Matthew 13

Matthew 13:1

ଏହି ଅଧ୍ୟାୟରେ, ଯୀଶୁସମୁଦ୍ର ଉପକୁଳରେ ଥିବା ନୌକାରେ ବସିଲେ ଏବଂ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାର ଦ୍ଵାରା କହିବାକୁ ଲାଗିଲେ ଯେ ଈଶ୍ଵରଙ୍କ ରାଜ୍ୟ କେଉଁପ୍ରକାରର ଅଟେ #. ସେହି ଦିନରେ ଏହି ଘଟଣାଗୁଡିକ ସେହିଦିନରେ ଘଟିଲା ଯେପରି ପୁର୍ବବର୍ତ୍ତୀ ଅଧ୍ୟାୟରେ ଘଟିଥିଲା #. ଗୃହ ବାହାରେ ଏହା ଉଲ୍ଲେଖ ହୋଇନାହିଁ ଯେ କାହାର ଗୃହରେ ଯୀଶୁ ବାସ କରୁଥିଲେ #. ନୌକାରେ ବସିଲେ ଏହା ସମ୍ଭବତଃ ଏକ ମାଛ ଧରିବା କାଠର ଖୋଲୟ ନୌକା ଥାଇପାରେ

Matthew 13:3

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିଲେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ ଅନେକ ବିଷୟ କହିଲେ ''ଯୀଶୁ ସେମାନଙ୍କୁ ଅନେକ ବିଷୟ ଦୃଷ୍ଟାନ୍ତରେ କହିଲେ '' #. ସେମାନଙ୍କୁ
ଭିଡରେ ଲୋକମାନଙ୍କୁ #. ଆଉଦେଖ ବିକଳ୍ପ ଅନୁବାଦ: '' ଦେଖ'' କିମ୍ବା '' ଶୁଣ '' କିମ୍ବା '' ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଯାଉଅଛି ତାହା ଧ୍ୟାନ ଦିଅ '' #. ବୁନାଳୀ ବୁଣିବାକୁ ବାହାରିଲା "ଏକ କୃଷକ କିଛି ବୀଜଗୁଡିକୁ କ୍ଷେତରେ ବିକ୍ଷିପ୍ତ କରିବାକୁ ବାହାରିଲା" #. ଯେପରି ସେ ବୁଣିଲା "ଯେପରି ବୁଣାଲି ବୁଣିଲା" #. ରାସ୍ତା କଡରେ "ପଥରେ" କ୍ଷେତର ଆରପାରିରେ ଭୁଇଁ ହୋଇପାରେ ଲୋକମାନେ ଚାଲୁଥିବା ସ୍ଥାନରୁ ଅଧିକ ମଜଭୁତ୍ ହୋଇଥିବ #. ସେଗୁଡିକ ଖାଇଗଲେ "ସମସ୍ତ ବିହାନଗୁଡିକ ଖାଇଗଲେ" #. ପଥୁରିଆ ଭୁଇଁ ପ୍ରସ୍ତର ଉପରେ ଅଗଭୀର ମାଟି #. ସଙ୍ଗେ ସଙ୍ଗେ ସେଗୁଡିକ ଶୀଘ୍ର ଗଜା ହେଲା "ବିହନଗୁଡିକ ହଠାତ୍ ଗଜା ହେଲା ଏବଂ ବୃଦ୍ଧି ହେଲା" #. ସେଗୁଡିକ ଜଳିପୋଡିଗଲା “ସୁର୍ଯ୍ୟ ସେହି ଉଦ୍ଭିଦଗୁଡିକୁ ଜଳି ପୋଡାଇଲା ଏବଂ ସେଗୁଡିକ ଭୀଷଣ ଗରମ ହେଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେଗୁଡିକ ଶୁଖିଗଲା “ଉଦ୍ଭିଦଗୁଡିକ ଶୁଖିଗଲା ଏବଂ ମରିଗଲା

Matthew 13:7

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. କେତେକ କଣ୍ଟାଗଛଗୁଡିକ ମଧ୍ୟରେ ପଡିଲା "ସେଠାରେ ପଡିଲା ଯେଉଁଠାରେ କଣ୍ଟାଗଛଗୁଡିକ ମଧ୍ୟ ବଢିଥାଏ" #. ସେଗୁଡିକୁ ଚାପିପକାଇଲା "ନୁଆଁ ଉଦ୍ଭିଦଗୁଡିକୁ ଚାପିପକାଇଲା" ଅନାବନା ଗଛ ଅନ୍ୟ ଗଛଗୁଡିକୁ ବଢିବାରେ ନିବାରଣ କରିଥାଏ, ଏପରି ଏକ ସାଧାରଣ ଶବ୍ଦ ବ୍ୟବହାର କର #. ଫଳ ଫଳିଲା "ଶସ୍ୟ ଫଳିଲା" କିମ୍ବା "ଅଧିକ ଫଳ ଫଳିଲା" କିମ୍ବା "ଫଳ ଦେଲା" #. ଯାହାର କାନ ଅଛି, ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତିକୁ ବ୍ୟବହାର କରିବୟ ପାଇଁ ଏହା ଅଧିକ ସ୍ଵାଭାବିକ ହେବ: "ତୁମ୍ଭେମାନେ ଯାହାର କାନ ଅଛି, ଶୁଣ" (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି) #. ସେ ଯାହାର କାନ ଅଛି “ଯାହାର କାନ ଅଛି” କିମ୍ବା “ଯେକେହି ମୋହର ଶୁଣେ” #. ସେ ଶୁଣୁ “ସେ ଭଲ ଭାବରେ ଶୁଣୁ” କିମ୍ବା “ସେ ଧ୍ୟାନ ଦେଉ ଯାହା ମୁଁ କହୁଅଛି”

Matthew 13:10

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ସେମାନଙ୍କୁ ଶିଷ୍ୟମାନଙ୍କୁ #. ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵ ବିଷୟଗୁଡିକୁ ଜାଣିବା ପାଇଁ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ ଏହା କର୍ତୃବାଚ୍ୟ ପ୍ରକ୍ରିୟାରେ ଏବଂ ବ୍ୟବହାର ଯୁକ୍ତ ଆଭାସ ସୁଚନାରେ ଅନୁବାଦ କରାଯାଇପାରେ: “ଈଶ୍ଵର ତୁମ୍ଭମାନଙ୍କୁ ସ୍ଵର୍ଗରାଜ୍ୟର ତତ୍ତ୍ଵସମୁହକୁ ଜାଣିବା ପାଇଁ ସୁଯୋଗ ଦେଇଛନ୍ତ, କିନ୍ତୁ ଈଶ୍ଵର ଏହି ଲୋକମାନଙ୍କୁ ତାହା ଦେଇନାହାନ୍ତି” କିମ୍ବା “ଈଶ୍ଵର ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵଗୁଡିକୁ ଜାଣିବା ନିମନ୍ତେ ସକ୍ଷମ କରିଛନ୍ତି, କିନ୍ତୁ ସେ ଏହି ଲୋକମାନଙ୍କୁ ଦେଇନାହାନ୍ତି” (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତୁମ୍ଭେମାନେ ଶିଷ୍ୟମାନେ #. ନିଗୁଦ ତତ୍ତ୍ଵଗୁଡିକ ସତ୍ୟଗୁଡିକ ଯାହା ରହସ୍ୟ ଥିଲା କିନ୍ତୁ ଯୀଶୁ ସୁଗୁଡିକୁ ପ୍ରକାଶ କରୁଛନ୍ତି ବିକଳ୍ପ ଅନୁବାଦ: “ରହସ୍ୟଗୁଡିକ” କିମ୍ବା “ଗୁପ୍ତ ସତ୍ୟ” (ଦେଖନ୍ତୁ:UDB) #. ଯାହାର ଥାଏ “ଯାହାର ଜ୍ଞାନ ଥାଏ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ” #. ତାହାକୁ ଅଧିକ ଦିଆଯିବ ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତାହାକୁ ଅଧିକ ଜ୍ଞାନ ଦେବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତାହାର୍ ପ୍ରଚୁର ହେବ “ସେ ସ୍ପଷ୍ଟ ବୁଝିପାରିବ” #. ଯାହାର ନାହିଁ “ଯାହାର ଜ୍ଞାନ ନାହିଁ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ ନାହିଁ” #. ତାହା ପାଖରୁ ସମସ୍ତ ନିଆଯିବ ଯାହାସବୁ ତାହା ପାଖରେ ଥିବ ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତା’ପାଖରୁ ଯାହା ସବୁ ତାହାର ଅଛି ସମସ୍ତ ନେଇଯିବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 13:13

