Matthew 4

Matthew 4:1

ଯୀଶୁଙ୍କୁ କିପରି ଶୟତାନ ପରୀକ୍ଷା କଲା ତାହା ଏହି ଭାଗରେ ବର୍ଣ୍ଣନା କରାଯାଇଛି ।

ଶୟତାନ. … ପରୀକ୍ଷକ

ଏହିଗୁଡିକ ସେହି ଜଣକୁ ହିଁ ବୁଝାଏ. ଉଭୟ ଅନୁବାଦ କରିବା ପାଇଁ ଆପଣଙ୍କୁ ତାହାହିଁ ବ୍ୟବହାର କରିବାକୁ ପଡ଼ିବ.

ସେ ଉପବାସ କଲେ … ସେ ଭୋକିଲା ଥିଲେ

ଏହା ଯୀଶୁଙ୍କୁ ବୁଝାଏ.

ଯଦି ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ଆଜ୍ଞା ଦିଅ

ଏହା ହୋଇପାରେ ୧)ନିଜ ପାଇଁ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ପରୀକ୍ଷା, “ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ତୁମେ ଆଜ୍ଞା ଦେଇପାର” କିମ୍ବା ୨) ଏକ ଆହ୍ୱାନ କିମ୍ବା ଅପବାଦ, “ ଆଜ୍ଞା ଦେଇ ପ୍ରମାଣ କର ତୁମେ ଈଶ୍ଵରଙ୍କ ପୁତ୍ର ଅଟ” (ଦେଖନ୍ତୁ UDB).ଏହା ଅନୁମାନ କରିବା ପାଇଁ ଉତ୍ତମ ହୋଇପାରେ ଯେଶୟତନ ଜାଣିଥିଲା ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି.

ରୋଟୀ ହେବା ପାଇଁ ଏହି ପଥର ଗୁଡିକ ଆଜ୍ଞା ଦିଅ

“ଏହି ପଥର ଗୁଡିକୁ କୁହ, ‘ରୋତୀ ହେଉ!’ ”

Matthew 4:5

ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି । #. ଯଦି ତୁମେ ଈଶ୍ଵରଙ୍କ ପୁତ୍ର ଅଟ, ଆପଣାକୁ ତଳକୁ ଫିଙ୍ଗିଦିଅ ଏହା ୧) ନିଜ ଲାଭ ନିମନ୍ତେ ଆଶ୍ଚର୍ଯ୍ୟ କରିବାର ଏକ ପରୀକ୍ଷା , “ଯେହେତୁ ତୁମେ ସତ୍ୟରେ ଈଶ୍ଵରଙ୍କ ପୁତ୍ର ଅଟ, ତୁମେ ଆପଣାକୁ ତଳକୁ ଫିଙ୍ଗି ଦେଇପାର” କିମ୍ବା ୨) ଏକ ଆହ୍ଵାନ କିମ୍ବା ଅପବାଦ, “ନିଜକୁ ତଳକୁ ଫିଙ୍ଗିବା ଦ୍ଵାରା ତୁମ୍ଭେ ଈଶ୍ଵରଙ୍କ ପୁତ୍ର ବୋଲି ପ୍ରମାଣ କର” (ଦେଖନ୍ତୁ UDB) । ଏହା ଅନୁମାନ କରିବାକୁ ଉତ୍ତମ ହେବ ଯେ ଶୟତାନ ଜାଣିଥିଲା ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି । #. ତଳକୁ ଭୁମିକୁ #. ସେ ଆଜ୍ଞା ଦେବେ....... “ଈଶ୍ଵର ଆପଣା ଦୁତମାନଙ୍କୁ ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ” କିମ୍ବା “ଈଶ୍ଵର ଆପଣାକୁ ଦୁତମାନଙ୍କୁ କହିବେ, “ତାହାଙ୍କ ଯତ୍ନ ନିଅ ।’"

