Matthew 5

Matthew 5:1

ଅଧ୍ୟାୟ ୫ ୭ ହେଉଛି ଗୋଟିଏ ଘଟଣା । ଯୀଶୁ ପର୍ବତ ଉପରକୁ ଗଲେ ଏବଂ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ #. ସେ ତାହାଙ୍କ ମୁଖ ଖୋଲିଲେ "ଯୀଶୁ କହିବାକୁ ଆରମ୍ଭ କଲେ ।" #. ସେମାନଙ୍କୁ ଶିକ୍ଷା ଦେଲେ "ସେମାନଙ୍କୁ" ଶବ୍ଦ ଶିଷ୍ୟମାନଙ୍କୁ ସୁଚାଏ । #. ଆତ୍ମାରେ ଦରିଦ୍ର "ଯେଉଁମାନେ ଜାଣନ୍ତି ସେମାନଙ୍କୁ ଈଶ୍ଵର ଆବଶ୍ୟକ" #. ଯେଉଁମାନେ ଶୋକ କରନ୍ତି
ଏହି ଲୋକାମାନେ ଶୋକାଗ୍ରସ୍ତ ଅଟନ୍ତି କାରଣ ୧)ଜଗତର ପାପପୁର୍ଣ୍ଣତା ନିମନ୍ତେ କିମ୍ବା୨) ସେମାନଙ୍କ ଆପଣା ପାପ କିମ୍ବା ୩) କୌଣସୀ ଜଣକର ମୃତ୍ୟୁ ନିମନ୍ତେ । ଶୋକ ନିମନ୍ତେ କୌଣସୀ କାରଣକୁ ନିର୍ଦ୍ଧିଷ୍ଟ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣଙ୍କ ଭାଷାରେ ତାହାର ଆବଶ୍ୟକ ନ ପଡେ । #. ସେମାନେ ସାନ୍ତ୍ଵନା ପାଇବେ ବିକଳ୍ପ ଅନୁବାଦ: "ଈଶ୍ଵର ସେମାନଙ୍କୁ ସାନ୍ତ୍ଵନା ଦେବେ ।" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 5:5

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଧାର୍ମିକତା ନିମନ୍ତେ କ୍ଷୁଧିତ ଏବଂ ତୃଷିତ "ଖାଦ୍ୟ ଏବଂ ପାନ ନିମନ୍ତେ ଯେପରି ଇଚ୍ଛା, ସେପରି ଉତ୍ତମ ଜୀବନ ନିମନ୍ତେ ଇଚ୍ଛା କରିବା" (ଦେଖନ୍ତୁ :ରୁପକ) #. ସେମାନେ ପରିତୃପ୍ତ ହେବେ "ଈଶ୍ଵର ସେମାନଙ୍କୁ ପରିତୃପ୍ତ କରିବେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ହୃଦୟରେ ଶୁଦ୍ଧଚିତ୍ତ
"ଯେଉଁ ଲୋକମାନଙ୍କର ହୃଦୟ ଶୁଦ୍ଧ ଅଟେ" #. ସେମାନେ ଈଶ୍ଵରଙ୍କୁ ଦେଖିବେ "ସେମାନଙ୍କୁ ଈଶ୍ଵରଙ୍କ ସହ ବାସ କରିବା ପାଇଁ ଅନୁମତି ଦିଆଯିବ" କିମ୍ବା "ଈଶ୍ଵର ସେମାନଙ୍କୁ ଆପଣା ସହ ରହିବା ପାଇଁ ଅନୁମତି ଦେବେ"

Matthew 5:9

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଶାନ୍ତିକାରକ ଏହିଲୋକମାନେ ଅନ୍ୟମାନଙ୍କୁ ପରସ୍ପର ସହ ଶାନ୍ତି ରଖିବା ପାଇଁ ସାହାଯ୍ୟ କରନ୍ତି । #. ଈଶ୍ଵରଙ୍କ ସନ୍ତାନମାନେ ଏହିମାନେ ଈଶ୍ଵରଙ୍କ ନିଜ ସନ୍ତାନମାନେ ଅଟନ୍ତି ।(ଦେଖନ୍ତୁ:ରୁପକ) #. ଯେଉଁମାନେ ତାଡନାପ୍ରାପ୍ତ
ବିକଳ୍ପ ଅନୁବାଦ: "ସେହି ଲୋକମାନେ ଯେଉଁମାନଙ୍କୁ ଅନ୍ୟାୟ ଭାବରେ ବ୍ୟବହାର କରନ୍ତି ।" #. ଧାର୍ମିକତା ନିମନ୍ତେ "ଯେହେତୁ ସେମାନେ କରନ୍ତି ଯାହା ଈଶ୍ଵର ସେମାନେ କରନ୍ତି ଇଚ୍ଛା ବୋଲି" #. ସ୍ଵର୍ଗରାଜ୍ୟ ସେମାନଙ୍କର "ଈଶ୍ଵର ସେମାନଙ୍କୁ ସ୍ଵର୍ଗରାଜ୍ୟରେ ବାସ କରିବା ପାଇଁ ଅନୁମତି ଦିଅନ୍ତି ।" ସେମାନେ ସ୍ଵର୍ଗରାଜ୍ୟ ନିଜର କରନ୍ତି ନାହିଁ; ବରଂ, ଈଶ୍ଵର ସେମାନଙ୍କୁ ଆପଣା ଉପସ୍ଥିତିରେ ବାସ କରିବାକୁ ଅଧିକାର ଦିଅନ୍ତି ।

