Luke 3

ଲୂକ 03 ସାଧାରଣ ଟିପ୍ପଣୀ ବା ବିବରଣୀଗୁଡିକ

ଗଠନ ଏବଂ ଆକୃତି ପ୍ରଣାଳୀ

କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 3:4-6 ରେ ଥିବା ପଦ୍ୟ ସହିତ ULT ଏହା କରିଥାଏ, ଯାହା ପୁରାତନ ନିୟମର ଶବ୍ଦଗୁଡିକ ଅଟେ I

ଏହି ଅଧ୍ୟାୟରେ ବିଶେଷ ବିଚାରଧାରାଗୁଡିକ

ନ୍ୟାୟ

ଏହି ଅଧ୍ୟାୟରେ ସୈନିକମାନଙ୍କୁ ଏବଂ କରଗ୍ରାହୀମାନଙ୍କୁ ଯୋହନ ଦେଇଥିବା ପରାମର୍ଶଗୁଡିକ ଜଟିଳ ନୁହେଁ I ସେଗୁଡିକ ଏଭଳି ବିଷୟସବୁ ଅଟେ ଯାହା ସେମାନେ ସ୍ୱତଃସିଦ୍ଧ ଭାବରେ କରିବା ଉଚିତ I ନ୍ୟାୟସଙ୍ଗତ ଭାବରେ ଜୀବନ କାଟିବା ନିମନ୍ତେ ସେ ସେମାନଙ୍କୁ ପରାମର୍ଶ ଦେଲେ I (ଦେଖ: /WA-Catalog/or_tw?section=kt#justice ଏବଂ [ଲୂକ 3:12-15] (./12.ମଝି) )

ବଂଶାବଳୀ

A ବଂଶାବଳୀ ଏକ ତାଲିକା ଅଟେ, ଯାହା ଜଣେ ବ୍ୟକ୍ତିର ପୂର୍ବପୁରୁଷମାନଙ୍କୁ ଏବଂ ବଂଶଧରମାନଙ୍କୁ ଲିପିବଦ୍ଧ କରେ I କିଏ ରାଜା ହେବ, ତାହା ନିର୍ଣ୍ଣୟ କରିବା ନିମନ୍ତେ ସେଭଳି ତାଲିକାଗୁଡିକ ଅତିଶୟ ମହତ୍ତ୍ଵପୂର୍ଣ୍ଣ ଥିଲା, କାରଣ ରାଜାଙ୍କ କ୍ଷମତା ସାଧାରଣତଃ ତାଙ୍କ ବାପାଙ୍କଠାରୁ ଗଡି ଆସୁଥିଲା ବା ଉତ୍ତରାଧିକାର ଭାବରେ ମିଳୁଥିଲା I ଅନ୍ୟ ମହତ୍ତ୍ଵପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ଲିପିବଦ୍ଧ ହୋଇଥିବା ବଂଶାବଳୀ ମଧ୍ୟ ସାଧାରଣ ଥିଲା I

ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡ଼ିକ

ରୂପକ

ଆପଣାର ଅର୍ଥକୁ ପ୍ରକାଶିତ କରିବା ନିମନ୍ତେ ଭାବବାଣୀ ଅନେକ ସମୟରେ ରୂପକଗୁଡିକୁ ସାମିଲ କରୁଥିଲା I ଭାବବାଣୀର ଯଥୋଚିତ ବ୍ୟାଖ୍ୟାନ୍ତର କରିବା ନିମନ୍ତେ ଆତ୍ମିକ ବିବେଚନାର ଜ୍ଞାନ ଆବଶ୍ୟକ ଅଟେ I ଯିଶାଇୟଙ୍କ ଭାବବାଣୀ ଏକ ସଂପ୍ରସାରିତ ରୂପକ ଅଟେ, ଯାହା ବାପ୍ତିଜକ ଯୋହନଙ୍କର ସେବାକାର୍ଯ୍ୟକୁ ବର୍ଣ୍ଣନା କରିଥାଏ ( ଲୂକ 3:4-6) I ଅନୁବାଦ କରିବା କଷ୍ଟକର ଅଟେ I ଏହା ପ୍ରସ୍ତାବ ଦିଆଯାଏ ଯେ ଅନୁବାଦକ ULT ର ପ୍ରତ୍ୟେକ ଧାଡିକୁ ଏକ ବିଶେଷ ରୂପକ ଭାବରେ ବିଚାର କରିବେ I (ଦେଖ: /WA-Catalog/or_tw?section=kt#prophet ଏବଂ /WA-Catalog/or_tm?section=translate#figs-metaphor)

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦ ଜନିତ କଷ୍ଟକର ବିଷୟଗୁଡିକ

“(ହେରୋଦ) ଯୋହନଙ୍କୁ କାରାଗାରରେ ବନ୍ଦୀ କଲେ”

ଏହି ଘଟଣା ଦ୍ୱନ୍ଦ ସୃଷ୍ଟି କରିପାରେ କାରଣ ଲେଖକ କହନ୍ତି ଯେ ଯୋହନ ବନ୍ଦୀଶାଳାରେ ବନ୍ଦୀ ହେଲେ ଏବଂ ତା’ପରେ କହନ୍ତି ଯେ ସେ ଯୀଶୁଙ୍କୁ ବାପ୍ତିଜିତ କରୁଥିଲେ I ଲେଖକ ହୁଏତ ହେରୋଦ ଦ୍ୱାରା ଯୋହନ କାରାଗାରରେ ବନ୍ଦୀ କରିବା ବିଷୟ ଅପେକ୍ଷା କରୁଥିବା ବେଳେ ଏହି ପଦ ବ୍ୟବହାର କରନ୍ତି I ଏହାର ଏହି ଅର୍ଥ ହୋଇପାରେ ଯେ ବର୍ଣ୍ଣନା କରିବା ସମୟରେ ଏହି ଉକ୍ତିଟି ତଥାପି ଭବିଷ୍ୟତରେ ରହିଥିଲା I

Luke 3:1

General Information:

