Luke 16

ଲୂକ 16 ସାଧାରଣ ଟିପ୍ପଣୀଗୁଡିକ

Luke 16:1

Connecting Statement:

ଯୀଶୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I ଏହା ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କରେ ଅଟେ I ଏହା ଏପର୍ଯ୍ୟନ୍ତ କାହାଣୀର ସମାନ ଅଂଶ ଏବଂ ସମାନ ଦିନର ଘଟଣା ଅଟେ ଯାହା [ଲୂକ 15; 3] (../15/03.ମଝି)ରେ ଆରମ୍ଭ ହୋଇଥିଲା I (ଦେଖ: /WA-Catalog/or_tm?section=translate#figs-parables)

Now Jesus also said to the disciples

ଶେଷ ବିଭାଗଟି ଫାରୂଶୀମାନଙ୍କ ଓ ଶାସ୍ତ୍ରୀମାନଙ୍କ ପ୍ରତି ନିର୍ଦ୍ଦେଶିତ ହୋଇଥିଲା, ଯଦିଓ ଯୀଶୁଙ୍କର ଶିଷ୍ୟମାନେ ହୁଏତ ଶୁଣୁଥିବା ଲୋକସମୂହର ଅଂଶ ଥିଲେ I

There was a certain rich man

ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: /WA-Catalog/or_tm?section=translate#writing-participants)

he was reported to him

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରିହେବ I ବିକଳ୍ପ ଅନୁବାଦ: “ଲୋକମାନେ ଧନୀଲୋକକୁ ବିବରଣୀ ଜଣାଇଲେ” (ଦେଖ: /WA-Catalog/or_tm?section=translate#figs-activepassive)

wasting his possessions

ଧନୀଲୋକର ସମ୍ପତ୍ତିକୁ ମୁର୍ଖତା ସହିତ ପରିଚାଳନା କରୁଥିଲେ

Luke 16:2

What is this that I hear about you?

ବେବର୍ତ୍ତାକୁ ତିରସ୍କାର କରିବା ନିମନ୍ତେ ଧନୀଲୋକ ଗୋଟିଏ ପ୍ରଶ୍ନର ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ତୁମେ ଯାହାସବୁ କରୁଛ ମୁଁ ତାହା ଶୁଣିଛି I” (ଦେଖ: /WA-Catalog/or_tm?section=translate#figs-rquestion)

Give an account of your management

ଅନ୍ୟ ଜଣେ ଲୋକକୁ ଦେବା ପାଇଁ ତୁମର କାଗଜପତ୍ର ସଜାଡି ରଖ ବା ତୁମେ ମୋର ଅର୍ଥ ସମ୍ପର୍କରେ ଲେଖିଥିବା ବିବରଣୀଗୁଡିକ ପ୍ରସ୍ତୁତ କର”

Luke 16:3

What should I do ... the management job from me?

ନିଜର ଅନ୍ୟ ମନୋନୟନର ବିଷୟଗୁଡିକ ସମୀକ୍ଷା କରିବା ମାଧ୍ୟମ ଭାବରେ ସେହି ବେବର୍ତ୍ତା ନିଜ ସମ୍ପର୍କରେ ଏହି ପ୍ରଶ୍ନ ପଚାରିଲା I ବିକଳ୍ପ ଅନୁବାଦ: “ମୁଁ କଅଣ କରିବା ଉଚିତ ସେସମ୍ପର୍କରେ ମୁଁ ଚିନ୍ତା କରିବା ଆବଶ୍ୟକ ଅଟେ ...ଚାକିରୀ” (ଦେଖ: /WA-Catalog/or_tm?section=translate#figs-rquestion)

my master

ଏହା ସେହି ଧନୀଲୋକକୁ ସୂଚାଏ I ସେହି ବେବର୍ତ୍ତା ଜଣେ କ୍ରୀତଦାସ ନ ଥିଲା I ବିକଳ୍ପ ଅନୁବାଦ: “ମୋ’ର ମାଲିକ”

I am not strong enough to dig

ମୁଁ ମାଟି ହାଣିବାକୁ ଯଥେଷ୍ଟ ବଳବାନ୍ ନୁହେଁ ବା “ମୁଁ ଖୋଳିବା ପାଇଁ ଯୋଗ୍ୟ ନୁହେଁ”

Luke 16:4

when I am removed from my management job

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ମୋ’ର ପରିଚାଳକ ଚାକିରୀ ହରାଇବି” ବା “ଯେତେବେଳେ ମୋହର ପ୍ରଭୁ ମୋର ପରିଚାଳକ ଚାକିରୀ ନେଇଯିବେ” (ଦେଖ: /WA-Catalog/or_tm?section=translate#figs-activepassive)

people will welcome me into their houses

ଏହା ସୂଚାଏ ଯେ ସେହି ଲୋକମାନେ ଏକ ଚାକିରୀ ଯୋଗାଇବେ, ବା ବଞ୍ଚିବା ପାଇଁ ତାହାର ଆବଶ୍ୟକୀୟ ଅନ୍ୟ ବିଷୟଗୁଡିକ I (ଦେଖ: /WA-Catalog/or_tm?section=translate#figs-explicit)

Luke 16:5

the debters of his master

ଯେଉଁ ଲୋକମାନେ ତାହାର ପ୍ରଭୁର ଖାତକ ଥିଲେ ବା “ତା’ର ପ୍ରଭୁଙ୍କ ଠାରୁ ବିଭିନ୍ନ ଋଣ କରିଥିବା ଲୋକମାନେ I” ଏହି କାହାଣୀରେ ଖାତକମାନେ ଜୀତ ତୈଳ ଏବଂ ଗହମ କରଜ କରିଥିଲେ I

