Matthew 7

Matthew 7:1

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ତୁମ୍ଭେମାନେ ବିଚାରିତ ହେବ ଏହାକୁ କର୍ତୃବାଚ୍ୟରେ ଉକ୍ତ କରାଯାଇପାରେ: "ଈଶ୍ଵର ତୁମ୍ଭମାନଙ୍କୁ ବିଚାର କରିବେ" (UDB) କିମ୍ବା "ଲୋକମାନେ ତୁମ୍ଭମାନଙ୍କୁ ବିଚାର କରିବେ ।" (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯେହେତୁ ନିଶ୍ଚିତ ହୁଅନ୍ତୁ ପାଠକ ବୁଝିଥାଏ ଯେ ପଦ ୨ ଯାହା ପଦ ୧ରେ ଆଧାରିତ । #. ମାପ ଏହା ୧) ମାପରେ ଦଣ୍ଡ ଦିଆଯିବା (ଦେଖନ୍ତୁ:UDB) କିମ୍ବା ୨) ମାନକ ଯାହା ବିଚାର ପାଇଁ ବ୍ୟବହାର କରାଯାଏ, କୁ ସୁଚାଏ ।

Matthew 7:3

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ଏକବଚନ ଅଟେ, କିନ୍ତୁ ଆପଣଙ୍କୁ ସେଗୁଡିକୁ ବହୁବଚନରେ ଅନୁବାଦ କରିବାକୁ ପଡିବ । #. କାହିଁକି ତୁମ୍ଭେ ଦେଖୁଅଛ..... କିପରି ତୁମ୍ଭେ କହିପାର ଯୀଶୁ ସେମାନଙ୍କୁ ଆହ୍ଵାନ କରୁଛନ୍ତି ଯେ ପ୍ରଥମେ ସେମାନଙ୍କ ତୃଟି କିମ୍ବା ପାପକୁ ଦେଖିବା ପାଇଁ କହୁଛନ୍ତି ।(ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କୁଟାଟିକକ... କଡିକାଠ ଏହିଗୁଡିକ ଏକ ବ୍ୟକ୍ତିର ନିମ୍ନ ଗୁରୁତ୍ଵ ରୁପକ ଅଟେ ଏବଂ ଅଧିକ ଗୁରୁତ୍ଵ ତୃଟିଗୁଡିକ ।(ଦେଖନ୍ତୁ :ରୁପକ) #. ଭାଇ ଏହା ଏକ ବିଶ୍ଵାସୀକୁ ସୁଚାଏ, ପ୍ରକୃତ ଭାଇକୁ ନୁହେଁ କିମ୍ବା ପ୍ରତିବାସୀକୁ ନୁହେଁ । #. ଆଖି ଏହା ଜୀବନ ନିମନ୍ତେ ଏକ ରୁପକ ଅଟେ । #. କୁଟାଟୀକକ “କଣିକା” (UDB) କିମ୍ବା “କଡିକାଠ” କିମ୍ବା “ଧୁଳିକଣିକା ।” ଏପରି ଏକ ଶବ୍ଦକୁ ବ୍ୟବହାର କର ଯାହା ଲୋକମାନଙ୍କ ଆଖିରେ ସାଧାରଣତଃ ପଡିଥାଏ । #. କାଠଗଣ୍ଡି ଏକ ବୃକ୍ଷର ବୃହତ୍ ଅଂଶ ଯାହା କଟାଯାଇଥିବ, ଏକ କାଠର ଅଂଶ ଯାହା ଏକ ବ୍ୟକ୍ତିର ଆଖିରେ ପ୍ରବେଶ କରିବାକୁ ଅଧିକ ବାଦ ହୋଇଥାଏ ।(ଦେଖନ୍ତୁ: ଅତ୍ୟୁକ୍ତି ଭାବ)