Matthew 4:7

ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି । #. ପୁନର୍ବାର ଏହା ଲେଖାଯାଇଅଛି ଏହାକୁ ଅନୁବାଦ କରାଯାଇପାରିବ “ପୁନର୍ବାର, ମୁଁ ତୁମ୍ଭକୁ କହୁଅଛି ଯାହା ଶାସ୍ତ୍ରରେ ଅଛି ।” #. ସେ ତାହାଙ୍କୁ କହିଲେ “ଶୟତାନ ଯୀଶୁଙ୍କୁ କହିଲା ।” #. ଏହି ସମସ୍ତ ମୁଁ ତୁମ୍ଭକୁ ଦେବି “ମୁଁ ତୁମ୍ଭକୁ ଏହି ସମସ୍ତ ଦେବି ।” ପରୀକ୍ଷକ ଗୁରୁତ୍ଵ ଦେଉଅଛି ଯେ ସେ ଦେବ “ଏହି ସମସ୍ତ ବିଷୟ,” ଏହା ନୁହେଁ ଯେ ସେଥିରୁ ଅଳ୍ପ କିଛି ।

Matthew 4:10

ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି । #. ଏହା ତୃତୀୟ ଥର ଅଟେ ଯେ ଯୀଶୁ ଶୟତାନକୁ ଶାସ୍ତ୍ର ଦ୍ଵାରା ଉତ୍ସର୍ନା କଲେ । #. ଶୟତାନ ମାଥିଉ ଏକ ଭିନ୍ନ ଶୀର୍ଷକ ବ୍ୟବହାର କଲେ, ଯାହା “ଶୟତାନ”କୁ ମଧ୍ୟ ସୁଚାଏ । #. ଆଉ ଦେଖ “ଆଉ ଦେଖ” ଶବ୍ଦଟି ଏକ ନୁଆଁ ସୁଚନାକୁ ଧ୍ୟାନ ଦେବା ପାଇଁ ସାବଧାନ କରାଏ ଯାହା ଏହା ଅଟେ ।

Matthew 4:12

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରେ । #. ଯୋହନକୁ ଗିରଫ କରାଗଲା
"ରାଜା ଯୋହନକୁ ବନ୍ଦୀ କଲେ" (ଦେଖନ୍ତୁ :କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 4:14

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି ।

Matthew 4:17

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି । #. ସ୍ଵର୍ଗରାଜ୍ୟ ସନ୍ନିକଟ ହୋଇଅଛି ଆପଣ ଏହାକୁ ସେହି ସମାନ ଅନୁବାଦ କରନ୍ତୁ ଯାହା ଆପଣ ୩:୨ରେ ଯେପରି ଅନୁବାଦ କରିଥିଲ ।

Matthew 4:18

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି । #. ଜାଲ ପକାଉଥିବା ଦେଖିଲେ "ଏକ ଜାଲକୁ ଫିଙ୍ଗୁଥିଲେ" #. ମୋହର ଅନୁଗମନ କର
ଯୀଶୁ ଶିମୋନ ଏବଂ ଆନ୍ଦ୍ରିୟକୁ ତାଙ୍କର ଅନୁଗମନ କରିବାକୁ, ତାଙ୍କ ସହ ରହିବାକୁ, ଏବଂ ତାଙ୍କର ଶିଷ୍ୟ ହେବାକୁ ନିୟନ୍ତ୍ରଣ କଲେ । ବିକଳ୍ପ ଅନୁବାଦ: "ମୋହର ଶିଷ୍ୟ ହୁଅ" #. ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ବିକଳ୍ପ ଅନୁବାଦ: "ତୁମ୍ଭେମାନେ ମାଛକୁ ଜମା କରିବା ପରି ଈଶ୍ଵରଙ୍କ ନିମନ୍ତେ ମନୁଷ୍ୟ ସଂଗ୍ରହ କରିବା ମୁଁ ତୁମ୍ଭମାନଙ୍କୁ ଶିଖାଇବି ।" (ଦେଖନ୍ତୁ :ରୁପକ)