Luke 16:6

He said ... He said to him

ଖାତକ କହିଲେ ... ବେବର୍ତ୍ତା ଖାତକକୁ କହିଲା

A hundred baths of olive oil

ଏହା ପ୍ରାୟ 3,000 ଲିଟର୍ ଜୀତ ତୈଳ I (ଦେଖ: /WA-Catalog/or_tm?section=translate#translate-bvolume)

a hundred ... fifty

100 ...50 (ଦେଖ: /WA-Catalog/or_tm?section=translate#translate-numbers)

Take your bill

“ଚିଠା” ଗୋଟିଏ କାଗଜ ଖଣ୍ଡ ଯାହା ଜଣେ କେତେ ପରିମାଣର କରଜ ନେଇଛି ବୋଲି କୁହେ I

Luke 16:7

Then he said to another ... He said ... He said to him

ବେବର୍ତ୍ତା ଅନ୍ୟ ଜଣେ ଖାତକକୁ କହିଲା ... ସେହି ଖାତକ କହିଲା ...ସେହି ପରିଚାଳକ ଉକ୍ତ ଖାତକକୁ କହିଲା

A hundred cors of wheat

ତୁମେ ହୁଏତ ଏହାକୁ ଆଧୂନିକ ମାପକରେ ପରିବର୍ତ୍ତିତ କରିପାର I ବିକଳ୍ପ ଅନୁବାଦ: “କୋଡିଏ ହଜାର ଲିଟର ଗହମ” ବା “ଏକ ହଜାର ଝୁଡି ଗହମ” (ଦେଖ: /WA-Catalog/or_tm?section=translate#translate-bvolume)

write eighty

ଅଶୀ ଭରଣ ଗହମ I ତୁମେ ହୁଏତ ଏହାକୁ ଆଧୂନିକ ମାପକରେ ପରିବର୍ତ୍ତିତ କରିପାର I ବିକଳ୍ପ ଅନୁବାଦ: “ଷୋହଳ ହଜାର ଲିଟର ବୋଲି ଲେଖ” ବା “ଆଠ ଶହ ଝୁଡି ବୋଲି ଲେଖ” (ଦେଖ: @)

eighty

80 (ଦେଖ: /WA-Catalog/or_tm?section=translate#translate-numbers)

Luke 16:8

Connecting Statement:

ଯୀଶୁ ଜଣେ ମୁନୀବ ଓ ତାଙ୍କ ଖାତକମାନଙ୍କ ବେବର୍ତ୍ତାଙ୍କ ସମ୍ପର୍କୀୟ ଦୃଷ୍ଟାନ୍ତ କହିବା ସମାପ୍ତ କଲେ I ପଦ 9 ରେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖନ୍ତି I

Then the master commended

ପାଠ୍ୟାଂଶ କୁହେ ନାହିଁ ସେହି ବେବର୍ତ୍ତାର କାର୍ଯ୍ୟ ବିଷୟରେ ତାହାର ପ୍ରଭୁ କିପରି ଜାଣିଲେ I

commended

ପ୍ରଶଂସା କଲେ ବା “ତା’ ବିଷୟରେ ଉତ୍ତମ କହିଲେ” ବା “ଅନୁମୋଦନ କଲେ”

he had acted shrewdly

ସେ ଚତୁରତା ସହିତ କାର୍ଯ୍ୟ କରିଛି ବା “ସେ ଏକ ଜ୍ଞାନପୂର୍ଣ୍ଣ କାର୍ଯ୍ୟ କରିଛି”

the sons of this age

ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଜାଣନ୍ତି ନାହିଁ ବା ଯତ୍ନଶୀଳ ନୁହଁନ୍ତି ଏହା ସେହି ଅଧାର୍ମିକ ବେବର୍ତ୍ତା ପରି ଲୋକମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ଏହି ଜଗତର ଲୋକମାନେ” ବା “ଜାଗତିକ ଲୋକମାନେ”

the sons of light

ଏହି ସ୍ଥାନରେ “ଆଲୋକ” ସମସ୍ତ ଈଶ୍ୱରପରାୟଣତା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଲୋକମାନେ” ବା “ଈଶ୍ୱରପରାୟଣ ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 16:9

I say to you

“ମୁଁ” ଯୀଶୁଙ୍କୁ ସୂଚାଏ I “ମୁଁ ତୁମ୍ଭମାନଙ୍କୁ କହୁଅଛି” ବାକ୍ୟାଂଶ କାହାଣୀର ସମାପ୍ତିକୁ ଚିହ୍ନିତ କରେ ଏବଂ ବର୍ତ୍ତମାନ ଯୀଶୁ ଲୋକମାନଙ୍କୁ କହନ୍ତି ଯେ ସେମାନଙ୍କ ଜୀବନ ପାଇଁ କାହାଣୀକୁ କିପରି ପ୍ରୟୋଗ କରିପାରିବେ I

make friends for yourselves by means of unrighteous wealth

ଏହି ସ୍ଥାନରେ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଧନର ବ୍ୟବହାର କରିବା ପାଇଁ ଧ୍ୟାନ ଦିଆଯାଇଛି I ବିକଳ୍ପ ଅନୁବାଦ: “ଜାଗତିକ ସମ୍ପତ୍ତି ସହିତ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ସେମାନଙ୍କୁ ତୁମର ବନ୍ଧୁ କର I