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ମୁଁ ସେମାନଙ୍କୁ କଥା ହୋଇଅଛି "ସେମାନଙ୍କୁ" ସର୍ବନାମଟି ଏହି ଦୁଇଗୋଟି ପଦରେ ଥିବା ଜନଗହଳିକୁ ସୁଚାଏ #. ଯେହେତୁ ଯଦିଓ ସେମାନେ ଦେଖନ୍ତି, ସେମାନେ ପ୍ରକୃତରେ ଦେଖିପାରନ୍ତି ନାହିଁ, ଏବଂ ଯଦିଓ ସେମାନେ ଶୁଣନ୍ତି କିନ୍ତୁ ପ୍ରକୃତରେ ଶୁଣିପାରନ୍ତି ନାହିଁ ଯୀଶୁ ଏହି ସାଦୃଶ୍ୟ ଭାବକୁ ଶିଷ୍ୟମାନଙ୍କୁ କହିବା ପାଇଁ ଯେ ଗହଳି ବୁଝିବାକୁ ନିବାରଣ କରୁଛନ୍ତି (ଦେଖନ୍ତୁ: ସାଦୃଶ୍ୟ) #. ଯଦିଓ ସେମାନେ ଦେଖନ୍ତି, ପ୍ରକୃତରେ ସେମାନେ ଦେଖିପାରନ୍ତି ନାହିଁ "ଯଦିଓ ସେମାନେ ଦେଖନ୍ତି, ସେମାନେ ବୁଝିପାରନ୍ତି ନାହିଁ" ଯଦି କ୍ରିୟା ଏକ ବିଷୟକୁକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ "ଯଦିଓ ସେମାନେ ବିଷୟଗୁଡିକ ଦେଖନ୍ତି, ସେମାନେ ସେଗୁଡିକୁ ବୁଝିପାରନ୍ତି ନାହିଁ" କିମ୍ବା ଯଦିଓ ସେମାନେ ବିଷୟଗୁଡିକ ଘଟିବାର ଦେଖନୀ, ସେମାନେ ତାହାର ଅର୍ଥ ବୁଝିପାରନ୍ତି ନାହିଁ" (ଦେଖନ୍ତୁ:କ୍ରିୟାଗୁଡିକ) #. ଯଦିଓ ସେମାନେ ଶୁଣନ୍ତି, ପ୍ରକୃତରେ ସେମାନେ ଶୁଣନ୍ତି ନାହିଁ, କୌଣସସୀ ପ୍ରକାରେ ବୁଝିପାରନ୍ତି ନାହିଁ “ଯଦିଓ ସେମାନେ ଶୁଣନ୍ତି, ସେମାନେ ବୁଝିପାରନ୍ତି ନାହିଁ” ଯଦି କ୍ରିୟା ଏକ ବିଷୟକୁକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ "ଯଦିଓ ସେମାନେ ନିର୍ଦ୍ଦେଶକୁ ଶୁଣନ୍ତି,, ସେମାନେ ସତ୍ୟକୁ ବୁଝିପାରନ୍ତି ନାହିଁ” #. ଯେତେବେଳେ ଶୁଣିବା ସମୟରେ ତୁମ୍ଭେ ଶୁଣ, କିନ୍ତୁ କୌଣସସୀ ପ୍ରକାରେ ବୁଝିପାରିବ ନାହିଁ ; ଦେଖିବା ସମୟରେ ଯେତେବେଳେ ଦେଖା, କିନ୍ତୁ ତୁମ୍ଭେ ବୁଝିପାରିବ ନାହିଁ
ଏହା ଯିଶାଇୟ ଭାବବାଦୀଙ୍କ ସମୟରେ ଲୋକମାନଙ୍କ ବିଷୟରେ ଯିଶାଇୟ ଭାବବାଦୀଙ୍କଠାରୁ ଉଲ୍ଲେଖକୁ ଆରମ୍ଭ କରେ ଯୀଶୁ ଏହି ଉଲ୍ଲେଖକୁ ଜନଗହଳିକୁ ବୁଝାଇବା ପାଇଁ ବ୍ୟବହାର କରୁଛନ୍ତି ଯେଉଁମାନେ ତାହାଙ୍କ ଶୁଣୁଥିଲେ ଏହା ଅନ୍ୟ ଏକ ସାଦୃଶ୍ୟ ଅଟେ (ଦେଖନ୍ତୁ:ସାଦୃଶ୍ୟତା) #. ଯେତେବେଳେ ଶୁଣିବା ସମୟରେ ତୁମ୍ଭେ ଶୁଣ, କିନ୍ତୁ କୌଣସସୀ ପ୍ରକାରେ ବୁଝିପାରିବ ନାହିଁ ଏହା ଅନୁବାଦ କରାଯାଇପାରିବ “ତୁମ୍ଭେମାନେ ଶୁଣିବ, କିନ୍ତୁ ତୁମ୍ଭେମାନେ ବୁଝିପାରିବ ନାହିଁ” ଯଦି କ୍ରିୟା ଏକ ବିଷୟକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ବିଷୟଗୁଡିକ ଶୁଣିବ, କିନ୍ତୁ ତୁମ୍ଭେମାନେ ସେଗୁଡିକୁ ବୁଝିପାରିବ ନାହିଁ” #. ; ଦେଖିବା ସମୟରେ ଯେତେବେଳେ ଦେଖା, କିନ୍ତୁ ତୁମ୍ଭେ ବୁଝିପାରିବ ନାହିଁ
“ତୁମ୍ଭେମାନେ ଦେଖିବ, କିନ୍ତୁ ତୁମ୍ଭେମାନେ ବୁଝିପାରିବ ନାହିଁ” ” ଯଦି କ୍ରିୟା ଏକ ବିଷୟକୁ ଆବଶ୍ୟକ କରେ, ଏହାକୁ ଏପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଦେଖିବ, କିନ୍ତୁ ତୁମ୍ଭେମାନେ ସେଗୁଡିକୁବୁଝିପାରିବ ନାହିଁ”