Matthew 7:6

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ #. କୁକୁରମାନେ..... ଘୁଷୁରୀମାନେ....ଦଳନ୍ତି.....ବୁଲିପଡି ବିଦୀର୍ଣ କରନ୍ତି ଏହା ହୋଇପାରେ ଘୁଷୁରୀମାନେ ଯେଉଁମାନେ “ଦଳନ୍ତି” ଏବଂ କୁକୁରମାନେ ଯେଉଁମାନେ “ବୁଲିପଡନ୍ତି ଏବଂ ବିଦୀର୍ଣ୍ଣ କରନ୍ତି” (ଦେଖନ୍ତୁ: UDB) #. କୁକୁରମାନେ....ଘୁଷୁରିମାନେ ଏହି ପଶୁଗୁଡିକ ଅସନା ବୋଲି କୁହାଯାଇଅଛି ଏବଂ ଈଶ୍ଵର ଇସ୍ରାଏଲୀୟମାନଙ୍କୁ ସେଗୁଡିକ ନ ଖାଇବାକୁ କହିଛନ୍ତି । ସେମାନେ ମନ୍ଦ ଲୋକମାନଙ୍କୁ ସୁଚିତ କରାଯାଇଅଛି ଯେଉଁମାନେ ପବିତ୍ରବସ୍ତୁଗୁଡିକୁ ମୁଲ୍ୟ ଦିଅନ୍ତି ନାହିଁ (ଦେଖନ୍ତୁ:ରୁପକ) ।ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କଲେ ଉତ୍ତମ ହେବ । #. ମୁକ୍ତାଗୁଡିକ ଏଗୁଡିକ ବୃତ୍ତ ଆକାରର ହୋଇଥାଏ, ମୁଲ୍ୟବାନ୍ ମାଳିଗୁଡିକ କିମ୍ବା ପଥରଗୁଡିକ ଅଟେ ।ସେଗୁଡିକ ଈଶ୍ଵରଙ୍କ ଜ୍ଞାନ ନିମନ୍ତେ ରୁପକ ଅଟେ (ଦେଖନ୍ତୁ:UDB) କିମ୍ବା ସାଧାରଣ ଭାବରେ ମୁଲ୍ୟବାନ୍ ବସ୍ତୁଗୁଡିକ ଅଟେ ।

Matthew 7:7

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ #. ମାଗ... ଖୋଜ....ଆଘାତ କର ଦୀର୍ଘସମୟ ପ୍ରାର୍ଥନା ପାଇଁ ଏଗୁଡିକ ରୁପକ ଅଟେ ।(ଦେଖନ୍ତୁ:ରୁପକ) ଯଦି ଆପଣଙ୍କ ଭାଷାରେ ଏହି ସମସ୍ତ ବିଷୟ ନିରନ୍ତର ସମୟାନୁସାରେ କରିବାର ପ୍ରକ୍ରିୟା ଅଛି (ଦେଖନ୍ତୁ: UDB), ଏଠାରେ ବ୍ୟବହାର କରନ୍ତୁ । #. ମାଗ ଈଶ୍ଵରଙ୍କ ଠାରୁ ବିଷୟ ମାଗିବା (ଦେଖନ୍ତୁ:UDB) #. ଖୋଜ “ଆଶା କରିବା” (UDB) କିମ୍ବା “ନିମନ୍ତେ ଖୋଜିବା” #. ଦ୍ଵାରରେ ଆଘାତ କରିବା ଏକପ୍ରକାର ଭଦ୍ର ଭାବରେ ଅନୁରୋଧ ଅଟେ ଯେପରି କୋଠାରୀ କିମ୍ବା ଗୃହ ଭିତରେ ଥିବା ବ୍ୟକ୍ତିଜଣକ ଦ୍ଵାର ଖୋଲିପାରିବ । ଯଦି ଅଭଦ୍ର ଭାବରେ ଦ୍ଵାରରେ ଆଘାତ କରେ, ଲୋକମାନେ କିପରି ଭାବରେ ଭଦ୍ରତାର ସହିତ ଦ୍ଵାର ଖୋଲିବା ପାଇଁ ଆଘାତ କରନ୍ତି କିମ୍ବା ଅନୁବାଦ କର “ଈଶ୍ଵରଙ୍କୁ ଦ୍ଵାର ଖୋଲିବା ପାଇଁ କୁହ ।” #. କିମ୍ବା....କିମ୍ବା ଯୀଶୁ କହିବାକୁ ଯାଉଥିଲେ ଯାହା ସେ ଭିନ୍ନ ଭିନ୍ନ ଶବ୍ଦଗୁଡିକ ଦ୍ଵାରା କହିଥିଲେ ଏଗୁଡିକ ବାଦ୍ ଦିଆଯାଇଅଛି (UDB) । #. ତୁମ୍ଭମାନଙ୍କ ମଧ୍ୟରେ କେଉଁ ଲୋକ ଅଛି ଏହି ପ୍ରଭାବିତ ପ୍ରଶ୍ନର ଅର୍ଥ “ତୁମ୍ଭମାନଙ୍କ ମଧ୍ୟରୁ କେହି ନୁହେଁ ।” (ଦେଖନ୍ତୁ: UDB, ପ୍ରଭାବିତ ପ୍ରଶ୍ନ) #. ରୋଟୀ ଖଣ୍ଡ..... ପଥର.... ମାଛ...... ସାପ ଏଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯାଇଅଛି । #. ରୋଟୀର ଏକ ଖଣ୍ଡ “କିଛି ଖାଦ୍ୟ”

