Matthew 6

Matthew 6:1

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ନିଜ ସମ୍ମୁଖରେ ତୁରୀ ବଜାଅ ନାହିଁ ଆପଣା ନିମନ୍ତେ ଧ୍ୟାନ ଆଣ ନାହିଁ ଯେପରି ଅନ୍ୟଜଣକ ପରି ଯିଏ ଲୋକଗହଳିର ଧ୍ୟାନକୁ ଆଣିବା ପାଇଁ ତୁରୀ ବଜାଇଥାଏ (ଦେଖନ୍ତୁ :ରୁପକ) #. ସ୍ତୁତି ସମାନ ଶବ୍ଦକୁ ବ୍ୟବହାର କର ଯେପରି ତୁମ୍ଭେ ୫:୧୬ରେ କରିଥିଲ ।

Matthew 6:3

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ତୁମ୍ଭର ବାମ ହାତ ନ ଜାଣୁ ଯେ ଡାହାଣ ହାତ କଅଣ କରୁଅଛି ଏହା ସମ୍ପୁର୍ଣ ଗୁପ୍ତ ନିମନ୍ତେ ଏକ ରୁପକ ଅଟେ..... ଯେପରି ହାତ ଏକାଠି କାମ କରେ ଏବଂ ଏହା "ଜାଣିବାକୁ" କହିପାରେ ପରସ୍ପର ସମସ୍ତ ସମୟରେ କ'ଣ କରୁଛନ୍ତି ଯେତେବେଳେ ତୁମ୍ଭେ ଗରିବ ଲୋକମାନଙ୍କୁ ଦେଉଅଛ, ତୁମ୍ଭର ନିକଟବର୍ତ୍ତୀ ଯେପରି ତାହା ନ ଜାଣୁ ।(ଦେଖନ୍ତୁ:ରୁପକ) #. ତୁମ୍ଭର ଦାନଗୁଡିକ ଗୁପ୍ତରେ ଦିଆଯାଉ "ଅନ୍ୟଲୋକମାନଙ୍କ ଅଜ୍ଞାନତାରେ ତୁମ୍ଭେ ଗରିବ ଲୋକମାନଙ୍କୁ ଦିଅ ।

Matthew 6:5

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ୫ ଏବଂ ୭ ପଦମାନଙ୍କରେ ବହୁବଚନ ଅଟେ, ୬ ପଦ ରେ ଏକବଚନ ଅଟେ, କିନ୍ତୁ ସେଗୁଡିକୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି AT: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ।” #. ଗୁପ୍ତ କୋଠରୀରେ ପ୍ରବେଶ କର ଏହାକୁ ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ପିତା ଜାଣିଛନ୍ତି ଯାହା ଲୋକମାନେ ଗୁପ୍ତରେ କରନ୍ତି ।” #. ଅନର୍ଥକ ପୁନରୁକ୍ତି ଅର୍ଥହୀନ ଶବ୍ଦଗୁଡିକ ବ୍ୟବହାର କରିବା #. ଅଧିକ କହିବା

“ଦୀର୍ଘ ପ୍ରାର୍ଥନା” କିମ୍ବା “ଅନେକ ଶବ୍ଦଗୁଡିକ”

Matthew 6:8

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ସେ ସେମାନଙ୍କୁ ଏକ ଦଳରେ ବହୁବଚନ ଭାବରେ କଥା ହେଉଛନ୍ତି "ଏହିପରି ପ୍ରାର୍ଥନା କର । "ତୁମ୍ଭମାନଙ୍କ" ଶବ୍ଦର ସମସ୍ତ ଘଟଣାଗୁଡିକ "ସ୍ଵର୍ଗୀୟ ପିତା" ଶବ୍ଦ ପରେ ଏକବଚନ ଅଟେ । #. ତୁମ୍ଭମାନଙ୍କ ନାମ ପବିତ୍ର ହେଉ "ଆମ୍ଭେମାନେ ପ୍ରତ୍ୟେକଙ୍କୁ ଜଣାଇବାକୁ ଚାହୁଁଅଛୁ ତୁମ୍ଭେ ପବିତ୍ର ଅଟ ।" #. ତୁମ୍ଭର ରାଜ୍ୟ ଆସୁ "ଆମ୍ଭେମାନେ ଦେଖିବାକୁ ଚାହୁଁଅଛୁ ଯେ ତୁମ୍ଭେ ସମସ୍ତଜଣଙ୍କ ଏବଂ ସମସ୍ତ ବିଷୟ ଉପରେ ସମ୍ପୁର୍ଣ୍ଣ ଶାସନ କର ।"