Matthew 13:15

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ସେ ସେହି ଯିଶାଇୟଙ୍କ ଶବ୍ଦଗୁଡିକୁ ପୁନର୍ବାର ଜାରି ରଖନ୍ତି ଯାହା ୧୩:୧୪ ରେ ଅଛି #. ଲୋକମାନଙ୍କ ହୃଦୟ ମୋଟା ହୋଇଯାଇଅଛି "ଏହି ଲୋକମାନେ ଆଉ ଅଧିକ ଶିଖିପାରିବେ ନାହିଁ" (ଦେଖନ୍ତୁ :UDB) #. ସେମାନଙ୍କ କର୍ଣ୍ଣ ଅଧିକ ଭାରୀ ହୋଇଯାଇଛି "ସେମାନେ ଶୁଣିବାକୁ ଆଉ ଇଚ୍ଛା ରଖନ୍ତି ନାହିଁ" (ଦେଖନ୍ତୁ:UDB) #. ସେମାନଙ୍କ ଆଖିକୁ ସେମାନେ ବନ୍ଦ କରିଅଛନ୍ତି "ସେମାନେ ସେମାନଙ୍କ ଆଖିକୁ ବନ୍ଦ କରିଛନ୍ତି" କିମ୍ବା "ସେମାନେ ଦେଖିବାକୁ ନିବାରଣ କରନ୍ତି #. #. ନହେଲେ ସେମାନେ ହୁଏତ ସେମାନଙ୍କ ଆଖିକୁ ସେମାନଙ୍କ ଆଖି ଦ୍ଵାରା ବୁଝହିପାରିବେ, ସେମାନଙ୍କ କର୍ଣ୍ଣ ଦ୍ଵାରା ଶୁଣନ୍ତି, ହୃଦୟ ଦ୍ଵାରା ବୁଜହନ୍ତି, ଏବଂ ପୁନର୍ବାର ଫେରି ଆସିବା ଉଚିତ୍
“ଯେଉଁଦ୍ଵାରା ସେମାନେ ସେମାନଙ୍କ ଆଖିଦ୍ଵାରା ଦେଖିପାରିବେ ନାହିଁ, କାନ ଦ୍ଵାରା ଶୁଣିପାରିବେ ନାହିଁ, ହୃଦୟରେ ବୁଝିପାରିବେ ନାହିଁ, ଏବଂ ଯାହାର ଫଳ ସେମାନେ ମୁଖ ଫେରାଇବେ” #. ପୁନର୍ବାର ଫେରିବା “ପଛକୁ ଫେରିବା” କିମ୍ବା “ଅନୁତାପ କରିବା “ #. ଏବଂ ମୁଁ ସେମାନଙ୍କୁ ସୁସ୍ଥ କରିବି “ଏବଂ ସେମାନଙ୍କୁ ସୁସ୍ଥ କରିବାକୁ ମୁଁ ଥିବି” ବିକଳ୍ପ ଅନୁବାଦ: “ଏବଂ ସେମାନଙ୍କୁ ପୁନର୍ବାର ଦୃଷ୍ଟି ଦେବାପାଇଁ ମୁଁ ଥିବି” (ଦେଖନ୍ତୁ:ରୁପକ)

Matthew 13:16

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ତୁମ୍ଭମାନଙ୍କୁ....ତୁମ୍ଭେମାନେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି #. ଯେହେତୁ ସ୍ବେମାନେ ଦେଖନ୍ତି "ଯେହେତୁ ସେମାନେ ଦେଖିପାରନ୍ତି" କିମ୍ବା "ଯେହେତୁ ସେମାନେ ଦେଖିବାକୁ ସକ୍ଷମ ଅଟନ୍ତି" #. ଯେହେତୁ ସେମାନେ ଶୁଣନ୍ତି “ଯେହେତୁ ସେମାନେ ଶୁଣିପାରିବେ” କିମ୍ବା “ଯେହେତୁ ସେମାନେ ଶୁଣିବାକୁ ସକ୍ଷମ ଅଟନ୍ତି” #. ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ଦେଖ “ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ମୋତେ କରିବାର ଦେଖିଅଛ” #. ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ଶୁଣିଅଛ “ବିଷୟଗୁଡିକ ଯାହାସବୁ ତୁମ୍ଭେମାନେ ମୋତେ କହିବାର ଦେଖିଅଛ”

Matthew 13:18

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ #. ମନ୍ଦଜଣେ ଆସେ ଏବଂ ତାହାର ହୃଦୟରେ ଯାହା ବୁଣାଯାଇଥିଲା ତାହା ହରଣ କରିନିଏ "ସେ ଶୁଣିଥିବା ଈଶ୍ଵରଙ୍କ ବାକ୍ୟକୁ ଭୁଲିଜିବା ପାଇଁ ଶୟତାନ କାର୍ଯ୍ୟ କରିଥାଏ" #. #. ହରଣ କରିନିଏ ଏକ ଶବ୍ଦକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଯାହାର ଅର୍ଥ ଜଣକଠାରୁ ଝାମ୍ପିନେବା ଯିଏ ପ୍ରକୃତରେ ତାହାର ପ୍ରକୃତ ମାଲିକ ଅଟନ୍ତି #. ଯାହା ତାହାର ହୃଦୟରେ ବୁଣାଯାଇଥିଲା ଏହା କର୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରେ: “ଈଶ୍ଵରଙ୍କ ବାକ୍ୟ ତାହାର ହୃଦୟରେ ବୁଣାଯାଇଥିଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତାହାର ହୃଦୟରେ ଶ୍ରୋତାର ହୃଦୟରେ #. ଏହା ସେ ଅଟନ୍ତି ଯିଏ ରାସ୍ତା କଡରେ ବୁଣିଥିଲା ଯଦି ପ୍ରକୃତ ଅନୁବାଦ କୌଣସସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା ରାସ୍ତା କଡରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ) #. ରାସ୍ତା କଡରେ “ରାସ୍ତା” କିମ୍ବା “ପଥ” (ଏହାକୁ ଅନୁବାଦ କର ଯେପରି ଆପଣ ୧୩:୪ ରେ କରିଥିଲ

Matthew 13:20

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ #. ସେ ଯିଏ ପଥୁରିଆ ଭୁଇଁରେ ବୁଣିଅଛି ଯଦି ପ୍ରକୃତ ଅନୁବାଦ କୌଣସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା ରାସ୍ତା କଡରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ) #. ତାହାର କୌଣସୀ ମୁଳ ନାହିଁ “ତାହାର ଅଗଭୀର ମୁଳ ଅଛି” କିମ୍ବା “ସେ ଭଲ ଗଛର ମୁଳ ପାଇଁ କୌଣସୀ ସ୍ଥାନ ଦେବାକୁ ଅନୁମତି ଦିଏ ନାହିଁ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ, ଏବଂ ଲକ୍ଷଣସୁଚକ ଶବ୍ଦ) #. ବାକ୍ୟ ଯୋଗୁଁ “ସମ୍ବାଦ ଯୋଗୁଁ” #. ସେ ହଠାତ୍ ପଡିଯାଏ “ହଠାତ୍ ସେ ପଡିଯାଏ” କିମ୍ବା “ହଠାତ୍ ସେ ତାହାର ବିଶ୍ଵାସକୁ ପରିତ୍ୟାଗ କରେ” (ଦେଖନ୍ତୁ:ବାକ୍ୟାଂଶ)