Matthew 7:11

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ଲୋକମାନେ ତୁମ୍ଭପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର "ଜେପରକାର ଅନ୍ୟମାନେ ତୁମ୍ଭପ୍ରତି ବ୍ୟବହାର କରନ୍ତୁ ବୋଲି ତୁମ୍ଭେ ଇଚ୍ଛା କର" (UDB)

Matthew 7:13

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯୀଶୁ ଏକ ଦଳ ସହିତ କଥା ହେଉଛନ୍ତି ଯାହା ସେମାନଙ୍କୁ ବ୍ୟକ୍ତିଗତ ଭାବରେ କ'ଣ ଘଟିବ । "ତୁମ୍ଭ" ଏବଂ "ତୁମ୍ଭମାନଙ୍କର" ସମସ୍ତ ଘଟଣାଗୁଡିକ ବହୁବଚନ ଅଟେ । #. ଯେତେବେଳେ ତୁମ୍ଭେ ଅନୁବାଦ କର, “ସଂକୀର୍ଣ୍ଣ’ ଏବଂ “ପ୍ରଶସ୍ତ” ନିମନ୍ତେ ଉପଯୁକ୍ତ ଶବ୍ଦଗୁଡିକ ବ୍ୟବହାର କରନ୍ତୁ ଯାହା “ସଂକୀର୍ଣ୍ଣ” ଶବ୍ଦଠାରୁ ଭିନ୍ନ ହୋଇପାରେ ଯାହା ଦୁଇ ଦ୍ଵାର ଏବଂ ପଥ ମଧ୍ୟରେ ଭିନ୍ନତା ଆଣିପାରିବ । #. ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର
ତୁମ୍ଭକୁ ଏହା ପଦ ୧୪ର ଶେଷରେ ଘୁଂଚାଇବାକୁ ପଡିବ, “ତେଣୁକରି, ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର ।” #. ଦ୍ଵାର....ପଥ ଏହି ରୁପକ ଅଧିକାଂଶ ଭାବରେ ଲୋକମାନଙ୍କ ଗମନ କରିବାର ଏକ ରୁପକ ଅଟେ “ପଥ”, “ଦ୍ଵାର” କୁ ପହଂଚିବା ଏବଂ ତା’ପରେ “ଜୀବନ” ରେ କିମ୍ବା “ବିନାଶ”ରେ ପ୍ରବେଶ କରିବା (ଦେଖନ୍ତୁ UDB, ରୁପକ) । ଆପଣଙ୍କୁ ଏହାକୁ ଅନୁବାଦ କରିବା ଆବଶ୍ୟକ “ପଥ ପ୍ରଶସ୍ତ ଅଟେ ଯାହା ବିନାଶ ଆଡକୁ କଢାଇଥାଏ ଏବଂ ଦ୍ଵାର ଓସାର ଅଟେ ଯାହା ଦ୍ଵାରା ଲୋକମାନେ ପ୍ରବେଶ କରନ୍ତି ।” ଅନ୍ୟମାନେ ପଥ ଏବଂ ଦ୍ଵାରକୁ ଆଳଙ୍କାରିକ ଭାବରେ, ଯାହାକୁ ପୁନର୍ବାର ସଜାଇବା ଆବଶ୍ୟକ ନାହିଁ । (ଦେଖନ୍ତୁ: hendiadys ଆଳଙ୍କାରିକ ଭାବ) #. ଦ୍ଵାର ଓସାର ଏବଂ ପଥ ପ୍ରଶସ୍ତ...... ସଂକୀର୍ଣ୍ଣ ପଥ ଏବଂ ପଥ ଦୁର୍ଗମ ULB ବିଶେଷଣ ପୁର୍ବରୁ କ୍ରିୟା ପୁର୍ବରୁ ରଖାଯାଏ ଯେଉଁଦ୍ଵାରା ବିଶେଷଣ ମଧ୍ୟରେ ଅନ୍ତରକୁ ଗୁରୁତ୍ଵ ଦେଇପାରିବ ଆପଣଙ୍କ ଅନୁବାଦକୁ ଏପ୍ରକାରେ ଗଠନ କର ଯେପରି ଆପଣଙ୍କ ଭାଷା ବିଶେଷଣରେ ତଫାତ୍ ପାଇପାରିବ । #. ବିନାଶ ଏହା ଲୋକମାନଙ୍କ ବିନାଶ ନିମନ୍ତେ ଏକ ସାଧାରଣ ଶୀର୍ଷକ ଅଟେ ।ଏହି ପ୍ରସଙ୍ଗରେ ଏହା ଆକ୍ଷରିକ ଭାବରେ ଶାରୀରିକ ମୃତ୍ୟୁକୁ ସୁଚାଏ (ଦେଖନ୍ତୁ UDB), ଯାହା ଅନନ୍ତ ମୃତ୍ୟୁ ନିମନ୍ତେ ଏକ ରୁପକ ଅଟେ ।ଏହା ଶାରୀରିକ “ଜୀବନ” ନିମନ୍ତେ ଏକ ବିପରୀତ ଅଟେ ଯାହା ଅନନ୍ତ ଜୀବନ ନିମନ୍ତେ ଏକ ରୁପକ ଅଟେ ।(ଦେଖନ୍ତୁ:ରୁପକ)

Matthew 7:15

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ସାବଧାନ ହୁଅ
"ନିଜର ସୁରକ୍ଷାକାରୀ ହୁଅ" #. ସେମାନଙ୍କ ଫଳ ଦ୍ଵାରା ଯୀଶୁ ଭାବବାଦୀମାନଙ୍କ କାର୍ଯ୍ୟ ଦ୍ଵାରା ଗଛଗୁଡିକର ଫଳଗୁଡିକ ସହିତ ତୁଳନା କରୁଥିଲେ । ବିକଳ୍ପ ଅନୁବାଦ: "ସେମାନଙ୍କ କାର୍ଯ୍ୟ ଦ୍ଵାରା ।" (ଦେଖନ୍ତୁ:ରୁପକ) #. କ'ଣ ଲୋକମାନେ ଜମା ହୁଅନ୍ତି.....? "ଲୋକମାନେ ଜମା ହୁଅନ୍ତି ନାହିଁ......." ଯୀଶୁ ଲୋକମାନଙ୍କୁ କଥା ହେଉଛନ୍ତି ଜାଣିଛନ୍ତି ଯେ ଉତ୍ତର ନାହିଁ ଅଟେ ।(ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ଭଲ ବୃକ୍ଷ ଭଲ ଫଳ ଆଣିଥାଏ
ଯୀଶୁ ନିରନ୍ତର ଭାବରେ ଭଲ ଭାବବାଦୀମାନଙ୍କୁ ସୁଚିତ କରିବା ପାଇଁ ଫଳକୁ ଏକ ରୁପକ ଭାବରେ ବ୍ୟବହାର କରିଛନ୍ତି ଯେଉଁମାନେ ଉତ୍ତମ କାର୍ଯ୍ୟ ଏବଂ କଥା ଉପନ୍ନ କରନ୍ତି । #. ମନ୍ଦ ବୃକ୍ଷ ମନ୍ଦ ଫଳ ଆଣିଥାଏ
ଯୀଶୁ ନିରନ୍ତର ଭାବରେ ମନ୍ଦ ଭାବବାଦୀମାନଙ୍କ ନିମନ୍ତେ ଫଳ ଦ୍ଵରା ସୁଚିତ୍ କରୁଛନ୍ତି ଯିଏ ମନ୍ଦ କାର୍ଯ୍ୟ ଏବଂ କଥା ଉତ୍ପନ୍ନ କରେ ।