ଏହି ପଦଗୁଡିକ ଏହା ଜଣାଇବା ନିମନ୍ତେ ପୃଷ୍ଠଭୂମି ଜନିତ ତଥ୍ୟ ପ୍ରଦାନ କରେ ଯେ ଯୀଶୁଙ୍କର ଆତ୍ମୀୟ ଭାଇ ଯୋହନ ସେବାକାର୍ଯ୍ୟ ଆରମ୍ଭ କଲାବେଳେ କ’ଣ ସବୁ ଘଟୁଛି I

Connecting Statement:

ଯେପରି ଭାବବାଦୀ ଯିଶାଇୟ ପୂର୍ବରୁ କହିଥିଲେ, ଯୋହନ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଆରମ୍ଭ କଲେ I

Philip ... Lysanias

ଏହାସବୁ ଲୋକମାନଙ୍କ ନାମଗୁଡ଼ିକ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Ituraea and Trachonitis ... Abilene

ଏହାସବୁ ରାଜ୍ୟକ୍ଷେତ୍ର ବା ପ୍ରଦେଶଗୁଡିକର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

Luke 3:2

during the high priesthood of Annas and Caiaphas

ଯେତେବେଳେ ହାନାନ ଓ କୟାଫା ମହାଯାଜକ ଭାବରେ ଏକତ୍ର ସେବାକାର୍ଯ୍ୟ କରୁଥିଲେ I ହାନାନ ମହାଯାଜକ ଥିଲେ, ଏବଂ ଯଦିଓ ତାଙ୍କ ବଦଳରେ ରୋମୀୟମାନେ ତାଙ୍କ ଜୋଇଁ କୟଫାଙ୍କୁ ମହାଯାଜକ ପଦରେ ନିଯୁକ୍ତ କରିଥିଲେ ତଥାପି ଯିହୂଦୀମାନେ ହାନାନଙ୍କୁ ସ୍ୱୀକୃତି ଦେବା ଜାରି ରଖିଥିଲେ I

the word of God came

ଲେଖକ ଈଶ୍ୱରଙ୍କ ସମ୍ବାଦ ସମ୍ପର୍କରେ କହନ୍ତି, ସତେ ଯେପରି ଏହା ଏକ ବ୍ୟକ୍ତି ଯିଏ ଏହାକୁ ଶୁଣୁଥିବା ବ୍ୟକ୍ତିମାନଙ୍କ ଆଡକୁ ଗତି କରୁଛି I ବିକଳ୍ପ ଅନୁବାଦ: “ଈଶ୍ୱର ତାଙ୍କ ସମ୍ବାଦ କହିଲେ” (ଦେଖ: /WA-Catalog/or_tm?section=translate#figs-metaphor)

Luke 3:3

preaching a baptism of repentance

ଭାବ ପ୍ରକାଶକ ଶବ୍ଦଗୁଡିକ “ବାପ୍ତିସ୍ମ” ଓ “ମନଫେରଣ”କୁ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଏବଂ ସେ ପ୍ରଚାର କଲେ ଯେ ଲୋକମାନେ ଯେ ମନପରିବର୍ତ୍ତନ କରୁଛନ୍ତି ତାହା ଦର୍ଶାଇବା ନିମନ୍ତେ ସେମାନେ ବାପ୍ତିଜିତ ହେବା ଉଚିତ” (ଦେଖ: /WA-Catalog/or_tm?section=translate#figs-abstractnouns )

for the forgiveness of sins

ସେମାନେ ମନପରିବର୍ତ୍ତନ କରିବେ ଯେପରି ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ I ଏହି ଭାବପ୍ରକାଶକ ଶବ୍ଦ “ପାପକ୍ଷମା”କୁ ଏକ କାର୍ଯ୍ୟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯେପରି ସେମାନଙ୍କ ପାପସବୁ କ୍ଷମା ହେବ” ବା “ଈଶ୍ୱର ସେମାନଙ୍କର ପାପସବୁ କ୍ଷମା କରିବେ” (ଦେଖ: /WA-Catalog/or_tm?section=translate#figs-abstractnouns )

Luke 3:4

General Information:

ଲେଖକ ଲୂକ, ବାପ୍ତିଜକ ଯୋହନଙ୍କ ସମ୍ପର୍କରେ ଏକ ପାଠ୍ୟାଂଶ ଯିଶାଇୟ ଭାବବାଦୀଙ୍କଠାରୁ ଉଦ୍ଧୃତ କରନ୍ତି I

As it is written in the book of the words of Isaiah the prophet

ଏହି ବାକ୍ୟଗୁଡିକ ଯିଶାଇୟ ଭାବବାଦୀଙ୍କଠାରୁ ଏକ ଉଦ୍ଧୃତ ଅଂଶର ପରିଚୟ ପ୍ରଦାନ କରେ I ସେଗୁଡିକ ସକ୍ରିୟ ରୂପରେ ପ୍ରକାଶ କରାଯାଇପାରିବ, ଏବଂ ହଜିଯାଇଥିବା ଶବ୍ଦଗୁଡିକୁ ଯୋଗାଇ ଦିଆଯାଇ ପାରିବ I ବିକଳ୍ପ ଅନୁବାଦ: “ଏହା ଘଟିଲା, ଯେପରି ଯିଶାଇୟ ଭାବବାଦୀ ତାଙ୍କ ପୁସ୍ତକରେ ଲେଖିଥିଲେ ଯହିଁରେ ତାଙ୍କର ବାକ୍ୟଗୁଡିକ ସମ୍ମିଳିତ ଥିଲା” କିମ୍ବା “ ଯୋହନ ସେହି ସମ୍ବାଦକୁ ସଫଳ କଲେ ଯାହା ଯିଶାଇୟ ଭାବବାଦୀ ନିଜ ପୁସ୍ତକରେ ଲେଖିଥିଲେ” (ଦେଖ:/WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-ellipsis)

A voice of one calling out in the wilderness

ଏହାକୁ ଏକ ବାକ୍ୟ ଭାବରେ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: “ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣାଯାଉଛି” ବା “ସେମାନେ ପ୍ରାନ୍ତରରେ ଆହ୍ୱାନ କରୁଥିବା ଜଣକର ସ୍ୱର ଶୁଣିଲେ”