Matthew 13:22

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏଠାରେ ସେ ଉପମାକୁ ବର୍ଣ୍ଣନା କରୁଛନ୍ତି ଯାହା ସେ ୧୩:୮ ରେ କହିଥିଲେ #. ସେ ଯିଏ କଣ୍ଟାଗଛମାନଙ୍କ ମଧ୍ୟରେ ବୁଣିଅଛି.....ସେ ଯାହାକୁ ଉତ୍ତମ ଭୁଇଁରେ ବୁଣାଯାଇଅଛି ଯଦି ପ୍ରକୃତ ଅନୁବାଦ କୌଣସୀ ଅର୍ଥକୁ ବୁଝାଏ ନାହିଁ, ଏହାକୁ ଅନୁବାଦ କରିବାକୁ ଚେଷ୍ଟା କର ଯେପରି ପାଠକ ବୁଝିପାରିବ ଯେ ଯୀଶୁ ବୁଣାଳି ଅଟନ୍ତି, ବାକ୍ୟ ବିହନ ଅଟେ, ଏବଂ ଶ୍ରୋତା ରାସ୍ତା କଡରେ ଥିବା ମୃତ୍ତିକା ଅଟେ, ସମ୍ଭବତଃ ଅନୁବାଦ: “ଏହା ଏପରି ଅଟେ ଯାହା କଣ୍ଟାଗଛମାନଙ୍କ ମଧ୍ୟରେ ବୁଣାଯାଇଥିଲା....“ଏହା ଏପରି ଅଟେ ଯାହା ଉତ୍ତମ ଭୁଇଁରେ ବୁଣାଯାଇଥିଲା” (ଦେଖନ୍ତୁ: ବାକ୍ୟାଂଶ ଏବଂ ଶବ୍ଦଲୋପ) #. ବାକ୍ୟ "ସମ୍ବାଦ" #. #. ସାଂସାରିକ ଚିନ୍ତା ଏବଂ ଧନର ମାୟା ବାକ୍ୟକୁ ଚାପିନିଏ, ଏବଂ ସେ ନିଷ୍ଫଳ ହୋଇଥାଏ ଏହାକୁ ଏପରି ଅନୁବାଦ କରାଯାଇପାରେ “ଯେପରି ଅନାବନା ଗଛ ଭଲ ଗଛଗୁଡିକୁ ବୃଦ୍ଧି ହେବାରେ ନିବାରଣ କରିଥାଏ, #. ସାଂସାରିକ ଚିନ୍ତା ଏବଂ ଧନର ମାୟା ବ୍ୟକ୍ତିକୁ ଫଳଦାୟୀ ହେବାଠାରୁ ଦୁର କରିଥାଏ” (ଦେଖନ୍ତୁ:ରୁପକ) #. ସାଂସାରିକ ଚିନ୍ତା “ଜଗତର ବିଷୟଗୁଡିକ ଯେଉଁ ବିଷୟରେ ଲୋକମାନେ ଚିନ୍ତା କରନ୍ତି” #. ନିଷ୍ଫଳ ହେବା “ଅଫଳପ୍ରଦ ହେବା” #. ଏହା ସେ ଅଟେ ଯିଏ ସତ୍ୟରେ ଫଳ ଉତ୍ପନ୍ନ କରେ ଏବଂ ତାହା ଆଣିଥାଏ “ଏହିମାନେ ସେମାନେ ଅଟନ୍ତି ଯେଉଁମାନେ ଫଳଦାୟୀ ଏବଂ ଫଳପ୍ରଦ ହୁଅନ୍ତି” କିମ୍ବା “ଭଲ ଗଛଗୁଡିକ ପରି ଯାହା ଫଳ ଉତ୍ପନ୍ନ କରେ, ଏହି ଲୋକମାନେ ଫଳପ୍ରଦ ଅଟନ୍ତି” (ଦେଖନ୍ତୁ: ରୁପକ ଏବଂ ତୁଳନାତ୍ମକ ଭାବ)

Matthew 13:24

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଯୀଶୁ ସେମାନଙ୍କୁ ଅନ୍ୟ ଏକ ଉପମା କିମ୍ବା ଦୃଷ୍ଟାନ୍ତ କହିଲେ ଯୀଶୁ ଜନଗହଳିକୁ ଅନ୍ୟ ଏକ ଦୃଷ୍ଟାନ୍ତ କହିଲେ #. ସ୍ଵର୍ଗରାଜ୍ୟ ଏକ ମନୁଷ୍ୟ ପରି ୟେ ଅନୁବାଦ ସ୍ଵର୍ଗରାଜ୍ୟକୁ ମନୁଷ୍ୟ ସହିତ ସମାନ ବୋଲି ବିଚାର କରିବା ଉଚିତ୍ ନୁହେଁ, କିନ୍ତୁ ବରଂ ସ୍ଵର୍ଗରାଜ୍ୟ ଏକ ପରିସ୍ଥିତି ଅଟେ ଯାହା ଦୃଷ୍ଟାନ୍ତରେ ବର୍ଣ୍ଣିତ ହୋଇଅଛି (ଦେଖନ୍ତୁ UDB) #. ଉତ୍ତମ ବିହନ "ଉତ୍ତମ ଖାଇବା ବିହନ" କିମ୍ବା "ଉତ୍ତମ ଗହମ ବିହନ" ଶ୍ରୋତା ହୁଏତ ଚିନ୍ତା କରିପାରନ୍ତି ଯେ ଯୀଶୁ ଗହମ ବିଷୟରେ କଥା ହେଉଥିଲେ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତାହାଙ୍କ ଶତ୍ରୁଗଣ ଆସିଲେ "ତାହାର ଶତ୍ରୁଗଣ ବିଲକୁ ଆସିଲେ" #. ଅନାବନା ଗଛ ଏହାକୁ ଅନୁବାଦ କରାଯାଇପାରେ "ମନ୍ଦ ବିହନ" କିମ୍ବା "ଅନାବନା ବିହନ" ଏହି ଅନାବନା ଗଛ ଖାଇବା ଗଛ ପରି ଦେଖାଯାଏ ଯେତେବେଳେ ସେମାନେ ଯୁବକ ଥାଆନ୍ତି, କିନ୍ତୁ ବିହନ ବିଷାକ୍ତ ଅଟେ #. ଯେତେବେଳେ ପତ୍ର ବାହାରିଲା “ଯେତେବେଳେ ଗହମ ବିହନ ଗଜା ହେଲା” କିମ୍ବା ଯେତେବେଳେ ଗଛ ବଢିଲା” #. ସେମାନଙ୍କ ଫଳ ଆଣିଲେ “ଫଳ ଉତ୍ପନ୍ନ କଲା” କିମ୍ବା “ଗହମ ଶସ୍ୟ ଉତ୍ପନ୍ନ କଲା” #. ତାହା ପରେ ବାଳୁଙ୍ଗା ଗୁଡିକ ଦେଖାଦେଲା ବିକଳ୍ପ ଅନୁବାଦ:ତା’ପରେ ଲୋକମାନେ ଦେଖିପାରିଲେ ଯେ ବାଳୁଙ୍ଗାଗୁଡିକ ସେହି ବିଲରେ ଥିଲା

