Luke 4

ଲୂକ 04 ସାଧାରଣ ଟିପ୍ପଣୀ

ଗଠନ ଏବଂ ଆକୃତି ପ୍ରଣାଳୀ

କେତେକ ଅନୁବାଦ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 4: 10-11, 18-19 ରେ ଥିବା ପଦ୍ୟ ସହିତ ULT ଏହା କରିଥାଏ, ଯାହା ପୁରାତନ ନିୟମର ଶବ୍ଦଗୁଡିକ ଅଟେ I

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦଜନିତ କଷ୍ଟକର ବିଷୟଗୁଡିକ

ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ

ଯଦିଓ ଏହା ସତ୍ୟ ଯେ ତା’ର ଆଜ୍ଞାବହ ହେବା ନିମନ୍ତେ ସେ ଯୀଶୁଙ୍କୁ ପ୍ରବର୍ତ୍ତାଇ ପାରିବ ବୋଲି ଶୟତାନ ଆନ୍ତରିକ ଭାବରେ ବିଶ୍ୱାସ କରୁଥିଲା, ତଥାପି ଏହା ସୂଚାଇବା ମହତ୍ତ୍ଵପୂର୍ଣ୍ଣ ଯେ ଯୀଶୁ ପ୍ରକୃତରେ କଦାପି ତାହାର ଆଜ୍ଞାବହ ହେବା ନିମନ୍ତେ ଚାହିଁ ନ ଥିଲେ I

Luke 4:1

Connecting Statement:

ଯୀଶୁ 40 ଦିନ ଧରି ଉପବାସ କଲେ, ଏବଂ ଶୟତାନ ତାଙ୍କୁ ସାକ୍ଷାତ କଲା ଯେପରି ସେ ତାଙ୍କୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଇ ପାରିବ I

Then Jesus

ଯୋହନ ତାଙ୍କୁ ବାପ୍ତିସ୍ମ ଦେବା ପରେ I (ଦେଖ: /WA-Catalog/or_tm?section=translate#writing-newevent )

was led by the Spirit

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଆତ୍ମା ତାହାଙ୍କୁ କଢ଼ାଇ ନେଲେ” (ଦେଖ: /WA-Catalog/or_tm?section=translate#figs-activepassive)

Luke 4:2

where for forty days he was tempted

ଅଧିକାଂଶ ଅନୁବାଦଗୁଡିକ କହନ୍ତି ଯେ ଚାଳିଶ ଦିନ ସାରା ଏହି ପରୀକ୍ଷା ଲାଗି ରହିଥିଲା I UST ଏହାକୁ ସ୍ପଷ୍ଟ କରିବା ନିମନ୍ତେ ବ୍ୟକ୍ତ କରେ ଯେ “ ସେ ସେଠାରେ ଥିବାବେଳେ, ଶୟତାନ ତାଙ୍କୁ ପରୀକ୍ଷା କରିବାରେ ଲାଗି ରହିଥିଲା I

forty days

40 ଦିନ (ଦେଖ: /WA-Catalog/or_tm?section=translate#translate-numbers)

where he was tempted by the devil

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ, ଏବଂ ତୁମେ ସ୍ପଷ୍ଟ କରିପାରିବ ଯେ ଶୟତାନ ତାଙ୍କୁ ପରୀକ୍ଷା କରିବା ଦ୍ୱାରା ସେ କ’ଣ କରନ୍ତୁ ବୋଲି ଚାହୁଁଥିଲା I ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ଅବାଧ୍ୟ ହେବା ନିମନ୍ତେ ଶୟତାନ ତାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କଲା” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-explicit)

He did not eat anything

“ସେ” ଶବ୍ଦ ଯୀଶୁଙ୍କୁ ସୂଚାଇ ଥାଏ I

Luke 4:3

If you are the Son of God

ଶୟତାନ ଯୀଶୁଙ୍କୁ ଏହି ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ ଆହ୍ୱାନ ଦେଲା, ଯେପରି ସେ ପ୍ରମାଣିତ କରିବେ ଯେ ସେ “ଈଶ୍ୱରଙ୍କ ପୁତ୍ର” ଅଟନ୍ତି (ଦେଖ: /WA-Catalog/or_tm?section=translate#guidelines-sonofgodprinciples )

this stone

ଶୟତାନ ହୁଏତ ଆପଣା ହାତରେ ଏକ ପ୍ରସ୍ତର ଧରିଥିଲା କିମ୍ବା ପାଖରେ ଥିବା ଏକ ପ୍ରସ୍ତରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା I

Luke 4:4

Jesus answered him, ""It is written ... alone.'

ଶୟତାନର ଆହ୍ୱାନକୁ ଯୀଶୁଙ୍କ ପ୍ରତ୍ୟାଖ୍ୟାନ କରିବା ବିଷୟ ସ୍ପଷ୍ଟ ଭାବରେ ତାଙ୍କ ଉତ୍ତରରୁ ସୂଚିତ ହୁଏ I ଏହା ଉଲ୍ଲେଖ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ, ଯେପରି UST କରିଥାଏ I ବିକଳ୍ପ ଅନୁବାଦ: “ଯୀଶୁ ଉତ୍ତର ଦେଲେ, ନା, ମୁଁ ତାହା କରିବି ନାହିଁ କାରଣ ଏହା ଲେଖା ଅଛି ...କେବଳ I’” (ଦେଖ: /WA-Catalog/or_tm?section=translate#figs-explicit )

It is written

ଉକ୍ତିଟି ପୁରାତନ ନିୟମରେ ମୋଶାଙ୍କ ଲେଖନୀରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଶାସ୍ତ୍ରରେ ଲେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Man does not live on bread alone

“ରୋଟୀ” ଶବ୍ଦ ସାଧାରଣ ଭାବରେ ଖାଦ୍ୟକୁ ସୂଚାଇ ଥାଏ I ଜଣେ ବ୍ୟକ୍ତିକୁ ସମ୍ଭାଳି ରଖିବା ନିମନ୍ତେ ଖାଦ୍ୟକୁ ଯଦି ଈଶ୍ୱରଙ୍କ ସହିତ ତୁଳନା କରାଯାଏ ତେବେ, ଖାଦ୍ୟ ସ୍ୱୟଂ ଯଥେଷ୍ଟ ନୁହେଁ I ଯୀଶୁ ଶାସ୍ତ୍ରକୁ ଉଲ୍ଲେଖ କରି କହନ୍ତି ଯେ ସେ କାହିଁକି ପ୍ରସ୍ତରକୁ ରୋଟୀରେ ପରିବର୍ତ୍ତିତ କରିବେ ନାହିଁ I ବିକଳ୍ପ ଅନୁବାଦ: “ଲୋକମାନେ କେବଳ ରୋଟୀରେ ବଞ୍ଚି ପାରିବେ ନାହିଁ” ବା “କେବଳ ଖାଦ୍ୟ ଜଣେ ବ୍ୟକ୍ତିକୁ ବଞ୍ଚାଇ ରଖି ପାରିବ ନାହିଁ” ବା “ଈଶ୍ୱର କହନ୍ତି ଯେ ଖାଦ୍ୟଠାରୁ ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡିକ ରହିଛି” (ଦେଖ: /WA-Catalog/or_tm?section=translate#figs-synecdoche)