Matthew 6:11

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. "ଆମ୍ଭର," "ଆମ୍ଭମାନଙ୍କୁ" ଏବଂ "ଆମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଜନଗହଳିକୁ ସୁଚାଏ ଯେଉଁମାନଙ୍କୁ ଯୀଶୁ ସମ୍ବୋଧନ କରୁଛନ୍ତି ।(ଦେଖନ୍ତୁ: ବିଶେଷ) #. ଅପରାଧଗୁଡିକ ଏକ ଅପରାଧ ତାହା ଅଟେ ଯାହା ଏକ ବ୍ୟକ୍ତି ଅନ୍ୟଜଣକ ପ୍ରତି ରୁଣୀ ହୋଇଥାଏ ।ଏହା ପାପର ଏକ ରୁପକ ଅଟେ ।(ଦେଖନ୍ତୁ: ରୁପକ) #. ଅପରାଧୀମାନେ ଏକ ଅପରାଧୀ ସେହି ବ୍ୟକ୍ତି ଅଟେ ଯିଏ ଅନ୍ୟଜଣକ ପ୍ରତି ରୁଣୀ ହୋଇଥାଏ ।ଏହା ପାପୀମାନଙ୍କ ନିମନ୍ତେ ରୁପକ ।

Matthew 6:14

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ ।

Matthew 6:16

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ଶବ୍ଦଗୁଡିକ ୧୭ ଏବଂ ୧୮ ପଦମାନଙ୍କରେ ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭେ ବହୁବଚନ ପରି ୧୬ ପଦରେ "ତୁମ୍ଭ" ବହୁବଚନ ଶବ୍ଦକୁ ଅନୁରୁପ କରିବା ପାଇଁ ଅନୁବାଦ କର । #. ଆହୁରି ମଧ୍ୟ
"ମଧ୍ୟ" #. ମସ୍ତକକୁ ଅଭିଶିକ୍ତ କର "ସେପରି ଦୃଶ୍ୟମାନ ହୁଅ ଯେପରି ସାଧାରଣ ଦେଖାଯାଅ ।" ମସ୍ତକର "ଅଭିଶିକ୍ତ" କରିବା ଜଣକର କେଶକୁ ସାଧାରଣ ଭାବରେ ଯତ୍ନ କରିବା ଅଟେ । ଏହାର "ଖ୍ରୀଷ୍ଟ" ଅର୍ଥ "ଅଭିଶିକ୍ତ ଜଣ" ସହିତ କିଛି ସମ୍ପର୍କ ନାହିଁ ।

Matthew 6:19

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ୨୧ ପଦ, ଯେଉଁଠାରେ ସେଗୁଡିକ ଏକବଚନ, ଛଡା "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ଆପଣା ନିମନ୍ତେ ଧନ ସଂଚୟ କର
ଧନ ସମ୍ପତ୍ତି ଭୌତିକ ବିଷୟ ଅଟେ ଯାହା ଆମ୍ଭମାନଙ୍କୁ ସନ୍ତୁଷ୍ଟ କରେ ।