Matthew 13:27

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏହି ପଦଗୁଡିକ ବାଳୁଙ୍ଗାଗୁଡିକର ଦୃଷ୍ଟାନ୍ତକୁ ଜାରି ରଖେ #. ଗୃହକର୍ତ୍ତା ଏହା ସେହି ବ୍ୟକ୍ତି ଅଟେ ଯିଏ ବିଲରେ ବିହନ ଉତ୍ତମ ବୁଣିଥିଲା #. କଅଣ ତୁମ୍ଭେମାନେ ତୁମ୍ଭମାନଙ୍କ ବିଲରେ ଉତ୍ତମ ବିହନ ବୁଣିନଥିଲେ କି ? "ତୁମ୍ଭେମାନେ ତୁମ୍ଭମାନଙ୍କ ବିଲରେ ଉତ୍ତମ ବିହନ ବୁଣିଥିଲ" ଗୃହକର୍ତ୍ତାଙ୍କ ଦାସମାନେ ହୁଏତ ବିହନଗୁଡିକ ବୁଣିଥିବେ (ଦେଖନ୍ତୁ:UDB) (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଏବଂ [en:ta:translate:metonymy|]]). #. ସେ ସେମାନଙ୍କୁ କହିଲେ
"ଗୃହକର୍ତ୍ତା ଦାସମାନଙ୍କୁ କହିଲେ" #. ତେବେ ତୁମ୍ଭେ ଆମ୍ଭମାନକୁ ଚାହୁଁଅଛ "ଆମ୍ଭମାନଙ୍କୁ" ଶବ୍ଦ ଦାସମାନଙ୍କୁ ସୁଚାଏ #. ସଗୁଡିକୁ ସଂଗ୍ରହ କର "ବାଳୁଙ୍ଗାାଗୁଡିକୁ ବାହାର କର" ସେଗୁଡିକୁ ଫୋପାଡି ଫିଙ୍ଗିଦିଅ (ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 13:29

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ ଏହି ପଦଗୁଡିକ ବାଳୁଙ୍ଗାଗୁଡିକର ଦୃଷ୍ଟାନ୍ତକୁ ଜାରି ରଖେ #. ଗୃହକର୍ତ୍ତା କହିଲେ "ଗୃହକର୍ତ୍ତା ତାହାଙ୍କ ଦାସମାନଙ୍କୁ କହିଲେ" #. ମୁଁ କଟାଳିମାନଙ୍କୁ କହିବି, "ପ୍ରଥମେ ବାଳୁଙ୍ଗାଗୁଡିକୁ ବାହାର କର ଏବଂ ସେଗୁଡିକୁ ଜଳାଇବା ପାଇଁ ସେଗୁଡିକୁ ବାନ୍ଧି ଏକ ବିଡା କର, କିନ୍ତୁ ଗହମ ଶସ୍ୟଗୁଡିକୁ ସଂଗ୍ରହ କରି ମୋହର ଅମାରରେ ଜମା କର" ଆପଣ ଏହାକୁ ଏକ ପରୋକ୍ଷ ଉଲ୍ଲେଖ ଭାବରେ ଅନୁବାଦ୍ କରିପାର: "ମୁଁ କଟାଳିମାନଙ୍କୁ ପ୍ରଥମେ ବାଳୁଙ୍ଗାଗୁଡିକୁ ସଂଗ୍ରହ କରି ଏବଂ ସେଗୁଡିକୁ ବିଡାଗୁଡିକ କରି ବାନ୍ଧି ଜଳାଇବା ପାଇଁ କହିବି, ତା'ପରେ ଗହମ ମୋ' ଅମାରରେ ସଂଗ୍ରହ କରି ରଖ" (ଦେଖନ୍ତୁ: ବାଚ୍ୟ ଉଲ୍ଲେଖ) #. ମୋ ଅମାରରେ ଅମାର ଏକ କୃଷି ଗୋଦାମ୍ ଅଟେ ଯାହା ଗହମ ଜମା କରିବା ପାଇଁ ବ୍ୟବହାର କରାଯାଏ

Matthew 13:31

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଯୀଶୁ ଅନ୍ୟ ଏକ ଦୃଷ୍ଟାନ୍ତ ସେମାନଙ୍କୁ କହିଲେ “ଯୀଶୁ ଜନଗହଳିକୁ ଅନ୍ୟ ଏକ ଦୃଷ୍ଟାନ୍ତ କହିଲେ” #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଦେଖା କିପରି ତୁମ୍ଭେ ୧୩:୨୪ରେ ଅନୁବାଦ କରିଅଛ #. ସୋରିଷ ଦାନା ଏକ ଅତି ଛୋଟ ଯାହା ଏକ ବୃହତ୍ ଗଛରେ ବଢିଥାଏ (ଦେଖନ୍ତୁ: ଅଜଣା ଅନୁବାଦ) #. ଏହି ଦାନା ସମସ୍ତ ଦାନାଗୁଡିକ ମଧ୍ୟରେ ସବୁଠାରୁ ଛୋଟ ଦାନା ଅଟେ ସୋରିଷ ଦାନାଗୁଡିକ ସବୁଠାରୁ ଛୋଟ ଦାନାଗୁଡିକ ଥିଲା ବୋଲି ଶ୍ରୋତାମାନଙ୍କୁ ଜଣାଯାଏ (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. କିନ୍ତୁ ଯେତେବେଳେ ତାହା ବଢିଲା "କିନ୍ତୁ ଯେତେବେଳେ ଗଛ ବଢିଲା" #. ଏକ ଗଛ ହୁଏ "ଏକ ବୃହତ୍ ବୁଦା ହେଲା" (ଦେଖନ୍ତୁ: ଅତୟୁକ୍ତି ଭାବ ଏବଂ ବାକ୍ୟାଂଶ ଏବଂ ଅଜଣା ଅନୁବାଦ) #. ଆକାଶର ପକ୍ଷୀ "ପକ୍ଷୀଗୁଡିକ" (ଦେଖନ୍ତୁ: ବାକ୍ୟାଂଶ)

Matthew 13:33

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ତା'ପରେ ଯୀଶୁ ସେମାନଙ୍କୁ ଅନ୍ୟ ଏକ ଉପମା କହିଲେ "ଯୀଶୁ ତା'ପରେ ସେମାନଙ୍କୁ ଅନ୍ୟ ଏକ ଉପମା କହିଲେ" #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଦେଖ କିପରି ତୁମ୍ଭେ ଏହାକୁ ବାକ୍ୟାଂଶରେ ଅନୁବାଦ କରିଅଛ) #. ମହଣେ ମଇଦା "ଏକ ବୃହତ୍ ପରିମାଣର ମଇଦା" କିମ୍ବା ଏକ ଶୀର୍ଷକ ଯାହା ଆପଣଙ୍କ ପରମ୍ପରା ବୃହତ୍ ପରିମାଣର ମଇଦାକୁ ମାପିବା ପାଇଁ ବ୍ୟବହାର କରନ୍ତି (ଦେଖନ୍ତୁ: UDB) #. ଖମୀରମୟ ନ ହେବା ପର୍ଯ୍ୟନ୍ତ "ଖମୀରମୟ ନ ହେବା ପର୍ଯ୍ୟନ୍ତ ଏହି ଅର୍ଥବାଚକ ସୁଚନା ଏହା ଅଟେ ଯେ ଖମୀର ଏବଂ ମହଣେ ମଇଦା ସେକିଵା ପାଇଁ ଦଳାହୋଇଥାଏ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 13:34