Make ready the way of the Lord, make his paths straight

ଦ୍ବିତୀୟ ଆଜ୍ଞା ବ୍ୟାଖ୍ୟା କରେ ବା ଅଧିକ ବିଶଦ ଭାବରେ ପ୍ରଥମଟି ସହିତ ଯୋଗ କରେ I

Make ready the way of the Lord

ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କରି ରଖ I ପ୍ରଭୁଙ୍କ ଆସିବା ସମୟରେ ତାଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବା ବିଷୟରେ ଏହା ଜଣାଏ I ଲୋକମାନେ ଆପଣାମାନଙ୍କ ପାପସବୁ ନିମନ୍ତେ ମନପରିବର୍ତ୍ତନ କରିବା ଦ୍ବାରା ଏହା କରନ୍ତି I ବିକଳ୍ପ ଅନୁବାଦ: “ତାଙ୍କ ଆଗମନ ସମୟରେ ପ୍ରଭୁଙ୍କ ସମ୍ବାଦ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” ବା ""ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହୋଇଥାଅ” (ଦେଖ: /WA-Catalog/or_tm?section=translate#figs-metaphor ଏବଂ /WA-Catalog/or_tm?section=translate#figs-explicit)

the way

ପଥ ବା “ରାସ୍ତା”

Luke 3:5

Every valley will be filled ... every mountain and hill will be made low

ଯେତେବେଳେ ଲୋକମାନେ ଆସୁଥିବା ଜଣେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ପଥ ପ୍ରସ୍ତୁତ କରନ୍ତି, ସେମାନେ ଉଚ୍ଚସ୍ଥଳଗୁଡିକୁ କାଟି ପକାନ୍ତି ଓ ନିମ୍ନ ସ୍ଥାନଗୁଡିକୁ ପୂର୍ଣ୍ଣ କରନ୍ତି, ଯେପରି ପଥ ସମତୁଲ ହେବ I ଏହା ପୂର୍ବବର୍ତ୍ତୀ ପଦରେ ଆରମ୍ଭ ହୋଇଥିବା ରୂପକର ଅଂଶବିଶେଷ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor )

Every valley will be filled

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ପଥର ପ୍ରତ୍ୟେକ ନିମ୍ନ ସ୍ଥାନକୁ ପୂର୍ଣ୍ଣ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

every mountain and hill will be made low

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେମାନେ ପ୍ରତ୍ୟେକ ପର୍ବତ ଓ ଉପପର୍ବତକୁ ସମତୁଲ କରିବେ” ବା “ସେମାନେ ପଥରେ ଥିବା ପ୍ରତ୍ୟେକ ଉଚ୍ଚସ୍ଥଳକୁ ହଟାଇ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 3:6

will see the salvation of God

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଶିକ୍ଷା କର ଯେ ଈଶ୍ୱର କିପରି ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରନ୍ତି” (ଦେଖ: /WA-Catalog/or_tm?section=translate#figs-abstractnouns)

Luke 3:7

to be baptized by him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କାରଣ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive)

You offspring of vipers

ଏହା ଏକ ରୂପକ ଅଟେ I ଏହି ସ୍ଥାନରେ “ବଂଶ” ଅର୍ଥାତ୍ “ସେହି ସ୍ୱଭାବକୁ ଧାରଣ କରିବା I” କାଳସର୍ପଗୁଡିକ ବିଷଧର ସର୍ପ ଅଟନ୍ତି, ଯେଉଁମାନେ ଭୟଙ୍କର ଏବଂ ମନ୍ଦତାକୁ ପ୍ରତିନିଧିତ୍ଵ କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିଷଧର ସର୍ପଗୁଡିକ” ବା “ତୁମ୍ଭେମାନେ ବିଷଧର ସର୍ପଗୁଡିକ ପରି ମନ୍ଦ” (ଦେଖ: /WA-Catalog/or_tm?section=translate#figs-metaphor)

Who warned you to run away from the wrath that is coming?

ସେ ପ୍ରକୃତରେ ସେମାନଙ୍କଠାରୁ ଉତ୍ତର ଅପେକ୍ଷା କରୁ ନ ଥିଲେ I ଯୋହନ ଲୋକମାନଙ୍କୁ ଅନୁଯୋଗ କରୁଥିଲେ, କାରଣ ସେମାନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ସେମାନେ ତାଙ୍କୁ କହୁଥିଲେ, ଯେପରି ଈଶ୍ୱର ସେମାନଙ୍କୁ ଦଣ୍ଡ ଦେବେ ନାହିଁ, କିନ୍ତୁ ସେମାନେ ପାପରୁ ନିବୃତ୍ତ ହେବା ନିମନ୍ତେ ଚାହୁଁ ନ ଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ପ୍ରକାରେ ଈଶ୍ୱରଙ୍କ କ୍ରୋଧରୁ ପଳାୟନ କରି ପାରିବ ନାହିଁ” କିମ୍ବା “ତୁମ୍ଭେମାନେ କେବଳ ବାପ୍ତିଜିତ ହେବା ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ନିସ୍ତାର ପାଇ ପାରିବ ନାହିଁ” (ଦେଖ:/WA-Catalog/or_tm?section=translate#figs-rquestion)

from the wrath that is coming

ଏହି ସ୍ଥାନରେ “କ୍ରୋଧ” ଶବ୍ଦ ଈଶ୍ୱରଙ୍କ ଦଣ୍ଡକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି କାରଣ ତାହାଙ୍କ କ୍ରୋଧ ଏହା ପୂର୍ବରୁ ଆସିଥାଏ I ବିକଳ୍ପ ଅନୁବାଦ: “ଈଶ୍ୱର ପ୍ରେରଣ କରୁଥିବା ଦଣ୍ଡରୁ” ବା “ଈଶ୍ୱରଙ୍କ କ୍ରୋଧରୁ, ଯାହା ଉପରେ ସେ କାର୍ଯ୍ୟ କରିବାକୁ ଯାଉଛନ୍ତି ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