Matthew 5:11

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ମୋ ସକାଶେ ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ଦ କଥା "ଯେତେବେଳେ ଏହା ତୁମ୍ଭ ବିଷୟରେ ସତ୍ୟ ନୁହେଁ କାରଣ ତୁମେ ମୋର ଅନୁଗମନ କର" କିମ୍ବା "ତୁମ୍ଭେ ମୋଠାରେ ବିଶ୍ଵାଅ କରିବା ଛଡା ଆଉ କିଛି ନ କରି ନିନ୍ଦାର ଯୋଗ୍ୟ ହୋଇଥାଅ" #. ଆନନ୍ଦ କର ଏବଂ ଉଲ୍ଲସିତ ହୁଅ "ଆନଦ କର" ଏବଂ "ଅତ୍ୟଧିକ ଉଲ୍ଲସିତ ହୁଅ" ଅର୍ଥ ତାହା ଅଟେ ଯାହା ଯୀଶୁ ତାଙ୍କର ଶ୍ରବଣକାରୀମାନଙ୍କୁ କେବଳ ଆନନ୍ଦ କରିବାକୁ ନୁହଁ କିନ୍ତୁ ଯଦି ହୋଇପାରେ ତାହାହେଲେ ଆନଦ ଠାରୁ ଅଧିକ ହେବା ପାଇଁ କହିଲେ (ଦେଖନ୍ତୁ: )

Matthew 5:13

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ତୁମ୍ଭେମାନେ ଏହି ଜଗତର ଲବଣ ଅଟ "ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କ ନିମନ୍ତେ ଲବଣ ସଦୃଶ ଅଟ" କିମ୍ବା ଲବଣ ଯେପରି ଖାଦ୍ୟ ପାଇଁ ଅଟେ, ତୁମ୍ଭେମାନେ ମଧ୍ୟ ଏହି ଜଗତ ନିମନ୍ତେ ଅଟ" ଏହାର ଅର୍ଥ ହୋଇପାରେ ୧) "ଯେପରି ଲବଣ ଖାଦ୍ୟକୁ ସ୍ଵାଦଯୁକ୍ତ କରେ, ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କୁ ପ୍ରଭାବିତ କରିବା ଉଚିତ୍ ଯେପରି ସେମାନେ ଉତ୍ତମ ହେବେ" କିମ୍ବା ୨)ଯେପରି ଲବଣ ଖାଦ୍ୟକୁ ସୁରକ୍ଷିତ କରେ, ସେପରି ତୁମ୍ଭେମାନେ ଲୋକମାନଙ୍କୁ ସମ୍ପୁର୍ଣ୍ଣ ମନ୍ଦ ହେବା ଠାରୁ ସୁରକ୍ଷା କରିବ" (ଦେଖନ୍ତୁ: ରୁପକ) #. ଯଦି ଲବଣ ତାହାର ସ୍ଵାଦକୁ ହରାଏ ଏହାର ଅର୍ଥ ହୋଇପାରେ ୧) "ଯଦି ଲବଣ ତାହାର କାର୍ଯ୍ୟ କରିବାର କ୍ଷମତାକୁ ହରାଏ ଯାହା ଲବଣ କରିଥାଏ" (ଯେପରି UDB) କିମ୍ବା ୨) "ଯଦି ଲବଣ ତାହାର ଗୁଣକୁ ହରାଏ" #. କିପରି ଏହା ପୁନର୍ବାର ସ୍ଵାଦଯୁକ୍ତ କରାଯିବ ? "କିପରି ତାହା ପୁନର୍ବାର ବ୍ୟବହାର କରାଯିବ ?" କିମ୍ବା ପୁନର୍ବାର ବ୍ୟବହାର ନିମନ୍ତେ ଅନ୍ୟ କୌଣସୀ ଉପାୟ ନାହିଁ " (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦତଳେ ଦଳିତ ହେବାର ଯୋଗ୍ୟ "କେବଳ ଗୋଟିଏ ବିଷୟ ପାଇଁ ଏହା ଉତ୍ତମ ଅଟେ ଯେ ତାହା ରାସ୍ତା କଡରେ ପକାଯିଵ ଯେଉଁଠାରେ ଲୋକମାନେ ଚାଲନ୍ତି" #. ତୁମ୍ଭେମାନେ ଜଗତର ଜ୍ୟୋଃତି ଅଟ "ତୁମ୍ଭେମାନେ ଏହି ଜଗତର ଲୋକମାନଙ୍କ ନିମନ୍ତେ ଜ୍ୟୋଃତି ଅଟ" #. ପର୍ବତ ଉପରେ ସ୍ଥାପିତ ନଗରୀ ଗୁପ୍ତରେ ରହିପାରେ ନାହିଁ "ପର୍ବତ ଉପରେ ଥିବା ନଗରର ଆଲୋକ ରାତ୍ରିରେ ଲୁଚିପାରେ ନାହିଁ" କିମ୍ବା "ପ୍ରତ୍ୟେକ ଜଣ ପର୍ବତରେ ଥିବା ନଗରର ଆଲୋକକୁ ଦେଖନ୍ତି" (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ ସୁଚନା ଏବଂ କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 5:15

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଲୋକାମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ “ଲୋକମାନେ ଦୀପକୁ ଜଳାନ୍ତି ନାହିଁ ।” #. ଦୀପ ଏହା ଏକ ଫିତା ଏବଂ ଜାଳିବା ନିମନ୍ତେ ଓଲିଭ୍ ତେଲ ସହ ଛୋଟ ଗିନା ଅଟେ । ଏକ ଗୁରୁତ୍ଵପୁର୍ଣ ବିଷୟ ଏହା ଅଟେ ଯେ ଏହା ଆଲୋକ ଦିଏ । #. ଏହା ମାଣ ତଳେ ରଖନ୍ତି “ଦୀପକୁ ମାଣ ତଳେ ରଖିବା ।” ଏହା ଏକ କଥନ ଅଟେ, ଏହା ମୁର୍ଖତା ଅଟେ ଯେ ଆଲୋକ କରି ତାହାକୁ ଲୁଚାଇ ରଖିବା ଯେପରି ଲୋକମାନେ ଦୀପର ଆଲୋକକୁ ଦେଖିପାରିବେ ନାହିଁ ।"