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ #. ଏହି ସମସ୍ତ ବିଷୟଗୁଡିକ ଯୀଶୁ ଜନଗହଳିକୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ; ଏବଂ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହିଲେ ନାହିଁ ଏହି କ୍ରମର “କହିଲେ...ଦୃଷ୍ଟାନ୍ତ...ଦୃଷ୍ଟାନ୍ତ.....କହିଲେ” ଅର୍ଥକୁ ଗୁରୁତ୍ଵ ଦେବାର କାରଣ ଯେ ସେ ସେମାନଙ୍କୁଦୃଷ୍ଟାନ୍ତ ମାଧମରେ କଥା କହିଲେ #. ଏହି ସମସ୍ତ ବିଷୟ ଏହା ଯୀଶୁ ଆରମ୍ଭରେ ୧୩:୧ରେ ଦେଇଥିବା ଶିକ୍ଷାକୁ ସୁଚାଏ #. #. ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହଲେ ନାହିଁ “ସେ ଦୃଷ୍ଟାନ୍ତ ଛଡା ସେମାନଙ୍କୁ କିଛି ଶହିଖାଇଲେ ନାହିଁ” ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ସେ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ ଏବଂ litotes ଆଳଙ୍କାରିକ) #. ଯାହା ଭାବବାଦୀଙ୍କ ଦ୍ଵାରା କୁହାଯାଇଥିବା ବିଷୟ ସମ୍ପୁର୍ଣ୍ଣ ହେଲା, ଯେତେବେଳେ ସେ କହିଲେ ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: “ସେ ସମ୍ପୁର୍ଣ୍ଣ କରିଲେ ଯାହା ଈଶ୍ଵର ଦୀର୍ଘ ସମୟ ପୁର୍ବରୁ ଭାବବାଦୀମାନଙ୍କ ମଧ୍ୟରୁ ଜଣକୁ କହିଥିଲେ” (UDB) (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଯେତେବେଳେ ସେ କହିଲେ “ଯେତେବେଳେ ଭାବବାଦୀ କହିଲେ” #. ବିଷୟଗୁଡିକ ଯାହାସବୁ ରହସ୍ୟରେ ଥିଲା ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: “ବିଷୟଗୁଡିକ ଯାହା ଈଶ୍ଵର ଗୁପ୍ତରେ ରଖିଥିଲେ” (କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଜଗତର ପତ୍ତନପୁର୍ବେ “ଜଗତର ଆରମ୍ଭ ସମୟରୁ” କିମ୍ବା “ଈଶ୍ଵର ଜଗତକୁ ସୃଷ୍ଟି କରିବା ସମୟରୁ”

Matthew 13:36

ଯୀଶୁ ଈଶ୍ଵରଙ୍କ ରାଜ୍ୟର ବିଷୟରେ କେତେକ ଦୃଷ୍ଟାନ୍ତଗୁଡିକ ଦ୍ଵାରା ବୁଝାଇବା ନିମନ୍ତେ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ #. ଏକ ଘରକୁ ଗଲେ "ଘର ଭିତରକୁ" କିମ୍ବା "ଘର ଭିତରକୁ ଯେଉଁଠାରେ ସେ ରହୁଥିଲେ" #. ସେ ଯିଏ ବୁଣେ "ବୁଣାଳୀ" #. ମନୁଷ୍ୟ ପୁତ୍ର ଯୀଶୁ ଆପଣାକୁ ସୁଚାଇଲେ #. ରାଜ୍ୟର ସନ୍ତାନମାନେ "ଲୋକମାନେ ଯେଉଁମାନେ ରାଜ୍ୟରେ ଅନ୍ତଭୁକ୍ତ ଅଟନ୍ତି" #. ମନ୍ଦ ଜଣର ସନ୍ତାନମାନେ "ଲୋକମାନେ ଯେଉଁମାନେ ମନ୍ଦଜଣକର ଅନ୍ତର୍ଭୁକ୍ତ ଅଟନ୍ତି" #. ଶତ୍ରୁ ଯିଏ ସେଗୁଡିକୁ ବୁଣିଲା ଶତ୍ରୁ ଯିଏ ବାଳୁଙ୍ଗାଗୁଡିକ ବୁଣିଲା #. ଜଗତର ଶେଷ "ଯୁଗର ଶେଷରେ"

Matthew 13:40

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ #. ସେଥିପାଇଁ, ଯେପରି ବାଳୁଙ୍ଗାଗୁଡିକ ସଂଗ୍ରହ କରାଯାଏ ଏବଂ ଅଗ୍ନିରେ ଜଳାଯାଏ ଏହାକୁ କର୍ତୃବାଚ୍ୟ କ୍ରିୟାରେ ଅନୁବାଦ କରାଯାଇପାରେ: "ସେଥିପାଇଁ, ଯେପରି ଲୋକମାନେ ବାଳୁଙ୍ଗାଗୁଡିକ ସଂଗ୍ରହ କରନ୍ତି ଏବଂ ସେଗୁଡିକୁ ଅଗ୍ନିରେ ଜଳାନ୍ତି" (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ଜଗତର ଶେଷ "ଯୁଗର ଶେଷ" #. ମନୁଷ୍ୟପୁତ୍ର ତାହାଙ୍କ ଦୁତମାନଙ୍କୁ ପ୍ରେରଣ କରିବେ ଯୀଶୁ ଏଠାରେ ଆପଣା ବିଷୟରେ କହୁଥିଲେ ଏହାକୁ ଏପରି ଅନୁବାଦ କରାଯାଇପାରେ "ମୁଁ, ମନୁଷ୍ୟପୁତ୍ର, ଦୁତମାନଙ୍କୁ ପ୍ରେରଣ କରିବେ" #. ଯେଉଁମାନେ ବ୍ୟଭିଚାର କରନ୍ତି "ସେମାନେ ଯେଉଁମାନେ ଅଧର୍ମାଚାରୀ ଅଟନ୍ତି" କିମ୍ବା ମନ୍ଦ ଲୋକମାନେ" #. ଅଗ୍ନିକୁଣ୍ଡରେ ଏହାକୁ “ଅଗ୍ନିମୟ ଭାଟି” ରେ ଅନୁବାଦ କରାଯାଇପାରିବ ଯଦି “ଭାଟି” ଶବ୍ଦ ଜଣା ନାହିଁ, “ଭାଟି” ଶବ୍ଦଟି ବ୍ୟବହାର କରାଯାଇପାରିବ #. ସୁର୍ଯ୍ୟପରି ତେଜୋମୟ ହେବେ “ସୁର୍ଯ୍ୟପରି ଦେଖିବା ପାଇଁ ସହଜ ହେବ” (ଦେଖନ୍ତୁ:ବାକ୍ୟାଂଶ) #. ଯାହାର କର୍ଣ୍ଣ ଅଛି, ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତି ଭାବରେ ବ୍ୟବହାର କରିବା ପାଇଁ ଅଧିକ ସ୍ଵାଭାବିକ ହୋଇପାରେ: “ତୁମ୍ଭେମାନେ ଯାହାର କର୍ଣ୍ଣ ଅଛି, ଶୁଣ” କିମ୍ବା “ତୁମ୍ଭମାନଙ୍କର କର୍ଣ୍ଣ ଅଛି, ତେବେ ଶୁଣ” (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବ୍ୟକ୍ତି)

