Matthew 11

Matthew 11:1

ଏହି ଭାଗ ଯୀଶୁ କିପରି ବାପ୍ତିଜକ ଯୋହନଙ୍କୁ ପ୍ରତିଉତ୍ତର ଦେଲା ସେହି ବିଷୟରେ କାହାଣୀର ଆରମ୍ଭ ଅଟେ #. ଏହିପରି ହେଲା ଯେ ଏହି ବାକ୍ୟାଂଶଟି ବିବରଣୀର ଆରମ୍ଭକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଅଛି #. ଯଦି ଆପଣଙ୍କ ଭାଷାରେ ଏକ ବିବରଣୀର ଆରମ୍ଭ କରିବାର ଉପାୟ ଥାଏ, ଆପଣମାନେ ତାହା କରିପାରନ୍ତି ଏହା ଏପରି ଅନୁବାଦ ହୋଇପାରେ "ତା'ପରେ କିମ୍ବା "ତାହା ପରେ" #. ନିର୍ଦ୍ଦେଶ ଦେବା ଏହି ଶବ୍ଦକୁ ଏପରି ଅନୁବାଦ କରାଯାଇପାରେ "ଶିଖାଦେଉଅଛନ୍ତି" କିମ୍ବା "ଆଜ୍ଞା ଦେଉଅଛନ୍ତି" #.ତାହାଙ୍କ ବାର ଶିଷ୍ୟମାନେ ଏହା ଯୀଶୁ ମନୋନୀତ କରିଥିବା ବାରଜଣ ଶିଷ୍ୟମାନଙ୍କୁ ସୁଚାଯାଏ #. ବର୍ତ୍ତମାନ "ସେହି ସମୟରେ" ଏହାକୁ ମଧ୍ୟ ବାଦ୍ ଦିଆଯାଇପାରିବ #. ବିଷୟରେ ଯେତେବେଳେ କାରାଗାରରେ ଥିବା ଯୋହନ ଶୁଣିଲେ ବିକଳ୍ପ ଅନୁବାଦ: "ଯେତେବେଳେ ଯୋହନ, ଯିଏ କାରାଗାରରେ ଥିଲେ, ବିଷୟରେ ଶୁଣିଲେ" କିମ୍ବା ଯେତେବେଳେ କେହିଜଣେ ସେହି ଯୋହନଙ୍କୁ ବିଷୟରେ କହିଲେ, ଯିଏ କାରାଗାରରେ ଥିଲେ" #. ସେ ତାହାଙ୍କ ଶିଷ୍ୟମାନଙ୍କ ଦ୍ଵାରା ସମ୍ବାଦ ପଠାଇଲେ ବାପ୍ତିଜକ ଯୋହନ ଆପଣା ଶିଷ୍ୟମାନଙ୍କ ଦ୍ଵାରା ଯୀଶୁଙ୍କ ନିକଟକୁ ସମ୍ବାଦ ପଠାଇଲେ #. ଏବଂ ତାହାଙ୍କୁ କହିଲେ "ତାହାଙ୍କୁ"ସର୍ବନାମ ଯୀଶୁଙ୍କୁ ସୁଚାଏ #. ଆଗମନ କରୁଥିବା ବ୍ୟକ୍ତି ତୁମ୍ଭେ ଅଟ କି “ଆସନ୍ତା ଜଣେ” କିମ୍ବା “ଜଣେ ଯାହାକୁ ଆସିବା ପାଇଁ ଆମ୍ଭେ ଅପେକ୍ଷା କରୁଅଛୁ,” ଏହା ଖ୍ରୀଷ୍ଟଙ୍କ ନିମନ୍ତେ ବର୍ଣ୍ଣିତ ଭାବ ଅଟେ (“ଖ୍ରୀଷ୍ଟ,” UDB) #. ଆମ୍ଭେମାନେ ଅପେକ୍ଷା କରିବା ଉଚିତ୍ “ଆମ୍ଭେମାନେ ଆଶା କରିବା ଉଚିତ୍” “ଆମ୍ଭେମାନେ” ସର୍ବନାମ ସମସ୍ତ ଯିହୁଦୀମାନଙ୍କୁ ସୁଚାଏ, କେବଳ ଯୋହନଙ୍କ ଶିଷ୍ୟମାନଙ୍କୁ ନୁହେଁ ।

