Matthew 12

Matthew 12:1

ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ #. ଶସ୍ୟକ୍ଷେତ୍ର ଗହମ ଶସ୍ୟକୁ ରୋପଣ କରିବା ପାଇଁ ଏକ ସ୍ଥାନ ଯଦି ଗହମ ଅଜଣା ଅଟେ ଏବଂ "ଦାନା" ସାଧାରଣ ଅଟେ, "ଶସ୍ୟର କ୍ଷେତଗୁଡିକ ଯେଉଁଠାରୁ ରୋଟି ଉତ୍ପାଦିତ ହୁଏ" #. ଗହମ ଦାନାର ଶୀଷାଁକୁ ଛିଣ୍ଡାଇଲେ ଏବଂ ସେଗୁଡିକୁ ଖାଇଲେ.....ବିଶ୍ରାମଦିନରେ ଯାହା ବିଧିସଙ୍ଗତ ନୁହେଁ ତାହା କରୁଛନ୍ତି ଅନ୍ୟର କ୍ଷେତର ଶସ୍ୟର ଦାନାକୁ ଛିଣ୍ଡାଇବା ଏବଂ ଖାଇବା ତାହା ଚୋରି ବୋଲି ଗଣାଯାଉନଥିଲା (ଦେଖନ୍ତୁ:UDB) ଏଠାରେ ପ୍ରଶ୍ନ ହେଉଛି ଯେ ଜଣେ ଏହା କରିପାରିବ ଅନ୍ୟଥା ବିଶ୍ରାମ ଦିନରେ କରିବା ଏକ ବ୍ୟବସ୍ଥାଯୁକ୍ତ ଅଟେ #. #. ସେଗୁଡିକୁ ଗହମ ଦାନାର ଶୀଷାଁଗୁଡିକ #. ଗହମ ଦାନାର ଶୀଷାଁଗୁଡିକ ଏହା ଗହମ ଶସ୍ୟର ସର୍ବ ଉଚ୍ଚ ଭାଗରେ ଥାଏ, ଯାହା ଏକ ବୃହତ୍ ଘାସ ସମାନ ଥାଏ ଏଥିରେ ପରିପକ୍ଵ ଗହମ ଦାନା ଥାଏ କିମ୍ବା ଶସ୍ୟର ଦାନା ଥାଏ #. ଦେଖନ୍ତୁ ବିକଳ୍ପ ଅନୁବାଦ: “ଦେଖ” କିମ୍ବା “ଶୁଣ” କିମ୍ବା “ଧ୍ୟାନ ଦିଅ ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଚାହୁଁଅଛି”

Matthew 12:3

ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରିବାରେ ଅବିରତ ରଖନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ #. ସେମାନଙ୍କୁ....ତୁମ୍ଭେମାନେ ଫାରୁଶିୟମାନେ #. କଅଣ ତୁମ୍ଭେମାନେ ପାଠ କରିନାହଁ ଯୀଶୁ ଧୀର ଭାବରେ ଫାରୁଶିୟମାନଙ୍କୁ ଉତ୍ସର୍ନା କରି କହୁଛନ୍ତି ଯେ ସେମାନେ ପାଠ୍ୟରୁ ଶିଖିନାହାନ୍ତି ବିକଳ୍ପ ଅନୁବାଦ: "ତୁମ୍ଭେମାନେ ଶିଖିବା ଉଚିତ୍ ଯେଉଁ ବିଷୟରେ ତୁମ୍ଭେମାନେ ପାଠ କରିଅଛ" (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ସେ..ତାହାଙ୍କୁ ଦାଉଦ #. ଉପସ୍ଥିତିରେ ରୋଟି ଦର୍ଶନୀରୋଟି ଯାହା ଈଶ୍ଵରଙ୍କୁ ସମର୍ପିତ ହୋଇଥିଲା ତାହାଙ୍କ ସମ୍ମୁଖରେ ଥିଲା (UBD) #. ତାହାଙ୍କ ସହିତ ଯେଉଁମାନେ ଥିଲେ "ପୁରୁଷମାନେ ଯେଉଁମାନେ ଦାଉଦଙ୍କ ସହିତ ଥିଲେ" #. କେବଳ ଯାଜକମାନଙ୍କ ପାଇଁ ବିଧିସଙ୍ଗତ ଥିଲା "କେବଳ ଯାଜକମାନଙ୍କୁ ଖାଇବାକୁ ଅନୁମତି ଥିଲା" (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)