Matthew 13:44

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ ଏହି ଦୁଇ ଦୃଷ୍ଟାନ୍ତଗୁଡିକରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଈଶ୍ଵରଙ୍କ ରାଜ୍ୟ କିପରି ଅଟେ ତାହା ଶିଖାଇବା ପାଇଁ ଦୁଇଗୋଟି ବାକ୍ୟାଂଶ ବ୍ୟବହାର କରନ୍ତି (ଦେଖନ୍ତୁ:ବାକ୍ୟାଂଶ) #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଆପଣ କିପରି ଭାବରେ ବାକ୍ୟାଂଶରେ ଏହାକୁ ଅନୁବାଦ କରିଥିଲ) #. କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ ଏକ ଧନ ବହୁମୁଲ୍ୟ ଅଟେ ଏବଂ ମୁଲ୍ୟବାନ୍ ବିଷୟ କିମ୍ବା ସଂଗ୍ରହ କରିଥିବା ବିଷୟ ଅଟେ ଏହାକୁ କର୍ତୃବାଚ୍ୟ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ: “ଏକ ଧନ ଯାହାକୁ ଜଣେ ବ୍ୟକ୍ତି କ୍ଷେତ୍ରରେ ଲୁଚାଇ ରଖିଥିଲା” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତାହାକୁ ଲୁଚାଇ ରଖିଥିଲା ଯାହା ସବୁ ଗୋପନ କରି ରଖିଲା ସେ ସର୍ବସ୍ଵ ବିକ୍ରୀ କଲା, ଏବଂ ସେହି କ୍ଷେତ୍ରକୁ କ୍ରୟ କଲା ଏହି ଅର୍ଥବାଚକ ସୁଚନା ଏହା ଅଟେ ଯେ ବ୍ୟକ୍ତିଜଣ ଗୁପ୍ତଧନର କ୍ଷେତ୍ରକୁ କ୍ରୟ କରେ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ଏକ ବ୍ୟବସାୟୀ ଏକ ବ୍ୟବସାୟୀ ଏକ ବ୍ୟାପାରୀ ଅଟେ, ବହୁବାର ଦୁର ସ୍ଥାନରୁ ବ୍ୟବସାୟ କରିଥାଏ #. ଉତ୍ତମ ମୁକ୍ତା ଅନ୍ଵେଷଣ କରିବା ଏହି ଅର୍ଥବାଚକ ସୁଚନା ଏହା ଅଟେ ଯେ ବ୍ୟକ୍ତିଜଣ ବହୁମୁଲ୍ୟ ମୁକ୍ତା ନିମନ୍ତେ ଅନ୍ବେଷଣ କରୁଥିଲା ଯେପରି ସେ କିଣିପାରିବ (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ବହୁମୁଲ୍ୟ ମୁକ୍ତାଗୁଡିକ ଏହାକୁ “ଉତ୍ତମ ମୁକ୍ତା” କିମ୍ବା “ସୌନ୍ଦର୍ଯ୍ୟ ମୁକ୍ତାଗୁଡିକ” ଭାବରେ ଅନୁବାଦ କରାଯାଇପାରିବ ଏକ “ମୁକ୍ତା” ଚିକ୍କନ, କଠିନ, ଚମକ ଧଳା କିମ୍ବା ଉଜ୍ଵଳ ଅଟେ

Matthew 13:47

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ ଏହି ଦୁଇ ଦୃଷ୍ଟାନ୍ତଗୁଡିକରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଈଶ୍ଵରଙ୍କ ରାଜ୍ୟ କିପରି ଅଟେ ତାହା ଶିଖାଇବା ପାଇଁ ଦୁଇଗୋଟି ବାକ୍ୟାଂଶ ବ୍ୟବହାର କରନ୍ତି (ଦେଖନ୍ତୁ:ବାକ୍ୟାଂଶ) #. ସ୍ଵର୍ଗରାଜ୍ୟ ଏହିପରି ଅଟେ ଆପଣ କିପରି ଭାବରେ ବାକ୍ୟାଂଶରେ ଏହାକୁ ଅନୁବାଦ କରିଥିଲ) #. ନିକ୍ଷିପ୍ତ ସର୍ବପ୍ରକାରର ମତ୍ସ୍ୟ ସଂଗ୍ରହକାରୀ ଏକ ଟଣା ଜାଲ ସଦୃଶ "ଏହାକୁ କର୍ତୃବାଚ୍ୟ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ: "ଏକ ଜାଲ ସଦୃଶ ଅଟେ ଯାହା କେତେକ ମତ୍ସ୍ୟ ଧରାଳୀମାନେ ସମୁଦ୍ରକୁ ଜାଲ ନକ୍ଷେପ କରନ୍ତି" #. ଏକ ଜାଲ ଯାହା ସମୁଦ୍ରକୁ ନିକ୍ଷେପ କରାଯାଇଥିଲା "ଏକ ଜାଲ ଯାହା ସମୁଦ୍ରକୁ ଫିଙ୍ଗାଯାଇଥିଲା" #. #. ସମସ୍ତ ପ୍ରକାରର ମତ୍ସ୍ୟଗୁଡିକ ସଂଗ୍ରହ କଲେ “ସମସ୍ତ ପ୍ରକାରର ମାଛ ଧରିଲେ” #. ସମୁଦ୍ରକୁଳକୁ ଟାଣିଆଣିଲେ “ଜାଲକୁ ସମୁଦ୍ରକୁଳକୁ ଟାଣିଆଣିଲେ” କିମ୍ବା “ଜାଲକୁ କୁଳକୁ ଆଣିଲେ” #. ଭଲଗୁଡିକ “ଉତ୍ତମଗୁଡିକ” #. ମୁଲ୍ୟହୀନଗୁଡିକ “ଖରାପ ମାଛଗୁଡିକ” କିମ୍ବା “ଖାଇବାକୁ ଯୋଗ୍ୟ ନଥିବା ମାଛ” #. ଫୋପାଡିଦେଲେ “ରଖିଲେ ନାହିଁ”