Matthew 11:4

ଏହା ଯୀଶୁ ବାପ୍ତିଜକ ଯୋହନଙ୍କୁ ଉତ୍ତର ଦେବା ବିବରଣୀକୁ ସମାପ୍ତ କରେ #. ଯୋହନଙ୍କୁ ବିବରଣୀ ଦେଲେ ଯୋହନଙ୍କୁ କହିଲେ

Matthew 11:7

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥାକହିବାର ଆରମ୍ଭ କରନ୍ତି । #. ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରି ଯାଇଥିଲ ଯୀଶୁ ଲୋକମାନଙ୍କୁ ଚିନ୍ତା କରାଇବା ପାଇଁ ଯେ ବାପ୍ତିଜକ ଯୋହନ କିପ୍ରକାର ବ୍ୟକ୍ତି ଥିଲେ, ଏହି ବାକ୍ୟାଂଶକୁ ତିନି ଗୋଟି ପ୍ରଭାବିତ ପ୍ରଶ୍ନଗୁଡିକରେ ବ୍ୟବହାର କରିଛନ୍ତି । ଏହାକୁ ଏପରି ଅନୁବାଦ କରାଯାଇପାରିବ "କଅଣ ତୁମ୍ଭେ ବାହାରକୁ ଦେଖିବାକୁ ଯାଇଥିଲ.....? ଅବଶ୍ୟ ନୁହେଁ!" କିମ୍ବା ନିଶ୍ଚୟ ଆପଣମାନେ ଦେଖିବାକୁ ବାହାରକୁ ଯାଇନଥିଲ.....!" (ଦେଖନ୍ତୁ: ପ୍ରଭାବ ପ୍ରଶ୍ନ) #. ପବନରେ ଦୋହଲୁଥିଲା ଏକ ନଳ
ଏହାର ଅର୍ଥ ୧)ହୋଇପାରେ ଯର୍ଦ୍ଦନ ନଦୀ ନିକଟସ୍ଥ ପ୍ରକୃତ ଉଦ୍ଭିଦଗୁଡିକ (ଦେଖନ୍ତୁ UDB) କିମ୍ବା ୨) ଏକ ପ୍ରକାର ବ୍ୟକ୍ତି ନିମନ୍ତେ ଏକ ରୁପକ ଅଟେ: “ଏକ ବ୍ୟକ୍ତି ଯିଏ ପବନରେ ଦୋହଲୁଥିଲା ଏକ ନଳ ପରି” (ଦେଖନ୍ତୁ:ତୁଳନାତ୍ମକ ଭାବ) ଏହି ତୁଳନାତ୍ମକ ଭାବର ସମ୍ଭବତଃ ଦୁଇ ଅର୍ଥ ଥାଇପାରେ: ସେପରି ବ୍ୟକ୍ତି ୧)ପବନ ଦ୍ଵାରା ସହଜରେ ଦୋହଲି ପାରିବ, ସହଜରେ ତାହାର ମନକୁ ବଦଳିବା ପାଇଁ ଏକ ରୁପକ, କିମ୍ବା ୨)ଯେତେବେଳେ ପବନ ବହିଥାଏ, ଉଚ୍ଚ ଶବ୍ଦ ହୋଇଥାଏ, ଅଧିକ କଥା କହିବା କିନ୍ତୁ ଗୁରୁତ୍ଵପୁର୍ଣ୍ଣ କଥା ନ କହିବା ନିମନ୍ତେ ଏକ ରୁପକ ଅଟେ (ଦେଖନ୍ତୁ:ରୁପକ) #. ନଳ “ଉଚ୍ଚ, ତୃଣଯୁକ୍ତ ଉଦ୍ଭିଦ” #. ସୁକ୍ଷ୍ମ ବସ୍ତ୍ରରେ ପରିଧାନ କରିବା “ଅଧିକ ମୁଲ୍ୟବାନ୍ ବସ୍ତ୍ର ପରିଧାନ କରିବା” ଧନୀ ଲୋକମାନେ ଏହି ପ୍ରକାର ବସ୍ତ୍ର ପିନ୍ଧନ୍ତି #. ପ୍ରକୃତରେ ଏହି ଶବ୍ଦ, ବହୁବାର “ଆଉଦେଖ” ରେ ଅନୁବାଦ ହୋଇଅଛି ଯାହା ଅନୁସରଣ କରିବା ନିମନ୍ତେ ଗୁରୁତ୍ଵ ଭାବରେ ଯୁକ୍ତ କରାଯାଏ ବିକଳ୍ପ ଅନୁବାଦ: “ବାସ୍ତବରେ”