Matthew 12:5

ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ #. ତୁମ୍ଭେମାନେ.....ତୁମ୍ଭେମାନେ ଫାରୁଶିୟମାନେ #. କଅଣ ତୁମ୍ଭେମାନେ ବ୍ୟବସ୍ଥାରେ ପାଠ କରିନାହଁ "ତୁମ୍ଭେମାନେ ବ୍ୟବସ୍ଥାକୁ ପାଠ କରିଅଛ, ତେବେ ତୁମ୍ଭେମାନେ ଜାଣିଅଛ ଯାହା ଏହା କୁହେ" (ଦେଖନ୍ତୁପ୍ରଭାବିତ ପ୍ରଶ୍ନ) #. ବିଶ୍ରାମଦିନକୁ ଅପବିତ୍ର କରିବା "ବିଶ୍ରାମ ଦିନରେ କରିବା ଯାହା ସେମାନେ ସେହି ଦିନରେ କରିବା ଉଚିତ୍ ନୁହେଁ #. ନିର୍ଦ୍ଦୋଶ ଅଟନ୍ତି "ଈଶ୍ଵର ସେମାନଙ୍କୁ ଦଣ୍ଡଦେବେ ନାହିଁ" #. ମନ୍ଦିର ଅପେକ୍ଷା ମହତ୍ ଅଟେ “ଜଣେ ଯିଏ ମନ୍ଦିରଠାରୁ ଅଧିକ ମହତ୍ ଅଟେ” ଯୀଶୁ ଆପଣାକୁ ଜଣେ ମହାନ ବୋଲି ସୁଚିତ କରୁଥିଲେ

Matthew 12:7

ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରନ୍ତି ଯେତେବେଳେ ଫାରୁଶିୟମାନେ ସେମାନଙ୍କୁ ତ୍ରୁଟି ଦେଖାଇ କହିଲେ ଯେ ସେମାନଙ୍କ ଭୋକକୁ ମେଣ୍ଟାଇବା ପାଇଁ ବିଶ୍ରାମ ଦିନରେ ଶସ୍ୟର ଶୀଷାଁ ଛିଣ୍ଡାଇ ଖାଇବାକୁ ଲାଗିଲେ #. ଯଦି ତୁମ୍ଭେମାନେ ଜାଣିଥାଆନ୍ତ "ତୁମ୍ଭେମାନେ ଜାଣ ନାହିଁ" #. ତୁମ୍ଭେମାନେ...ତୁମ୍ଭେମାନେ ଫାରୁଶିୟମାନେ #. ମୁଁ ଦୟା ଇଚ୍ଛା କରେ କିନ୍ତୁ ବଳିଦାନ ନୁହେଁ ବଳିଦାନଗୁଡିକ ଭଲ ଅଟେ, କିନ୍ତୁ ଦୟା ଉତ୍ତମ ଅଟେ (ଦେଖନ୍ତୁ:ଅତ୍ୟୁକ୍ତି ଭାବ) #. ଏହାର ଅର୍ଥ କ'ଣ ଅଟେ "ଈଶ୍ଵର ଶାସ୍ତ୍ରରେ କ'ଣ କହିଲେ" #. ମୁଁ ଇଚ୍ଛା କରେ "ମୁଁ" ସର୍ବନାମଟି ଈଶ୍ଵରଙ୍କୁ ସୁଚାଏ

Matthew 12:9

ଯୀଶୁ ଫାରୁଶିୟମାନଙ୍କୁ ପ୍ରତିଉତ୍ତର ଦେଉଛନ୍ତି ଯେଉଁମାନେ ତାହାଙ୍କୁ ବିଶ୍ରାମଦିନରେ ଏକ ବ୍ୟକ୍ତିକୁ ସୁସ୍ଥ କରିବାକୁ ତ୍ରୁଟି ଦେଖାଇ କହିଲେ #. ତା'ପରେ ଯୀଶୁ ସେଠାରୁ ଚାଲିଗଲେ "ଯୀଶୁ ଶସ୍ୟକ୍ଷେତରୁ ଚାଲିଗଲେ" #. ସେମାନଙ୍କର ଫାରୁଶିୟମାନଙ୍କର ସମାଜଗୃହ ଯେଉଁମାନଙ୍କ ସହିତ ସେ କଥା ହେଉଥିଲେ #. ଆଉଦେଖ "ଆଉଦେଖ" ଶବ୍ଦକାହାଣୀର ଏକ ନୁତନ ବ୍ୟକ୍ତିଙ୍କ ବିଷୟରେ ସୁଚାଏ ଆପଣଙ୍କ ଭାଷାରେ ଏହା କରିବାର ପ୍ରକ୍ରିୟା ଅଛି #. ଏକ ଶୁଷ୍କ ଭୁମି "ଶୁଖିଯାଇଥିବା" କିମ୍ବା "ବକ୍ରଭାବରେ ପରିଣତ ହେବା"