Matthew 5:17

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଏକ ମାତ୍ରା ନୁହଁ କି ଏକ ବିନ୍ଦୁ ନୁହଁ "ଏପରିକି ଏକ ଛୋଟ ଲେଖାଯାଇଥିବା ପୁସ୍ତକର ଅକ୍ଷର ନୁହଁ କିମ୍ବା ପୁସ୍ତକର ସବୁଠାରୁ ଛୋଟ ଭାଗ" କିମ୍ବା "ବ୍ୟବସ୍ଥା ମଧ୍ୟ ନୁହଁ ଯାହା ସାଧାରଣ ପ୍ରତୀୟମାନ ହୁଏ" (ଦେଖନ୍ତୁ: ରୁପକ) #. ସ୍ଵର୍ଗ ଏବଂ ପୃଥିବୀ "ସମସ୍ତ ଯାହା ଈଶ୍ଵର ସୃଷ୍ଟି କଲେ" (ଦେଖନ୍ତୁ: merism ଆଳଙ୍କାରିକ ବାଚ୍ୟ) #. ସମସ୍ତ ବିଷୟ ସମ୍ପୁର୍ଣ୍ଣ ହେବ "ଈଶ୍ଵର ସମସ୍ତ ବିଷୟ ସମ୍ପୁର୍ଣ୍ଣ କଲେ ଯାହା ଶାସ୍ତ୍ରରେ ଲେଖାଯାଇଥିଲା" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 5:19

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯେକେହି ଏହି ଛୋଟ ଆଜ୍ଞା ମଧ୍ୟରୁ କୌଣସୀଟିକୁ ଉଲ୍ଲଂଘନ କରେ, କ୍ଷୁଦ୍ରତମ ଆଜ୍ଞାକୁ ମଧ୍ୟ" #. କ୍ଷୁଦ୍ରତମ ବୋଲି ଖ୍ୟାତ ହେବ "ଈଶ୍ଵର କହିବେ ଯେ ସେହି ଲୋକମାନେ କ୍ଷୁଦ୍ରତମ ଅଟନ୍ତି" #. କ୍ଷୁଦ୍ରତମ "ଅତି କମ୍ ଗୁରୁତ୍ଵପୁର୍ଣ୍ଣ" #. ସେମାନଙ୍କୁ ଶିକ୍ଷା ଦିଏ ଈଶ୍ଵରଙ୍କ ଆଜ୍ଞା ମଧ୍ୟରୁ କୌଣସୀଟିକୁ ଶିଖାନ୍ତି #. ମହାନ୍ "ଅତି ଗୁରୁତ୍ଵପୁର୍ଣ୍ଣ" #. ତୁମ୍ଭେମାନେ....ତୁମ୍ଭର....ତୁମ୍ଭେମାନେ ଏହିଗୁଡିକ ବହୁବଚନ ଅଟେ

Matthew 5:21

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ଦଳ ସହିତ କଥା ହେଉଛନ୍ତି ଯେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ କ'ଣ ହେବ "ତୁମ୍ଭେମାନେ ଶୁଣିଅଛ" ଏବଂ "ମୁଁ ତୁମ୍ଭମାନଙ୍କୁ କହୁଅଛି" ବହୁବଚନକୁ ବ୍ୟବହାର କରିବା ଦ୍ଵାରା ଏକ ଦଳ ସହିତ କଥା ହେଉଛନ୍ତି "ତୁମ୍ଭେମାନେ ହତ୍ୟା କରିବ ନାହିଁ ଏକବଚନ ଅଟେ, କିନ୍ତୁ ତୁମ୍ଭେମାନେ ଏହାକୁ ବହୁବଚନରେ ଅନୁବାଦ କରିବାକୁ ଆବଶ୍ୟକ #. କିନ୍ତୁ ମୁଁ କହୁଅଛି "ମୁଁ" ଗୁରୁତ୍ଵପୁର୍ଣ୍ଣ ଅଟେ । ଏହା ସୁଚାଏ ଯେ ଯାହା ଯୀଶୁ କହନ୍ତି ତାହା ଈଶ୍ଵରଙ୍କ ପ୍ରକୃତ ଆଜ୍ଞାଗୁଡିକ ସହ ସମାନ ଗୁରୁତ୍ଵପୁର୍ଣ୍ଣ ଅଟେ ଏହି ବାକ୍ୟାଂଶକୁ ଏପରି ଅନୁବାଦ କର ଯେ ତାହା ଗୁରୁତ୍ଵପୁର୍ଣ୍ଣ ଦେଖାଯାଏ । #. ହତ୍ୟା....ହତ୍ୟା କରେ ଏହି ପଦ କେବଳ ହତ୍ୟାକୁ ସୁଚାଏ, ସମସ୍ତ ପ୍ରକାର ମୃତ୍ୟୁ ନୁହେଁ । #. ଭାଇ ଏହା ବିଶ୍ଵସୀ ଜଣକୁ ସୁଚାଏ, ପ୍ରକୃତ ଭାଇ କିମ୍ବା ପଡୋଶୀକୁ ନୁହେଁ । #. ମୁଲ୍ୟହିନ ବ୍ୟକ୍ତି....ମୁର୍ଖ ଏଗୁଡିକ ଲୋକମାନଙ୍କ ନିମନ୍ତେ ନିନ୍ଦା ଅଟେ ଯେଉଁମାନେ ଠିକ ଭାବରେ ଚିନ୍ତା କରନ୍ତି ନାହିଁ । "ମୁଲ୍ୟହୀନ ବ୍ୟକ୍ତି" "ଜ୍ଞାନହୀନ" ର ନିକଟବର୍ତ୍ତୀ ଶବ୍ଦ ଅଟେ, ଯେଉଁଠାରେ ମୁର୍ଖ" ଈଶ୍ଵରଙ୍କ ଅନାଜ୍ଞାବହର ଭାବନାକୁ ଯୋଡିଥାଏ । #. ମହାସଭା ଏକ ଏକ ପ୍ରକାରର ସ୍ଥାନୀୟ ସଭା ଅଟେ, ଯିରୁଶାଲମ୍ ରେ ମୁଖ୍ୟ ସଭା ନୁହେଁ