Matthew 6:22

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ପଡିବ । ଚକ୍ଷୁ ଶରୀରର ପ୍ରଦୀପ ଅଟେ “ପ୍ରଦୀପ ପରି” ଚକ୍ଷୁ ସମସ୍ତ ବିଷୟ ସ୍ପଷ୍ଟ ଦେଖିବାକୁ ସାହାଯ୍ୟ କରିଥାଏ” । (ଦେଖନ୍ତୁ:ରୁପକ) #. ଯଦି ଆପଣଙ୍କ ଚକ୍ଷୁ ନିର୍ମଳ, ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ “ଯଦି ଆପଣଙ୍କ ଚକ୍ଷୁ ସ୍ଵାସ୍ଥ୍ୟଜନକ ଅଟେ, ଯଦି ଆପଣ ଉତ୍ତମ ରୁପେ ଦେଖିପାରନ୍ତି, ତେବେ ଆପଣଙ୍କ ସମସ୍ତ ଶରୀର ଭଲଭାବରେ କାର୍ଯ୍ୟ କରିଥାଏ ।ତାହା ହେଉଛି ଆପଣ ଭଲ ଭାବରେ ଚାଲିପାରିବେ, କାର୍ଯ୍ୟ କରିପାରିବେ ଇତ୍ୟାଦି.. ।ଏହା ବିଷୟଗୁଡିକ ଦେଖିବା ପାଇଁ ଏକ ରୁପକ ଅଟେ ଯେପରି ଈଶ୍ଵର ଦେଖନ୍ତି, ବିଶେଷ ଭାବରେ ଉଦାରତା ଏବଂ ଲୋଭ କରିବା ପରିସ୍ଥିତିଗୁଡିକରେ (ଦେଖନ୍ତୁ: UDB) । #. ଚକ୍ଷୁ ଆପଣଙ୍କୁ ଏହାକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. ଆଲୋକରେ ପରିପୁର୍ଣ୍ଣ ହେଲା ଏହା ବୁଝିବା ପାଇଁ ରୁପକ ଅଟେ । #. ଯଦି ଆପଣଙ୍କ ଚକ୍ଷୁ ମନ୍ଦ ଅଟେ
ଏହା ଯାଦୁକୁ ସୁଚିତ କରେ ନାହିଁ ।ବିକଳ୍ପ ଅନୁବାଦ: ବିକଳ୍ପ ଅନୁବାଦ: “ଈଶ୍ଵର ଯେପରି ବିଷୟଗୁଡିକ ଦେଖନ୍ତି, ତୁମ୍ଭେମାନେ ସେଗୁଡିକ ଦେଖ ନାହିଁ ।” ଏହା ଲୋଭ ନିମନ୍ତେ ମଧ୍ୟ ଏକ ରୁପକ ଅଟେ ।(ଦେଖନ୍ତୁ: UDB କିପରି ତୁମ୍ଭେମାନେ ଲୋଭଗ୍ରସ୍ତ ହେବ ଏବଂ ୨୦:୧୫) । #. #. ଆଲୋକ ଯାହା ତୁମ୍ଭମାନଙ୍କଠାରେ ଅଛି ପ୍ରକୃତ ଅନ୍ଧକାରରେ ଅଛି
“ଯାହା ତୁମ୍ଭେ ଆଲୋକ ବୋଲି ଚିନ୍ତା କର ତାହା ପ୍ରକୃତରେ ଅନ୍ଧକାର ଅଟେ ।” ଏହା ଚିନ୍ତା କରିବା ପାଇଁ ଏକ ରୁପକ ଅଟେ ଜଣେ ଦେଖିଥାଏ ଯେପରି ଈଶ୍ଵର ସେଗୁଡିକୁ ଦେଖିଥାନ୍ତି ଯେତେବେଳେ ଅନ୍ୟ ଜଣେ ଦେଖେ ନାହିଁ । #. କେତେ ବିରାଟ ଅଟେ ସେହି ଅନ୍ଧକାର
ଅନ୍ଧକାରରେ ରହିବା ମନ୍ଦ ଅଟେ ।ଅନ୍ଧକାରରେ ରହିବା ଏବଂ ଆଲୋକରେ ଅଛି ବୋଲି ଚିନ୍ତା କରିବା ଅତି ମନ୍ଦ ଅଟେ । #. କାରଣ ସେ ଜଣକୁ ଘୃଣା କରିଵ ଏବଂ ଅନ୍ୟ ଜଣକୁ ପ୍ରେମ କରିବ, କିମ୍ବା ଜଣକ ପ୍ରତି ଅନୁରକ୍ତ ହେବ ଏବଂ ଅନ୍ୟ ଜଣକ ପ୍ରତି ଅବଜ୍ଞା କରିବ
ଏହି ଦୁଇଟି ବାକ୍ୟାଂଶ ଗୋଟିଏ ସମସ୍ୟାକୁ ସୁଚାଏ
ପ୍ରେମ କରିବାକୁ ଅସମର୍ଥ ଏବଂ ଈଶ୍ଵର ଏବଂ ଧନକୁ ଏକା ସମୟରେ ପ୍ରେମ କରିବା ।(ଦେଖନ୍ତୁ: ସାଦୃଶ୍ୟ) #. ତୁମ୍ଭେ ଈଶ୍ଵର ଏବଂ ଧନର ସେବା କରିପାରିବ ନାହିଁ “ଏକା ସମୟରେ ତୁମ୍ଭେ ଈଶ୍ଵର ଏବଂ ଧନକୁ ଉପାସନା କରିପାରିବ ନାହିଁ"