Matthew 11:9

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥାକହିବା କ୍ରମାଗତ ରହିଛି #. କିନ୍ତୁ ତୁମ୍ଭେମାନେ କଅଣ ଦେଖିବାକୁ ଯାଇଥିଲ ଏହା ବାପ୍ତିଜକ ଯୋହନଙ୍କ ବିଷୟରେ ପ୍ରଭାବିତ ପ୍ରଶ୍ନଗୁଡିକର ଏକ କର୍ମକୁ ଅବିରତ ରଖେ (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କିନ୍ତୁ ତୁମ୍ଭେମାନେ କଅଣ ଦେଖିବାକୁ ଯାଇଥିଲ କଅଣ ଭାବବାଦୀକୁ ?ହଁ, ମୁଁ ତୁମ୍ଭମାନଙ୍କୁ କହୁଅଛି ଉଭୟ ବିଷୟରେ ବହୁବଚାନ "ତୁମ୍ଭେମାନେ" ସର୍ବନାମଟି ଜନଗହଳିକୁ ସୁଚାଏ #. ଭାବବାଦୀଠାରୁ ଶ୍ରେଷ୍ଠ "ଏକ ସାଧାରଣ ଭାବବାଦୀ ନୁହେଁ" କିମ୍ବା ସାଧାରଣ ଭାବବାଦୀଠାରୁ ଶ୍ରେଷ୍ଠ ଅଟେ" #. ଏହା ସେ ଅଟନ୍ତି "ଏହା" ବାପ୍ତିଜକ ଯୋହନକୁ ସୁଚାଏ #. ସେ ଯାହାଙ୍କ ବିଷୟରେ ଲେଖାଯାଇଥିଲା ପରବର୍ତ୍ତୀ ବାକ୍ୟାଂଶରେ "ସେ" ସର୍ବନାମଟି "ମୋର ସମ୍ବାଦବାହକ"ଙ୍କୁ ସୁଚାଏ #. ଦେଖ, ମୁଁ ମୋହର ସମ୍ବାଦବାହକଙ୍କୁ ତୁମ୍ଭର ସମ୍ମୁଖରେ ପଠାଉଅଛି, ଯିଏ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ ଯୀଶୁ ମଲାଖୀ ଭାବବାଦୀରୁ ଉଲ୍ଲେଖ କରିଛନ୍ତି ଏବଂ କହୁଛନ୍ତି ଯେ ମଲାଖୀର ୩:୧ରେ ଯୋହନ ସେହି ସମ୍ବାଦବାହକ ଥିଲେ । #. ମୁଁ ମୋହର ସମ୍ବାଦବାହକକୁ ପଠାଉଅଛି "ମୁଁ" ଏବଂ "ମୋର" ସର୍ବନାମଟି ଈଶ୍ଵରଙ୍କୁ ସୁଚାଏ ଏହି ପୁରାତନ ନିୟମର ଭାବବାଣୀର ଲେଖକ ଯାହା ଈଶ୍ଵର କହିଛନ୍ତି ତାହା ଉଲ୍ଲେଖ କରିଛନ୍ତି । #. ତୁମ୍ଭ ସମ୍ମୁଖରେ "ତୁମ୍ଭ ପୁର୍ବରୁ" କିମ୍ବା "ତୁମ୍ଭ ସମ୍ମୁଖରେ ଯିବେ" "ତୁମ୍ଭ" ସର୍ବନାମଟି ଏକବଚନ ଅଟେ, ଯେହେତୁ #. ଯେହେତୁ ପାଠ୍ୟରେ ଈଶ୍ଵର ମସିହାଙ୍କୁ କଥା ହେଉଥିଲେ (ଦେଖନ୍ତୁ: ତୁମ୍ଭ ଶବ୍ଦର ପ୍ରକ୍ରିୟା)

