ଯୀଶୁଙ୍କ ମୃତ୍ୟରୁ ପୁନରୁତ୍ଥାନର ବିବରଣୀକୁ ଏହା ଜାରିରଖେ ।

ସ୍ତ୍ରୀଲୋକ

"ମଗଦଲିନୀ ମରିୟମ ଏବଂ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ"

ଯେ କ୍ରୁଶାର୍ପିତ ହୋଇଥିଲେ

"ଯାହାକୁ ଲୋକମାନେ ପୁଣି ସୈନିକମାନେ କ୍ରୁଶାର୍ପିତ କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

କିନ୍ତୁ ଉଠିଅଛନ୍ତି

"କିନ୍ତୁ ଈଶ୍ଵର ତାହାଙ୍କୁ ଉତ୍ଥିତ କରିଅଛନ୍ତି" (ଦେଖନ୍ତୁ: କର୍ତ୍ତୁବାଚ୍ୟ/କର୍ମବାଚ୍ୟ)

Matthew 28:8

ଯୀଶୁଙ୍କ ମୃତ୍ୟରୁ ପୁନରୁତ୍ଥାନର ବିବରଣୀକୁ ଏହା ଜାରିରଖେ । ସ୍ତ୍ରୀଲୋକ ମଗଦଲିନୀ ମରିୟମ ଏବଂ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ"

ଦେଖ

କିଛି ଆଚମ୍ବିତ ବିଷୟ ଘଟିବାକୁ ଯାଉଅଛି ବୋଲି ଲେଖକ ପାଠକଙ୍କୁ କହୁଅଛନ୍ତି । ଏହା କରିବାର ମାଧ୍ୟମ ତୁମ ଭାଷାରେ ଥାଇପାରେ ।

ତାହାଙ୍କ ପାଦ ଧରିଲେ

"ସେମାନଙ୍କର ଆଣ୍ଠୁରେ ନତ ହେଲେ ଏବଂ ତାହାଙ୍କ ପାଦ ଧରିଲେ"

ମୋହର ଭାଇମାନେ

ଯୀଶୁଙ୍କ ଶିଷ୍ୟମାନେ

Matthew 28:11

ପୁନରୁତ୍ଥାନ ପ୍ରତି ଅଧିକାରୀଗଣର ପ୍ରତିକ୍ରିୟାର ବିବରଣୀକୁ ଏହା ଆରମ୍ବ କରେ ।

ସ୍ତ୍ରୀଲୋକ

ମଗଦଲିନୀ ମରିୟମ ଏବଂ ଅନ୍ୟ ମରିୟମ

ଦେଖ

ବୃହତ କାହାଣୀର ଅନ୍ୟ ଘଟଣାର ଆରମ୍ବକୁ ଏହା ଚିହ୍ନଟ କରେ ଯାହା ଯାହା ଘଟଣା ବର୍ଣ୍ତିତ ହେବା ଅପେକ୍ଷା ବିଭିନ୍ନ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରେ । ଏହିପରି କରିବାକୁ ତୁମ ଭାଷାରେ ଥାଇପାରେ ।

ସେମାନଙ୍କ ସହ ଆଲୋଚନା କଲେ

"ସେମାନଙ୍କ ମଧ୍ୟରେ ଏକ ଯୋଜନା ସ୍ଥିର କଲେ ।" ଯାଜକ ଏବଂ ପ୍ରାଚୀନବର୍ଗ ସୈନିକମାନଙ୍କୁ ଟଙ୍କା ଦେବାକୁ ସ୍ଥିର କଲେ ।

ଅନ୍ୟମାନଙ୍କୁ କୁହ, 'ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ଆମ୍ବେମାନେ ଶୋଇଥିଲୁ ।'

ଯେକୌଣସି ଲୋକଙ୍କୁ ଯେ ତୁମ୍ବମାନଙ୍କୁ ପଚାରନ୍ତି କୁହ ଯେ ଯୀଶୁଙ୍କ ଶିଷ୍ୟମାନେ ଆସିଲେ ... ଯେତେବେଳେ ଆମ୍ବେମାନେ ଶୋଇପଡିଥିଲୁ ।"

Matthew 28:14

ଅଧିକାରୀଗଣ ସୈନିକମାନଙ୍କର କ'ଣ କରିବାକୁ କହିଲେ ସେଗୁଡିକୁ ଏହା ଜାରିରଖେ ।

ଶାସନକର୍ତ୍ତା

ପୀଲାତ (୨୭:୨)

ସେମାନେ ଯେପରି ପରାମର୍ଶ ପାଇଥିଲେ ସେହିପରି କଲେ

"ଯାଜକମାନେ ଯାହା ସେମାନଙ୍କୁ କରିବାକୁ କହିଲେ ତାହା କଲେ" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ବା କର୍ମବାଚ୍ୟ)

ଆଜି

ମାଥିଉ ପୁସ୍ତକ ଲେଖିବା ଦିନ

Matthew 28:16

ତାହାଙ୍କ ପୁନରୁତ୍ଠାନ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସାକ୍ଷାତ ହେବ ବିବରଣୀକୁ ଏହା ଆରମ୍ବ କରେ ।

Matthew 28:18

ତାହାଙ୍କ ପୁନରୁତ୍ଠାନ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସାକ୍ଷାତ ହେବ ବିବରଣୀକୁ ଏହା ଆରମ୍ବ କରେ ।

ନାମକୁ

"ଅଧିକାର ଦ୍ଵାରା"

Matthew 28:20

ତାହାଙ୍କ ପୁନରୁତ୍ଠାନ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସାକ୍ଷାତ ହେବ ବିବରଣୀକୁ ଏହା ଆରମ୍ବ କରେ ।

ସେମାନଙ୍କୁ ଶିକ୍ଷା ଦିଅ

"ତୁମେ ବାପ୍ତିସ୍ମ ଦେବା ଲୋକମାନଙ୍କୁ ଶିକ୍ଷା ଦିଅ" (୨୮:୧୯)

ଦେଖନ୍ତୁ

ଏକାନ୍ତରୀକ ଅନୁବାଦ: "ଦେଖ" କିମ୍ବା "ଶୁଣ" କିମ୍ବା "ମୁଁ ତୁମ୍ବମାନଙ୍କୁ ଯାହା କହିବାକୁ ଯାଉଅଛି ତାହା ପ୍ରତି ମନୋଯୋଗୀ ହୁଅ ।"