Matthew 6:25

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. କଅଣ ଜୀବନ ଖାଦ୍ୟଠାରୁ ଅଧିକ ଗୁରୁତ୍ଵପୁର୍ଣ୍ଣ ନୁହେଂମ୍ ଏବଂ ଶରୀର ବସ୍ତ୍ର ଠାରୁ ଅଧିକ ଗୁରୁତ୍ଵପୁର୍ଣ୍ଣ ନୁହେଁ ? ଖାଦ୍ୟ ଏବଂ ବସ୍ତ୍ର ଜୀବନରେ ଅଧିକ ଗୁରୁତ୍ଵପୁର୍ଣ୍ଣ ନୁହେଁ ।ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ “ତୁମ୍ଭ ଜୀବନ ତୁମ୍ଭେ ଯାହା ଖାଅ ଏବଂ ଯାହା ପରିଧାନ କର ତା’ ଠାରୁ ଅଧିକ ଗୁରୁତ୍ଵ ଅଟେ ।” ବିକଳ୍ପ ଅନୁବାଦ: “ଜୀବନ ଖାଦ୍ୟଠାରୁ ଅଧିକ ଗୁରୁତ୍ଵ ଅଟେ, ଏହା ନୁହେଁ କି ? ଏବଂ ଶରୀର ବସ୍ତ୍ରଠାରୁ ଅଧିକ ଗୁରୁତ୍ଵ ଅଟେ, ଏହା ନୁହେଁ କି ?” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ ) #. ଅମାରରେ ଅମଳକୁ ସଂଚୟ କରିବା ପାଇଁ ଏକ ସ୍ଥାନ #. ସେଗୁଡିକ ଠାରୁ କଅଣ ତୁମ୍ଭେମାନେ ଅଧିକ ଗୁରୁତ୍ଵ ନୁହଁ କି
ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ “ପକ୍ଷୀମାନଙ୍କ ଠାରୁ ତୁମ୍ଭେ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟ “ବିକଳ୍ପ ଅନୁବାଦ: ତୁମ୍ଭେମାନେ ପକ୍ଷୀମାନଙ୍କଠାରୁ ଅଧିକ ଗୁରୁତ୍ଵପୁର୍ଣ ଅଟ, ତୁମ୍ଭେମାନେ ନୁହଁ କି ?”

Matthew 6:27

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ପୁଣି ତୁମ୍ଭମାନଙ୍କ ମଧ୍ୟରୁ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ଡେ ବୃଦ୍ଧି କରିପାରେ ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ ଯେ କେହିହେଲେ ଚିନ୍ତା କରିବା ଦ୍ଵାରା ବଂଚିପାରିବ ନାହିଁ ।(ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ଦଣ୍ଡେ ଏକ “ଦଣ୍ଡ” ଏକ ମିଟରର ଅର୍ଦ୍ଧରୁ କମ୍ ଅଟେ ।ଏହି ଘଟଣାରେ ଏହା ଜୀବନର ସମୟକୁ ବୃଦ୍ଧି କରିବା ପାଇଁ ଏକ ରୁପକ ସଦୃଶ ବ୍ୟବହାର କରାଯାଇଅଛି ।(ଦେଖନ୍ତୁ:ବାଇବଲ ସମ୍ବନ୍ଧୀୟ ଦୁରତା ଏବଂ ରୁପକ) #. ଏବଂ କାହିଁକି ତୁମ୍ଭେମାନେ ପରିଧାନ କରିବା ପାଇଁ ବ୍ୟସ୍ତ ଅଟ ? ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ “ ତୁମ୍ଭେମାନେ କଅଣ ପରିଧାନ କରିବା ବିଷୟରେ ଚିନ୍ତା କରିବା ଉଚିତ୍ ନୁହଁ ।” #. ବିଷୟରେ ଚିନ୍ତା କରିବା “ମନେ କରିବା” #. ପୁଷ୍ପଗୁଡିକ ଏକ ପ୍ରକାର ବନ୍ୟ ପୁଷ୍ପ