Matthew 11:11

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥାକହିବାକ୍ରମାଗତ ରହିଛି #. ସ୍ତ୍ରୀ ଗର୍ଭଜାତ ସମସ୍ତଙ୍କ ମଧ୍ୟରେ "ସେମାନଙ୍କ ମଧ୍ୟରେ ଯେଉଁମାନଙ୍କୁ ସ୍ତ୍ରୀମାନେ ଜନ୍ମ ଦେଇଛନ୍ତି" କିମ୍ବା "ସମସ୍ତ ଲୋକମାନେ ଯେଉଁମାନେ ଆଜିପର୍ଯ୍ୟନ୍ତ ବଂଚିଛନ୍ତି" (ଦେଖନ୍ତୁ: UDB) #. ବାପ୍ତିଜକ ଯୋହନଙ୍କଠାରୁ କେହିହେଲେ ଶ୍ରେଷ୍ଠ ନୁହନ୍ତି ଏଠାରେ : "ବାପ୍ତିଜକ ଯୋହନ ଶ୍ରେଷ୍ଠ ଅଟନ୍ତି" #. ସ୍ଵର୍ଗ ରାଜ୍ୟରେ ରାଜ୍ୟର ଭାଗ ଯାହା ଈଶ୍ଵର ସ୍ଥାପିତ କରିବେ AT:ଯେଉଁମାନେ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବେ" #. ତାହାଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି "ଯୋହନଙ୍କ ଠାରୁ ଅଧିକ ଗୁରୁତ୍ଵପୁର୍ଣ୍ଣ ଅଟନ୍ତି" #. ଯୋହନଙ୍କ ଦିନ ଠାରୁ ଆଜି ପର୍ଯ୍ୟନ୍ତ "ଯୋହନ ସମ୍ବାଦ ପ୍ରଚାର ଆରମ୍ଭ କରିବା ଦିନ ଠାରୁ" #. ସ୍ଵର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି, ଏବଂ ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ଅଧିକାର କରୁଛନ୍ତି ସମ୍ଭବତଃ ଅର୍ଥଗୁଡିକ ହେଲା ୧) ପରାକ୍ରମୀମାନେ ପରାକ୍ରମରେ ବ୍ୟବହାର କଲେ (ଦେଖନ୍ତୁ UDB) କିମ୍ବା ୨) “ଲୋକମାନେ ସ୍ଵର୍ଗ ରାଜ୍ୟ ବିଷୟଗୁଡିକୁ ତାଡନା କରିବେ, ଏବଂ ପରାକ୍ରମୀମାନେ ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି” କିମ୍ବା ୩) “ସ୍ଵର୍ଗ ରାଜ୍ୟ ଅତି ଶକ୍ତିଯୁକ୍ତ ଭାବରେ ଆଗକୁ ଗତି କରୁଅଛି, ଏବଂ ଶକ୍ତିଯୁକ୍ତ ଲୋକମାନେ ଏହାର ଭାଗ ହେବାକୁ ଇଛା କରନ୍ତି”

Matthew 11:13

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥାକହିବାକ୍ରମାଗତ ରହିଛି #. ବ୍ୟବସ୍ଥା "ମୋଶାଙ୍କ ବ୍ୟବସ୍ଥା" #. ଯୋହନ "ବାପ୍ତିଜକ ଯୋହନ" #. ଏବଂ ଯଦି ତୁମ୍ଭେ "ତୁମ୍ଭେ" ସର୍ବନାମଗହଳିରେ ଥିବା ଲୋକମାନଙ୍କୁ ସୁଚାଏ #. ଥିବା ଏଲିୟ ଭାବବାଣୀକୁ ଅନୁରୁପ କରନ୍ତି "ଏହା" ଶବ୍ଦଟି ବାପ୍ତିଜକ ଯୋହନଙ୍କୁ" ସୁଚାଏ ଏହି ବାକ୍ୟାଂଶ ଲକ୍ଷଣସୁଚକ ଶବ୍ଦ ଏହା କୁହେ ଯେ ବାପ୍ତିଜକ ଯୋହନ ପୁରାତନ ନିୟମରେ ଏଲୀୟଙ୍କୁ ପ୍ରତିନଧି କରେ କିନ୍ତୁ ଏହା କୁହେ ନାହିଁ ଯେ ବାପ୍ତିଜକ ଯୋହନ ପ୍ରକୃତରେ ଏଲୀୟ ଥିଲେ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ଯାହାର ଶୁଣିବା ପାଇଁ କର୍ଣ୍ଣ ଅଛି ସେ ଶୁଣୁ କେତେକ ଭାଷାରେ ଦ୍ଵିତୀୟ ବ୍ୟକ୍ତିର ବ୍ୟବହାର କରିବା ପାଇଁ ଅଧିକ ସ୍ଵାଭାବିକ ଅଟେ: "ତୁମ୍ଭମାନଙ୍କର ଯାହାର କର୍ଣ୍ଣ ଅଛି, ଶୁଣ" (ଦେଖନ୍ତୁ:ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି) #.ସେ ଯାହାର ଶୁଣିବା ପାଇଁ କର୍ଣ୍ଣ ଅଛି "ଯେକେହି ଶୁଣିପାରେ" କିମ୍ବା "ଯେକେହି ମୋହର ଶୁଣେ" #. ସେ ଶୁଣୁ "ସେ ଭଲ ଭାବରେ ଶୁଣୁ" କିମ୍ବା "ମୁଁ ଯାହା କହୁଅଛି ସେ ଧ୍ୟାନର ସହିତ ଶୁଣୁ"