Luke 4:5

led him up

ସେ ଯୀଶୁଙ୍କୁ ଏକ ପର୍ବତ ଉପରକୁ କଢ଼ାଇ ନେଲା I (ଦେଖ: /WA-Catalog/or_tm?section=translate#figs-explicit )

in an instant of time

ଏକ ମୁହୂର୍ତ୍ତରେ ବା “ମୁହୂର୍ତ୍ତ ମଧ୍ୟରେ ”

Luke 4:6

they have been given to me

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ସାମ୍ଭାବ୍ୟ ଅର୍ଥଗୁଡିକ ଯେ “ଏସମସ୍ତ” 1) ରାଜ୍ୟର କ୍ଷମତା ଏବଂ ବୈଭବକୁ କିମ୍ବା 2) ରାଜ୍ୟଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଈଶ୍ୱର ଏସମସ୍ତ ମୋତେ ଦେଇଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit ଏବଂ /WA-Catalog/or_tm?section=translate#figs-activepassive)

Luke 4:7

if you will worship before me

ଏହି ଦୁଇଟି ପଦଗୁଡିକ ଅତି ସମାନ ଧରଣର ଅଟେ I ସେଗୁଡିକୁ ଏକାଠି ରଖାଯାଇପାରେ I ବିକଳ୍ପ ଅନୁବାଦ: “ଯଦି ତୁମେ ଭୂମିଷ୍ଠ ହୋଇ ମୋତେ ପ୍ରଣାମ କରିବ” (ଦେଖ: /WA-Catalog/or_tm?section=translate#figs-doublet )

it will be yours

ମୁଁ ତୁମକୁ ଏହି ସମସ୍ତ ରାଜ୍ୟଗୁଡିକୁ, ସେମାନଙ୍କ ବୈଭବ ସହିତ ଦେବି

Luke 4:8

It is written

ଶୟତାନ ମାଗୁଥିବା ବିଷୟ ଦେବା ନିମନ୍ତେ ଯୀଶୁ ପ୍ରତ୍ୟାଖ୍ୟାନ କଲେ I ଏହା ଉଲ୍ଲେଖ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ନା, ମୁଁ ତୁମକୁ ପ୍ରଣାମ କରିବି ନାହିଁ, କାରଣ ଶାସ୍ତ୍ରରେ ଏହା ଲେଖା ଯାଏ ” (ଦେଖ: /WA-Catalog/or_tm?section=translate#figs-explicit )

answered and said to him

ତାହାକୁ ପ୍ରତ୍ୟୁତ୍ତର ଦେଲେ ବା “ତାହାକୁ ଉତ୍ତର ଦେଲେ ”

It is written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଶାସ୍ତ୍ରରେ ଲେଖିଛନ୍ତି: (ଦେଖ: /WA-Catalog/or_tm?section=translate#figs-activepassive)

You will worship the Lord your God

ଯୀଶୁ କାହିଁକି ଶୟତାନକୁ ପ୍ରଣାମ କରିବେ ନାହିଁ, ତାହା କହିବା ନିମନ୍ତେ ସେ ଶାସ୍ତ୍ରରୁ ଏକ ଆଜ୍ଞା ଉଦ୍ଧୃତ କରୁଥିଲେ I

You will worship

ଏହା ପୁରାତନ ନିୟମରେ ବ୍ୟବସ୍ଥା ଗ୍ରହଣ କରିଥିବା ଲୋକମାନଙ୍କୁ ବୁଝାଏ I ତୁମେ ଏକବଚନ “ତୁମେ” ବ୍ୟବହାର କରିପାରିବ କାରଣ ପ୍ରତ୍ୟେକ ବ୍ୟକ୍ତିକୁ ଏହା ପାଳନ କରିବାକୁ ହେବ, ବା ତୁମେ ଏହାର ବହୁବଚନ “ତୁମ୍ଭେମାନେ” ବ୍ୟବହାର କରିପାରିବ, କାରଣ ସମସ୍ତ ଲୋକମାନଙ୍କୁ ଏହା ପାଳନ କରିବାକୁ ହେବ I (ଦେଖ: /WA-Catalog/or_tm?section=translate#figs-you )

him

ଏହି “ତାହାଙ୍କର” ଶବ୍ଦ ପ୍ରଭୁ ଈଶ୍ୱରଙ୍କୁ ସୂଚାଇ ଥାଏ I

proclaim freedom to the captives

ବନ୍ଦୀଲୋକମାନଙ୍କୁ ସେମାନଙ୍କର ମୁକ୍ତି ଘୋଷଣା କରିବା, ଯେଉଁ ଲୋକମାନେ ବନ୍ଦୀ ଭାବରେ ରଖାଯାଇଛନ୍ତି ଯେପରି ସେମାନେ ମୁକ୍ତ ହୋଇ ପାରିବେ” ବା “ଯୁଦ୍ଧରେ ହୋଇଥିବା ବନ୍ଦୀମାନଙ୍କୁ ମୁକ୍ତ କରିବା”

Luke 4:9

the very highest point

ଏହା ମନ୍ଦିରର ଛାତର କୋଣ ଥିଲା I ଯଦି କେହି ସେଠାରୁ ପଡିଯିବ, ତେବେ ସେମାନେ ସାଂଘାତିକ ଭାବରେ ଆହତ ହେବେ ବା ମରିଯିବେ I

If you are the Son of God

ଶୟତାନ ଯୀଶୁଙ୍କୁ ଆହ୍ୱାନ କରୁଥିଲା ଯେପରି ସେ ପ୍ରମାଣିତ କରିବେ ଯେ ସେ ଈଶ୍ୱରଙ୍କ ପୁତ୍ର ଅଟନ୍ତି I

the Son of God

ଯୀଶୁଙ୍କ ପାଇଁ ଏହା ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଥିଲା I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

throw yourself down

ତଳକୁ ଡେଇଁପଡ

Luke 4:10

For it is written

ଶୟତାନ ସୂଚାଏ ଯେ ଗୀତସଂହିତାରୁ ତାହାର ଉଦ୍ଧୃତ ପଦର ଅର୍ଥ, ଯଦି ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ତେବେ ସେ ଆଘାତ ପାଇବେ ନାହିଁ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରଯାଇପାରିବ, ଯେପରି UST କରେ I ବିକଳ୍ପ ଅନୁବାଦ: “ ତୁମେ ଆଘାତ ପାଇବ ନାହିଁ, କାରଣ ଏହା ଲେଖାଯାଏ” (ଦେଖ: /WA-Catalog/or_tm?section=translate#figs-explicit)

it is written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲେଖକ ଲେଖିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive )

He will give orders

ସେ ଈଶ୍ୱରଙ୍କୁ ସୂଚାଏ I ଶୟତାନ ଗୀତସଂହିତାରୁ ଆଂଶିକ ଭାବରେ ଉଦ୍ଧୃତ କରି ଯୀଶୁଙ୍କୁ ପ୍ରାସାଦ ଉପରୁ ଡେଇଁ ପଡିବା ପାଇଁ ପ୍ରବର୍ତ୍ତାଇବା ନିମନ୍ତେ ଚେଷ୍ଟା କଲା I

Luke 4:12

It is said

ଯୀଶୁ ଶୟତାନକୁ କହିଲେ ଯେ ସେ କାହିଁକି ଶୟତାନର କହିବାନୁସାରେ କାର୍ଯ୍ୟ କରିବେ ନାହିଁ I ଏହା କରିବା ନିମନ୍ତେ ତାଙ୍କ ପ୍ରତ୍ୟାଖ୍ୟାନକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ନା, ମୁଁ ତାହା କରିବି ନାହିଁ, କାରଣ ଏହା ଲେଖାଯାଏ” (ଦେଖ: /WA-Catalog/or_tm?section=translate#figs-explicit)

It is said

ଦ୍ୱିତୀୟ ବିବରଣରେ ଥିବା ମୋଶାଙ୍କ ଏକ ଲେଖାଠାରୁ ଯୀଶୁ ଉଦ୍ଧୃତ କରନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା କହିଛନ୍ତି” “ମୋଶା ଶାସ୍ତ୍ରରେ ଏହା କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive )

Do not put the Lord your God to the test

ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ମନ୍ଦିର ଉପରୁ ଡେଇଁ ଈଶ୍ୱରଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ, ବା 2) ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ନା ନାହିଁ ଏହା ଦେଖିବା ନିମନ୍ତେ ଶୟତାନ ଯୀଶୁଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ I ପଦର ଅର୍ଥକୁ ବ୍ୟାଖ୍ୟା କରିବାକୁ ଚେଷ୍ଠା କରିବା ଅପେକ୍ଷା ପଦରେ ଯେପରି ବ୍ୟକ୍ତ ହୋଇଛି ସେପରି ଅନୁବାଦ କରିବା ସର୍ବୋତ୍ତମ ଅଟେ I

Luke 4:13

until an opportune time

ପରବର୍ତ୍ତୀ ସୁଯୋଗ ପର୍ଯ୍ୟନ୍ତ

had finished every temptation

ଏହା ସୂଚାଏ ନାହିଁ ଯେ ଶୟତାନ ଆପଣାର ପରୀକ୍ଷା କରିବାରେ ସଫଳ ହେଲା --- ଯୀଶୁ ପ୍ରତ୍ୟେକ ପ୍ରଚେଷ୍ଟାକୁ ପ୍ରତିରୋଧ କଲେ I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଇବା ପ୍ରଚେଷ୍ଟା ଶେଷ କଲା ଉତ୍ତାରେ” (ଦେଖ: /WA-Catalog/or_tm?section=translate#figs-explicit )

Luke 4:14

Connecting Statement:

ଯୀଶୁ ଗାଲିଲୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସମାଜଗୃହମାନଙ୍କରେ ଶିକ୍ଷା ଦିଅନ୍ତି, ଏବଂ ସେଠାରେ ଲୋକମାନଙ୍କୁ କହନ୍ତି ଯେ ସେ ଯିଶାଇୟ ଭବିଷ୍ୟଦବକ୍ତାଙ୍କ ଶାସ୍ତ୍ର ସଫଳ କରୁଛନ୍ତି I

Then Jesus returned

କାହାଣୀରେ ଏହା ଏକ ନୂତନ ଘଟଣା ଆରମ୍ଭ କରେ I (ଦେଖ: /WA-Catalog/or_tm?section=translate#writing-newevent )

in the power of the Spirit

ଏବଂ ପବିତ୍ରଆତ୍ମା ତାଙ୍କୁ ଶକ୍ତି ପ୍ରଦାନ କରୁଥିଲେ I ଯୀଶୁଙ୍କ ସହିତ ଈଶ୍ୱର ଏକ ବିଶେଷ ପ୍ରକାରେ ରହିଥିଲେ, ମନୁଷ୍ୟମାନେ ସାଧାରଣତଃ ଯାହା କରି ପାରନ୍ତି ନାହିଁ ତାହା କରିବା ପାଇଁ ତାଙ୍କୁ ସକ୍ଷମ କରୁଥିଲେ I

news about him spread

ଲୋକମାନେ ଯୀଶୁଙ୍କ ସମ୍ପର୍କୀୟ ସମ୍ବାଦ ବିସ୍ତାର କଲେ ବା “ଯୀଶୁଙ୍କ ସମ୍ପର୍କରେ ଲୋକମାନେ ଅନ୍ୟ ଲୋକମାନଙ୍କୁ କହିଲେ” ବା “ତାଙ୍କ ସମ୍ପର୍କୀୟ ଜ୍ଞାନ ଜଣକଠାରୁ ଅନ୍ୟ ଜଣକ ନିକଟରେ ପ୍ରସାରିତ ହେଲା I” ଯେଉଁମାନେ ଯୀଶୁଙ୍କ କଥା ଶୁଣିଲେ ସେମାନେ ଅନ୍ୟ ଲୋକମାନଙ୍କୁ ତାଙ୍କ ସମ୍ପର୍କରେ କହିଲେ, ଏବଂ ତାହାପରେ ସେହି ଅନ୍ୟ ଲୋକମାନେ ଆହୁରି ଅଧିକ ଅନ୍ୟ ଲୋକମାନଙ୍କୁ ତାଙ୍କ ସମ୍ପର୍କରେ କହିଲେ I

throughout the entire surrounding region

ଏହା ଗାଲିଲୀ ଚାରିପାଖେ ଥିବା ଅଞ୍ଚଳ ବା ସ୍ଥାନଗୁଡିକୁ ସୂଚାଏ I

Luke 4:15

being praised by all

ତାଙ୍କ ସମ୍ପର୍କରେ ମହାନ୍ ବିଷୟଗୁଡିକ ପ୍ରତ୍ୟେକ ବ୍ୟକ୍ତି କହିଲେ ବା “ସମସ୍ତ ଲୋକମାନେ ତାଙ୍କ ସମ୍ପର୍କରେ ଉତ୍ତମ ଭାବରେ କହିଲେ”