Matthew 5:23

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ତୁମ୍ଭେମାନେ ଯୀଶୁ ଏକ ଦଳ ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । #. "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କ ଭାଷାରେ ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ଦରକାର । #. ତୁମ୍ଭମାନଙ୍କ ନୈବେଦ୍ୟ ଦାନ "ତୁମ୍ଭମାନଙ୍କ ଦାନ ଦେବା" କିମ୍ବା "ତୁମ୍ଭମାନଙ୍କ ଦାନ ଆଣିବା" #. ଏବଂ ସେଠାରେ ସ୍ମରଣ କର "ଏବଂ ଯେତେବେଳେ ତୁମ୍ଭେମାନେ ବେଦୀ ସମ୍ମୁଖରେ ଠିଆ ହୋଇଅଛ ଏବଂ ତୁମ୍ଭେମାନେ ସ୍ମରଣ କର" #. ତୁମ୍ଭର ଭାଇର ତୁମ୍ଭ ବିରୁଦ୍ଧରେ କିଛି ଥାଏ "ଅନ୍ୟ ଜଣେ ତାହା ପ୍ରତି ତୁମ୍ଭ ଦ୍ଵାରା କରାଯାଇଥିବା କ୍ଷତି ସ୍ମରଣ କରେ" #. ପ୍ରଥମେ ତୁମ୍ଭ ଭାଇ ସହ ମିଳିତ ହୁଅ "ତୁମ୍ଭର ନୈବେଦ୍ୟ ଅର୍ପଣ କରିବା ପୁର୍ବରୁ ତୁମ୍ଭ ଭାଇ ସହିତ ଶାନ୍ତି ରଖ " (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 5:25

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କ ଭାଷା ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ଦରକାର । #. କାଳେ ତୁମ୍ଭ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ "ଏହାର ଫଳାଫଳ ଯେ ତୁମ୍ଭର ବିବାଦୀ ତୁମ୍ଭକୁ ସମର୍ପଣ କରିବ" କିମ୍ବା "ଯେହେତୁ ତୁମ୍ଭର ବିବାଦୀ ତୁମ୍ଭକୁ ସମର୍ପଣ କରିଦେଇପାରେ" #. ବିଚାରକର୍ତ୍ତାଙ୍କ ହସ୍ତରେ ସମ୍ପର୍ପଣ କରିବ "ତୁମ୍ଭକୁ ବିଚାରାଳୟ ନେଇଥାଏ" #. ପଦାତିକ ଏକ ବ୍ୟକ୍ତି ଯାହା ପାଖରେ ବିଚାରପତିଙ୍କ ନିର୍ଣ୍ଣୟ ନେବାର କ୍ଷମତା ଥାଏ #. ସେଠାରେ କାରାଗାର

Matthew 5:27

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ ଶୁଣିଅଛ" ଏବଂ "ମୁଁ ତୁମ୍ଭମାନଙ୍କୁ କହୁଅଛି" ବହୁବଚନ ଅଟେ "ତୁମ୍ଭେ କରିବ ନାହିଁ" ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ଆବଶ୍ୟକ ପଡିବ । #. କର ଏହି ଶବ୍ଦର ଅର୍ଥ କାର୍ଯ୍ୟରେ ଆଣିବା କିମ୍ବା କିଛି କରିବା । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି "ମୁଁ" ଗୁରୁତ୍ଵପୁର୍ଣ୍ଣ ଅଟେ ।ଏହା ସୁଚିତ କରେ ଯେ ଯାହା ଯୀଶୁ କହନ୍ତି ତାହା ଈଶ୍ଵରଙ୍କ ପ୍ରକୃତ ଆଜ୍ଞାଗୁଡିକ ସହିତ ସମାନ ଅଟେ ।ଏହି ବାକ୍ୟାଂଶକୁ ଏପରି ଅନୁବାଦ କର ଯେ ତାହା ଗୁରୁତ୍ଵପୁର୍ଣ୍ଣ ଦେଖାଉଥିବ, ଯେପରି ୫:୨୨ରେ ଅଛି । #. ଯେ କୌଣସି ବ୍ୟକ୍ତି ଏକ ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନରେ ବ୍ୟଭିଚାର କଲାଣି ଏହି ରୁପକ ସୁଚିତ କରେ ଯେ ଏକ ବ୍ୟକ୍ତି ଯାହାର ଏକ ସ୍ତ୍ରୀ ପ୍ରତି କୁଅଭିଲାଷ ରଖିବା ଦ୍ଵାରା ଦୋଷୀ ହୋଇଥାଏ ଯେପରି ଏକ ବ୍ୟକ୍ତି ଯିଏ ପ୍ରକୃତରେ ବ୍ୟଭିଚାର କରେ ତାହା ସହ ସମାନ ଅଟେ ।(ଦେଖନ୍ତୁ: ରୁପକ, ଲକ୍ଷଣସୁଚକ ଶବ୍ଦ) #. ସ୍ତ୍ରୀ ପ୍ରତି କୁଅଭିଲାଷ ସହ ଦେଖିଥାଏ "ଅନ୍ୟ ଏକ ସ୍ତ୍ରୀକୁ ରଖିବାର ମନରେ କାମନା କରିବା"