Luke 3:8

produce fruits that are worthy of repentance

ଏହି ରୂପକରେ, ଜଣେ ବ୍ୟକ୍ତିର ବ୍ୟବହାରକୁ ଫଳ ସହିତ ତୁଳନା କରାଯାଇଛି I ଯେପରି ଏକ ବୃକ୍ଷଠାରୁ ଫଳ ଉତ୍ପନ୍ନ କରିବ ବୋଲି ଅପେକ୍ଷା କରାଯାଇଥାଏ, ଯାହା ସେପ୍ରକାର ବୃକ୍ଷ ପକ୍ଷରେ ଯଥୋଚିତ ଅଟେ, ଜଣେ ବ୍ୟକ୍ତି ଯିଏ କହେ ଯେ ସେ ଅନୁତାପ କରିଛି, ତାହାଠାରୁ ଧାର୍ମିକ ଜୀବନ କାଟିବା ଅପେକ୍ଷା କରାଯାଏ I ବିକଳ୍ପ ଅନୁବାଦ: “ସେପରି ଫଳ ଉତ୍ପନ୍ନ କର ଯାହା ଦର୍ଶାଇବ ଯେ ତୁମେ ମନପରିବର୍ତ୍ତନ କରିଛ” ବା “ଉତ୍ତମ କାର୍ଯ୍ୟଗୁଡିକ କର, ଯାହା ଦର୍ଶାଇବ ଯେ ତୁମର ପାପରୁ ବିମୁଖ ହୋଇ ତୁମେ ଫେରିଛ” (ଦେଖ: /WA-Catalog/or_tm?section=translate#figs-metaphor )

to say within yourselves

ତୁମ୍ଭେମାନେ ନିଜନିଜକୁ କହିବା ବା “ଚିନ୍ତା କରିବା”

We have Abraham for our father

ଅବ୍ରହାମ ଆମ୍ଭମାନଙ୍କର ପୂର୍ବପୁରୁଷ ବା “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧରଗଣ I” ଯଦି ଏହା ଅସ୍ପଷ୍ଟ ଯେ ସେମାନେ କାହିଁକି ଏହା କହିବେ, ତେବେ ତୁମେ ଅନ୍ତର୍ନିହିତ ତଥ୍ୟକୁ ମଧ୍ୟ ଯୋଗ କରିପାରିବ: “ଅତଏବ ଈଶ୍ୱର ଆମ୍ଭମାନଙ୍କୁ ଦଣ୍ଡ ଦେବେ ନାହିଁ I” (ଦେଖ: /WA-Catalog/or_tm?section=translate#figs-explicit)

to raise up children for Abraham

ଅବ୍ରହାମଙ୍କ ନିମନ୍ତେ ସନ୍ତାନଗଣ ସୃଷ୍ଟି କରିବେ

from these stones

ହୁଏତ ଯୋହନ ଯର୍ଦ୍ଦନ ନଦୀ କୂଳରେ ଥିବା ବାସ୍ତବ ପ୍ରସ୍ତରଗୁଡିକ ଆଡ଼କୁ ଇଙ୍ଗିତ କରୁଥିଲେ I

Luke 3:9

the ax is set against the root of the trees

କୁହ୍ରାଡି ଲାଗି ରହିଛି ଯେପରି ଏହା ବୃକ୍ଷର ମୂଳଗୁଡିକୁ କାଟିପାରିବ; ଏହା ଆରମ୍ଭ ହେବାକୁ ଯାଉଥିବା ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏଭଳି ଜଣେ ମନୁଷ୍ୟ ସଦୃଶ୍ୟ ଅଟନ୍ତି, ଯିଏ ବୃକ୍ଷଗୁଡିକ ମୂଳରେ କୁହ୍ରାଡି ଲଗାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-metaphor)

every tree ... is chopped down and thrown into the fire

ଅଗ୍ନି ଏହି ସ୍ଥାନରେ ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ସେ ପ୍ରତ୍ୟେକ ବୃକ୍ଷକୁ କାଟିପକାନ୍ତି... ଏବଂ ଅଗ୍ନି ମଧ୍ୟକୁ ପକାଇ ଦିଅନ୍ତି” (ଦେଖ: /WA-Catalog/or_tm?section=translate#figs-activepassive ଏବଂ /WA-Catalog/or_tm?section=translate#figs-metaphor)

Luke 3:10

Connecting Statement:

ଯୋହନ ଭିଡ ମଧ୍ୟରେ ଥିବା ଜନତାଙ୍କ ଦ୍ୱାରା ତାଙ୍କ ପ୍ରତି ପ୍ରଶ୍ନଗୁଡିକର ପ୍ରତ୍ୟୁତ୍ତର ଦେବା ଆରମ୍ଭ କରନ୍ତି

kept asking him, saying

ତାଙ୍କୁ ପଚାରନ୍ତି ଏବଂ କହନ୍ତି ବା “ଯୋହନଙ୍କୁ ପଚାରନ୍ତି”

Luke 3:11

he answered and said to them

ସେମାନଙ୍କୁ ଉତ୍ତର ଦେଲେ, କହିଲେ ବା “ସେମାନଙ୍କୁ ଉତ୍ତର ଦେଲେ” ବା “କହିଲେ”

should do the same

ବଳକା ଖାଦ୍ୟ ବାଣ୍ଟି ଦିଅ, ଠିକ ଯେପରି ତୁମ୍ଭେମାନେ ବଳକା ଚୋଗା ବାଣ୍ଟିଥାଅ I ଏହା ଅଭାବୀ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ବିଷୟକୁ ପୂନଃ ଉଲ୍ଲେଖ କରିଥାଏ I ବିକଳ୍ପ ଅନୁବାଦ: “ଯାହାର କିଛି ନାହିଁ, ତାହାକୁ ଖାଦ୍ୟ ପ୍ରଦାନ କର” (ଦେଖ: /WA-Catalog/or_tm?section=translate#figs-ellipsis)

Luke 3:12

to be baptized

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କାରଣ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive )

Luke 3:13

Collect no more money

ଅଧିକ ଅର୍ଥ ନିମନ୍ତେ ମାଗ ନାହିଁ ବା “ଅଧିକ ଅର୍ଥ ଦାବୀ କର ନାହିଁ I” କରଗ୍ରାହୀମାନେ ଆପଣାମାନଙ୍କ ଦ୍ୱାରା ସଂଗ୍ରହ କରିବା ଉଚିତ ପରିମାଣଠାରୁ ଅଧିକ ଅର୍ଥ ସଂଗ୍ରହ କରୁଥିଲେ I ସେପରି କାର୍ଯ୍ୟ ବନ୍ଦ କରିବା ନିମନ୍ତେ ଯୋହନ ସେମାନଙ୍କୁ କହନ୍ତି I

than what you have been ordered to do

ଏହା ସୁପ୍ତ ବା ପ୍ରଚ୍ଛନ୍ନ ଭାବରେ ଦର୍ଶାଏ ଯେ କରଗ୍ରାହୀମାନଙ୍କ ଅଧିକାର ରୋମଠାରୁ ଆସେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସଂଗ୍ରହ କରିବା ପାଇଁ ରୋମୀୟମାନେ ଦେଇଥବା ଅଧିକାରଠାରୁ ଅଧିକ” (ଦେଖ: /WA-Catalog/or_tm?section=translate#figs-activepassive )

Luke 3:14

And what should we do?

ଆମେ ଯେଉଁମାନେ ସୈନିକମାନଙ୍କ ଅଟୁ, ଆମ ବିଷୟରେ କ'ଣ, ଆମ୍ଭେମାନେ କ’ଣ କରିବା ଉଚିତ ? ଯୋହନ ବାକ୍ୟଗୁଡିକରେ “ଆମକୁ” ଏବଂ “ଆମେ” ସାମିଲ କରିନାହାନ୍ତି I ସୈନିକମାନେ ସୂଚାଇ ଦେଇଥିଲେ ଯେ ଯୋହନ ଲୋକସମୂହକୁ ଓ କରଗ୍ରାହୀମାନଙ୍କୁ କହିଥିଲେ ଯେ ସେମାନେ କ’ଣ କରିବେ, ଏବଂ ଜାଣିବାକୁ ଚାହାନ୍ତି ଯେ ସୈନିକଗଣ ଭାବରେ ସେମାନଙ୍କୁ କ’ଣ କରିବାକୁ ହେବ I (ଦେଖ: /WA-Catalog/or_tm?section=translate#figs-exclusive )

do not accuse anyone falsely

ମନେ ହୁଏ ଯେ ସୈନିକମାନେ ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗଗୁଡିକ କରୁଥିଲେ ଯେପରି ଧନ ଲାଭ କରିପାରିବେ I ଏହି ବିଷୟକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ପ୍ରକାରେ, କାହାରିକୁ ବୃଥାରେ ଦୋଷାରୋପ କର ନାହିଁ ଯେପରି ସେମାନଙ୍କଠାରୁ ଧନ ଆଦାୟ କରିପାରିବ” ବା “ଜଣେ ନିର୍ଦ୍ଦୋଷ ବ୍ୟକ୍ତି କିଛି ବେଆଇନ କାର୍ଯ୍ୟ କରିଛି ବୋଲି କୁହ ନାହିଁ”

Be content with your wages

ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇ ରହିଥାଅ

Luke 3:15

Now the people

କାରଣ ଲୋକମାନେ I ଏହା ସେହି ସମାନ ଲୋକମାନଙ୍କୁ ଉଲ୍ଲେଖ କରେ ଯେଉଁମାନେ ଯୋହନଙ୍କ ନିକଟକୁ ଆସିଥିଲେ I

were all wondering in their hearts concerning John, whether he might be the Christ

ପ୍ରତ୍ୟେକ ଲୋକ ଅନିଶ୍ଚିତ ଥିଲେ ଯୋହନଙ୍କ ସମ୍ପର୍କରେ କି ଧାରଣା ପୋଷଣ କରିବେ; ସେମାନେ ଆପଣାମାନଙ୍କୁ ପଚାରିଲେ, ‘ସେ ଖ୍ରୀଷ୍ଟ ହେବେ ପରା?’ ବା “କେହି ନିଶ୍ଚିତ ନ ଥିଲେ ଯୋହନଙ୍କ ସମ୍ପର୍କରେ କି ଧାରଣା ପୋଷଣ କରିବେ କାରଣ ସେମାନେ ବିସ୍ମୟାପନ୍ନ ହେଉଥିଲେ କାଳେ ସେ ଖ୍ରୀଷ୍ଟ ହେବେ କି I”

Luke 3:16

John answered, saying to them all

ଜଣେ ମହାନ୍ ବ୍ୟକ୍ତି ଆଗମନ କରୁଥିବା ବିଷୟରେ ଯୋହନଙ୍କ ଉତ୍ତର ସ୍ପଷ୍ଟ ଭାବରେ ସୂଚାଇଥାଏ ଯେ ଯୋହନ ଖ୍ରୀଷ୍ଟ ନୁହନ୍ତି I ଏହି ବିଷୟ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ଯୋହନ ସେସମସ୍ତଙ୍କୁ କହିବା ଦ୍ୱାରା ସ୍ପଷ୍ଟ କଲେ ଯେ ସେ ଖ୍ରୀଷ୍ଟ ନୁହନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

I baptize you with water

ମୁଁ ଜଳ ବ୍ୟବହାର କରି ବାପ୍ତିସ୍ମ ଦିଏ ବା “ମୁଁ ଜଳ ଦ୍ୱାରା ବାପ୍ତିସ୍ମ ଦିଏ”

not worthy even to untie the strap of his sandals

ତାଙ୍କର ପାଦୁକାର ବନ୍ଧନ ଫିଟଇବା ନିମନ୍ତେ ମଧ୍ୟ ଯୋଗ୍ୟ ନୁହେଁ I ପାଦୁକାର ବନ୍ଧନ ଫିଟାଇବା ଜଣେ କ୍ରୀତଦାସର କର୍ମ ଅଟେ I ଯୋହନ କହୁଥିଲେ ଯେ ଆଗମନ କରିବେ ସେ ଏଡେ ମହାନ୍ ଯେ ଏପରିକି ତାଙ୍କର କ୍ରୀତଦାସ ହେବା ନିମନ୍ତେ ସୁଦ୍ଧା ଯୋହନ ଯୋଗ୍ୟ ନୁହନ୍ତି I