Matthew 4:21

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି । #. ସେମାନେ ସେମାନଙ୍କ ଜାଲ ସଜାଡୁଥିଲେ "ସେମାନେ" ଦୁଇ ଭାଇମାନେ ଏବଂ ଜେବଦୀ ମଧ୍ୟ ଅନ୍ତର୍ଭୁକ୍ତ, କିମ୍ବା କେବଳ ଦୁଇ ଭାଇମାନେ ଅଟନ୍ତି । #. ସେ ସେମାନଙ୍କୁ ଡାକିଲେ "ଯୀଶୁ ଯୋହନ ଏବଂ ଯାକୁଵଙ୍କୁ ଡାକିଲେ" ଏହି ବାକ୍ୟାଂଶ ଅନ୍ୟ ଅର୍ଥରେ ଯେ ଯୀଶୁ ସେମାନଙ୍କୁ ତାହାଙ୍କ ଅନୁସରଣ କରିବା ନିମନ୍ତେ, ତାଙ୍କ ସହ ରହିବା ଏବଂ ତାଙ୍କର ଶିଷ୍ୟ ହେବା ନିମନ୍ତେ ନିମନ୍ତ୍ରଣ କଲେ । #. ହଠାତ୍ "ସେହି ମୁହୁର୍ତ୍ତରେ" #. ନୌକା ଛାଡିଲେ.......ଏବଂ ତାଙ୍କ ଅନୁଗମନ ହେଲେ ଏହା ସ୍ପଷ୍ଟ ହେବା ଉଚିତ୍ ଯେ ଏହା ଏକ ଜୀବନ ପରିବର୍ତ୍ତନ ଅଟେ ।ଏହି ଲୋକମାନେ ଆଉ କେବେହେଲେ ମତ୍ସ୍ୟ ଧରାଳୁ ହେବେ ନାହିଁ ଏବଂ ପରିବାର ବ୍ୟବସାୟକୁ ଛାଡି ବାକିତକ ଜୀବନ ଯୀଶୁଙ୍କ ଅନୁଗମନ କରିବେ ।

Matthew 4:23

ଏହି ଭାଗ ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟର ଆରମ୍ଭ ବିଷୟରେ ବର୍ଣ୍ଣନା କରିବା କ୍ରମାଗତ ରହିଛି । #.ସମସ୍ତ ପ୍ରକାରର ରୋଗ ଏବଂ ସମସ୍ତ ପ୍ରକାରର ପୀଡ଼ା "ସମସ୍ତ ରୋଗ ଏବଂ ସମସ୍ତ ପୀଡ଼ା" । "ରୋଗ" ଏବଂ ପୀଡିତ ଅବସ୍ଥା" ଶବ୍ଦଗୁଡିକ ମଧ୍ୟରେ ଘନିଷ୍ଟ ସମ୍ପର୍କ ଅଛି କିନ୍ତୁ ଦୁଇ ଭିନ୍ନ ଭିନ୍ନ ଶବ୍ଦରେ ଅନୁବାଦ କରାଯାଇଅଛି । "ରୋଗ" ବ୍ୟକ୍ତିକୁ ପୀଡିତଅବସ୍ଥା କରିଥାଏ । "ପୀଡିତ ଅବସ୍ଥା" ଶାରୀରିକ ଦୁର୍ବଳତା କିମ୍ବା କଷ୍ଟ ଅଟେ ଯାହା ରୋଗ ହେବା ଦ୍ଵାରା ହୋଇଥାଏ । #. ଦିକାପୋଲିସ୍ "ଦଶ ନଗରଗୁଡିକ" (ଦେଖନ୍ତୁ:UDB), ଗାଲିଲୀ ସମୁଦ୍ରର ଦକ୍ଷିଣ ପୁର୍ବରେ ସ୍ଥିତ ଥିବା ଏକ ଅଂଚଳ ଅଟେ ।