Matthew 5:29

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ତୁମ୍ଭମାନଙ୍କ ଭାଷା ତୁମ୍ଭମାନଙ୍କୁ ବହୁବଚନରେ ଅନୁବାଦ କରିବାକୁ ଦରକାର । #. ଡାହାଣ ଆଖି.... ଡାହାଣ ହାତ ବାମ ହାତ ଏବଂ ଆଖି ତୁଳନାରେ ଏହି ଆଖି ଏବଂ ହାତ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟେ । ତୁମ୍ଭମାନଙ୍କୁ "ଡାହାଣ" "ଠିକ୍" କିମ୍ବା "ଉତ୍ତମ" ଭାବରେ ଅନୁବାଦ କରିବାକୁ ଆବଶ୍ୟକ ପଡିବ (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ବିଘ୍ନର କାରଣ ହୋଇଥାଏ "ଯଦି ଯାହା ତୁମ୍ଭେ ଦେଖ ବିଘ୍ନର କାରଣ ହୋଇଥାଏ" କିମ୍ବା "ଯଦି ତୁମ୍ଭେ ଦେଖିବା ଦ୍ଵାରା ପାପ କରିବାକୁ ଇଚ୍ଛା କର " "ବିଘ୍ନହେବା" ଏକ "ପାପ" ର ରୁପକ ଅଟେ । ଯୀଶୁ ଏହି ସ୍ଥାନରେ ଶ୍ଲେଷଭାଷା ବ୍ୟବହାର କରୁଛନ୍ତି, ଯେପରି ଲୋକମାନେ ସାଧାରଣତଃ ସେମାନଙ୍କର ଚକ୍ଷୁକୁ କୌଣସୀ ଠାରୁ ବଂଚିବା ପାଇଁ ବ୍ୟବହାର କରନ୍ତି (ଦେଖନ୍ତୁ:ରୁପକ, ଶ୍ଲେଷଭାଷା) #. କାଢିଦିଅ "ବାଧ୍ୟ ହୋଇ ତାହାକୁ କାଢିଦିଅ" କିମ୍ବା "ନଷ୍ଟ କର" (ଦେଖନ୍ତୁ :UDB) ଯଦି ଡାହାଣ ଚକ୍ଷୁ ବିଶେଷ ଭାବରେ ଉଲ୍ଲେଖ କରାଯାଇନାହିଁ, ଆପଣଙ୍କୁ ଏହାକୁ ଏପରି ଅନୁବାଦ କରିବାକୁ ପଡିବ "ତୁମ୍ଭର ଚକ୍ଷୁ କାଢି ଉପାଡିଦିଅ" ଯଦି ଚକ୍ଷୁର ଉଲ୍ଲେଖ ହୋଇଅଛି, ଆପଣଙ୍କୁ ଏହାକୁ ଏପରି ଅନୁବାଦ କରିବାକୁ ପଡିବ "ସେଗଡିକୁ ଫୋପାଡିଦିଅ" (ଦେଖନ୍ତୁ:UDB) (ଦେଖନ୍ତୁ : ଅତ୍କଟି ଭାବ) #. ତୁମ୍ଭଠାରୁ ତାହା ଉପାଡିଦିଅ "ତାହାଠାରୁ ଦୁର ହୁଅ" #. ଆପଣମାନଙ୍କ ଶରୀରର କୌଣସୀ ଅଙ୍ଗ ନଷ୍ଟ ହେବା ଉଚିତ୍ ଆପଣଙ୍କୁ ଆପଣଙ୍କ ଶରୀରର ଗୋଟିଏ ଅଙ୍ଗକୁ ହରାଇବା ଉଚିତ୍" #. ଯଦି ଆପଣଙ୍କ ଡାହାଣ ହାତ ବିଘ୍ନର କାରଣ ହୁଏ ଏକ ବ୍ୟକ୍ତିର କାର୍ଯ୍ୟ କରିବାରେ ହସ୍ତ ଶବ୍ଦକୁ ସୁଚିତ କରାଇବା ପାଇଁ ଏହି ଲକ୍ଷଣସୁଚକ ଶବ୍ଦ ବ୍ୟବହାର କରାଯାଏ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ)

Matthew 5:31

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । ଆହୁରି.. ଉକ୍ତ ଅଛି ଈଶ୍ଵର ଯିଏ “କହିଛନ୍ତି” (ଦେଖନ୍ତୁ:UDB) ଯୀଶୁ ଏହି ସ୍ଥାନରେ ସରଳ କରିବା ପାଇଁ ନିଶ୍ଚେଷ୍ଟ ଭାବରେ ବ୍ୟବହାର କରିଛନ୍ତି ଯେ ଏହା ଈଶ୍ଵର କିମ୍ବା ଈଶ୍ଵରଙ୍କ ବାକ୍ୟ ନୁହେଁ ଯାହା ସହ ସେ ଅସମ୍ମତ ହେବେ ।ବରଂ, ସେ କହୁଛନ୍ତି ଯେ ଛାଡପତ୍ର କେବଳ ପ୍ରୟୋଗ ହେବ ଯେତେବେଳେ ତାହା ପାଇଁ ଏକ ଯଥାର୍ଥ କାରଣ ଥାଏ । ଏକ ଛାଡପତ୍ର ଅନୁଚିତ୍ ହୋଇଥାଏ ଯଦି ବ୍ୟକିଟି ଲିଖିତ ଅଧିସୁଚନା ଦେବା ପାଇଁ ଆଜ୍ଞାକୁ ପାଳନ କରେ ।(ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) # ଆପଣା ସ୍ତ୍ରୀକୁ ପରିତ୍ୟାଗ କଲେ ଏହା ତ୍ୟାଗପତ୍ର ନିମନ୍ତେ ଏକ ଶୀଷ୍ଟୋକ୍ତି ଅଟେ #. ସେ ତାହା ଦେଉ ଏହା ଏକ ଆଜ୍ଞା ଅଟେ; “ସେ ଦେବା ଉଚିତ୍ ।” #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯୀଶୁ ଏହା ସୁଚିତ କରୁଛନ୍ତି ଯେ ସେ କିଛି ଭିନ୍ନ ବିଷୟ କହିବାକୁ ଚାହୁଁଛନ୍ତି ଯାହା “ମଧ୍ୟ କୁହାଯାଇଥିଲା ।” “ମୁଁ” ଶବ୍ଦ ଗୁରୁତ୍ଵପୁର୍ଣ୍ଣ ଅଟେ କାରଣ ସେ ଦାବି କରନ୍ତି ଯେ ସେ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟନ୍ତି ଯିଏ “କହିଲେ ।” #. ତାହାକୁ ବ୍ୟଭିଚାରିଣୀ କରିଥାଏ ଏହି ବ୍ୟକ୍ତି ଯିଏ ଅନୁଚିତ୍ ଭାବରେ ପରିତ୍ୟାଗ କରେ ଯିଏ “ତାହାକୁ ବ୍ୟଭିଚାର କରାଇଥାଏ” (“ବ୍ୟବଭିଚାର କରିବା ପାଇଁ ସେହି ସମାନ ଶବ୍ଦ ବ୍ୟବହାର କର ଯାହା ଆପଣ ୫:୨୭ରେ କରିଅଛ) । ଅନେକ ପରମ୍ପରାରେ ତାହାଙ୍କୁ ପୁନର୍ବାର ବିବାହ କରିବା ଏକ ସାଧାରଣ ବିଷୟ ଅଟେ, କିନ୍ତୁ ଯଦି ଛାଡପତ୍ର ଅନୁଚିତ୍ ଭାବରେ ହୋଇଅଛି, ସେପରି ପୁନର୍ବିବାହ ବ୍ୟଭିଚାର ଅଟେ (ଦେଖନ୍ତୁ:UDB) ।