He will baptize you with the Holy Spirit and with fire

ଜଣେ ବ୍ୟକ୍ତିକୁ ଜଳ ସହିତ ସଂସ୍ପର୍ଶରେ ଆଣୁଥିବା ଆକ୍ଷରିକ ବାପ୍ତିସ୍ମ ଏବଂ ଆତ୍ମିକ ବାପ୍ତିସ୍ମ ଯହିଁରେ ଜଣେ ବ୍ୟକ୍ତି ପବିତ୍ରଆତ୍ମା ଏବଂ ଅଗ୍ନି ସଂସ୍ପର୍ଶରେ ଆସିଥାଏ, ଏହି ରୂପକ ସେହି ଉଭୟର ତୁଳନା କରେ I (ଦେଖ: /WA-Catalog/or_tm?section=translate#figs-metaphor)

fire

ଏହି ସ୍ଥାନରେ “ଅଗ୍ନି” ଶବ୍ଦ ହୁଏତ 1) ବିଚାର ବା 2) ଶୁଚିକାରଣକୁ ବୁଝାଏ I ଏହାକୁ “ଅଗ୍ନି” ବୋଲି ଲେଖିବା ପାଇଁ ପସନ୍ଦ କରାଯାଇଛି” (ଦେଖ: /WA-Catalog/or_tm?section=translate#figs-metaphor )

Luke 3:17

His winnowing fork is in his hand

ସେ ଅଗାଡିସବୁ ଉଡାଇବା ନିମନ୍ତେ ଏକ କୁଲା ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି I ଯୋହନ କହନ୍ତି ଯେ ଲୋକମାନଙ୍କର ବିଚାର କରିବା ନିମନ୍ତେ ଖ୍ରୀଷ୍ଟ ଆସୁଛନ୍ତି ଠିକ ଯେପରି ଜଣେ କୃଷକ ଶସ୍ୟରୁ ଅଗାଡିଗୁଡିକୁ ପୃଥକ୍ କରିବା ନିମନ୍ତେ ପ୍ରସ୍ତୁତ ଥାଏ I ବିକଳ୍ପ ଅନୁବାଦ: “ସେ ପ୍ରସ୍ତୁତ ରହିଥିବା ଜଣେ କୃଷକ ଭଳି ଲୋକମାନଙ୍କର ବିଚାର କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-metaphor)

winnowing fork

ଏହା ଗହମକୁ ପବନରେ ଉଡାଇ ଶସ୍ୟରୁ ଅଗାଡିସବୁକୁ ଅଲଗା କରିବା ପାଇଁ ଏକ ଯନ୍ତ୍ର ଅଟେ I ଓଜନିଆ ଶସ୍ୟ ଫେରି ତଳେ ପଡେ ଓ ଅଦରକାରୀ ଅଗାଡିଯାକ ପବନ ଦ୍ୱାରା ଉଡିଯାଏ I ଏହା ଏକ ଲମ୍ବା ବେଣ୍ଟ ଓ ଦୁଇଟି ଗୋଜିଆ କଣ୍ଟା ଥିବା କୃଷି ଉପକରଣ ସଦୃଶ୍ୟ ଅଟେ I

to thoroughly clear off his threshing floor

ଶସ୍ୟ ଅମଳର ଖଳା ଏକ ସ୍ଥାନ ଯେଉଁଠାରେ ଗହମକୁ ଅମଳ କରିବା ନିମନ୍ତେ ପ୍ରସ୍ତୁତ କରିବାକୁ ଗଦାକରି ରଖାଯାଏ I ଖଳାକୁ “ପରିଷ୍କାର କରିବା” ଅର୍ଥ ଗହମକୁ ଉଡାଇବା କାର୍ଯ୍ୟ ସମାପ୍ତ କରିବା ଅଟେ I ବିକଳ୍ପ ଅନୁବାଦ: “ତାଙ୍କର ଶସ୍ୟ ଉଡାଇବା କାର୍ଯ୍ୟ ସମାପ୍ତ କରିବା”

to gather the wheat

ଗହମ ଗ୍ରହଣୀୟ ଫସଲ ଅଟେ ଯାହା ସୁରକ୍ଷିତ ଓ ସଂରକ୍ଷିତ କରାଯାଏ I

he will burn up the chaff

ଅଗାଡିସବୁ କୌଣସି କାର୍ଯ୍ୟ ନିମନ୍ତେ ବ୍ୟବହାରଯୋଗ୍ୟ ନୁହେଁ, ତେଣୁ ଲୋକମାନେ ଏହାକୁ ପୋଡି ପକାନ୍ତି I

Luke 3:18

General Information:

ଏହି କାହାଣୀ କୁହେ ଯେ କ’ଣ ସବୁ ଯୋହନଙ୍କ ପ୍ରତି ଘଟିବାକୁ ଯାଉଛି କିନ୍ତୁ ଏହି ସମୟରେ ଘଟିନାହିଁ I (ଦେଖ: /WA-Catalog/or_tm?section=translate#writing-background)

Therefore, also exhorting many other things

ପୁଣି ବିଭିନ୍ନ ପ୍ରକାର ଉତ୍ସାହ ବାକ୍ୟ କହିବା ସହିତ

Luke 3:19

Herod the tetrarch

ହେରୋଦ ଜଣେ ସାମନ୍ତରାଜା ଥିଲେ, ରାଜା ନ ଥିଲେ I ଗାଲୀଲୀ ଅଞ୍ଚଳ ଉପରେ କେବଳ ତାଙ୍କର ଶାସନ ସୀମିତ ଥିଲା I

concerning Herodias, the wife of his brother

ଯେହେତୁ ହେରୋଦ ନିଜର ଭାଇର ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କଲେ I ଏହା ମନ୍ଦ କାର୍ଯ୍ୟ ଥିଲା, କାରଣ ହେରୋଦଙ୍କ ଭାଇ ସେପର୍ଯ୍ୟନ୍ତ ଜୀବିତ ଥିଲେ I ଏହାକୁ ସ୍ପଷ୍ଟ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ଭାଇ ବଞ୍ଚିଥିବା ସତ୍ତ୍ୱେ ହେରୋଦ ସେହି ଭାଇର ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିବା ହେତୁ” (ଦେଖ: /WA-Catalog/or_tm?section=translate#figs-explicit)