Luke 4:16

where he had been raised

ଯେଉଁ ସ୍ଥାନରେ ତାଙ୍କ ପିତାମାତା ତାଙ୍କୁ ପ୍ରତିପାଳିତ କରିଥିଲେ କିମ୍ବା “ସେ ଶିଶୁ ଥିବା ସମୟରେ ଯେଉଁଠାରେ ବାସ କରିଥିଲେ” ବା “ସେ ଯେଉଁଠାରେ ବୃଦ୍ଧି ପ୍ରାପ୍ତ ହେଲେ”

according to his custom

ଯେପରି ସେ ପ୍ରତ୍ୟେକ ବିଶ୍ରାମବାରରେ କରୁଥିଲେ I ବିଶ୍ରାମବାରରେ ସମାଜଗୃହକୁ ଯିବା ତାଙ୍କର ସ୍ୱାଭାବିକ ରୀତି ବା ଅଭ୍ୟାସ ଥିଲା I

Luke 4:17

The scroll of the prophet Isaiah was handed to him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କେହି ଜଣେ ତାଙ୍କୁ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive )

scroll of the prophet Isaiah

ଏହା ଯିଶାଇୟ ଭାବବାଦୀଙ୍କ ପୁସ୍ତକ ଏକ ନଳାକାର ପୁସ୍ତକରେ ଲେଖା ହୋଇଥିବା ବିଷୟକୁ ସୂଚାଏ I ଅନେକ ବର୍ଷ ପୂର୍ବରୁ ଯିଶାଇୟ ବାକ୍ୟସବୁ ଲେଖିଥିଲେ, ଏବଂ ଅନ୍ୟ କେହି ଜଣେ ଏକ ନଳାକାର ପୁସ୍ତକରେ ସେଗୁଡିକର ନକଲ କରିଥିଲେ I

the place where it was written

ନଳାକାର ପୁସ୍ତକରେ ଏହି ବାକ୍ୟଗୁଡିକର ସ୍ଥାନ I ଏହି ବାକ୍ୟ ପରବର୍ତ୍ତୀ ପଦ ମଧ୍ୟରେ ଜାରି ରହେ I

Luke 4:18

The Spirit of the Lord is upon me

ପବିତ୍ରଆତ୍ମା ମୋ’ ସହିତ ବିଶେଷ ଭାବରେ ରହିଛନ୍ତି I ଯେତେବେଳେ କେହି ଏହା କହେ, ସେ ଈଶ୍ୱରଙ୍କ ବାକ୍ୟଗୁଡିକ କହିବା ସମ୍ପର୍କରେ ଦାବୀ କରେ I

he anointed me

ପୁରାତନ ନିୟମରେ, ରୀତି ଅନୁସାରେ ଜଣକ ଉପରେ ତୈଳ ଢ଼ଳା ଯାଉଥିଲା ଯେତେବେଳେ ଏକ ବିଶେଷ କାର୍ଯ୍ୟ କରିବା ନିମନ୍ତେ ସେହି ବ୍ୟକ୍ତିଙ୍କୁ କ୍ଷମତା ଏବଂ ଅଧିକାର ପ୍ରଦତ୍ତ ହେଉଥିଲା I ଯୀଶୁ ଏହି ରୂପକକୁ ପବିତ୍ରଆତ୍ମାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ଯିଏ ଏହି କାର୍ଯ୍ୟ କରିବା ନିମନ୍ତେ ତାଙ୍କୁ ପ୍ରସ୍ତୁତ କରିବାକୁ ତାଙ୍କ ଉପରେ ଅଧିଷ୍ଠାନ କରୁଛନ୍ତି I ବିକଳ୍ପ ଅନୁବାଦ: “ମୋତେ ଶକ୍ତିଯୁକ୍ତ କରିବା ନିମନ୍ତେ ପବିତ୍ରଆତ୍ମା ମୋ’ ଉପରେ ଅଧିଷ୍ଠାନ କରିଛନ୍ତି” ବା “ ପବିତ୍ରଆତ୍ମା ମୋତେ କ୍ଷମତା ଏବଂ ଅଧିକାର ଦେଲେ” (ଦେଖ: /WA-Catalog/or_tm?section=translate#figs-metaphor)

the poor

ଦୀନହୀନ ଲୋକମାନେ”

recovery of sight to the blind

ଅନ୍ଧମାନଙ୍କୁ ଦୃଷ୍ଟି ଦେବା ବା “ଅନ୍ଧମାନଙ୍କୁ ପୂନର୍ବାର ଦେଖିପାଇବା ପାଇଁ ସକ୍ଷମ କରିବା”

set free those who are oppressed

ଯେଉଁମାନେ ଉପଦ୍ରବ ପ୍ରାପ୍ତ, ସେମାନଙ୍କୁ ମୁକ୍ତ କରିବା

Luke 4:19

to proclaim the year of the Lord's favor

ପ୍ରତ୍ୟେକଙ୍କୁ କହିବା ଯେ ପ୍ରଭୁ ନିଜ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି ବା “ଘୋଷଣା କର ଯେ ପ୍ରଭୁ ଆପଣା ଦୟା ଦେଖାଇବେ, ଏହା ସେହି ବର୍ଷ ଅଟେ”

Luke 4:20

he rolled up the scroll

ଏକ ନଳାକାର ପୁସ୍ତକକୁ ଏକ ଟ୍ୟୁବ ଭଳି ଗୁଡାଇ ବନ୍ଦ କରାଯାଏ ଯେପରି ଏହା ଭିତରେ ଥିବା ଲେଖାଗୁଡିକ ସୁରକ୍ଷିତ ରହିବ I

the attendant

ଏହା ସମାଜଗୃହର ଏକ କାର୍ଯ୍ୟକାରୀକୁ ସୂଚାଏ ଯିଏ ଶାସ୍ତ୍ର ବାକ୍ୟସବୁ ଧାରଣ କରିଥିବା ନଳାକାର ପୁସ୍ତକକୁ ଉପଯୁକ୍ତ ଯତ୍ନ ଓ ସମ୍ମାନ ସହିତ ବାହାରକୁ ଆଣିବା ଓ ଭିତରେ ସାଇତି ରଖିବା କାର୍ଯ୍ୟ କରିଥାଏ I

were fixed on him

ଏହି ଋଢ଼ିର ଅର୍ଥ “ତାଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲେ” ବା “ତାଙ୍କ ଆଡକୁ ଅପଲକରେ ଚାହିଁ ରହିଲେ” (ଦେଖ: /WA-Catalog/or_tm?section=translate#figs-idiom )