Matthew 12:11

ଯୀଶୁ ଫାରୁଶିୟମାନଙ୍କୁ ପ୍ରତିଉତ୍ତର ଦେବାରେ ଅବିରତ ରଖନ୍ତି ଯେଉଁମାନେ ତାହାଙ୍କୁ ବିଶ୍ରାମଦିନରେ ଏକ ବ୍ୟକ୍ତିକୁ ସୁସ୍ଥ କରିବାକୁ ତ୍ରୁଟି ଦେଖାଇ କହିଲେ #. ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛି, ଯିଏ.....ନ ଧରିବ.....ଏବଂ ନ ଉଠାଇବ?ବିକଳ୍ପ ଅନୁବାଦ: ତୁମ୍ଭେମାନେ ପ୍ରତ୍ୟେକେ.....ଧରିବ ଏବଂ ବାହାରକୁ ଉଠାଇବ" (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ସେମାନଙ୍କୁ...ତୁମ୍ଭେମାନେ ଫାରୁଶିୟମାନେ #. ସେ ବ୍ୟକ୍ତିଙ୍କ ଥିଲା "ଯଦି ସେହି ବ୍ୟକ୍ତିଙ୍କ ଥାଆନ୍ତା" #. ବାହାରକୁ ଉଠାଇବା "ଗାତରୁ ମେଷକୁ ବାହାରକୁ ଆଣିବା" #. ଏହା କରିବା ପାଇଁ ବିଧିସଙ୍ଗତ ଅଟେ "ଯେଉଁମାନେ ଉତ୍ତମ କାର୍ଯ୍ୟ କରନ୍ତି ବ୍ୟବସ୍ଥା ପାଳନ କରନ୍ତି ନାହିଁ" କିମ୍ବା "ଯେଉଁମାନେ ଉତ୍ତମ କାର୍ଯ୍ୟ କରନ୍ତି ବ୍ୟବସ୍ଥା ପାଳନ କରନ୍ତି"

Matthew 12:13

ଯୀଶୁ ଫାରୁଶିୟମାନଙ୍କୁ ପ୍ରତିଉତ୍ତର ଦେବାରେ ଅବିରତ ରଖନ୍ତି ଯେଉଁମାନେ ତାହାଙ୍କୁ ବିଶ୍ରାମଦିନରେ ଏକ ବ୍ୟକ୍ତିକୁ ସୁସ୍ଥ କରିବାକୁ ତ୍ରୁଟି ଦେଖାଇ କହିଲେ #. ବ୍ୟକ୍ତି ବ୍ୟକ୍ତି ଏକ ଶୁଷ୍କ ଭୁମି ସଦୃଶ #. ତୁମ୍ଭର ହାତ ବଢାଅ "ହାତକୁ ଧରି ରଖ" କିମ୍ବା "ହାତ ବଢାଅ" #. ସେ ବ୍ୟକ୍ତି #. ଏହା...ଏହା ବ୍ୟକ୍ତିର ହାତ #. ଭଲ ହୋଇଗଲା
"ସମ୍ପୁର୍ଣ ସୁସ୍ଥ ହେଲା" କିମ୍ବା "ପୁନର୍ବାର ସୁସ୍ଥ ହେଲେ" #. ବିରୁଦ୍ଧରେ ମନ୍ତ୍ରଣା କଲେ "ଘାତ କରିବାକୁ ଯୋଜନା କଲେ" #. କିପରି ସେମାନେ କରିପାରିବେ ଖୋଜୁଥିଲେ "କରିବାକୁ ଉପାୟ କରୁଥିଲେ" #. ତାହାଙ୍କୁ ବଧ କରିବାକୁ ଯୀଶୁଙ୍କୁ ଘାତ କରିବାକୁ

Matthew 12:15

ଏହି ବିବରଣୀ କୁହେ ଯେ କିପରି ଯୀଶୁଙ୍କ କାର୍ଯ୍ୟଗୁଡିକ ଯିଶାଇୟ ଭାବବାଣୀମାନଙ୍କ ମଧ୍ୟରୁ ଗୋଟିଏ ଭାବବାଣୀ ସମ୍ପୁର୍ଣ୍ଣ କଲା #. ଏହା "ଯେ ଫାରୁଶିୟମାନେ ତାହାଙ୍କୁ ବଧ କରିବାକୁ ଯୋଜନା କଲେ" #. ସେଠାରୁ ଚାଲିଗଲେ "ଛାଡିଲେ" #. ତାହାଙ୍କ ନାମକୁ ଅନ୍ୟମାନଙ୍କୁ ଖ୍ୟାତ ନକରିବା "ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ନକହିବା" #. ଯିଶାଇୟ ଭାବବାଦୀଙ୍କ ଦ୍ଵରା ଯାହା କୁହାଯାଇଥିଲା, କହନ୍ତି "ଈଶ୍ଵର କହିଥିଲେ ଯାହା ଯିଶାଇୟ ଭାବବାଦୀ ଲେଖିଥିଲେ"