by means of unrighteous wealth

ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେତେବେଳେ ଧନକୁ “ଅଧର୍ମ ଧନ” ବୋଲି କହନ୍ତି ସେ ଅତିଶୟୋକ୍ତି କରନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: “ଯାହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ, ସେହି ଧନର ବ୍ୟବହାର କରିବା ଦ୍ୱାରା” ବା 2) ଯୀଶୁ ଧନକୁ “ଅଧାର୍ମିକ” ବୋଲି କହନ୍ତି କାରଣ ଲୋକମାନେ ବେଳେବେଳେ ଏହାକୁ ଅଧାର୍ମିକ ଉପାୟରେ ଉପାର୍ଜନ କରନ୍ତି ବା ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: ତୁମେ ଅସାଧୁ ଉପାୟରେ ଉପାର୍ଜନ କରିଥିବା ଅର୍ଥକୁ ବ୍ୟବହାର କରିବା ଦ୍ୱାରା” (ଦେଖ: /WA-Catalog/or_tm?section=translate#figs-metonymyଏବଂ /WA-Catalog/or_tm?section=translate#figs-hyperbole)

they may receive

ଏହା ସୂଚାଇ ପାରେ 1) ସ୍ୱର୍ଗସ୍ଥ ଈଶ୍ୱର ସନ୍ତୁଷ୍ଟ ଅଟନ୍ତି ଯେ ତୁମେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଧନକୁ ବ୍ୟବହାର କରିଛ, ବା 2) ଯେଉଁ ବନ୍ଧୁମାନଙ୍କୁ ତୁମର ଧନ ଦ୍ବାରା ତୁମେ ସାହାଯ୍ୟ କରିଛ I

eternal dwellings

ଏହା ସ୍ୱର୍ଗକୁ ସୂଚାଏ ଯେଉଁଠାରେ ଈଶ୍ୱର ରହନ୍ତି I

Luke 16:10

He who is faithful ... is also faithful ... he who is unrighteous ... is also unrighteous

ଯେଉଁ ଲୋକମାନେ ବିଶ୍ୱସ୍ତ ଅଟନ୍ତି ... ମଧ୍ୟ ବିଶ୍ୱସ୍ତ ଅଟନ୍ତି ...ଯେଉଁ ଲୋକମାନେ ଅଧାର୍ମିକ ... ମଧ୍ୟ ଅଧାର୍ମିକ ଅଟନ୍ତି I ଏହା ସ୍ତ୍ରୀଲୋକମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: /WA-Catalog/or_tm?section=translate#figs-gendernotations)

is faithful in very little

ଏପରିକି ଛୋଟ ଛୋଟ ବିଷୟଗୁଡିକରେ ବିଶ୍ୱସ୍ତ I ନିଶ୍ଚିତ କର ଯେ ଏହା ଯେପରି ସେମାନେ ଅତିଶୟ ବିଶ୍ୱସ୍ତ ବୋଲି ନ ଶୁଭିବ I

is unrighteous in very little

ଏପରିକି ଛୋଟ ଛୋଟ ବିଷୟଗୁଡିକରେ ଅଧାର୍ମିକ I ନିଶ୍ଚିତ କର ଯେ ଏହା ଯେପରି ସେମାନେ ଅତିଶୟ ଅଧାର୍ମିକ ବୋଲି ନ ଶୁଭିବ I

Luke 16:11

unrighteous wealth

ଲକ୍ଷ୍ୟ କର ଯେ ତୁମେ କିପରି [ଲୂକ 16:9] (../16/09.ମଝି)ରେ ଥିବା ଅଂଶକୁ ଅନୁବାଦ କରିଛ I ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ଯେତେବେଳେ ଧନକୁ “ଅଧାର୍ମିକ” ବୋଲି କହନ୍ତି ସେ ଏକ ପ୍ରତିଶବ୍ଦ ବ୍ୟବହାର କରୁଛନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: “ଏପରିକି ଯେଉଁ ଧନକୁ ତୁମେ ଅସାଧୁ ଉପାୟରେ ଉପାର୍ଜନ କରିଛ” ବା 2) ଯୀଶୁ ଯେତେବେଳେ ଧନକୁ “ଅଧର୍ମ ଧନ” ବୋଲି କହନ୍ତି ସେ ଅତିଶୟୋକ୍ତି କରନ୍ତି କାରଣ ଏହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ I ବିକଳ୍ପ ଅନୁବାଦ: ଧନ, ଯାହାର କୌଣସି ଅନନ୍ତକାଳୀନ ମୂଲ୍ୟ ନାହିଁ” ବା “ଜାଗତିକ ଧନକୁ ବ୍ୟବହାର କରିବା ଦ୍ୱାରା” (ଦେଖ: /WA-Catalog/or_tm?section=translate#figs-metonymyଏବଂ /WA-Catalog/or_tm?section=translate#figs-hyperbole)

who will entrust true wealth to you?

ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “କେହି ତୁମକୁ ସତ୍ୟ ଧନର ଦାୟିତ୍ବ ଦେବ ନାହିଁ I” ବା “କେହି ତୁମକୁ ସତ୍ୟ ଧନ ପରିଚାଳନା କରିବା ନିମନ୍ତେ ଦେବ ନାହିଁ I”(ଦେଖ: /WA-Catalog/or_tm?section=translate#figs-rquestion)

true wealth

ଏହା ସେହି ଧନକୁ ସୂଚାଏ ଯାହା ଅଧିକ ଯଥାର୍ଥ, ବାସ୍ତବ, ବା ଯାହା ଧନଠାରୁ ସ୍ଥାୟୀ ଅଟେ

Luke 16:12

who will give to you that which is your own?

ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯୀଶୁ ଏହି ପ୍ରଶ୍ନ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “କେହି ତୁମକୁ ତୁମର ନିଜ ନିମନ୍ତେ ଧନ ଦେବ ନାହିଁ I” (ଦେଖ: /WA-Catalog/or_tm?section=translate#figs-rquestion)

Luke 16:13

No servant can

ଜଣେ ଦାସ କରିପାରିବ ନାହିଁ

serve two masters

ଏହା ସୂଚାଏ ଯେ ସେ “ସମାନ ସମୟରେ ଦୁଇ ଜଣ ବିଭିନ୍ନ ପ୍ରଭୁର ସେବା କରିପାରିବ ନାହିଁ”

for either he will hate ... or else he will be devoted

ଏହି ଦୁଇଟି ଖଣ୍ଡବାକ୍ୟ ମୂଳତଃ ସମାନ ଅଟେ I କେବଳ ଏକମାତ୍ର ତାତ୍ପର୍ଯ୍ୟପୂର୍ଣ୍ଣ ଭିନ୍ନତା ଏହି ଯେ ପ୍ରଥମ ଖଣ୍ଡବାକ୍ୟରେ ପ୍ରଥମ ପ୍ରଭୁକୁ ଘୃଣା କରାଯାଇଛି, କିନ୍ତୁ ଦ୍ୱିତୀୟ ଖଣ୍ଡବାକ୍ୟରେ ଦ୍ୱିତୀୟ ପ୍ରଭୁକୁ ଘୃଣା କରାଯାଇଛି I

he will hate

ଦାସ ଘୃଣା କରିବ

he will be devoted to one

ଜଣକୁ ଅତି ଦୃଢ଼ ଭାବରେ ପ୍ରେମ କରିବ

despise the other

ଅନ୍ୟକୁ ଅବମାନନା କରିବ ବା “ଅନ୍ୟକୁ ଘୃଣା କରିବ”

despise

ଏହା ପୂର୍ବବର୍ତ୍ତୀ ଖଣ୍ଡବାକ୍ୟର “ଘୃଣା କରିବା” ସହିତ ମୂଳତଃ ସମାନ ଅଟେ I

You cannot serve

ଯୀଶୁ ଦଳେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କ” ଶବ୍ଦର ବହୁବଚନର ରୂପ ଅଛି ସେମାନେ ତାହା ବ୍ୟବହାର କରି ପାରିବେ I (ଦେଖ: /WA-Catalog/or_tm?section=translate#figs-you)

Luke 16:14

General Information:

ଏହା ଯୀଶୁଙ୍କ ଶିକ୍ଷାରେ ଏକ ବିରତି ଅଟେ, କାରଣ 14 ପଦ ଆମକୁ ପୃଷ୍ଠଭୂମି ତଥ୍ୟ ପ୍ରଦାନ କରେ ଯେ ଫାରୂଶୀମାନେ କିପରି ଯୀଶୁଙ୍କୁ ବିଦ୍ରୁପ କରୁଥିଲେ I ପଦ 15 ରେ ଯୀଶୁ ଶିକ୍ଷା ଦେବା ଜାରି ରଖନ୍ତି ଏବଂ ଫାରୂଶୀମାନଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Now

ପୃଷ୍ଠଭୂମି ତଥ୍ୟରେ ଏକ ପରିବର୍ତ୍ତନକୁ ଏହି ଶବ୍ଦ ଚିହ୍ନିତ କରେ I

who were lovers of money

ଯେଉଁମାନେ ଧନ ପାଇବାକୁ ଭଲ ପାଆନ୍ତି ବା “ଯେଉଁମାନେ ଧନ ନିମନ୍ତେ ଅତିଶୟ ଲୋଭୀ”

they ridiculed him

ଫାରୂଶୀମାନେ ଯୀଶୁଙ୍କୁ ବିଦ୍ରୁପ କଲେ

Luke 16:15

So he said to them

ଏବଂ ଯୀଶୁ ଫାରୂଶୀମାନଙ୍କୁ କହିଲେ

You are those who justify yourselves in the sight of men

ତୁମ୍ଭେମାନେ ଆପଣାକୁ ଲୋକମାନଙ୍କ ନିକଟରେ ଉତ୍ତମ ଦେଖାଇବାକୁ ଚେଷ୍ଟା କରିଥାଅ

but God knows your hearts

ଏହି ସ୍ଥାନରେ “ହୃଦୟଗୁଡିକ” ଲୋକମାନଙ୍କ ଅଭିଳାଷକୁ ସୂଚାଏ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ୍ଭମାନଙ୍କ ପ୍ରକୃତ ଅଭିଳାଷଗୁଡିକ ବୁଝନ୍ତି” ବା “ଈଶ୍ୱର ତୁମ୍ଭମାନଙ୍କ ଉଦ୍ଦେଶ୍ୟଗୁଡିକ ଜାଣନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

That which is exalted among men is detestable in the sight of God

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ଯେଉଁ ବିଷୟଗୁଡ଼ିକୁ ଅତି ମହତ୍ତ୍ଵପୂର୍ଣ୍ଣ ମନେ କରନ୍ତି, ଈଶ୍ୱର ସେହି ବିଷୟଗୁଡିକୁ ଘୃଣା କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Luke 16:16

The law and the prophets

ଏହା ଈଶ୍ୱରଙ୍କ ସମସ୍ତ ବାକ୍ୟକୁ ସୂଚାଏ ଯାହା ସବୁ ସେହି ସମୟ ପର୍ଯ୍ୟନ୍ତ ଲେଖାଯାଇଥିଲା I

were in effect until

ଅଧିକାର ଥିଲା ବା “ସେଗୁଡିକ ଲୋକମାନେ ପାଳନ କରିବା ଆବଶ୍ୟକ ଥିଲା”