Luke 3:20

he locked John up in prison

ଯେହେତୁ ହେରୋଦ ଜଣେ ସାମନ୍ତରାଜା ଥିଲେ, ସେ ହୁଏତ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଇ ଯୋହନଙ୍କୁ କାରାରୁଦ୍ଧ କଲେ I ବିକଳ୍ପ ଅନୁବାଦ: “ସେ ତାଙ୍କର ସୈନ୍ୟମାନଙ୍କ ଦ୍ୱାରା ଯୋହନଙ୍କୁ କାରାଗାରରେ ରୁଦ୍ଧ କଲେ” ବା “ଯୋହନଙ୍କୁ କାରାଗାରରେ ପକାଇବା ନିମନ୍ତେ ସେ ତାଙ୍କର ସୈନ୍ୟମାନଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-explicit )

Luke 3:21

General Information:

ପୂର୍ବବର୍ତ୍ତୀ ପଦ କୁହେ ଯେ ହେରୋଦ ଯୋହନଙ୍କୁ କାରାଗାରରେ ପକାଇଲେ I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ଏହି ବିଷୟ ସହାୟକ ହୋଇପାରେ ଯେ ଯୋହନ ଗିରଫ ହେବା ପୂର୍ବରୁ ବିବରଣୀଟି 21 ପଦରେ ଆରମ୍ଭ ହେଇଛି I UST ରେ “କିନ୍ତୁ ଯୋହନଙ୍କୁ କାରାରୁଦ୍ଧ କରିବା ପୂର୍ବରୁ” ସହିତ 21 ପଦକୁ ଆରମ୍ଭ କରାଯାଇଛି I” (ଦେଖ: /WA-Catalog/or_tm?section=translate#figs-events)

Connecting Statement:

ଯୀଶୁ ଆପଣା ବାପ୍ତିସ୍ମ ସହିତ ନିଜର ସେବାକାର୍ଯ୍ୟ ଆରମ୍ଭ କରନ୍ତି I

Now it came about

ଏହି ପଦ କାହାଣୀରେ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରେ I ଯଦି ତୁମ ଭାଷାରେ ଏହା କରିବା ନିମନ୍ତେ କୌଣସି ଉପାୟ ରହିଛି, ତେବେ ତୁମେ ତାହାକୁ ଏହି ସ୍ଥାନରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାରିବ I (ଦେଖ: /WA-Catalog/or_tm?section=translate#writing-newevent )

when all the people were baptized

ଯେତେବେଳେ ଯୋହନ ସମସ୍ତ ଲୋକମାନଙ୍କୁ ବାପ୍ତିଜିତ କଲେ I “ସମସ୍ତ ଲୋକ” ଯୋହନଙ୍କ ସହିତ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-activepassive )

Jesus also was baptized

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଯୋହନ ଯୀଶୁଙ୍କୁ ମଧ୍ୟ ବାପ୍ତିଜିତ କଲେ” (ଦେଖ: /WA-Catalog/or_tm?section=translate#figs-activepassive )

the heavens were opened

ଆକାଶ ଉନ୍ମୁକ୍ତ ହେଲା ବା “ଆକାଶ ଖୋଲା ହୋଇଗଲା I” ଏହା ଏକ ସାଧାରଣ ଭାବରେ ମେଘ ମୁକ୍ତ ହୋଇ ଯିବା ବିଷୟଠାରୁ ଅଧିକ ଅଟେ, କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଏହାର ଅର୍ଥ କ’ଣ ଅଟେ I ସମ୍ଭବତଃ, ଏହାର ଅର୍ଥ ହୋଇପାରେ ଯେ ଆକାଶରେ ଏକ ଗର୍ତ୍ତ ଦେଖାଗଲା I

Luke 3:22

the Holy Spirit in bodily form came down on him like a dove

ଶାରୀରିକ ରୂପରେ ପବିତ୍ରଆତ୍ମା ଯୀଶୁଙ୍କ ଉପରକୁ ଏକ କପୋତ ପରି ଓହ୍ଲାଇ ଆସିଲେ I

a voice came from heaven

ଏହି ସ୍ଥାନରେ “ଆକାଶରୁ ଏକ ବାଣୀ ଆସିଲା” ବୋଲି କହିବାର ଅର୍ଥ, ଈଶ୍ୱର ସ୍ୱର୍ଗରୁ କଥା କହୁଥିବା ପୃଥିବୀରେ ଲୋକମାନେ ଶୁଣି ପାରିଲେ I ଏହାକୁ ସ୍ପଷ୍ଟ କରିହେବ ଯେ ଈଶ୍ୱର ଯୀଶୁଙ୍କୁ କଥା କହିଲେ I ବିକଳ୍ପ ଅନୁବାଦ: “ଆକାଶରୁ ଏକ ବାଣୀ ହେଲା” ବା “ସ୍ୱର୍ଗରୁ ଈଶ୍ୱର ଯୀଶୁଙ୍କୁ କଥା କହିଲେ, ଏହା କହି” (ଦେଖ: /WA-Catalog/or_tm?section=translate#figs-metonymy ଏବଂ /WA-Catalog/or_tm?section=translate#figs-explicit)

my Son

ଈଶ୍ୱରଙ୍କ ପୁତ୍ର ଶିରୋନାମା ଯୀଶୁଙ୍କ ନିମନ୍ତେ ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Luke 3:23

General Information:

ଲୂକ ଲୋକଙ୍କ ଧାରଣାନୁସାରେ ଯୀଶୁଙ୍କ ପିତା ଯୋଷେଫଠାରୁ ଆରମ୍ଭ କରି ତାଙ୍କର ପୂର୍ବପୁରୁଷମାନଙ୍କ ତାଲିକା ପ୍ରଦାନ କରନ୍ତି I

Now

ଯୀଶୁଙ୍କ ବୟସ ଏବଂ ପୂର୍ବପୁରୁଷମାନଙ୍କ ବିଷୟରେ କାହାଣୀଠାରୁ ପୃଷ୍ଠଭୂମିର ତଥ୍ୟରେ ଏକ ପରିବର୍ତ୍ତନକୁ ଚିହ୍ନିତ କରିବା ଉଦ୍ଦେଶ୍ୟରେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I (ଦେଖ: /WA-Catalog/or_tm?section=translate#writing-background)

thirty years old

30 ବର୍ଷ ବୟସ (ଦେଖ: /WA-Catalog/or_tm?section=translate#translate-numbers)

