କେତେକ ଅନୁବାଦ ପଠନକୁ ସହଜ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଦୁର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT କବିତା କ୍ଷେତ୍ରରେ ୬ ଓ ୮ପଦରେ ଏପରି କରିଅଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ଅଟନ୍ତି I
ଏହି ଶବ୍ଦଗୁଡିକ ସମ୍ଭବତଃ ତାରାଗୁଡିକୁ ବୁଝାଏ ଯାହା ପଣ୍ଡିତମାନେ ଇସ୍ରାଏଲର ଜଣେ ନୁତନ ରାଜାଙ୍କ ଚିହ୍ନ ହେବା ବିଶ୍ବାସ କଲେ I (ଦେଖ: /WA-Catalog/or_tw?section=kt#sign)
ଇଂରାଜୀ ଅନୁବାଦ ଏହି ବାକ୍ୟାଂଶକୁ ଅନୁବାଦ କରିବା ନିମନ୍ତେ ବିଭିନ୍ନ ଶବ୍ଦ ବ୍ୟବହାର କରିଛନ୍ତି I ସେହି ଶବ୍ଦଗୁଡିକ “ପଣ୍ଡିତ” ଓ “ବିଜ୍ଞ ପୁରୁଷ”କୁ ସମ୍ପୃକ୍ତ କରେ I ଏହି ବ୍ୟକ୍ତିମାନେ ବୈଜ୍ଞାନିକ କିମ୍ବା ଜୋତିଷ ଶାସ୍ତ୍ରଜ୍ଞ ହୋଇଥାଇ ପାରନ୍ତି I ଯଦି ତୁମେ ପାରୁଛ, ତେବେ ତୁମେ ଏହାକୁ ସାଧାରଣଭାବେ “ପଣ୍ଡିତମାନେ” ଅନୁବାଦ କରିବା ଉଚିତ I”
ବିବରଣୀର ଏକ ନୁତନ ଭାଗ ଏଠାରୁ ଆରମ୍ଭ ହୋଇଛି ଓ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଚାଲୁ ରହିଛି I ମାଥିଉ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରନ୍ତି I
ଯିହୁଦା ରାଜ୍ୟରେ ବେଥଲିହିମ ଏକ ନଗର ଅଟେ
ଯେଉଁ ସମୟରେ ହେରୋଦ ସେଠାରେ ରାଜା ଥିଲେ
ଏହା ମହାନ ହେରୋଦଙ୍କୁ ବୁଝାଏ
ପୂର୍ବ ଦେଶର ପଣ୍ଡିତମାନେ ଯେଉଁମାନେ ତାରା ଗଣନା କରିବା ଜାଣିଥିଲେ
ଯିହୁଦାର ଦୂରବର୍ତ୍ତୀ ପୂର୍ବ ଦେଶଠାରୁ
ପଣ୍ଡିତମାନେ ତାରା ଗଣନା କରି ଜାଣି ପାରିଲେ ଯେ ଜଣେ ଯିଏ ରାଜା ହେବେ, ସେ ଜନ୍ମି ଅଛନ୍ତି I ସେମାନେ ଜାଣିବାକୁ ଚାହୁଥିଲେ ଯେ ସେ କେଉଁଠାରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଶିଶୁ ଯେ ଯିହୁଦୀମାନଙ୍କ ରାଜା ହେବେ ସେ ଜନ୍ମି ଅଛନ୍ତି, ସେ କେଉଁଠାରେ ?”