Matthew 12:18

ଏହି ବିବରଣୀ କୁହେ ଯେ କିପରି ଯୀଶୁଙ୍କ କାର୍ଯ୍ୟଗୁଡିକ ଯିଶାଇୟ ଭାବବାଣୀମାନଙ୍କ ମଧ୍ୟରୁ ଗୋଟିଏ ଭାବବାଣୀ ସମ୍ପୁର୍ଣ୍ଣ କଲା ଏହି ଶବ୍ଦଗୁଡିକ ଈଶ୍ଵରଙ୍କ ବାକ୍ୟ ଅଟେ ଯାହା ଯିଶାଇୟ ଭାବବାଦୀ ଲେଖିଥିଲେ

Matthew 12:19

ଏହି ବିବରଣୀ କୁହେ ଯେ କିପରି ଯୀଶୁଙ୍କ କାର୍ଯ୍ୟଗୁଡିକ ଯିଶାଇୟ ଭାବବାଣୀମାନଙ୍କ ମଧ୍ୟରୁ ଗୋଟିଏ ଭାବବାଣୀ ସମ୍ପୁର୍ଣ୍ଣ କଲା ଏହି ଶବ୍ଦଗୁଡିକ ଈଶ୍ଵରଙ୍କ ବାକ୍ୟ ଅଟେ ଯାହା ଯିଶାଇୟ ଭାବବାଦୀ ଲେଖିଥିଲେ #. ସେ.. ତାହାର "ଦାସ" ୧୨:୧୮ #. ଛେଚା ନଳ ଭାଙ୍ଗିବେ ନାହିଁ "ସେ ଦୁର୍ବଳ ଲୋକମାନଙ୍କୁ ଆଘାତ କରିବେ ନାହିଁ" (ଦେଖନ୍ତୁ: ରୁପକ) #. ଭାଙ୍ଗିଲେ "ଅର୍ଦ୍ଧ ଭାଙ୍ଗିଲା କିମ୍ବା ନଷ୍ଟ ହୋଇଥିବା" #. ସଧୁମ ସଳିତା ଲିଭିଯାଇଥିଲା ପରେ ଏକ ବତୀର ଫିତା, ଦୁର୍ବଳ କିମ୍ବା ସାହାଯ୍ୟହୀନ ଲୋକମାନଙ୍କୁ ସୁଚାଏ (ଦେଖନ୍ତୁ:ରୁପକ) #. ପର୍ଯ୍ୟନ୍ତ ଏହା ଏକ ନୁତନ ବାକ୍ୟ ଦ୍ଵାରା ଅନୁବାଦ କରାଯାଇପାରେ: "ଏହା ଯାହା ନ ହେବା ପର୍ଯ୍ୟନ୍ତ ସେ କରିବେ" #. ସେ ବିଜୟ ନିମନ୍ତେ ନ୍ୟାୟବିଚାରକୁ ପଠାଇବେ "ସେ ଲୋକମାନଙ୍କୁ ହୃଦବୋଧ କରିଲେ ଯେ ମୁଁ ଯଥାର୍ଥ ଅଟେ"

Matthew 12:22

ଏହା ଫାରୁଶିୟମାନଙ୍କ ବିବରଣୀକୁ ଆରମ୍ଭ କରେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. କେହିଜଣେ ଅନ୍ଧ ଏବଂ ମୁକ "କେହିଜଣେ ଯିଏ ଦେଖିପାରୁନଥିଲେ କିମ୍ବା କଥା କହିପାରୁନଥିଲେ" #. ସମସ୍ତ ଗହଳି ଚକିତ ହେଲେ "ସମସ୍ତ ଲୋକମାନେ ଯେଉଁମାନେ ଯୀଶୁଙ୍କୁ ବ୍ୟକ୍ତିକୁ ସୁସ୍ଥ କରିବାର ଦେଖିଥିଲେ ଚକିତ ହେଲେ"

Matthew 12:24

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ଏହି ଆଶ୍ଚର୍ଯ୍ୟ କର୍ମ ଅନ୍ଧବ୍ୟକ୍ତି, ବଧିର, ଏବଂ ଭୁତଗ୍ରସ୍ତ ହୋଇଥିବା ବ୍ୟକ୍ତିକୁ ସୁସ୍ଥ କରିବାର ଆଶ୍ଚର୍ଯ୍ୟ କର୍ମ #. ଏହି ବ୍ୟକ୍ତି ଭୁତପତି ବାଳଜିବୁଲ ର ବିନା ସାହାଯ୍ୟରେ ବହୁତ ଛଡାଏ ନାହିଁ "ଏହି ଲୋକଟି କେବଳ ଭୁତକୁ ତଡିଦେଇପାରେ କାରଣ ସେ ଜଣେ ବାଳଜିବୁଲର ଦାସ ଥିଲେ" #. ଏହି ବ୍ୟକ୍ତି ଫାରୁଶିୟମାନେ ଏହା ଦେଖାଇବା ପାଇଁ ଯେ ସେମାନେ ତାହାଙ୍କୁ ପରିତ୍ୟାଗ କରିଛନ୍ତି, ଯୀଶୁଙ୍କ ନାମକୁ ଡାକିବାର ପରିବର୍ଜନ କଲେ #. ସେମାନଙ୍କ......ସେମାନଙ୍କୁ ଫାରୁଶିୟମାନେ