Luke 4:21

this scripture has been fulfilled in your hearing

ଯୀଶୁ କହୁଥିଲେ ଯେ ସେ ଆପଣା କାର୍ଯ୍ୟଗୁଡିକ ଓ ବାକ୍ୟ ଦ୍ୱାରା ସେହି ଭାବବାଣୀକୁ ସେହି ନିର୍ଦ୍ଧିଷ୍ଟ ସମୟରେ ସଫଳ କରୁଛନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋର ବାକ୍ୟ ଶୁଣୁଥିବା ବେଳେ, ମୁଁ ବର୍ତ୍ତମାନ ଏହି ଶାସ୍ତ୍ର ବାକ୍ୟରେ ଯାହାସବୁ କୁହାଯାଇଛି ସେଗୁଡ଼ିକୁ ସଫଳ କରୁଛି” (ଦେଖ: /WA-Catalog/or_tm?section=translate#figs-activepassive )

in your hearing

ଏହି ଋଢ଼ିର ଅର୍ଥ “ଯେତେବେଳେ ତୁମ୍ଭେମାନେ ମୋର ବାକ୍ୟ ଶୁଣୁଛ"" (ଦେଖ: /WA-Catalog/or_tm?section=translate#figs-idiom )

Luke 4:22

they were amazed at the gracious words which were coming out of his mouth

ସେ କହୁଥିବା ଅନୁଗ୍ରହଜନକ ବିଷୟଗୁଡିକ ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ I ଏହି ସ୍ଥାନରେ “ଅନୁଗ୍ରହ” ହୁଏତ ଏହା ସୂଚାଏ 1) ଯୀଶୁ କେତେ ସୁନ୍ଦର ଭାବରେ ବା କିପରି ପ୍ରବର୍ତ୍ତାଇବା ଭଳି କଥା କହିଲେ, ବା 2) ଯେ ଯୀଶୁ ଈଶ୍ୱରଙ୍କ ଅନୁଗ୍ରହ ସମ୍ପର୍କରେ ବାକ୍ୟଗୁଡିକ କହିଲେ I

Is this not the son of Joseph?

ଲୋକମାନେ ଭାବିଲେ ଯେ ଯୋଷେଫ ଯୀଶୁଙ୍କ ପିତା ଥିଲେ I ଯୋଷେଫ କୌଣସି ଧର୍ମ ନେତା ନ ଥିଲେ, ତେଣୁ ସେମାନେ ଚମତ୍କୃତ ହେଲେ ଯେ ସେ ଯାହା କରିଥିଲେ ତାଙ୍କର ପୁତ୍ର ତାହା ପ୍ରଚାର କରିବେ I ବିକଳ୍ପ ଅନୁବାଦ: “ଏ କେବଳ ଯୋଷେଫଙ୍କର ପୁତ୍ର !” ବା ତାଙ୍କ ପିତା କେବଳ ଯୋଷେଫ ଅଟନ୍ତି !” (ଦେଖ: /WA-Catalog/or_tm?section=translate#figs-rquestion)

Luke 4:23

General Information:

ଯୀଶୁ ନାଜରିତ ନଗରରେ ପ୍ରତିପାଳିତ ଓ ବୃଦ୍ଧି ପ୍ରାପ୍ତ ହେଲେ I

Surely

ନିଶ୍ଚିତ ଭାବରେ ବା “ସେଥିରେ କୌଣସି ସନ୍ଦେହ ନାହିଁ ”

Doctor, heal yourself

ଯଦି କେହି ଦାବି କରେ ଯେ ସେ ରୋଗଗୁଡିକୁ ସୁସ୍ଥ କରିପାରେ ଅଥଚ ନିଜେ ସେହି ରୋଗୀ ଅଟେ, ତେବେ ତାକୁ ବିଶ୍ୱାସ କରିବାରେ କୌଣସି କାରଣ ନାହିଁ ଯେ ସେ ପ୍ରକୃତରେ ଜଣେ ଡାକ୍ତର ଅଟେ I ଲୋକମାନେ ଯୀଶୁଙ୍କ ପ୍ରତି ଏହି ପ୍ରବାଦ କହିବେ ଯେ ସେ ଅନ୍ୟତ୍ର କରିଥିବା କାର୍ଯ୍ୟ ବିଷୟରେ ସେମାନେ ଯାହା ଶୁଣିଛନ୍ତି, ସେମାନେ ଯଦି ତାହାଙ୍କୁ ତାହା କରିବା ଦେଖିବେ ତେବେ ସେମାନେ ବିଶ୍ୱାସ କରିବେ ଯେ ସେ ଜଣେ ଭାବବାଦୀ ଅଟନ୍ତି I (ଦେଖ: /WA-Catalog/or_tm?section=translate#writing-proverbs)

Whatever we heard ... do the same in your hometown

ନାଜରିତର ଲୋକମାନେ ବିଶ୍ୱାସ କରନ୍ତି ନାହିଁ ଯେ ଯୀଶୁ ଜଣେ ଭାବବାଦୀ ଅଟନ୍ତି ଯେହେତୁ ଯୋଷେଫଙ୍କ ପୁତ୍ର ଭାବରେ ତାଙ୍କର ନ୍ୟୁନ ସ୍ତରର ପଦମର୍ଯ୍ୟାଦା ଥିଲା I ଯେ ପର୍ଯ୍ୟନ୍ତ ସେମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ ଆଶ୍ଚର୍ଯ୍ୟକର୍ମଗୁଡିକ କରିବା ନ ଦେଖିବେ ସେମାନେ ବିଶ୍ୱାସ କରିବେ ନାହିଁ I

Luke 4:24

Truly I say to you

ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ I ପରବର୍ତ୍ତୀ ଘଟଣାଗୁଡିକ ସମ୍ପର୍କରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଅଟେ I

no prophet is received in his hometown

ଯୀଶୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ସର୍ବସାଧାରଣ ମନ୍ତବ୍ୟ ପ୍ରଦାନ କରନ୍ତି I ସେ ଏହାର ଅର୍ଥ ପ୍ରକାଶ କରନ୍ତି ଯେ ସେମାନେ କଫର୍ନାହୂମରେ ତାଙ୍କର ଆଶ୍ଚର୍ଯ୍ୟକର୍ମଗୁଡିକ ସମ୍ପର୍କୀୟ ବିବରଣୀକୁ ବିଶ୍ୱାସ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରୁଛନ୍ତି I ସେମାନେ ଭାବନ୍ତି ଯେ ସେମାନେ ଆଗରୁ ତାଙ୍କ ସମ୍ପର୍କରେ ସବୁ କିଛି ଜାଣନ୍ତି I (ଦେଖ: /WA-Catalog/or_tm?section=translate#writing-proverbs)

his hometown

ନିଜ ଦେଶ ବା “ସ୍ଥାନୀୟ ନଗର” ବା “ଯେଉଁ ନଗରରେ ସେ ବଢିଲେ”

Luke 4:25

General Information:

ଯୀଶୁ ସମାଜଗୃହରେ ତାଙ୍କୁ ଶୁଣୁଥିବା ଲୋକମାନଙ୍କୁ ଏଲୀୟ ଏବଂ ଇଲିଶାୟଙ୍କ ସମ୍ପର୍କରେ ସ୍ମରଣ କରାଇ ଦିଅନ୍ତି, ଯେଉଁମାନେ ଭାବବାଦୀ ଥିଲେ ଏବଂ ଲୋକମାନେ ସେମାନଙ୍କୁ ଜାଣିଥିଲେ I (ଦେଖ: /WA-Catalog/or_tm?section=translate#writing-background)