Matthew 7:18

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ପ୍ରତ୍ୟେକ ବୃକ୍ଷ ଯାହା ଉତ୍ତମ ଫଳ ଫଳେ ନାହିଁ କଟାଯିବ ଏବଂ ଅଗ୍ନିରେ ପକାଯିବ ଯୀଶୁ ନିରନ୍ତର ଭାବରେ ଫଳ ଗଛକୁ ମନ୍ଦ ଭାବବାଦୀମାନଙ୍କୁ ସୁଚିତ କରିବା ପାଇଁ ବ୍ୟବହାର କରୁଛନ୍ତି ।ଏଠାରେ ସେ ଉକ୍ତ କରୁଛନ୍ତି ଯେ ମନ୍ଦ ବୃକ୍ଷଗୁଡିକୁ କ’ଣ ହେବ ଏହା ସୁଚିତ କରାଯାଇଅଛି ଯେ ମନ୍ଦ ଭାବବାଦୀମାନଙ୍କୁ ସେପରି ଘଟିବ ।(ଦେଖନ୍ତୁ: ରୁପକ, ସ୍ପଷ୍ଟ ଏବଂ ଅସ୍ପଷ୍ଟ ସୁଚନା) #. ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ଜାଣିପାରିବ “ସେମାନଙ୍କ ଫଳଗୁଡିକ” ଭାବବାଦୀମାନଙ୍କୁ ଅଥବା ବୃକ୍ଷମାନଙ୍କୁ ସୁଚିତ କରାଯାଇପାରେ ।ଏବଂ ଭାବବାଦୀମାନଙ୍କ କାର୍ଯ୍ୟ ପ୍ରକାଶ କରିଥାଏ ଯେ ସେମାନେ ଉତ୍ତମ ନା ମନ୍ଦ ଅଟନ୍ତି ।ଯଦି ହୋଇପାରେ ଏହାକୁ ଏପରି ଅନୁବାଦ କର ଯେପରି ଏହା କୌଣସୀ ଜଣକୁ ସୁଚିତ କରୁଥିବ । (ଦେଖନ୍ତୁ: ଅସ୍ପଷ୍ଟତା)

Matthew 7:21

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଯେକେହି ମୋହର ପିତାଙ୍କର ଇଚ୍ଛାକୁ ପୁର୍ଣ୍ଣ କରେ "ଯେକେହି ମୋହର ପିତା ଯାହା ଇଚ୍ଛା କରନ୍ତି ସାଧନ କରେ" #. ଆମ୍ଭେମାନେ ଏହା ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ ।(ଦେଖନ୍ତୁ: ବିଶେଷ) #. ସେ ଦିନରେ ଯୀଶୁ କେବଳ କହିଲେ "ସେହି ଦିନ" କାରଣ ସେ ଜାଣିଥିଲେ ଯେ ତାଙ୍କ ଶ୍ରୋତାମାନେ ବୁଝହିପାରିବେ ଯେ ସେ ବିଚାର ଦିନକୁ ସୁଚିତ କରୁଛନ୍ତି ତୁମ୍ଭେ ଏହି ଘଟଣାକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ (ଯେପରି UDBରେ ଅଛି) କେବଳ ଯଦି ତୁମ୍ଭର ପାଠକମାନେ ବୁଝିନପାରନ୍ତି ଯେ ଯୀଶୁଙ୍କ ଶ୍ରୋତାମାନେ ଜଆନିଥିଲେ ଯୀଶୁ କେଉଁ ଦିନ ବିଷୟରେ କଥା ହେଉଛନ୍ତି ।