ସେମାନେ କହୁ ନଥିଲେ ଯେ ଶିଶୁଟି ତାରାର ପ୍ରକୃତ ଅଧିକାରୀ ଥିଲେ I ଅନ୍ୟ ଏକ ଅନୁବାଦରେ: “ତାରା ଯାହାଙ୍କ ବିଷୟରେ କହେ” କିମ୍ବା “ତାରା ତାହାଙ୍କ ଜନ୍ମ ସହିତ ସଂଶ୍ଲିଷ୍ଟ ଥିଲା”
ଯେପରି ଏହା ପୂର୍ବଦିଗରେ ଦେଖାଦେଲା କିମ୍ବା “ଯେଉଁ ସମୟରେ ଆମ୍ଭେମାନେ ଆମ୍ଭମାନଙ୍କ ଦେଶରେ ଥିଲୁ”
ସାମ୍ଭାବିତ ଅର୍ଥ ଗୁଡିକ ୧)ସେମାନେ ଐଶ୍ବରିକ ଶିଶୁ ସଦୃଶ ଉପାସନା କରିବା ଇଛା ପ୍ରକାଶ କଲେ, କିମ୍ବା ୨)ସେମାନେ ତାହାଙ୍କୁ ଜଣେ ମନୁଷ୍ୟମାନଙ୍କ ରାଜା ଭାବରେ ସମ୍ମାନିତ କରିବାକୁ ଚାହୁଁଥିଲେ I ଯଦି ତୁମର ଭାଷାରେ ଉଭୟ ଅର୍ଥକୁ ବୁଝୁଥିଵା ଶବ୍ଦ ଥାଏ, ତୁମେ ଏଠାରେ ଏହାକୁ ବ୍ୟବହାର କରିବା ଉଚିତ୍ I
ସେ ଉଦବିଗ୍ନ ହେଲେ I ହେରୋଦ ଉଦବିଗ୍ନ ହେଲେ ଯେ ଏହି ଶିଶୁ ରାଜା ଭାବରେ ତାହାଙ୍କ ସ୍ଥାନ ନେବ I
ଏଠାରେ “ଯିରୁଶାଲମ” ଲୋକମାନଙ୍କୁ ବୁଝାଏ I ମଧ୍ୟ, “ସମସ୍ତ”ର ଅର୍ଥ “ଅନେକ” I ମାଥିଉ କେତେ ଲୋକମାନେ ଉଦବିଗ୍ନ ହେଉଥିଲେ ତାହାକୁ ଗୁରୁତ୍ବଦେବା ନିମନ୍ତେ ଅତିରଞ୍ଜିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିରୁଶାଲମରେ ଥିବା ଅଧିକାଂଶ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy ଓ /WA-Catalog/or_tm?section=translate#figs-hyperbole)
୬ ପଦରେ, ଲୋକମାନଙ୍କ ମହାଯାଜକ ଓ ଶାସ୍ତ୍ରଜ୍ଞମାନେ ମିଖା ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରି ଦର୍ଶାଇଲେ ଯେ ଖ୍ରୀଷ୍ଟ ବେଥଲିହିମରେ ଜନ୍ମ ଗ୍ରହଣ କରିବେ I
ଯିହୁଦା ପ୍ରଦେଶର ବେଥଲିହିମ ନଗରରେ
ଏହାକୁ କର୍ତ୍ତୁବଚ୍ୟ ଅକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଭବିଷ୍ୟତ ବକ୍ତାମାନେ ବହୁପୂର୍ବରୁ ଲେଖିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ମିଖା ଭବିଷ୍ୟତ ବକ୍ତା ବେଥଲିହିମର ଲୋକମାନଙ୍କୁ କହୁଥିଲେ ଯେପରି ସେମାନେ ତାହାଙ୍କ ସହିତ ଥିଲେ କିନ୍ତୁ ସେମାନେ ବାସ୍ତବରେ ନଥିଲେ I ମଧ୍ୟ, “ସେମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ନୁହେଁ”କୁ ସାକରାତ୍ମକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଗୋ, ବେଥଲିହିମର ନିବାସି, ... ଯିହୁଦାର ନଗରସମୁହ ମଧ୍ୟରେ ତୁମର ନଗର ପ୍ରଧାନ ଅଟେ” (ଦେଖ: /WA-Catalog/or_tm?section=translate#figs-apostrophe)