John

ଏହା ବାପ୍ତିଜକ ଯୋହନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: ବାପ୍ତିଜକ ଯୋହନ ଆସିଲେ” (ଦେଖ: /WA-Catalog/or_tm?section=translate#figs-explicit)

the gospel of the kingdom of God is preached

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ: “ମୁଁ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ସମ୍ପର୍କରେ ଶିକ୍ଷା ଦେଉଅଛି” (ଦେଖ: /WA-Catalog/or_tm?section=translate#figs-activepassive)

everyone tries to force their way into it

ଏହା ସେହି ଲୋକମାନଙ୍କୁ ସୂଚାଏ ଯେଉଁମାନେ ଯୀଶୁଙ୍କ ଶିକ୍ଷା ଶୁଣୁଥିଲେ ଓ ଗ୍ରହଣ କରୁଥିଲେ I ବିକଳ୍ପ ଅନୁବାଦ: “ଏଥିରେ ପ୍ରବେଶ କରିବା ନିମନ୍ତେ ଅନେକ ଲୋକମାନେ ସେମାନଙ୍କ ଦ୍ୱାରା ଯାହା ସମ୍ଭବ ତାହା କରୁଥିଲେ”

Luke 16:17

But it is easier for heaven and earth to pass away than for one stroke of a letter of the law to become invalid

ଏହି ବିରୋଧାତ୍ମକ ବିଷୟକୁ ବିପରୀତ କ୍ରମରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଆକାଶ ଓ ପୃଥିବୀ ଯେପର୍ଯ୍ୟନ୍ତ ରହିବ ତାହାଠାରୁ ମଧ୍ୟ ଅଧିକ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବସ୍ଥାର ଅକ୍ଷରର ଏପରିକି କ୍ଷୁଦ୍ରତମ ବିନ୍ଦୁ ସୁଦ୍ଧା ରହିବ”

than for one stroke of a letter

“ବିନ୍ଦୁ” ଗୋଟିଏ ଅକ୍ଷରର କ୍ଷୁଦ୍ରତମ ଅଂଶ ଅଟେ I ଏହା ବ୍ୟବସ୍ଥାର ଏପରି ବିଷୟକୁ ସୂଚାଏ ଯାହା ହୁଏତ ଗୌଣ ମନେ ହୁଏ I ବିକଳ୍ପ ଅନୁବାଦ: “ବ୍ୟବସ୍ଥାର ଏପରିକି କ୍ଷୁଦ୍ରତମ ବିଷୟଗୁଡ଼ିକ ଅପେକ୍ଷା” (ଦେଖ: /WA-Catalog/or_tm?section=translate#figs-explicit)

to become invalid

ଉଭେଇ ଯିବ ବା “ସ୍ଥିତି ସମାପ୍ତ ହେବ”

Luke 16:18

Everyone who divorces his wife

ଯେକେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ ବା “ଯେ କୌଣସି ପୁରୁଷ ତାହାର ସ୍ତ୍ରୀକୁ ପରିତ୍ୟାଗ କରେ”

commits adultery

ବ୍ୟଭିଚାର ଦୋଷ

he who marries one who is divorced

ଯେ କୌଣସି ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରେ

Luke 16:19

General Information:

ଯୀଶୁ ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ କହିବା ଆରମ୍ଭ କରନ୍ତି, ଏହି ପଦଗୁଡିକ ସେହି କାହାଣୀ ବିଷୟରେ ପୃଷ୍ଟଭୂମି ତଥ୍ୟ ଦିଅନ୍ତି I (ଦେଖ: /WA-Catalog/or_tm?section=translate#writing-background)

Connecting Statement:

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ବେଳେ ଏକ କାହାଣୀ କହିବା ଆରମ୍ଭ କରନ୍ତି I ଏହା ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ ଅଟେ I

Now

ଯୀଶୁ ଏକ କାହାଣୀ କହିବା ଆରମ୍ଭ କରନ୍ତି ଯାହା ଲୋକମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରିବ ଯେ ସେ କଣ ଶିକ୍ଷା ଦେଉଛନ୍ତି, ପୁଣି ଏହା ଯୀଶୁଙ୍କ ବକ୍ତବ୍ୟରେ ଏକ ପରିବର୍ତ୍ତନକୁ ଚିହ୍ନିତ କରେ I

a certain rich man

ଏହି ବାକ୍ୟାଂଶ ଯୀଶୁଙ୍କ କାହାଣୀରେ ଏକ ନୂତନ ବ୍ୟକ୍ତିର ପରିଚୟ ପ୍ରଦାନ କରେ I ଏହା ସ୍ପଷ୍ଟ ନୁହେଁ ଯେ ଏ ଜଣେ ବାସ୍ତବ ବ୍ୟକ୍ତି ଥିଲେ ବା ଯୀଶୁ କୌଣସି ବିଷୟକୁ ଗୁରୁତ୍ବ ଦେବା ପାଇଁ କହୁଥିବା କାହାଣୀର ଏହା କେବଳ ଏକ ବ୍ୟକ୍ତି ଅଟେ I (ଦେଖ: /WA-Catalog/or_tm?section=translate#writing-participants)