Matthew 5:33

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ତୁମ୍ଭେମାନେ ଶୁଣିଅଛ” ରେ “ତୁମ୍ଭେମାନେ” ଶବ୍ଦଟି ଏବଂ “ମୁଁ ତୁମ୍ଭମାନଙ୍କୁ କହୁଅଛି” ବହୁବଚନ ଅଟେ “ତୁମ୍ଭେ ଶପଥ ନେବ ନାହିଁ” ଏବଂ “ତୁମ୍ଭେ ଶପଥ କରିବା” ରେ “ତୁମ୍ଭେ” ଶବ୍ଦଟି ଏକବଚନ ଅଟେ । #. ତୁମ୍ଭେ ତାହା ଶୁଣିଅଛ ଯାହା କୁହାଯାଇଅଛି “ତୁମ୍ଭର ଧାର୍ମିକ ନେତାମାନେ ତୁମ୍ଭମାନଙ୍କୁ କହିଅଛନ୍ତି, ‘ଈଶ୍ଵର ସେମାନଙ୍କୁ ପୁର୍ବକାଳରେ କହିଥିଲେ, “ତୁମ୍ଭେ ମିଥ୍ୟା ଶପଥ ନେବ ନାହିଁ”’” ଯୀଶୁ ଏହି ସ୍ଥାନରେ ସରଳ କରିବା ପାଇଁ ପରୋକ୍ଷ ଭାବରେ ବ୍ୟବହାର କରିଛନ୍ତି ଯେ ଏହା ଈଶ୍ଵର କିମ୍ବା ଈଶ୍ଵରଙ୍କ ବାକ୍ୟ ନୁହେଁ ଯାହା ସହ ସେ ଅସମ୍ମତ ହେବେ । ବରଂ, ସେ ଶ୍ରୋତାମାନଙ୍କୁ କହୁଛନ୍ତି ଯେ ଲୋକମାନଙ୍କୁ ସେମାନଙ୍କ କଥାକୁ ବିଶ୍ଵାସ କରାଇବା ପାଇଁ ଯାହା ସେମାନଙ୍କର ନୁହେଁ, ତାହା ବ୍ୟବହାର ଯେପରି ନ କରିବେ । #. ଏହା ଉକ୍ତ ଅଛି ଏହାକୁ ଏପରି ଅନୁବାଦ କର ଯେପରି ଆପଣ ୫:୩୧ରେ କରିଅଛ । #. #. ଶପଥ.....କରିବା ଏହାର ଅର୍ଥ ହୋଇପାରେ ୧) ଈଶ୍ଵର ଏବଂ ଲୋକମାନଙ୍କୁ କୁହ ଯାହା ଈଶ୍ଵର ତୁମ୍ଭଠାରୁ ଚାହୁଁଛନ୍ତି (ଦେଖନ୍ତୁ UDB) କିମ୍ବା ୨) ଲୋକମାନଙ୍କୁ କୁହନ୍ତୁ ଯେ ଯାହା ତୁମ୍ଭେ ଦେଖିଅଛ ତାହା ସତ୍ୟ ଅଟେ ବୋଲି ଯାହା ତୁମ୍ଭେ କହୁଅଛ ତାହା ଈଶ୍ଵର ଜାଣିଅଛନ୍ତି । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ଏପରି ଅନୁବାଦ କର ଯାହା ତୁମ୍ଭେ ୫:୩୨ରେ କରିଥିଲ । #. ଶପଥ ନିଅନାହିଁ... ସ୍ଵର୍ଗର....ଇଶ୍ବରଙ୍କ ସିଂହାସନ... ପୃଥିବୀର.... ତାହାଙ୍କ ପାଦପୀଠ.... ଯିରୁଶାଲମ..... ମହାନ ରାଜାଙ୍କ ନଗର..... ଏହି ରୁପକ ଯିଶାଇୟଙ୍କ ରୁପକ ଅଟେ ।) #. ଆଦୌ ଶପଥ ନିଅ ନାହିଁ ଯଦି ଆପଣଙ୍କ ଭାଷା ଆଦେଶର ବହୁବଚନ ଅଛି, ତାହା ବ୍ୟବହାର କର ।“ତୁମ୍ଭେ ମିଥ୍ୟା ଶପଥ ଈଶ୍ଵରଙ୍କ ନାମରେ ନିଅ ନାହିଁ” ( ପଦ ୩୩) ଶ୍ରୋତାମାନଙ୍କୁ ଶପଥ ନେବା ପାଇଁ ଅନୁମତି ଦିଏ କିନ୍ତୁ ମିଥ୍ୟା ଶପଥ ନେବାକୁ ବର୍ଜିତ କରେ । “ଆଦୌ ଶପଥ ନିଅ ନାହିଁ” ଏଠାରେ ଈଶ୍ଵରଙ୍କ ନାମରେ ସମସ୍ତ ଶପଥ ନେବାକୁ ମନା କରେ । #. ଶପଥ ନିଅ ନାହିଁ ଏହାକୁ ଏହିପରି ଭାବରେ ଅନୁବାଦ କର ଯେପରି ଆପଣ ପଦ ୩୩ ରେ କରିଅଛ ।