ମିଖା ଜଣେ ମେଷପାଳକ ସଦୃଶ ଏହାର ଶାସନକର୍ତ୍ତାଙ୍କ ବିଷୟରେ କହୁଥିଲେ I ଏହାର ଅର୍ଥ ସେ ଲୋକମାନଙ୍କୁ ପ୍ରତିପାଳନ କରିବେ I ଅନ୍ୟ ଏକ ଅନୁବାଦରେ: “ମେଷପାଳକ ଆପଣା ମେଷମାନଙ୍କୁ ପ୍ରତିପାଳନ କରିବା ସ୍ବରୁପ କିଏ ମୋହର ଲୋକମାନେ ଇସ୍ରାଏଲକୁ ପ୍ରତିପାଳନ କରିବ” (ଦେଖ: /WA-Catalog/or_tm?section=translate#figs-metaphor)
ଏହାର ଅର୍ଥ ଯେ ଅନ୍ୟ ଲୋକାମାନଙ୍କୁ ନଜଣାଇ ପଣ୍ଡିତମାନଙ୍କଠାରୁ ସୁକ୍ଷ୍ମରୁପେ ବୁଝିନେଲେ I
ଏହାକୁ ଏକ ପ୍ରତ୍ୟେକ୍ଷ ଉକ୍ତିଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଲୋକମାନେ, ଓ ସେ ସେମାନଙ୍କୁ ପଚାରିଲେ, ‘ଏହି ତାରା ପ୍ରକୃତରେ କେତେବେଳେ ଦେଖାଯାଏ ?” (ଦେଖ: /WA-Catalog/or_tm?section=translate#figs-quotations)
ଏହା ସୁଚାଇ ଦିଏ ଯେ ପଣ୍ଡିତମାନେ ତାହାଙ୍କୁ କହିଲେ କେତେବେଳେ ତାରା ଦେଖାଗଲା I ଅନ୍ୟ ଏକ ଅନୁବାଦରେ: “କେଉଁ ସମୟରେ ତାରା ଦେଖାଗଲା I ତାରା କେଉଁ ସମୟରେ ପ୍ରଥମେ ଦେଖାଗଲା ପଣ୍ଡିତମାନେ ହେରୋଦଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit)
ଏହା ଯୀଶୁଙ୍କୁ ବୁଝାଏ
ମୋତେ ଜଣାଅ ଅବା “ମୋତେ କୁହ” କିମ୍ବା “ମୋତେ ସମ୍ବାଦ ଦିଅ”
ଦେଖ ତୁମେ ଏହାକୁ ମାଥିଉ ୨:୨ରେ କିପରି ଅନୁବାଦ କରିଅଛ I
ସେଥିରେ ପଣ୍ଡିତମାନେ
ସେମାନେ ପୂର୍ବଦେଶରେ ଦେଖିଥିବା ତାରା ଆସିବା ଦେଖିଲେ କିମ୍ବା “ସେମାନେ ସେମାନଙ୍କ ରାଜ୍ୟରେ ଦେଖିଥିଲେ”
ସେମାନଙ୍କୁ ପଥ ଦେଖାଇଲା କିମ୍ବା “ସେମାନଙ୍କୁ କଢେଇ ନେଲା”
ଉପରେ ସ୍ଥଗିତ ହେଲା
ଯେଉଁ ସ୍ଥାନରେ ଶିଶୁ ଥିଲା
ଏଠାରେ ଦୃଶ୍ୟ ଗୃହକୁ ସ୍ଥାନାନ୍ତର ହେଲା ଯେଉଁଠାରେ ମରିୟମ, ଯୋଷେଫ ଓ ଶିଶୁ ଯୀଶୁ ରହୁଥିଲେ I
ପଣ୍ଡିତମାନେ ବାହୁଡି ଗଲେ
ସେମାନେ ଉବୁଡ ହୋଇ ପ୍ରଣାମ କଲେ I ସେମାନେ ଏହା ଯୀଶୁଙ୍କୁ ସମାଦର କରିବା ନିମନ୍ତେ କଲେ I (ଦେଖ: /WA-Catalog/or_tm?section=translate#translate-symaction)
ଏଠାରେ “ଉପହାର” ବାକ୍ସ କିମ୍ବା ଥଳିକୁ ବୁଝାଏ ଯାହା ସେମାନେ ଉପହାର ବୋହି ଆଣିବା ନିମନ୍ତେ ବ୍ୟବହାର କରିଥିଲେ I ଅନ୍ୟ ଏକ ଅନୁବାଦରେ: “ପାତ୍ରସମୁହ ଯାହା ସେମାନଙ୍କ ଉପହାର ଗୁଡିକ ଧାରଣ କରୁଥିଲା” (ଦେଖ: /WA-Catalog/or_tm?section=translate#figs-metonymy)