Matthew 12:26

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ କ୍ରମାଗତ ରହିଛି । ଏହି ଘଟଣା ୫:୧ରେ ଆରମ୍ଭ ହେଲା । #. ଲୋକାମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ “ଲୋକମାନେ ଦୀପକୁ ଜାଳନ୍ତି ନାହିଁ ।” #. ଦୀପ ଏହା ଏକ ଫିତା ଏବଂ ଜାଳିବା ନିମନ୍ତେ ଓଲିଭ୍ ତେଲ ସହ ଛୋଟ ଗିନା ଅଟେ । ଏକ ଗୁରୁତ୍ଵପୁର୍ଣ ବିଷୟ ଏହା ଅଟେ ଯେ ଏହା ଆଲୋକ ଦିଏ । #. ମାଣ ତଳେ ରଖନ୍ତି “ଦୀପକୁ ମାଣ ତଳେ ରଖିବା ।” ଏହା ଏକ କଥନ ଅଟେ, ଏହା ମୁର୍ଖତା ଅଟେ ଯେ ଦୀପକୁ ତିଆରି କରି ତାହାକୁ ଲୁଚାଇ ରଖିବା ଯେପରି ଲୋକମାନେ ଦୀପର ଆଲୋକକୁ ଦେଖିପାରିବେ ନାହିଁ ।"

Matthew 12:28

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ତୁମ୍ଭମାନଙ୍କ ଉପରେ ଫାରୁଶିୟମାନଙ୍କ ଉପରେ #. ବଳବାନ ଲୋକକୁ ପ୍ରଥମେ ନ ବାନ୍ଧିବା ଦ୍ଵାରା "ପ୍ରଥମେ ବଳବାନ ଲୋକର ନିୟନ୍ତ୍ରଣ ନେବା ବ୍ୟତୀତ" #. ଯିଏ ମୋହର ସାହିତ ନାହିଁ "ଯିଏ ମୋତେ ସମର୍ଥନ କରେ ନାହିଁ" କିମ୍ବା "ଯିଏ ମୋ ସାହିତ କାମ କରେ ନାହିଁ" #. ମୋ ବିରୁଦ୍ଧରେ ଅଛି "ମୋ ବିରୁଦ୍ଧରେ କାମ କରେ" କିମ୍ବା "ମୋର କାମକୁ ବିନାଶ କରେ" #. ସଂଗ୍ରହ କରିବା ଏହା "ଶସ୍ୟ ଅମଳକୁ ସଂଗ୍ରହ କରିବା ଶବ୍ଦ ନିମନ୍ତେ ଏକ ସାଧାରଣ ଶୀର୍ଷକ ଅଟେ (ଦେଖନ୍ତୁ:ରୁପକ)

Matthew 12:31

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ତୁମ୍ଭମାନକୁ ଫାରୁଶିୟମାନଙ୍କୁ #. #. ମନୁଷ୍ୟମାନଙ୍କ ପ୍ରତ୍ୟେକ ପାପ ଏବଂ ନିନ୍ଦାକୁ କ୍ଷମା କରାଯାଇପାରିବ “ମନୁଷ୍ୟ କରୁଥିବା ପ୍ରତ୍ୟେକ ପାପ ଏବଂ ନିନ୍ଦାକୁ ଈଶ୍ଵର କ୍ଷମା କରିବେ” କିମ୍ବା “ଈଶ୍ଵର ସମସ୍ତଙ୍କୁ କ୍ଷମା କରିବେ ଯେଉଁମାନେ ପାପ ଏବଂ ନିନ୍ଦା କରନ୍ତି” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକୁ କ୍ଷମା କରାଯାଇପାରିବ ନାହିଁ “ଈଶ୍ଵର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକୁ କ୍ଷମା କରିବେ ନାହିଁ” #. ଏବଂ ଯେକେହି ମନୁଷ୍ୟ ପୁତ୍ରର ବିରୁଦ୍ଧରେ କୌଣସସୀ କଥା କହନ୍ତି, ସେଗୁଡିକ ନିମନ୍ତେ ତାହାକୁ କ୍ଷମା ହେବ “ଈଶ୍ଵର ମନୁଷ୍ୟପୁତ୍ରର ବିରୁଦ୍ଧରେ କୁହାଯାଇଥିବା କୌଣସସୀ କଥାକୁ କ୍ଷମା କରିବେ” #. ଏହି ଜଗତ... ଯାହା ଆସିବାର ଅଛି ବିକଳ୍ପ ଅନୁବାଦ: “ଏହି ସମୟ.....ଯେଉଁ ସମୟ ଆସୁଅଛି”