But in truth I tell you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଯୀଶୁ ଆପଣାର ପରବର୍ତ୍ତୀ ମନ୍ତବ୍ୟର ମହତ୍ତ୍ଵ, ସତ୍ୟତା ଏବଂ ନିର୍ଭୁଲତାକୁ ଗୁରୁତ୍ଵ ଦେବା ନିମନ୍ତେ ଏହି ପଦ ବ୍ୟବହାର କରନ୍ତି I

widows

ଯେଉଁମାନଙ୍କର ସ୍ୱାମୀମାନେ ମୃତ୍ୟୁବରଣ କରିଥାନ୍ତି ସେମାନେ ବିଧବା ଅଟନ୍ତି I

during the time of Elijah

ଯେଉଁ ଲୋକମାନଙ୍କୁ ଯୀଶୁ କଥା କହୁଥିଲେ ସେମାନେ ଜାଣିଥିବେ ଯେ ଏଲୀୟ ଈଶ୍ୱରଙ୍କ ଜଣେ ଭାବବାଦୀ ଥିଲେ I ଯଦି ତୁମର ପାଠକମାନେ ତାହା ଜାଣି ନାହାନ୍ତି, ତେବେ ତୁମେ UST ରେ କରାଯାଇଥିବା ଭଳି ଏହାର ଅନ୍ତର୍ନିହିତ ତଥ୍ୟକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ଏଲୀୟ ଇସ୍ରାଏଲରେ ଭବିଷ୍ୟତ୍ ବାକ୍ୟ ପ୍ରଚାର କରୁଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

when the sky was shut up

ଏହା ଏକ ରୂପକ ଅଟେ I ଆକାଶକୁ ଏକ ଛାତ ଭାବରେ ଚିତ୍ରଣ କରାଯାଇଛି ଯାହା ରୁଦ୍ଧ ହୋଇଛି, ଏବଂ ଏଠାରୁ କୌଣସି ବୃଷ୍ଟି ପଡିବ ନାହିଁ I ବିକଳ୍ପ ଅନୁବାଦ: “ଯେତେବେଳେ ଆକାଶରୁ କୌଣସି ବୃଷ୍ଟି ପଡିଲା ନାହିଁ” ବା “ଯେତେବେଳେ ଆଦୌ ବୃଷ୍ଟି ହେଲା ନାହିଁ” (ଦେଖ: /WA-Catalog/or_tm?section=translate#figs-metaphor)

a great famine

ଭୟଙ୍କର ଖାଦ୍ୟର ଅଭାବ I ମରୁଡି ଏକ ଲମ୍ବା ସମୟ ଅଟେ, ଯେତେବେଳେ ଲୋକମାନଙ୍କ ନିମନ୍ତେ ଯଥେଷ୍ଟ ଖାଦ୍ୟ ଶସ୍ୟ ଉତ୍ପାଦିତ ହୁଏ ନାହିଁ I

Luke 4:26

to Zarephath ... to a widow woman

ଶାରିଫତରେ ରହୁଥିବା ଲୋକମାନେ ବିଜାତୀୟ ଥିଲେ, ଯିହୂଦୀ ନ ଥିଲେ I ଯୀଶୁଙ୍କ କଥା ଶୁଣୁଥିବା ଲୋକମାନେ ବୁଝି ପାରିଥିବେ ଯେ ଶାରିଫତର ଲୋକମାନେ ବିଜାତୀୟ ଥିଲେ I ବିକଳ୍ପ ଅନୁବାଦ: ଶାରିଫତରେ ବାସ କରୁଥିବା ଜଣେ ବିଜାତିୟା ବିଧବା ନିକଟକୁ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#translate-names)

Luke 4:27

Naaman the Syrian

ସୁରିଆ ଦେଶର ଜଣେ ବ୍ୟକ୍ତି ସୁରିଆ ଦେଶୀୟ ଅଟେ I ସୁରିଆର ଲୋକମାନେ ବିଜାତୀୟ ଥିଲେ, ଯିହୂଦୀ ନ ଥିଲେ I ବିକଳ୍ପ ଅନୁବାଦ: ବିଜାତୀୟ ନାମାନ୍ ସୁରିଆଦେଶୀୟ ଥିଲେ” (ଦେଖ: /WA-Catalog/or_tm?section=translate#translate-names)

Luke 4:28

Then all the people in the synagogue were filled with rage when they heard these things

ନାଜରିତର ଲୋକମାନେ ଅତିଶୟ ଅପମାନିତ ବୋଧ କଲେ ଯେ ଯୀଶୁ ସେହି ଶାସ୍ତ୍ରାଂଶଗୁଡିକ ଉଦ୍ଧୃତ କଲେ ଯେଉଁଠାରେ ଈଶ୍ୱର ଯିହୂଦୀମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ବିଜାତୀୟମାନଙ୍କୁ ସାହାଯ୍ୟ କରିଥିଲେ I

Luke 4:29

forced him out of the town

ତାଙ୍କୁ ନଗରକୁ ଛାଡି ଯିବା ପାଇଁ ବାଧ୍ୟ କଲେ ବା “ ତାଙ୍କୁ ନଗରରୁ ବାହାର କରି ଦେଲେ”

edge of the hill

ତୀଖ ସ୍ଥାନ

Luke 4:30

But passing through the middle of them

ଜନଗହଳି ମଧ୍ୟରେ ବା “ତାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ମଧ୍ୟ ଦେଇ”

he went on his way

ସେ ବାହାରି ଚାଲିଗଲେ ବା “ସେ ଆପଣା ପଥରେ ଚାଲିଗଲେ” ଲୋକମାନେ ତାଙ୍କୁ ବଳପୂର୍ବକ ଯେଉଁ ସ୍ଥାନକୁ ଯିବା ନିମନ୍ତେ ଚେଷ୍ଟା କରୁଥିଲେ ତା’ପରିବର୍ତ୍ତେ ଯୀଶୁ ଯେଉଁ ସ୍ଥାନକୁ ଯିବା ନିମନ୍ତେ ଯୋଜନା କରିଥିଲେ ସେହି ସ୍ଥାନକୁ ଚାଲିଗଲେ I

Luke 4:31

Connecting Statement:

ତା’ପରେ ଯୀଶୁ କଫର୍ନାହୂମକୁ ଗଲେ, ସେଠାରେ ସମାଜଗୃହରେ ଥିବା ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଜଣେ ଲୋକ ଭିତରୁ ଗୋଟିଏ ଭୂତକୁ ବାହାରି ଯିବାକୁ ଆଦେଶ ଦେଲେ I