ପରବର୍ତ୍ତୀ ସମୟରେ, ଈଶ୍ବର ପଣ୍ଡିତମାନଙ୍କୁ ଚେତନା ଦେଲେ I ଈଶ୍ବର ଜାଣିଥିଲେ ଯେ ହେରୋଦ ଶିଶୁର କ୍ଷତି କରିବାକୁ ଚାହୁଁଥିଲା I
ଏହାକୁ ପ୍ରତ୍ୟେକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସ୍ବପ୍ନରେ ପ୍ରତ୍ୟାଦେଶ ପାଇଲେ, ‘ ରାଜା ହେରୋଦଙ୍କ ନିକଟକୁ ଫେରି ଯାଅ ନାହିଁ‘ ତେଣୁ” (ଦେଖ: /WA-Catalog/or_tm?section=translate#figs-quotations)
୧୫ ପଦରେ, ମାଥିଉ ଦେଖାଇବା ନିମନ୍ତେ ହୋଶେୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରନ୍ତି ଯେ ଖ୍ରୀଷ୍ଟ ମିସରରେ ସମୟ ଅତିବାହିତ କରିବେ I
ପଣ୍ଡିତମାନେ ବାହୁଡି ଗଲେ
ଯୋଷେଫଙ୍କ ନିକଟକୁ ଆସିଲେ ଯେଉଁ ସମୟରେ ସ୍ବପ୍ନ ଦେଖୁଛନ୍ତି
ଈଶ୍ବର ଯୋଷେଫଙ୍କ ସହ କଥା ହେଉଥିଲେ, ତେଣୁ ଏହି ସମସ୍ତ ଏକବଚନ ଆକାର ହେବା ଉଚିତ୍ I (ଦେଖ: /WA-Catalog/or_tm?section=translate#figs-you)
ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରିବା ଉଚିତ୍ I ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ମୁ ତୁମକୁ ଏହା ସୁରକ୍ଷିତ କହିନାହିଁ ଫେରି ଆସିବା ସୁରକ୍ଷିତ ନୁହେ” (ଦେଖ: /WA-Catalog/or_tm?section=translate#figs-explicit)
ଏଠାରେ “ମୁ” ଈଶ୍ବରଙ୍କୁ ବୁଝାଏ I ଦୁତ ଈଶ୍ବରଙ୍କ ପକ୍ଷରୁ କହୁଛନ୍ତି I
ଏହା ସୁଚିତ କରେ ଯେ ଯୋଷେଫ, ମରିୟମ, ଓ ଯୀଶୁ ମିଶରରେ ରହିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ରହିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)
ଯେପର୍ଯ୍ୟନ୍ତ ହେରୋଦଙ୍କର ମୃତ୍ୟୁ ହୋଇନାହିଁ ମାଥିଉ ୨:୧୯ I ଏହି ଉକ୍ତି ମିଶରରେ ସେମାନଙ୍କ ରହିବା ସମୟକୁ ବର୍ଣ୍ଣନା କରେ ଏବଂ ଏହା ପ୍ରକାଶ କରେ ନାହିଁ ଯେ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ I
ଆମ୍ଭେ ଆପଣା ପୁତ୍ରକୁ ମିଶରରୁ ଆହ୍ବାନ କଲୁ
ହୋଶେୟ ପୁସ୍ତକରେ ଏହା ଇସ୍ରାଏଲ ଲୋକମାନଙ୍କୁ ବୁଝାଏ I ମାଥିଉ ଏହାକୁ ଉଦ୍ଧୃତ କରି କୁହନ୍ତି ଯେ ସେ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ଅନୁବାଦ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଶବ୍ଦ ବ୍ୟବହାର କରୁଅଛି ଯାହା ଏକମାତ୍ର ପୁତ୍ର କିମ୍ବା ପ୍ରଥମ ଜାତ ପୁତ୍ର ନିମନ୍ତେ ବୁଝାଇ ପାରେ I