Matthew 12:33

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ବୃକ୍ଷକୁ ଭଲ କୁହ କିମ୍ବା ତାହାର ଫଳକୁ ଭଲ କୁହ, କିମ୍ବା ବୃକ୍ଷକୁ ମନ୍ଦ କର କିମ୍ବା ତାହାର ଫଳକୁ ମନ୍ଦ କୁହ “ନିର୍ଣ୍ଣୟ କର ଯେ ଫଳ ଭଲ ଅଟେ ଏବଂ ବୃକ୍ଷ ମଧ୍ୟ ଭଲ ଅଟେ, କିମ୍ବା ଫଳ ମନ୍ଦ ଅଟେ ଏବଂ ବୃକ୍ଷମଧ୍ୟ ମନ୍ଦ ଅଟେ” #. ଭଲ....ମନ୍ଦ ଏହାର ଅର୍ଥ ୧) “ସୁସ୍ଥ.. ଅସୁସ୍ଥ” କିମ୍ବା ୨) ଭକ୍ଷଣୀୟ......ଅଭକ୍ଷଣୀୟ” #. ଏକ ବୃକ୍ଷ ତାହାର ଫଳ ଦ୍ଵାରା ଜଣାପଡେ ଏହାର ଅର୍ଥ ୧) “ଲୋକମାନେ ଫଳ ଦେଖିବା ଦ୍ଵାରା ଜାଣନ୍ତି ଯେ ବୃକ୍ଷ ସୁସ୍ଥ ଅଟେ ନା ନାହିଁ” କିମ୍ବା ୨)ଲୋକମାନେ ତାହାର ଫଳ ଦ୍ଵାରା ଜାଣନ୍ତି ଯେ ବୃକ୍ଷ କିପ୍ରକାର ଅଟେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତୁମ୍ଭେମାନେ....ତୁମ୍ଭେମାନେ ଫାରୁଶିୟମାନେ #. ହୃଦୟର ପୁର୍ଣ୍ଣତାରୁ ମୁଖ କଥା କହେ “ଏକ ବ୍ୟକ୍ତି କେବଳ ସେହି କଥା କହେ ଯାହା ତାହାର ହୃଦୟରେ ଥାଏ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଉତ୍ତମ ଭଣ୍ଡାର....ମନ୍ଦ ଭଣ୍ଡାର “ଧାର୍ମିକ ଚିନ୍ତାଗୁଡିକ...ମନ୍ଦ ଚିନ୍ତାଗୁଡିକ” (ଦେଖନ୍ତୁ:ରୁପକ)

Matthew 12:36

ଏହା ଫାରୁଶିୟମାନଙ୍କ ବିବରଣୀକୁ ଅବିରତ ରଖେ ଯେଉଁମାନେ କହନ୍ତି ଯେ ଏହା ଶୟତାନର ଶକ୍ତି ଦ୍ଵାରା ଯାହା ଏହି ବ୍ୟକ୍ତିକୁ ସୁସ୍ଥ କଲା #. ତୁମ୍ଭେମାନେ...ତୁମ୍ଭମାନଙ୍କର ଫାରୁଶିୟମାନେ #. ଲୋକମାନେ ଏହା ନିମନ୍ତେ ଏକ ଉତ୍ତର ଦେବେ
"ଈଶ୍ଵର ସେମାନଙ୍କୁ ବିଷୟରେ ପଚାରିବେ" କିମ୍ବା "ଈଶ୍ଵର ମାନକୁ ବିଚାର କରିବେ" #. ନିଷ୍କ୍ରିୟ "ବ୍ୟବହାରହୀନ" ବିକଳ୍ପ ଅନୁବାଦ: "କ୍ଷତିକାରକ" (ଦେଖନ୍ତୁ:UDB) #. ସେମାନେ "ଲୋକମାନେ" #. ତୁମ୍ଭେମାନେ ନିର୍ଦ୍ଦୋଶ ହେବ.....ତୁମ୍ଭେମାନେ ଦୋଷୀ ହେବ "ଈଶ୍ଵର ତୁମ୍ଭମାନଙ୍କୁ ନିର୍ଦ୍ଦୋଶୀ କରିବେ........ଈଶ୍ଵର ତୁମ୍ଭମାନଙ୍କୁ ଦୋଷୀ କରିବେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 12:38