he was clothed in purple and fine linen

ଯିଏ ସୂକ୍ଷ୍ମ ଶଣ ବସ୍ତ୍ର ଏବଂ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧୁଥିଲା ବା “ଯିଏ ବହୁମୂଲ୍ୟ ବସ୍ତ୍ରସବୁ ପିନ୍ଧୁଥିଲା I” ବାଇଗଣିଆ ରଙ୍ଗର ବସ୍ତ୍ର ଏବଂ ସୂକ୍ଷ୍ମ ଶଣ ବସ୍ତ୍ରସବୁ ଅତିଶୟ ମୂଲ୍ୟବାନ୍ ଥିଲା I

celebrating every day in splendor

ପ୍ରତିଦିନ ମୂଲ୍ୟବାନ୍ ଖାଦ୍ୟ ଖାଉଥିଲା ବା “ପ୍ରଚୁର ଅର୍ଥ ବ୍ୟୟ କରୁଥିଲା ଏବଂ ସେ ଯାହା ଇଚ୍ଛା କରୁଥିଲା ତାହା କ୍ରୟ କରୁଥିଲା”

Luke 16:20

a certain poor man named Lazarus was laid at his gate

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଲାଜାର ନାମକ ଏକ ଭିକାରୀକୁ ତାହାର ଫାଟକ ପାଖରେ ରଖିଥିଲେ I (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#translate-names )

a certain poor man named Lazarus

ଏହି ବାକ୍ୟାଂଶ ଯୀଶୁଙ୍କ କାହାଣୀରେ ଏକ ନୂତନ ବ୍ୟକ୍ତିକୁ ପରିଚିତ କରାଏ I ଏହା ସ୍ପଷ୍ଟ ହୋଇନାହିଁ ଯେ ଏ ଜଣେ ବାସ୍ତବ ବ୍ୟକ୍ତି ଥିଲେ ବା ଯୀଶୁ କୌଣସି ବିଷୟକୁ ଗୁରୁତ୍ବ ଦେବା ପାଇଁ କହୁଥିବା କାହାଣୀର ଏହା କେବଳ ଏକ ବ୍ୟକ୍ତି ଅଟେ I (ଦେଖ: /WA-Catalog/or_tm?section=translate#writing-participants)

at his gate

ଧନୀ ଲୋକର ଫାଟକ ନିକଟରେ ବା “ଧନୀ ଲୋକର ସମ୍ପତ୍ତିର ପ୍ରବେଶ ଦ୍ୱାର ପାଖରେ”

covered with sores

ତାହାର ଶରୀରର ସର୍ବତ୍ର ଘାଆସବୁ ସହିତ

Luke 16:21

longing to eat from what was falling

ଆଶା କରୁଥିଲା ଯେପରି ସେ ପଡୁଥିବା ଅଇଣ୍ଠା ଖାଦ୍ୟରୁ ଖାଇ ପାରିବ

Even the dogs were coming

ଏଠାରେ “ଏପରିକି” ଶବ୍ଦ ଦର୍ଶାଏ ଯେ ଲାଜାର ସମ୍ପର୍କରେ ଯାହା ଆଗରୁ କୁହାଯାଇସାରିଛି ତାହାଠାରୁ ଆହୁରି ଅଧିକ ମନ୍ଦ ବିଷୟ ଘଟିବାକୁ ଯାଉଛି I ବିକଳ୍ପ ଅନୁବାଦ: “ତାହା ସଙ୍ଗେ ସଙ୍ଗେ, କୁକୁରମାନେ ଆସିଲେ” ବା “ଏହାଠାରୁ ଅଧିକ ମନ୍ଦ ଯେ କୁକୁରମାନେ ଆସିଲେ”

the dogs

ଯିହୂଦୀମାନେ କୁକୁରମାନଙ୍କୁ ଅଶୁଚି ପଶୁ ବୋଲି ବିବେଚନା କରୁଥିଲେ I ଲାଜାର ଏତେଦୂର ପୀଡିତ ଓ ଦୁର୍ବଳ ଥିଲା ଯେ ସେ କୁକୁରମାନଙ୍କୁ ତା’ର କ୍ଷତଗୁଡିକୁ ଚାଟିବାରୁ ଅଟାକାଇ ପାରୁ ନ ଥିଲା I

Luke 16:22

Now it came about that

କାହାଣୀରେ ଏକ ଘଟଣାକୁ ଚିହିତ କରିବା ପାଇଁ ଏଠାରେ ଏହି ବାକ୍ୟାଂଶ ବ୍ୟବହୃତ ହୋଇଛି I ତୁମ ଭାଷାରେ ଏହା କରିବା ନିମନ୍ତେ ଯଦି ଏକ ଶୈଳୀ ରହିଛି, ତେବେ ତାହାକୁ ଏହି ସ୍ଥାନରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I (ଦେଖ: /WA-Catalog/or_tm?section=translate#writing-newevent)

was carried away by the angels

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତମାନେ ତାହାକୁ ନେଇଗଲେ” (ଦେଖ: /WA-Catalog/or_tm?section=translate#figs-activepassive)

to Abraham's side

ଏହା ସୂଚାଏ ଯେ ଗ୍ରୀକ୍ ଶୈଳୀର ଉତ୍ସବରେ ଯେପରି ଦେଖାଯାଏ ସେହିପରି ଅବ୍ରହାମ ଏବଂ ଲାଜାର ପରସ୍ପର ଆଡ଼କୁ ଆଉଜି ପଡୁଥିଲେ I ଅନେକ ସମୟରେ ସ୍ୱର୍ଗରେ ଆନନ୍ଦ କରିବା ଶାସ୍ତ୍ର ଅନୁସାରେ ଏକ ଉତ୍ସବ ପାଳନର ଚିନ୍ତାଧାରାକୁ ପ୍ରକାଶ କରେ I (ଦେଖ: /WA-Catalog/or_tm?section=translate#figs-explicit)

was buried

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତାକୁ ସମାଧିସ୍ଥ କଲେ (ଦେଖ: /WA-Catalog/or_tm?section=translate#figs-activepassive)