ଏହି ଘଟଣାସମୁହ ହେରୋଦଙ୍କ ମୃତ୍ୟୁ ପୂର୍ବରୁ ଘଟିଥିଲା, ଯାହାକୁ ମାଥିଉ ମାଥିଉ ୨:୧୫ରେ ଉଲ୍ଲେଖ କଲେ I (ଦେଖ: /WA-Catalog/or_tm?section=translate#figs-events)
ଏଠାରେ ଦୃଶ୍ୟ ହେରୋଦଙ୍କ ନିକଟକୁ ଫେରିଯାଏ ଓ ପ୍ରକାଶ କରେ ଯେ ସେ କ”ଣ କଲେ ଯେତେବେଳେ ସେ ଜାଣିପାରିଲେ ଯେ ପଣ୍ଡିତମାନେ ତାହାଙ୍କୁ ପ୍ରତାରଣ କଲେ I
ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପଣ୍ଡିତଗଣ ତାହାଙ୍କୁ ଚତୁରତାର ସହ ଲଜ୍ଜିତ କଲେ” (ଦେଖ: /WA-Catalog/or_tm?section=translate#figs-activepassive)
ହେରୋଦ ଶିଶୁମାନଙ୍କୁ ନିଜେ ବଧ କଲେନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବାଳକମାନଙ୍କୁ ବଧକରିବା ନିମନ୍ତେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ସେ ଶିଶୁ ବାଳକମାନଙ୍କୁ ବଧକରିବା ନିମନ୍ତେ ସେଠାକୁ ସୈନିକମାନଙ୍କୁ ପଠାଇଲେ” (ଦେଖ: /WA-Catalog/or_tm?section=translate#figs-explicit)
୨ବର୍ଷ ବୟସ ଓ ସାନ (ଦେଖ: /WA-Catalog/or_tm?section=translate#translate-numbers)
ସମୟ ଉପରେ ଆଧାର କରି
ମାଥିଉ ଦର୍ଶାଇବା ନିମନ୍ତେ ଯିରିମିୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରନ୍ତି ଯାହା ଶାସ୍ତ୍ର ଅନୁସାରେ ବେଥଲିହିମର ଅଞ୍ଚଳରେ ସମସ୍ତ ପୁରୁଷ ସନ୍ତାନଗଣର ମୃତ୍ୟୁ ହେଲା I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ସଫଳ ହେଲା” କିମ୍ବା “ହେରୋଦଙ୍କ କାର୍ଯ୍ୟ ସଫଳ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯିରିମିୟଙ୍କ ଭାବବାଦୀ ଦ୍ବାରା ସଦାପ୍ରଭୁ ବହୁପୂର୍ବରୁ କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ମାଥିଉ ଯିରିମିୟ ଭାବାବଦୀଙ୍କ ଉକ୍ତ ବାକ୍ୟ ଉଦ୍ଧୃତ କରୁଛନ୍ତି I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏକ ରବ ଶୁଣିଲେ” କିମ୍ବା “ ଅତିଶୟ ରୋଦନର ବିଳାପ ଶୁଣାଗଲା” (ଦେଖ: /WA-Catalog/or_tm?section=translate#figs-activepassive)
ଏହି ସମୟର ଅନେକ ବର୍ଷ ପୂର୍ବରୁ ରାହେଲ ଜୀବିତ ଥିଲେ I ଏହି ଭବିଷ୍ୟତ ବାଣୀ ରହେଲଙ୍କୁ ଦର୍ଶାଏ, ଯେ ମୃତ୍ୟୁବରଣ କରି ସାରିଥିଲେ, ତାହାଙ୍କର ସନ୍ତାନଗଣ ନିମନ୍ତେ ରୋଦନ କରୁଥିଲେ I