Matthew 6:30

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ଘାସ ଯଦି ଆପଣଙ୍କ ଭାଷାରେଏହି ଶବ୍ଦ “ଘାସ” ଅନ୍ତର୍ଭୁକ୍ତ ଅଛି ଏବଂ “ପୁଷ୍ପ” ନିମନ୍ତେ ଆପଣ ୬:୨୮ରେ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି, ଏହି ସ୍ଥାନରେ ଆପଣ ବ୍ୟବହାର କରିପାରିବେ #. ଚୁଲିରେ ପକାଯାଏ ଯୀଶୁଙ୍କ ସମୟରେ ଯିହୁଦୀମାନେ ଖାଦ୍ୟ ପ୍ରସୁତ କରିବା ପାଇଁ ସେମାନଙ୍କ ଚୁଲିରେ ଘାସ ବ୍ୟବହାର କରୁଥିଲେ (ଦେଖନ୍ତୁ:UDB) ବିକଳ୍ପ ଅନୁବାଦ: “ଚୁଲିରେ ପକାଯାଏ” କିମ୍ବା “ଜଳାଯାଏ” #. ହେ ଅଳ୍ପ ବିଶ୍ଵାସୀମାନେ ଯୀଶୁ ଲୋକମାନଙ୍କୁ ଉତ୍ସର୍ନା କରୁଥିଲେ କାରଣ ସେମାନେ ଈଶ୍ଵରଙ୍କଠାରେ ଭରସା ଅଳ୍ପ ଥିଲା ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହାର ବିଶ୍ଵାସ ଅଳ୍ପ ଅଛି” କିମ୍ବା ଏକ ନୁତନ ବାକ୍ୟରେ, “କାହିଁକି ତୁମ୍ଭମାନଙ୍କ ଅଳ୍ପ ବିଶ୍ଵାସ ଅଛି?” #. ସେଥିପାଇଁ ବିକଳ୍ପ ଅନୁବାଦ: “ଏହି କାରଣ ଯୋଗୁଁ”

Matthew 6:32

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. କାରଣ.....କାରଣ ଏହି ପ୍ରତ୍ୟେକ ୬:୩୧ରେ ଯାହା ବର୍ଣ୍ଣିତ ହୋଇଅଛି ତାହାର ପରିଚୟ ଦିଏ ।ତାହା ହେଉଛି ବିଜାତିୟମାନେ ଏହି ସବୁ ଖୋଜି ବୁଲନ୍ତି, ତେଣୁ "ଚିନ୍ତିତ ହୁଅ ନାହିଁ", "ତୁମ୍ଭର ସ୍ଵର୍ଗୀୟ ପିତା ଜାଣନ୍ତି ଯେ ତୁମ୍ଭମାନଙ୍କୁ ସେଗୁଡିକର ଆବଶ୍ୟକତା ଅଛି," ତେଣୁ "ଚିନ୍ତିତ ହୁଅ ନାହିଁ ।" #. ସେଥିପାଇଁ
ବିକଳ୍ପ ଅନୁବାଦ: "ଏହି ସମସ୍ତ କାରଣ ଯୋଗୁଁ ।" #.କାଲି ନିଜେ ନିଜ ପାଇଁ ଚିନ୍ତା କରିବ ଏହି ବ୍ୟକ୍ତିତ୍ଵଆରୋପ ପ୍ରକୃତରେ ଏକ ବ୍ୟକ୍ତିକୁ ସୁଚାଏ ଯିଏ "ଆସନ୍ତା କାଲି" ବଂଚି ରୁହେ (ଦେଖନ୍ତୁ:UDB) । (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ) #. "ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ " ଏହାକୁ ଏପରି ଅନୁବାଦ କରାଯାଇପାରେ "ଆଜିର ଦିନରେ ଯଥେଷ୍ଟ କଷ୍ଟ ରହିଅଛି ।"