Then he went down

ତା’ପରେ ଯୀଶୁ I ଏହା ଏକ ନୂତନ ଘଟଣାକୁ ସୂଚାଏ I (ଦେଖ: /WA-Catalog/or_tm?section=translate#writing-newevent)

he went down to Capernaum

“ଆସିଲେ” ପଦଟି ଏଠାରେ ବ୍ୟବହୃତ ହୋଇଛି କାରଣ କଫର୍ନାହୂମ ନାଜରିତଠାରୁ ଉଚ୍ଚତାରେ ଅପେକ୍ଷାକୃତ ତଳରେ ରହିଛି I

Capernaum, a city in Galilee

କଫର୍ନାହୂମ, ଗାଲିଲୀର ଅନ୍ୟତମ ନଗର ଅଟେ I

Luke 4:32

They were astonished

ଅତିଶୟ ଆଶ୍ଚର୍ଯ୍ୟ ହେଲେ, ଅତିଶୟ ବିସ୍ମୟାନ୍ୱିତ ହେଲେ

his message was with authority

ସେ ଅଧିକାର ଥିବା ବ୍ୟକ୍ତି ପରି କଥା କହୁଥିଲେ ବା “ତାଙ୍କର ବାକ୍ୟଗୁଡିକ ବିଶେଷ ଶକ୍ତିଯୁକ୍ତ ଥିଲା”

Luke 4:33

Now ... there was a man

କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ପ୍ରଦାନକୁ ଚିହ୍ନିତ କରିବା ପାଇଁ ଏହି ପଦଟି ବ୍ୟବହୃତ ହୋଇଛି; ଏ କ୍ଷେତ୍ରରେ, ଭୂତାତ୍ମାବିଷ୍ଟ ଜଣେ ଲୋକ I (ଦେଖ: /WA-Catalog/or_tm?section=translate#writing-participants)

who had the spirit of an unclean demon

ଯିଏ ଏକ ଅଶୁଚି ଭୂତାତ୍ମା ଦ୍ୱାରା ଆବିଷ୍ଟ ଥିଲା ବା “ଏକ ମନ୍ଦ ଆତ୍ମା ଦ୍ୱାରା ନିୟନ୍ତ୍ରିତ ହୋଇଥିଲା”

he cried out with a loud voice

ସେ ଉଚ୍ଚସ୍ୱରରେ ଚିତ୍କାର କଲା

Luke 4:34

What do we have to do with you

ଏହି କଳହସୃଷ୍ଟିକାରୀ ପ୍ରତ୍ୟୁତ୍ତର ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ: “ଆମ ମଧ୍ୟରେ ସାଧାରଣ ବିଷୟ କ’ଣ ଅଟେ?” ବା “ଆମକୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ତୁମର କି ଅଧିକାର ଅଛି ?” (ଦେଖ: /WA-Catalog/or_tm?section=translate#figs-idiom)

What do we have to do with you, Jesus of Nazareth?

ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ବିକଳ୍ପ ଅନୁବାଦ: “ନାଜରିତର ଯୀଶୁ, ଆମ ସହିତ ତୁମର କି କାର୍ଯ୍ୟ ଅଛି !” ବା ନାଜରିତର ଯୀଶୁ, ତୁମ ସହିତ ଆମର କୌଣସି କାରବାର ନାହିଁ !” ବା “ନାଜରିତର ଯୀଶୁ, ଆମକୁ ବ୍ୟତିବ୍ୟସ୍ତ କରିବା ନିମନ୍ତେ ତୁମର କୌଣସି ଅଧିକାର ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion)

Luke 4:35

Jesus rebuked him, saying

ଯୀଶୁ ଭୂତକୁ ଭର୍ସନା କରି କହିଲେ ବା “ଯୀଶୁ ଭୂତକୁ କଠୋର ଭାବରେ କହିଲେ”

come out of him

ସେହି ଲୋକକୁ ନିୟନ୍ତ୍ରଣ କରିବାକୁ ବନ୍ଦ କରିବା ନିମନ୍ତେ ଯୀଶୁ ଭୂତକୁ ଆଦେଶ ଦେଲେ I ବିକଳ୍ପ ଅନୁବାଦ: “ତାକୁ ଏକାକୀ ଛାଡି ଦିଅ” ବା “ଏହି ଲୋକ ଭିତରେ ଆଉ ବାସ କର ନାହିଁ”

Luke 4:36

What is this message

ଲୋକମାନେ କେତେ ଚମତ୍କୃତ ହୋଇଛନ୍ତି ତାହା ପ୍ରକାଶ କରୁଥିଲେ କାରଣ ଭୂତମାନଙ୍କୁ ଜଣେ ଲୋକ ଭିତରୁ ବାହାରି ଯିବା ନିମନ୍ତେ ଆଜ୍ଞା ଦେବା ପାଇଁ ଯୀଶୁଙ୍କ ନିକଟରେ ଅଧିକାର ଅଛି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଏଗୁଡିକ ବିସ୍ମୟକର ବାକ୍ୟ ! ବା “ତାଙ୍କ ବାକ୍ୟସବୁ ବିସ୍ମୟକର !” (ଦେଖ: /WA-Catalog/or_tm?section=translate#figs-rquestion)

He commands the unclean spirits with authority and power

ଅଶୁଚିଆତ୍ମାଗୁଡିକୁ ଆଜ୍ଞା ଦେବା ପାଇଁ ତାଙ୍କର ଅଧିକାର ଓ କ୍ଷମତା ଅଛି

Luke 4:37

So news about him began to spread ... the surrounding region

କାହାଣୀ ପରେ ଯାହା ଘଟିଲା ସେସମ୍ପର୍କରେ ଏହା ଏକ ମନ୍ତବ୍ୟ ଅଟେ ଯାହା କାହାଣୀ ଭିତରେ ହିଁ ଘଟଣାଗୁଡିକ ଦ୍ୱାରା ଘଟିଲା I (ଦେଖ: /WA-Catalog/or_tm?section=translate#writing-endofstory)

news about him began to spread

ଯୀଶୁଙ୍କ ସମ୍ପର୍କରେ ସମ୍ବାଦ ବ୍ୟାପି ଗଲା ବା “ଲୋକମାନେ ଯୀଶୁଙ୍କ ସମ୍ପର୍କରେ ସମାଚାର ପ୍ରସାର କରିବା ଆରମ୍ଭ କଲେ”

Luke 4:38

Connecting Statement:

ଯୀଶୁ ସେପର୍ଯ୍ୟନ୍ତ କଫର୍ନାହୂମରେ ଅଛନ୍ତି, କିନ୍ତୁ ସେ ବର୍ତ୍ତମାନ ଶିମୋନଙ୍କ ଗୃହରେ ଅଛନ୍ତି, ଯେଉଁଠାରେ ସେ ଶିମୋନଙ୍କ ଶାଶୁଙ୍କୁ ଏବଂ ଅନେକ ଲୋକମାନଙ୍କୁ ସୁସ୍ଥ କରନ୍ତି I

Then he left

ଏହା ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ I (ଦେଖ: /WA-Catalog/or_tm?section=translate#writing-newevent)