He was the son (as it was assumed) of Joseph

ଏହା ଚିନ୍ତା କରାଯାଉଥିଲା ଯେ ସେ ଯୋଷେଫଙ୍କ ପୁତ୍ର ଥିଲେ ବା “ଲୋକମାନେ ଗ୍ରହଣ କଲେ ଯେ ସେ ଯୋଷେଫଙ୍କ ପୁତ୍ର ଥିଲେ”

Luke 3:24

the son of Matthat, the son of Levi, the son of Melchi, the son of Jannai, the son of Joseph

24 ପଦରେ ସେ ଯୋଷେଫଙ୍କର ପୁତ୍ର ଥିଲେ ... ହେଲୀଙ୍କର ପୁତ୍ର ଥିଲେ ଏହି ବାକ୍ୟାଂଶ ସହିତ ସେ ତାଙ୍କର ତାଲିକାକୁ ଜାରି ରଖିଛନ୍ତି I ଚିନ୍ତା କର ଯେ ଲୋକମାନେ କିପରି ସାଧାରଣତଃ ତୁମ ଭାଷାରେ ପୂର୍ବପୁରୁଷଙ୍କ ତାଲିକା ରଖୁଥିଲେ I ତୁମେ ସମୁଦାୟ ତାଲିକା ସାରା ସେହି ଶବ୍ଦଗୁଡିକ ବ୍ୟବହାର କରିବା ଉଚିତ I ସାମ୍ଭାବ୍ୟ ଢ଼ାଞ୍ଚାଗୁଡିକ 1) ସେ ପୁତ୍ର ଥିଲେ ... ଯୋଷେଫଙ୍କ, ଏଲୀଙ୍କ ପୁତ୍ର, ଯିଏ ମତଥାତଙ୍କର ପୁତ୍ର, ଯିଏ ଲେବୀଙ୍କର ପୁତ୍ର ଥିଲେ, ସେ ମଲଖୀଙ୍କ ପୁତ୍ର, ଯନ୍ନୟଙ୍କ ପୁତ୍ର, ଯୋଷେଫଙ୍କ ପୁତ୍ର” 2) “ସେ ପୁତ୍ର ଥିଲେ ... ଯୋଷେଫଙ୍କ, ଯୋଷେଫ ଏଲୀଙ୍କ ପୁତ୍ର ଥିଲେ I ଏଲୀ ମତଥାତଙ୍କ ପୁତ୍ର ଥିଲେ I ମତଥାତ୍ ଲେବୀଙ୍କ ପୁତ୍ର ଥିଲେ I ଲେବୀ ମଲଖୀଙ୍କ ପୁତ୍ର ଥିଲେ I ମଲଖୀ ଯନ୍ନୟଙ୍କ ପୁତ୍ର ଥିଲେ I ଯନ୍ନୟ ଯୋଷେଫଙ୍କ ପୁତ୍ର ଥିଲେ” 3) “ଯୋଷେଫ ... ତାଙ୍କର ପିତା ଥିଲେ, ଯୋଷେଫଙ୍କ ପିତା ଏଲୀ ଥିଲେ I ଏଲୀଙ୍କ ପିତା ମତଥାତ ଥିଲେ I ମତଥାତଙ୍କ ପିତା ଲେବୀ ଥିଲେ I ଲେବୀଙ୍କ ପିତା ମଲଖୀ ଥିଲେ I ମଲଖୀଙ୍କ ପିତା ଯନ୍ନୟ ଥିଲେ I ଯନ୍ନୟଙ୍କ ପିତା ଯୋଷେଫ ଥିଲେ” (ଦେଖ: /WA-Catalog/or_tm?section=translate#translate-names )

Luke 3:25

the son of Mattathias, the son of Amos ... Naggai

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:26

the son of Maath ... Joda

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:27

the son of Joanan ... Neri

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

the son of Salathiel

ଶଅଲଥୀୟେଲ ନାମ ହୁଏତ ଶିଅଲଟିଏଲ୍ ନାମର ବନାନଠାରୁ ଭିନ୍ନ ହୋଇପାରେ (ଯେପରି କେତେକ ଭାଷାନ୍ତରଗୁଡିକରେ ରହିଛି ), କିନ୍ତୁ ଏହାର ଚିହ୍ନଟ କରିବା କଷ୍ଟକର ଅଟେ I

Luke 3:28

the son of Melchi ... Er

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:29

the son of Joshua ... Levi

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:30

the son of Simeon ... Eliakim

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:31

the son of Melea ... David

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:32

the son of Jesse ... Nahshon

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:33

the son of Amminadab ... Judah

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:34

the son of Jacob ... Nahor

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:35

the son of Serug ... Shelah

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:36

the son of Cainan ... Lamech

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:37

the son of Methuselah ... Cainan

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Luke 3:38

the son of Enos ... Adam

ଏହା [ଲୂକ 3: 23](./23. ମଝି) ରେ ଆରମ୍ଭ ହୋଇଥିବା ଯୀଶୁଙ୍କ ପୂର୍ବପୁରୁଷଙ୍କ ତାଲିକାର କ୍ରମଶଃ ଅଟେ I ପୂର୍ବବର୍ତ୍ତୀ ପଦଗୁଡିକରେ ବ୍ୟବହାର କରିଥିବା ସମାନ ଢ଼ାଞ୍ଚା ବ୍ୟବହାର କର I (ଦେଖ: /WA-Catalog/or_tm?section=translate#translate-names )

Adam, the son of God

ଈଶ୍ୱରଙ୍କ ଦ୍ୱାରା ଆଦମ ସୃଷ୍ଟ ହେଲେ ବା “ଆଦମ, ଯିଏ ଈଶ୍ୱରଙ୍କଠାରୁ ଆସିଲେ” ବା “ଆମେ କହିପାରିବା ଆଦମ, ଈଶ୍ୱରଙ୍କ ପୁତ୍ର ଥିଲେ”