Matthew 7:24

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ସେଥିପାଇଁ "ସେହି କାରଣ ହେତୁ" #. ବୁଦ୍ଧିମାନ୍ ମଣିଷ ପରି ଯିଏ ତାହାର ଗର୍ହ ପ୍ରସ୍ତର ଉପରେ ତିଆରି କଲା
ଯୀଶୁ ସେମାନଙ୍କୁ ତୁଳନା କରୁଛନ୍ତି ଯେଉଁମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି ଏବଂ ସେହି ବ୍ୟକ୍ତି ଯିଏ ତାହାର ଗୃହ ତିଆରି କରେ ଯେଉଁଠାରେ କୌଣସୀ ବିଷୟ ଆଘାତ କରିପାରିବ ନାହିଁ । ଲକ୍ଷ୍ୟ କରନ୍ତୁ ଯଦିଓ ବର୍ଷା, ଝଡ ଏବଂ ଉଚ୍ଚ ପାଣିର ତରଙ୍ଗ ଗୃହ ନିକଟକୁ ଆସେ, ଏହା ଭାଙ୍ଗେ ନାହିଁ ।(ଦେଖନ୍ତୁ:ତୁଳନାତ୍ମକ ଭାବ) #. ପ୍ରସ୍ତର ଏହା ମାଟିତଳ ଏବଂ ମୃତ୍ତିକାର ନିମ୍ନ ଭାଗର ପ୍ରସ୍ତର ଅଟେ, ବୃହତ୍ ପଥର ନୁହେଁ, କିମ୍ବା ମାଟି ଉପରେ ଥିବା ବୃହତ୍ ପ୍ରସ୍ତର ଖଣ୍ଡ ନୁହେଁ ।

Matthew 7:26

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଏକ ମୁର୍ଖ ବ୍ୟକ୍ତି ପରି ଯିଏ ତାହାର ଗୃହ ବାଲୁକା ଉପରେ ନିର୍ମାଣ କରେ
ଯୀଶୁ ତୁଳନାତ୍ମକ ଭାବକୁ ଚାଲୁରଖନ୍ତି ଯାହା ସେ ତୁଳନାତ୍ମକ ଭାବକୁ ଆରମ୍ଭ କରିଥଲେ #. ପଡିଗଲା ସାଧାରଣ ଶବ୍ଦକୁ ବ୍ୟବହାର କର ଯାହା ବର୍ଣ୍ଣନା କରିପାରିବ ଯେତେବେଳେ ଏକ ଗୃହ ପଡିଯାଏ । #. ଏବଂ ତାହାର ପତନ ଭୟଙ୍କର ଥିଲା
ବର୍ଷା, ବଢି ଏବଂ ବତାସ ସମ୍ପୁର୍ଣ୍ଣ ଭାବେ ଗୃହକୁ ବିନଷ୍ଟ କଲା ।

Matthew 7:28

#. ଏହା ସବୁ ଶେଷ ହୁଅନ୍ତେ ଯଦି ଆପଣଙ୍କ ଭାଷା ଅନ୍ୟ ଏକ କାହାଣୀରେ ନୁତନ ଭାଗର ଆରମ୍ଭକୁ ଅଭିବ୍ୟକ୍ତ କରିବାର ଏକ ପ୍ରକ୍ରିୟା ଅଛି , ତେବେ ଏଠାରେ ବ୍ୟବହାର କରନ୍ତୁ ।(ଦେଖନ୍ତୁ :TAଲିଙ୍କ୍: କଥୋପକଥନ)