Matthew 5:36

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେ କରିପାରିବ ନାହିଁ" ରେ "ତୁମ୍ଭେ" ଶବ୍ଦ ଟି ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ପଡିବ "ତୁମ୍ଭର ବାକ୍ୟରେ" "ତୁମ୍ଭର" ବହୁବଚନ ଅଟେ #. ୫:୩୪ ୩୫ରେ ଯୀଶୁ ତାହାଙ୍କ ଶ୍ରୋତାମାନଙ୍କୁ କହିଲେ ଯେ ଈଶ୍ଵରଙ୍କ ସିଂହାସନ, ପାଦପୀଠ, ଏବଂ ପୃଥିବୀ ତାହାଙ୍କ ନିମନ୍ତେ ଶପଥ ନେବା ପାଇଁ ନୁହେଁ । ଏଠାରେ ସେ କହନ୍ତି ଯେ ସେମାନଙ୍କ ମସ୍ତକ ମଧ୍ୟ ଶପଥ ନେବା ପାଇଁ ସେମାନଙ୍କର ନୁହେଁ #. ଶପଥ ସେହି ସମାନ ଶବ୍ଦ ସହିତ ଅନୁବାଦ କର ଯାହା ତୁମ୍ଭେ ୫:୩୪ରେ କରିଥିଲ #. ତୁମ୍ଭମାନଙ୍କ କଥା 'ହଁ, ହଁ,' କିମ୍ବା 'ନାଁ, ନାଁ' ହେଉ "ଯଦି ଆପଣଙ୍କ 'ହଁ,' କୁହ 'ହଁ,' ଏବଂ ଯଦି ଆପଣଙ୍କ 'ନାଁ,' କୁହ 'ନାଁ' "

Matthew 5:38

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । #. ତୁମ୍ଭେମାନେ ଶୁଣିଅଛ ଯାହା କୁହାଯାଇଅଛି ଏହାକୁ ଅନୁବାଦ କର ଯେପରି ତୁମ୍ଭେ ୫:୩୩ରେ କରିଥିଲ । #. ତୁମ୍ଭେ ଶୁଣିଅଛ "ତୁମ୍ଭେ" ଏକବଚନ ଅଟେ..... #. ଚକ୍ଷୁର ପରିବର୍ତ୍ତେ ଚକ୍ଷୁ, ଦନ୍ତର ପରିବର୍ତ୍ତେ ଦନ୍ତ ଲୋକମାନଙ୍କ ସେତିକି କରିବା ଅନୁମତି ଥିଲା ଯେତିକି ସେମାନଙ୍କ ପ୍ରତି କରାଯାଉଥିଲା, କିନ୍ତୁ କେବଳ ଏକ ସିମା ପର୍ଯ୍ୟନ୍ତ କ୍ଷତି କରୁଥିଲେ । #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ଅନୁବାଦ କର ଯେପରି ତୁମ୍ଭେ ୫:୩୨ରେ କରିଥିଲ । #. ଜଣେ ଯିଏ ମନ୍ଦ ଅଟେ "ଜଣେ ମନ୍ଦ ବ୍ୟକ୍ତି" କିମ୍ବା କେହିଜଣେ ଯିଏ ତୁମ୍ଭକୁ ଆଘାତ କରେ" (UDB) #. ଯେକେହି ତୁମ୍ଭର ଡାହାଣ ଗାଲରେ ଚାପୁଡା ମାରେ, ଅନ୍ୟ ଦେଖାଅ ଏହି ସମସ୍ତ ବହୁବଚନ ଅଟେ । #. ଚାପୁଡା ମାରେ.... ତୁମ୍ଭର ଡାହାଣ ଗାଲରେ ଯୀଶୁଙ୍କ ପରମ୍ପରାରେ କୌଣସୀ ବ୍ୟକ୍ତିର ଗାଲରେ ଚାପୁଡା ମାରିବା ଏକ ନିନ୍ଦନୀୟ ଥିଲା ଯେପରି ଆଖି ଏବଂ ହାତ ସହିତ ହୋଇଥାଏ ।(ରୁପକ)) #. ଚାପୁଡା ମାରେ କ୍ରିୟା ଏଠାରେ ଉଲ୍ଲେଖ କରେ ଯେ ଚାପୁଡା ଖୋଲା ହାତର ପଛ ପଟ ସହିତ ହୋଇଥାଏ । #. ତାହାଙ୍କୁ ଅନ୍ୟ ଗାଲ ମଧ୍ୟ ଦେଖାଅ “ସେ ତୁମ୍ଭର ଅନ୍ୟ ଗାଲରେ ମଧ୍ୟ ଚାପୁଡା ମାରୁ ।”