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରୁଥିଲେ କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ଇଚ୍ଛା "ଚାହିଁବ" #. ଦୁଷ୍ଟ ଏବଂ ବ୍ୟଭିଚାରୀ ବଂଶ ବର୍ତ୍ତମାନ ସମୟରେ ରହୁଥିବା ଲୋକମାନେ ମନ୍ଦକୁ ପ୍ରେମ କରନ୍ତି ଏବଂ ଈଶ୍ଵରଙ୍କ ନିକଟରେ ଅବିଶ୍ବସ୍ତ ଅଟନ୍ତି #. କୌଣସୀ ଚିହ୍ନ ଦିଆଯିବ ନାହିଁ "ଏହି ଦୁଷ୍ଟ ଏବଂ ବ୍ୟଭିଚାରୀ ପିଢୀକୁ କୌଣସୀ ଚିହ୍ନ ଦିଆଯିବ ନାହିଁ (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯୁନସଙ୍କ ଚିହ୍ନ ଏହାକୁ ଏପରି ଅନୁବାଦ କରାଯାଇପାରେ "ଯୁନସକୁ କ'ଣ ଘଟିଲା" କିମ୍ବା "ଈଶ୍ଵର ଯେଉଁ ଆଶ୍ଚର୍ଯ୍ୟ କର୍ମ ଯୁନସପ୍ରତି କରିଥିଲେ" (ଦେଖନ୍ତୁ:ରୁପକ) #. ଭୁଗର୍ଭରେ ଭୌତିକ କବରରେ (ଦେଖନ୍ତୁ:ବାକ୍ୟାଂଶ)

Matthew 12:41

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରିବା ଅବିରତ ରଖନ୍ତି କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ନିନୀବୀର ଲୋକମାନେ ଠିଆହେବେ....ଏହି ପିଢୀ ସହିତ.... ଏବଂ ଦୋଷୀ ସାବ୍ୟସ୍ତ କରିବେ ଏକାନ୍ତର ଅନୁବାଦ: “ନୀନିବୀର ଲୋକମାନେ ଏହି ପିଢୀକୁ ଦୋଷୀ କରିବେ....ଏବଂ ଈଶ୍ଵର ସେମାନଙ୍କ ଦୋଷାର୍ପଣକୁ ଶୁଣି ତୁମ୍ଭମାନଙ୍କୁ ଦଣ୍ଡ ଦେବେ” କିମ୍ବା ଈଶ୍ଵର ଉଭୟ ନୀନିବୀର ଲୋକମାନଙ୍କୁ.....ଏବଂ ଏହି ପିଢୀର ପାପକୁ ବିଚାର କରିବେ, କିନ୍ତୁ ସେମାନେ ଅନୁତାପ କରିଥିଲେ ଏବଂ ତୁମ୍ଭେମାନେ କରିନଥିଲ, ସେ କେବଳ ତୁମ୍ଭମାନଙ୍କୁ ବିଚାର କରିବେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଏହି ପିଢୀ ଯୀଶୁ ପ୍ରଚାର କରୁଥିବା ସମୟରେ ଯେଉଁ ଲୋକମାନେ ରହୁଥିଲେ (ଦେଖନ୍ତୁ:ରୁପକ) #. କେହିଜଣେ ମହାନ୍ “କେହିଜଣେ ଅଧିକ ମହାନ୍”

Matthew 12:42

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରିବା ଅବିରତ ରଖନ୍ତି କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ଦକ୍ଷିଣ ଦେଶର ରାଣୀ...ଏହି ପିଢୀର ଲୋକମାନଙ୍କ ଉଠିବେଏବଂ ଦୋଷୀ କରିବେ ବିକଳ୍ପ ଅନୁବାଦ: "ଦକ୍ଷିଣ ଦେଶର ରାଣୀ ଏହି ପିଢୀକୁ ଦୋଷୀ କରିବ....ଏବଂ ଈଶ୍ଵର ତାହାର ଦୋଷକୁ ଶୁଣିବେ ଏବଂ ତୁମ୍ଭମାନଙ୍କୁ ଦୋଷୀ କରିବେ" କିମ୍ବା ଈଶ୍ଵର ଦକ୍ଷିଣ ଦେଶର ଉଭୟ ରାଣୀକୁ.....ଏବଂ ଏହି ପିଢୀକୁ ବିଚାର କରିବେ, କିନ୍ତୁ ସେ ରାଜା ସଲୋମୋନଙ୍କ ଶୁଣିବାକୁ ଆସିଥିଲେ ଏବଂ ତୁମ୍ଭେମାନେ କରିନଥିଲ, ସେ କେବଳ ତୁମ୍ଭମାନଙ୍କୁ ବିଚାର କରିବେ” (ଦେଖନ୍ତୁ:ଲକ୍ଷଣସୁଚକ ଭାବ, ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ଦକ୍ଷିଣ ଦେଶର ରାଣୀ ଏହା ଏକ ବିଜାତୀୟ ରାଜ୍ୟର ରାଣୀ ଶିବାକୁ ସୁଚାଏ (ଦେଖନ୍ତୁ:ଅନୁବାଦିତ ନାମଗୁଡିକ, ଅଜଣା ଅନୁବାଦ) #. ସେ ପୃଥିବୀର କୋଣରୁ ଆସିଥିଲେ "ସେ ବହୁ ଦୁରରୁ ଆସିଥିଲେ" (ଦେଖନ୍ତୁ:ବାକ୍ୟାଂଶ) #. ଏହି ପିଢୀ ଯୀଶୁ ପ୍ରଚାର କରୁଥିବା ସମୟରେ ରହୁଥିବା ଲୋକମାନେ (ଦେଖନ୍ତୁ:ରୁପକ) #. କେହିହଜନେ ମହାନ୍ "କେହିଜଣେ ଅଧିକ ମହାନ"