Luke 16:23

at his side

ଏହା ସୂଚାଏ ଯେ ଗ୍ରୀକ୍ ଶୈଳୀର ଉତ୍ସବରେ ଯେପରି ଦେଖାଯାଏ ସେହିପରି ଅବ୍ରହାମ ଏବଂ ଲାଜାର ପରସ୍ପର ଆଡ଼କୁ ଆଉଜି ପଡୁଥିଲେ I ଅନେକ ସମୟରେ ସ୍ୱର୍ଗରେ ଆନନ୍ଦ କରିବା ଶାସ୍ତ୍ର ଅନୁସାରେ ଏକ ଉତ୍ସବ ପାଳନର ଚିନ୍ତାଧାରାକୁ ପ୍ରକାଶ କରେ I (ଦେଖ: /WA-Catalog/or_tm?section=translate#figs-explicit)

in Hades, being in torment

ସେ ନର୍କକୁ ଗଲା ଯେଉଁଠାରେ ଭୟଙ୍କର ଯନ୍ତ୍ରଣାରେ କଷ୍ଟ ପାଉଥିଲା

he lifted up his eyes

ଏହି ଋଢ଼ିର ଅର୍ଥ “ସେ ଉପରକୁ ଅନାଇଲା” (ଦେଖ: /WA-Catalog/or_tm?section=translate#figs-idiom)

Luke 16:24

he cried out and said

ଧନୀ ଲୋକ କହିବା ନିମନ୍ତେ ଡାକିଲା ବା “ସେ ଅବ୍ରହାମଙ୍କ ପ୍ରତି ଚିତ୍କାର କଲା I

Father Abraham

ଅବ୍ରହାମ ସେହି ଧନୀ ଲୋକ ସହିତ ସମସ୍ତ ଯିହୂଦୀମାନଙ୍କର ପୂର୍ବପୁରୁଷ ଥିଲେ I

have mercy on me

ମୋ’ ପ୍ରତି ଦୟା କର ବା “ଅନୁଗ୍ରହ କରି ମୋ’ ପ୍ରତି ଦୟାଳୁ ହୁଅ”

and send Lazarus

ଲାଜରକୁ ପଠାଇବା ଦ୍ୱାରା ବା “ଏବଂ ଲାଜାରକୁ ମୋ’ ନିକଟକୁ ଆସିବା ପାଇଁ କୁହ”

he may dip the tip of his finger

ଏହା ଅନୁରୋଧ କରାଯାଇଥିବା ପରିମାଣର କ୍ଷୁଦ୍ରତାକୁ ସୂଚାଇ ଥାଏ I ବିକଳ୍ପ ଅନୁବାଦ: “ସେ ଯେପରି ତାହାର ଅଙ୍ଗୁଳିର ଟିପକୁ ପାଣିରେ ଓଦା କରିବ”

I am in anguish in this flame

ମୁଁ ଏହି ଅଗ୍ନିଶିଖାର ଜ୍ୱାଳାରେ ଅତିଶୟ ଯନ୍ତ୍ରଣାରେ ରହିଛି ବା “ମୁଁ ଏହି ଅଗ୍ନିରେ ଭୟଙ୍କର ଭାବରେ କଷ୍ଟଭୋଗ କରୁଅଛି”

Luke 16:25

Child

ଧନୀ ଲୋକ ଅବ୍ରହାମଙ୍କର ଜଣେ ବଂଶଧର ଥିଲା I

good things

ଉତ୍ତମ ବିଷୟଗୁଡିକ ବା “ଆମୋଦଦାୟକ ବିଷୟଗୁଡିକ”

in like manner evil things

ସେହି ପ୍ରକାରେ ମନ୍ଦ ବିଷୟଗୁଡିକ ପାଇଲା ବା “ସେହି ପ୍ରକାରେ ଏଭଳି ବିଷୟଗୁଡିକ ପାଇଲା ଯାହା ତାକୁ ଦୁଃଖଭୋଗ କରିବାକୁ ଦେଲା”

in like manner

ଏହା ଏହି ବାସ୍ତବତାକୁ ସୂଚାଏ ଯେ ସେମାନେ ଏହି ଜଗତରେ ବଞ୍ଚିଥିବାବେଳେ ଉଭୟେ କିଛି କିଛି ପାଇଥିଲେ I ଏହା କୁହାଯାଉନାହିଁ ଯେ ସେମାନେ ସମାନ ବିଷୟଗୁଡିକ ପାଇଥିଲେ I ବିକଳ୍ପ ଅନୁବାଦ: “ସେ ବଞ୍ଚିଥିବା ବେଳେ ପାଇଥିଲା”

he is comforted here

ସେ ଏଠାରେ ଆରାମରେ ଅଛି ବା “ସେ ଏଠାରେ ଆନନ୍ଦରେ ଅଛି”

are in agony

ଦୁଃଖଭୋଗ କରୁଥିଲା

Luke 16:26

Besides all these things

ଏହି କାରଣ ସହିତ

a great chasm has been put in place

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମ ଓ ଆମ ମଧ୍ୟରେ ଏକ ବୃହତ୍ ବ୍ୟବଧାନ ସ୍ଥାପନ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

a great chasm

ଏକ ତୀଖ, ଗଭୀର ଏବଂ ପ୍ରଶସ୍ତ ଉପତ୍ୟକା ବା “ଏକ ବିରାଟ ପୃଥକୀକରଣ” ବା “ଏକ ବୃହତ୍ ବ୍ୟବଧାନ”

those who want to cross over ... are not able

ଯେଉଁ ଲୋକମାନେ ଏହି ଫାଟ ପାର ହୋଇ ଯିବା ପାଇଁ ଇଚ୍ଛା କରନ୍ତି...ପାରିବେ ନାହିଁ ବା “ଯଦି କେହି ପାର ହୋଇ ଯିବା ନିମନ୍ତେ ଇଚ୍ଛା କରେ ...ସେ ପାରିବ ନାହିଁ”