Matthew 13:49

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ
#. ଜଗତର ଶେଷ
"ଯୁଗର ଶେଷ" #. #. ଆସିବେ “ବାହାରି ଆସିବେ” କିମ୍ବା “ବାହାରିବେ” କିମ୍ବା “ସ୍ଵର୍ଗରୁ ଆସିବେ” #. ସେମାନଙ୍କୁ ଫୋପାଡିବେ “ଦୁଷ୍ଟମାନଙ୍କୁ ଫୋପାଡିବେ” #. ଅଗ୍ନିର କୁଣ୍ଡ ଏହାକୁ “ଅଗ୍ନିକୁଣ୍ଡ” ଭାବରେ ଅନୁବାଦ କରାଯାଇପାରେ ଏହା ନର୍କର ନିଆଁ ନିମନ୍ତେ ଏକ ରୁପକ ଅଟେ ଯାହା ପୁରାତନ ନିୟମରେ ଦାନିଏଲ ୩:୬ ରେ ବ୍ୟବହାର କରାଯାଇଥିବା ଏକ ଛବି ଅଟେ (ଦେଖନ୍ତୁ: ରୁପକ) ଯଦି ଶୀର୍ଷକ “କୁଣ୍ଡ” ଯଦି ଅଜଣା ଅଟେ, “ଭାଟି” ବ୍ୟବହାର କରାଯାଏ #. ଯେଉଁଠାରେ ରୋଦନ ଏବଂ ଦନ୍ତର କିଡିମିଡି ହେବ “ଯେଉଁଠାରେ ଦୁଷ୍ଟଲୋକମାନେ କ୍ରନ୍ଦନ କରିବେ ଏବଂ ସେମାନଙ୍କ ଦାନ୍ତକୁ ପେଶିବେ”

Matthew 13:51

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଏକ ଘରକୁ ଗଲେ ଏବଂ ଈଶ୍ଵରଙ୍କ ରାଜ୍ୟ ବିଷୟରେ ଦୃଷ୍ଟାନ୍ତ ମାଧ୍ୟମରେ ଶିକ୍ଷା ଦେବାକୁ ଜାରି ରଖିଲେ #. “ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ ?” ଶିଷ୍ୟମାନେ ତାହାଙ୍କୁ କହିଲେ, “ହଁ” ଯଦି ଆବଶ୍ୟକ, ଏହାକୁ ପରୋକ୍ଷ ଅର୍ଦ୍ଧରଣ ଭାବରେ ଅନୁବାଦ କରାଯାଇପାରିବ ଯେପରି “ଯୀଶୁ ସେମାନଙ୍କୁ ପଚାରିଲେ ଯେ କଅଣ ସେମାନେ ଏହିସବୁ ବୁଝିଥିଲେ, ଏବଂ ସେମାନେ କହିଲେ ଯେ ସେମାନେ ବୁଝିଲେ” (ଦେଖନ୍ତୁ: ଅର୍ଦ୍ଧରଣ ବାଚ୍ୟ) #. ଏକ ଶିଷ୍ୟ ହେଲେ “ବିଷୟରେ ଶିଖିଲେ” #. ଭଣ୍ଡାର ଏକ ଭଣ୍ଡାର ଏକ ମୁଲ୍ୟବାନ୍ ଏବଂ ବହୁମୁଲ୍ୟ ଜିନିଷ ଅଟେ କିମ୍ବା ସଂଗ୍ରହ କରିଥିବା ଜିନିଷ ଅଟେ ଏଠାରେ ଏକ ସ୍ଥାନକୁ ସୁଚାଏ ଯେଉଁଠାରେ ଏହି ସମସ୍ତ ଜିନିଷକୁ ସଂଗ୍ରହ କରି କରାଯାଏ, “ରାଜକୋଷ” କିମ୍ବା “ଗୋଦାମ୍”

Matthew 13:54

ଏହା କିଭଳି ଯୀଶୁଙ୍କ ଗୃହ ନଗରୀରେ ଥିବା ଲୋକମାନେ ତାହାଙ୍କୁ ଅଗ୍ରାହ୍ୟ କଲେ ଯେତେବେଳେ ସେ ସେମାନଙ୍କ ଆରାଧନାଳୟରେ ଶିକ୍ଷା ଦେଉଥିବା ବିଷୟର ବିବରଣୀ ଅଟେ #. ତାହାଙ୍କ ନିଜ ଅଂଚଳ "ତାହାଙ୍କ ଗୃହ ନଗରୀ" (ଦେଖନ୍ତୁ: UDB) #. ସେମାନଙ୍କ ଆରାଧନାଳୟରେ "ସେମାନଙ୍କ" ସର୍ବନାମଟି ସେହି ଅଂଚଳର ଲୋକମାନଙ୍କୁ ସୁଚାଏ #. ସେମାନେ ଆଶ୍ଚର୍ଯ୍ୟାନ୍ଵିତ ହେଲେ ସେମାନେ ଚକିତ ହେଲେ" #. ଏବଂ ଏହିସବୁ ଆଶ୍ଚର୍ଯ୍ୟକର୍ମ "ଏବଂ କେଉଁଠାରୁ ସେ ଆଶ୍ଚର୍ଯ୍ୟ କରିବା ପାଇଁ ଶକ୍ତି ପାଆନ୍ତି" (ଦେଖନ୍ତୁ: ellipsis ଆଳଙ୍କାରିକ ବାଚ୍ୟ) #. ବଢେଇଙ୍କ ପୁତ୍ର
ଏକ ବଢେଇ ସେ ଅଟେ ଯିଏ କାଠଗୁଡିକ ଦ୍ଵାରା କିମ୍ବା ପଥରଗୁଡିକ ଦ୍ଵାରା କାର୍ଯ୍ୟ କରିଥାନ୍ତି ଯଦି "ବଢେଇ" ଶବ୍ଦ ଅଜଣା ଅଟେ, "ନିର୍ମାଣକାରୀ" ଶବ୍ଦ ବ୍ୟବହାର କରାଯାଇପାରିବ

Matthew 13:57

ଏହା ଯୀଶୁଙ୍କ ନଗରୀରେ ଥିବା ଲୋକମାନେ ତାହାଙ୍କୁ କିଭଳି ଅଗ୍ରାହ୍ୟ କଲେ ଯେତେବେଳେ ସେ ସେମାନଙ୍କ ଆରାଧନାଳୟରେ ଶିକ୍ଷା ଦେଉଥିବା ବିଷୟର ବିବରଣୀକୁ ଜାରି ରଖେ #. ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ "ଯୀଶୁଙ୍କ ଗୃହନଗରୀରେ ଥିବା ଲୋକମାନେ ତାହାଙ୍କଠାରେ ଅପମାନ ହେଲେ" କିମ୍ବା ......ତାହାଙ୍କୁ ଗ୍ରହଣ କଲେ ନାହିଁ" #. ଜଣେ ଭାବବାଦୀ ଆଦର ବିନା କିଛି ନୁହେଁ "ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦରଣୀୟ ଅଟେ" କିମ୍ବା ଜଣେ ଭାବବାଦୀ ସମସ୍ତ ସ୍ଥାନରେ ଆଦର ପାଇଥାଏ" କିମ୍ବା "ସମସ୍ତ ସ୍ଥାନରେ ଲୋକମାନେ ଜଣେ ଭାବବାଦୀଙ୍କୁ ଆଦର କରନ୍ତି" #. ତାହାଙ୍କ ଆପଣା ନଗର "ତାହାଙ୍କ ଆପଣା ଅଂଚଳ" କିମ୍ବା "ତାହାଙ୍କ ଆପଣା ଗୃହନଗର" #. ତାହାଙ୍କ ଆପଣା ପରିବାର "ତାହାଙ୍କ ଆପଣା ଘର" #. ସେ ସେଠାରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ ଯୀଶୁ ତାହାଙ୍କ ଆପଣା ନଗରୀରେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ ନାହିଁ"