Matthew 12:43

ଯୀଶୁ ଅବିଶ୍ଵାସ କରୁଥିବା ଶାସ୍ତ୍ରୀମାନଙ୍କୁ ଏବଂ ଫାରୁଶିୟମାନଙ୍କୁ ଉତ୍ସର୍ନା କରିବା ଅବିରତ ରଖନ୍ତି କାରଣ ସେମାନେ ଦାବି କରୁଥିଲେ ଯେ ସେ ଅନ୍ଧ, ଏବଂ ଭୁତଗ୍ରସ୍ଥକୁ ସୁସ୍ଥ କଲା ପରେ, ଏକ ଚିହ୍ନ ଦେଖାନ୍ତୁ #. ପାଣି ନଥିବା ସ୍ଥାନ “ଶୁଷ୍କ ସ୍ଥାନ” କିମ୍ବା “ସ୍ଥାନରେ ଯେଉଁଠାରେ ଲୋକମାନେ ରହନ୍ତି” (ଦେଖନ୍ତୁ:UDB) #. ତାହା ପାଏ ନାହିଁ “କୌଣସୀ ବିଶ୍ରାମସ୍ଥାନ ପାଏ ନାହିଁ” #. ଏହା କହେ “ଅଶୁଚୀ ଆତ୍ମାକହେ” #. ସେହି ଗୃହଟି ମାର୍ଜିତ ଏବଂ ସୁଶୋଭିତ ପାଏ ବିକଳ୍ପ ଅନୁବାଦ: “ଅଶୁଚୀ ଆତ୍ମା କେହିଜଣକୁ ଗୃହରେ ମାର୍ଜିତ କରୁଥିବାର ପାଏ ଏବଂ ସମସ୍ତ ବସ୍ତୁ ଯେଉଁ ଜାଗାର ଅଟେ ସେହି ଜାଗାରେ ରଖିଥାଏ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

Matthew 12:46

ଯୀଶୁଙ୍କ ମାତ ଏବଂ ଭାଇର ଆସିବାର ତାହାଙ୍କ ନିମନ୍ତେ ଏକ ଆତ୍ମିକ ପରିବାର ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ସୁଯୋଗ ଅଟେ #. ତାହାଙ୍କ ମାତା ଯୀଶୁଙ୍କ ଜାଗତିକ ମାତା #. ତାହାଙ୍କ ଭାଇମାନେ ଏହାର ଅର୍ଥ ୧) ଏକ ପରିବାରର କିମ୍ବା ବୃହତ୍ ପରିବାରରେ ଥିବା ଭାଇମାନେ (ଦେଖନ୍ତୁ:UDB) କିମ୍ବା ୨)ଇସ୍ରାଏଲ ରେ ଥିବା ଅତି ଘନିଷ୍ଟ ବନ୍ଧୁମାନେ କିମ୍ବା ସଦସ୍ୟମାନେ #. ଖୋଜୁଅଛି "ଚାହୁଁଅଛି"

Matthew 12:48

ଯୀଶୁଙ୍କ ମାତ ଏବଂ ଭାଇର ଆସିବାର ତାହାଙ୍କ ନିମନ୍ତେ ଏକ ଆତ୍ମିକ ପରିବାର ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ସୁଯୋଗ ଅଟେ #. ତାହାକୁ ଯିଏ ତାହାଙ୍କୁ କହିଲେ "ଯେଉଁ ବ୍ୟକ୍ତି ଯିଏ ଯୀଶୁଙ୍କୁ କହିଲେ ଯେ ତାହାଙ୍କ ମାତା ଏବଂ ଭାଇମାନେ ତାହାଙ୍କୁ ଦେଖିବା ପାଇଁ ଅପେକ୍ଷା କରୁଛନ୍ତି" #. କିଏ ମୋହର ମାତା? ଏବଂ କିଏ ମୋହର ଭାଇମାନେ ? ବିକଳ୍ପ ଅନୁବାଦ: "ମୁଁ ତୁମ୍ଭମାନଙ୍କୁ କହିବି କିଏ ମୋହର ପ୍ରକୃତ ମାତା ଏବଂ କିଏ ମୋହର ପ୍ରକୃତ ଭାଇମାନେ ଅଟନ୍ତି" (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ଯେକେହି "କେହିଜଣେ"