Simon's mother-in-law

ଶିମୋନଙ୍କ ପତ୍ନୀଙ୍କ ମାତା

was suffering with

ଏହା ଏକ ଋଢ଼ୋକ୍ତି ଅଟେ ଯାହାର ଅର୍ଥ “ଭୟଙ୍କର ଜ୍ୱର ହୋଇଥିଲା” (ଦେଖ:/WA-Catalog/or_tm?section=translate#figs-idiom)

a high fever

ଶରୀରର ଚର୍ମ ଅତି ଉତ୍ତପ୍ତ

pleaded with him on her behalf

ଏହାର ଅର୍ଥ ସେମାନେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ଅନୁରୋଧ କଲେ I ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କୁ ଜ୍ୱରରୁ ସୁସ୍ଥ କରିବେ” ବା “ଯୀଶୁଙ୍କୁ ଅନୁରୋଧ କଲେ ଯେପରି ସେ ତାଙ୍କ ରୋଗ ସୁସ୍ଥ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Luke 4:39

So standing

“ସେଥିରେ” ଶବ୍ଦ ଏହା ସ୍ପଷ୍ଟ କରେ ଯେ ସେ ଏହା କଲେ, କାରଣ ଲୋକମାନେ ଶିମୋନଙ୍କ ଶାଶୁଙ୍କ ପକ୍ଷରୁ ତାଙ୍କୁ ଅନୁରୋଧ କରିଥିଲେ I

standing over her

ତାଙ୍କ ପାଖକୁ ଗଲେ ଓ ତାଙ୍କ ଉପରେ ନଇଁ ପଡିଲେ

he rebuked the fever, and it left her

ଜ୍ୱରକୁ ଧମକ ଦେଲେ, ଏବଂ ତାହା ତାଙ୍କୁ ଛାଡିଗଲା ବା “ତାଙ୍କୁ ଛାଡି ଚାଲି ଯିବା ପାଇଁ ଜ୍ୱରକୁ ଆଜ୍ଞା ଦେଲେ, ଏବଂ ଏହା ଛାଡି ଗଲା I” ସେ ଜ୍ୱରକୁ ଯାହା କରିବା ନିମନ୍ତେ କହିଲେ ତାହା ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଆଜ୍ଞା ଦେଲେ ଯେ ତାଙ୍କ ଚର୍ମ ଥଣ୍ଡା ହେବ ଏବଂ ତାହା ହେଲା” ବା “ଜ୍ୱରକୁ ଆଜ୍ଞା ଦେଲେ ଯେ ତାହା ତାଙ୍କୁ ଛାଡି ଚାଲି ଯିବ ଏବଂ ସେ ତାହା କଲା (ଦେଖ: /WA-Catalog/or_tm?section=translate#figs-explicit)

he rebuked the fever

ଉତ୍ତାପକୁ ଧମକ ଦେଲେ

started serving them

ଏହି ସ୍ଥାନରେ ଏହାର ଅର୍ଥ ସେ ଯୀଶୁଙ୍କ ନିମନ୍ତେ ଏବଂ ଗୃହରେ ଥିବା ଅନ୍ୟ ଲୋକମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କଲେ I

Luke 4:40

laying his hands on

ତାଙ୍କ ଉପରେ ହସ୍ତ ଥୋଇଲେ ବା “ସ୍ପର୍ଶ କଲେ”

Luke 4:41

Demons also came out

ଏହା ସୂଚାଏ ଯେ ଯୀଶୁ ଭୂତାତ୍ମାବିଷ୍ଟ ଲୋକମାନଙ୍କ ମଧ୍ୟରୁ ଭୂତମାନଙ୍କୁ ଛାଡି ଯିବା ନିମନ୍ତେ ବାଧ୍ୟ କଲେ I ଏହା ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯୀଶୁ ମଧ୍ୟ ଭୂତମାନଙ୍କୁ ବାହାରି ଯିବା ନିମନ୍ତେ ବାଧ୍ୟ କଲେ I (ଦେଖ: /WA-Catalog/or_tm?section=translate#figs-explicit )

crying out and saying

ଏସବୁ ସମାନ ବିଷୟର ଅର୍ଥ ଅଟେ, ଏବଂ ହୁଏତ ଭୟ ବା କ୍ରୋଧର ଚିତ୍କାରକୁ ସୂଚାଏ I କେତେକ ଅନୁବାଦ କେବଳ ଗୋଟିଏ ଭାବ ପ୍ରକାଶକ ଶବ୍ଦକୁ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ଚିତ୍କାର କରିବା” ବା “ଉଚ୍ଚସ୍ୱର କରିବା” (ଦେଖ: /WA-Catalog/or_tm?section=translate#figs-doublet )

the Son of God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

He rebuked them

ଭୂତମାନଙ୍କୁ କଠୋର ଭାବରେ କହିଲେ

would not permit them

ସେମାନଙ୍କୁ ଅନୁମତି ଦେଲେ ନାହିଁ

Luke 4:42

Connecting Statement:

ଯଦିଓ ଲୋକମାନେ ଚାହୁଁଥିଲେ ଯେ ଯୀଶୁ କଫର୍ନାହୂମରେ ରୁହନ୍ତୁ, ସେ ଯିହୂଦୀୟ ଅନ୍ୟାନ୍ୟ ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଯାଆନ୍ତି I

When daybreak came

ସୂର୍ଯ୍ୟୋଦୟ ବେଳେ ବା “ଭୋର୍ ସମୟରେ”

a solitary place

ଏକ ପରିତ୍ୟକ୍ତ ସ୍ଥାନ ବା “କେହି ଲୋକ ନ ଥିବା ଏକ ସ୍ଥାନରେ”

Luke 4:43

to many other cities

ଅନେକ ଅନ୍ୟାନ୍ୟ ନଗରଗୁଡିକର ଲୋକମାନଙ୍କ ନିକଟକୁ

this is the reason I was sent here

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏଥିନିମନ୍ତେ ଈଶ୍ୱର ମୋତେ ଏଠାକୁ ପ୍ରେରଣ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Luke 4:44

Judea

ଯେହେତୁ ଯୀଶୁ ଗାଲିଲୀରେ ରହିଥିଲେ, ଏଠାରେ ଏହି ଭାବାର୍ଥକ ଶବ୍ଦ “ଯିହୂଦା” ହୁଏତ ସମୁଦାୟ ଅଞ୍ଚଳକୁ ଉଲ୍ଲେଖ କରେ, ଯେଉଁ ସ୍ଥାନରେ ଯିହୂଦୀମାନେ ସେହି ସମୟରେ ବାସ କରୁଥିଲେ I ବିକଳ୍ପ ଅନୁବାଦ: “ଯେଉଁ ସ୍ଥାନରେ ଯିହୂଦୀମାନେ ବାସ କରୁଥିଲେ”