Matthew 5:40

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । ସମସ୍ତ "ତୁମ୍ଭେ" ଏବଂ "ତୁମ୍ଭର" ଏକବଚନ ଅଟେ, ଯେପରି ଆଦେଶଗୁଡିକ ଅଟେ "ଅନୁମତି ଦେବା," ଯାଅ "ଦେବା," ଏବଂ "ପଛ ଘୁଂଚା ହୁଅ ନାହିଁ," କିନ୍ତୁ ତୁମ୍ଭକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. ଅଙ୍ଗରଖା..... ବସ୍ତ୍ର "ଅଙ୍ଗରଖା" ଶରୀରର ଅତି ନିକଟରେ ପିନ୍ଧାଯାଉଥିଲା, ଏକ ଭାରୀ ସାର୍ଟ କିମ୍ବା ଗରମ ପୋଷାକ ପରି ।"ଢିଲା ବସ୍ତ୍ର," ଉଷୁମ ପାଇଁ ଏବଂ ରାତ୍ରୀ ସମୟରେ ଗରମ ପାଇଁ କମ୍ବଳ ପରି ଅଧିକ ମୁଲ୍ୟବାନ୍ ଦୁଇବସ୍ତ୍ର, ସେହି "କୋଟ" ଉପରେ ପିନ୍ଧନ୍ତି । #. ସେହି ବ୍ୟକ୍ତିର...ଥାଏ "ସେହି ବ୍ୟକ୍ତିକୁ ଦେଉ ।" #. ଯେକେହି କୌଣସୀ ବ୍ୟକ୍ତି #. ଏକ ମାଇଲ୍ ଏକ ହଜାର ପାହୁଣ୍ଡ, ଏକ ରୋମୀୟ ସୈନିକ ଆପଣା ନିମନ୍ତେ କେହିଜଣକୁ ତାହାର ଜିନିଷ ବହନ କରି ଯାତ୍ରା କରିବା ପାଇଁ ବାଧ୍ୟ କରୁଥିଲା #. ତାହା ସହିତ ଏହା ସେ ଜଣକୁ ସୁଚାଏ ଯିଏ ତୁମ୍ଭକୁ ଯିବା ପାଇଁ ଜୋର୍ କରେ । #. ତାହା ସହିତ ଦୁଇ ମାଇଲ ଯାଅ "ତାହା ସହିତ ସେ କହୁଥିବା ମାଇଲ ଗମନ କର, ତା'ପରେ ଆଉ ଗୋଟିଏ ମାଇଲ୍ ଯାତ୍ରା କର

Matthew 5:43

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । କେବଳ "ତୁମ୍ଭେମାନେ ପ୍ରେମ କରିବ......ଏବଂ ତୁମ୍ଭର ଶତ୍ରୁକୁ ଘୃଣା କର" ଏକବଚନ ଅଟେ, କିନ୍ତୁ ତୁମ୍ଭକୁ ସେଗୁଡିକ ବହୁବଚନରେ ଅନୁବାଦ କରିବାକୁ ପଡିବ "ତୁମ୍ଭ" ଶବ୍ଦର ଅନ୍ୟ ସମସ୍ତ ଘଟଣାଗୁଡିକ ଏପରିକି ଆଦେଶଗୁଡିକ "ପ୍ରେମ" ଏବଂ "ପ୍ରାର୍ଥନା," ବହୁବଚନ ଅଟେ #. ତୁମ୍ଭେମାନେ ଶୁଣିଅଛ ଯାହା ଉକ୍ତ ହୋଇଅଛି ଏହି ଭାବରେ ଅନୁବାଦ କର ଯେପରି ତୁମ୍ଭେ ୫:୩୩ରେ କରିଥିଲ #. "ପ୍ରତିବାସୀ" ଶବ୍ଦଟି ଏକ ପ୍ରକାର ଲୋକଦଳ କିମ୍ବା ଏକ ପ୍ରକାର ସମୁଦାୟକୁ ସୁଚାଏ ଯାହାକୁ ଜଣେ ସାଧାରଣତଃ ଦୟାଳୁ ଭାବରେବ୍ୟବହାର କରିବାକୁ ଇଚ୍ଛା କରେ ଏହା ପଡୋଶୀରେ ରହୁଥିବା ଲୋକମାନଙ୍କୁ କେବଳ ସୁଚାଏ ନାହିଁ ଆପଣମାନଙ୍କୁ ଏହାକୁ ବହୁବଚନରେ ଅନୁବାଦ କରିବାକୁ ପଡିବ #. କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଏହାକୁ ସମାନ ପ୍ରକାରେ ଅନୁବାଦ କର ଯେପରି ଆପଣ ୫:୩୨ରେ କରିଥିଲ #. ତୁମ୍ଭେମାନେ ହୋଇପାରେ ତୁମ୍ଭ ପିତାଙ୍କର ସନ୍ତାନମାନ ହୋଇପାର "ତୁମ୍ଭ ପିତାଙ୍କର ସ୍ଵଭାବ ତୁମ୍ଭଠାରେ ହୋଇପାରେ" (ଦେଖନ୍ତୁ: ରୁପକ)

Matthew 5:46

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳର ଲୋକମାନଙ୍କ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭେମାନେ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ #. ଶୁଭେଚ୍ଛା ଜଣାଅ ଏହା ଶ୍ରୋତାମାନଙ୍କ ଉତ୍ତମ ନିମନ୍ତେ ଇଚ୍ଛା ପ୍ରକାଶ କରିବା ପାଇଁ ଏକ ସାଧାରଣ ଶୀର୍ଷକ ଅଟେ #. ଏହି ପଦମାନଙ୍କରେ ଚାରିଗୋଟି ପଦଗୁଡିକ ପ୍ରଭାବିତ ପ୍ରଶ୍ନଗୁଡିକ ଅଟେ UDB ଦେଖାଏ କିପରି ସେଗୁଡିକ ବିବୃତ୍ତିରେ କରାଯାଇପାରିବ (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)