Luke 16:28

in order that he might warn them

ଯେପରି ଲାଜାର ସେମାନଙ୍କୁ ସତର୍କ କରିବ

this place of torment

ଏହି ସ୍ଥାନ ଯେଉଁଠାରେ ଆମ୍ଭେମାନେ ଯାତନା ଭୋଗ କରୁଛୁ ବା “ଏହି ସ୍ଥାନ ଯେଉଁଠାରେ ଆମ୍ଭେମାନେ ଭୀଷଣ ପୀଡା ଭୋଗ କରୁଛୁ”

Luke 16:29

Connecting Statement:

ଯୀଶୁ ଜଣେ ଧନୀ ଲୋକ ଓ ଲାଜାରଙ୍କ ବିଷୟରେ କହିବା ସମାପ୍ତ କରନ୍ତି I

They have Moses and the prophets

ଏହା ସୂଚାଏ ଯେ ଅବ୍ରହାମ ଧନୀ ଲୋକର ଭାଇମାନଙ୍କ ପାଖକୁ ଲାଜାରକୁ ପଠାଇବା ନିମନ୍ତେ ପ୍ରତ୍ୟାଖ୍ୟାନ କଲେ I ଏହାକୁ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ନା, ମୁଁ ତାହା କରିବି ନାହିଁ, କାରଣ ମୋଶା ଏବଂ ଭାବବାଦୀମାନେ ବହୁ ପୂର୍ବରୁ ଯାହା ଲେଖିଥଲେ ତାହା ତୁମର ଭାଇମାନଙ୍କ ନିକଟରେ ରହିଛି” (ଦେଖ: /WA-Catalog/or_tm?section=translate#figs-explicit)

Moses and the prophets

ଏହା ସେମାନଙ୍କ ଲିଖିତ ଶାସ୍ତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହା ମୋଶା ଏବଂ ଭାବବାଦୀମାନେ ଲେଖିଥଲେ” (ଦେଖ: /WA-Catalog/or_tm?section=translate#figs-metonymy)

let them listen to them

ତୁମର ଭାଇମାନେ ମୋଶା ଏବଂ ଭାବବାଦୀମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍ ଅଟେ

Luke 16:30

if someone would go to them from the dead

ଏହା ଏକ ପରିସ୍ଥିତିକୁ ବର୍ଣ୍ଣନା କରେ ଯାହା ଘଟିନାହିଁ, କିନ୍ତୁ ଧନୀ ଲୋକ ତାହା ଘଟୁ ବୋଲି ଚାହୁଁଛି I ବିକଳ୍ପ ଅନୁବାଦ: ""ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ” ବା “ଯଦି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସେମାନଙ୍କ ନିକଟକୁ ଯିବ ଓ ସେମାନଙ୍କୁ ଚେତାବନୀ ଦେବ” (ଦେଖ: /WA-Catalog/or_tm?section=translate#figs-hypo)

from the dead

ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପୃଥିବୀର ନିମ୍ନଦେଶରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I

Luke 16:31

If they do not listen to Moses and the prophets

ଏହି ସ୍ଥାନରେ “ମୋଶା ଏବଂ ଭାବବାଦୀମାନେ” ଶବ୍ଦଗୁଡିକ ସେମାନେ ଯେଉଁ ବିଷୟସବୁ ଲେଖିଥିଲେ ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ସେମାନେ ମୋଶା ଏବଂ ଭାବବାଦୀମାନେ ଯାହାସବୁ ଲେଖିଛନ୍ତି ତାହା ପ୍ରତି ଧ୍ୟାନ ନ ଦିଅନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

neither will they be persuaded if someone would rise from the dead

ଅବ୍ରହାମ ବ୍ୟକ୍ତ କରନ୍ତି ଯେ ଯଦି ସେହି କାଳ୍ପନିକ ପରିସ୍ଥିତି ଘଟିବ, ତେବେ କଅଣ ହେବ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୃତ ହୋଇଥିବା କୌଣସି ବ୍ୟକ୍ତି ଉତ୍ଥିତ ହେଲେ ସୁଦ୍ଧା ସେମାନଙ୍କର ହୃଦବୋଧ ଜାତ କରି ପାରିବ ନାହିଁ” ବା “ଯଦି ଜଣେ ବ୍ୟକ୍ତି ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୁଏ ତେବେ ସୁଦ୍ଧା ସେମାନେ ବିଶ୍ୱାସ କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-hypoଏବଂ /WA-Catalog/or_tm?section=translate#figs-activepassive)

would rise from the dead

“ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ପୃଥିବୀର ନିମ୍ନଦେଶରେ ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ କୁହେ I ସେମାନଙ୍କ ମଧ୍ୟରୁ ଉତ୍ଥିତ ହେବା ଅର୍ଥ ପୁଣି ଥରେ ଜୀବିତ ହେବା ଅଟେ I