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦ: “କେହିହେଲେ ତାହାଙ୍କୁ ସାନ୍ତ୍ବନା ଦେଲେନାହି” (ଦେଖ: /WA-Catalog/or_tm?section=translate#figs-activepassive)
ଯେହେତୁ ସନ୍ତାନଗଣ ମୃତ୍ୟୁବରଣ କରିଛନ୍ତି ଓ ଆଉ କେବେହେଁ ଫେରିବେ ନାହିଁ I ଏଠାରେ “ସେମାନେ ଆଉ ନାହାନ୍ତି” କହିବା ନିମନ୍ତେ ଏକ ମୃଦୁ ଶୈଳୀ ଅଟେ ଯେ ସେମାନେ ମରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ସେମାନେ ମରିଛନ୍ତି” (ଦେଖ: /WA-Catalog/or_tm?section=translate#figs-euphemism)
ଏଠାରେ ଦୃଶ୍ୟଟି ମିଶରକୁ ନେଇଯାଏ, ଯେଉଁଠାରେ ଯୋଷେଫ, ମରିୟମ, ଓ ଶିଶୁ ଯୀଶୁ ବାସ କରୁଥିଲେ I
ଏହା ବୃହତ ବିବରଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଏହା ହୁଏତ ପୂର୍ବଘଟଣା ଅପେକ୍ଷା ଭିନ୍ନ ଲୋକମାନଙ୍କୁ ସମ୍ପୃକ୍ତ କରେ I ତୁମମାନଙ୍କ ଭାଷା ହୁଏତ ଏହିପରି କରିବାର ଏକ ଭିନ୍ନ ମାଧ୍ୟମ ଥାଇପାରେ I
ଏଠାରେ “ଶିଶୁର ପ୍ରାଣ ନେବା ନିମନ୍ତେ ପ୍ରୟାସ କରିବା” କହିବାର ଏକ ପ୍ରଣାଳୀ ଯେ ସେମାନେ ଶିଶୁକୁ ବଧ କରିବା ନିମନ୍ତେ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଶିଶୁକୁ ବଧକରିବା ନିମନ୍ତେ ଅନ୍ବେଷଣ କରୁଥିଲେ” (ଦେଖ: /WA-Catalog/or_tm?section=translate#figs-euphemism)
ଏହା ରାଜା ହେରୋଦ ଓ ତାହାଙ୍କ ଉପଦେଷ୍ଠାମାନଙ୍କୁ ବୁଝାଏ I
ଏହା ବିବରଣୀର ଶେଷ ଅଂଶ ଯାହା ମାଥିଉ ୨:୧ରେ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କର ପ୍ରଚେଷ୍ଟା ବିଷୟ ଆରମ୍ଭ ହୋଇଥିଲା I
କିନ୍ତୁ ଯେତେବେଳେ ଯୋଷେଫ ଶୁଣିଲେ
ଏହା ହେରୋଦଙ୍କ ପୁତ୍ରର ନାମ ଅଟେ (ଦେଖ: /WA-Catalog/or_tm?section=translate#translate-names)
ଯୋଷେଫ ଭୟଭୀତ ହେଲେ
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟତ ବକ୍ତାମାନଙ୍କ ଦ୍ବାରା ଯାହା ସଦାପ୍ରଭୁ ବହୁପୂର୍ବରୁ କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)
ଏଠାରେ “ସେ” ଯୀଶୁଙ୍କୁ ବୁଝାଏ I ଯୀଶୁଙ୍କ ସମୟ ପୂର୍ବରୁ ଭବିଷ୍ୟତ ବକ୍ତାମାନେ ତାହାଙ୍କୁ ମଶୀହ କିମ୍ବା ଖ୍ରୀଷ୍ଟ ଭାବେ ଉଲ୍ଲେଖ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ନାଜରିତୀୟ ଯୀଶୁ କହିବେ” (ଦେଖ: /WA-Catalog/or_tm?section=translate#translate-names)