Matthew 11:16

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥା କହିବା କ୍ରମାଗତ ରହିଛି #. ମୁଁ କାହା ସହିତ ତୁଳନା କରୁଅଛି ଏହା ଏକ ପ୍ରଭାବିତ ପ୍ରଶ୍ନର ଆରମ୍ଭ୍ ଅଟେ ଯୀଶୁ ସେହି ଦିନର ଲୋକମାନଙ୍କର ଏବଂ ଯାହା ବଜାର ସ୍ଥାନରେ ପିଲାମାନେ କହିବା ଉଚିତ୍, ଏହା ମଧ୍ୟରେ ତୁଳନାକୁ ପରିଚୟ ଦେବା ପାଇଁ ବ୍ୟବହାର କରୁଛନ୍ତି (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ଏହା ବଜାର ସ୍ଥାନରେ ପିଲାମାନେ ଖେଳିବା ସଦୃଶ ଅଟେ, ଯିଏ ବସନ୍ତି ଏବଂ ପରସ୍ପରକୁ ଡାକନ୍ତିବ ଏହି ତୁଳନାତ୍ମକ ଭାବର ଅର୍ଥ ୧) ଯୀଶୁ "ବଂଶୀ ବଜାଉଥିଲେ" ଏବଂ ଯୋହନ "ଶୋକ କଲେ," କିନ୍ତୁ "ଏହି ପିଢୀ" ନାଚିବାକୁ ଏବଂ ଦୁଃଖ କରିବାକୁ ମନା କଲେ, ଆଜ୍ଞାବହ ପାଇଁ ରୁପକ ଅଟେ, କିମ୍ବା ୨) ଫାରୁଶୀୟମାନେ ଏବଂ ଅନ୍ୟ ଧାର୍ମିକ ନେତାମାନେ ସାଧାରଣ ଲୋକମାନଙ୍କୁ ସେମାନେ ବ୍ୟବସ୍ଥା ପାଳନ ନ କରିବାରୁ ଯାହା ସେମାନେ ମୋଶାଙ୍କ ବ୍ୟବସ୍ଥାରେ ଯୋଗ କରିଥିଲେ ବଚସା କଲେ (ଦେଖନ୍ତୁ:ତୁଳନାତ୍ମକ ଭାବ, ରୁପକ) #. ଏହି ପିଢୀ “ବର୍ତ୍ତମାନ ରହୁଥିବା ଲୋକମାନେ” କିମ୍ବା “ଏହି ଲୋକମାନେ” କିମ୍ବା “ ହେ ଏହି ପିଢୀର ଲୋକମାନେ” (ଦେଖନ୍ତୁ:UDB) #. ବଜାର ସ୍ଥାନ ଏହା ଏକ ବୃହତ୍ ସ୍ଥାନ, ଖୋଲା ସ୍ଥାନ ଯେଉଁଠାରେ ଲୋକମାନେ ସେମାନଙ୍କ ବସ୍ତୁଗୁଡିକ ବିକ୍ରୟ କରିବାକୁ ଆସୁଥିଲେ #. ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ବଂଶୀ ବଜାଇଲୁ “ଆମ୍ଭେମାନେ” ଶବ୍ଦଟି ବଜାରସ୍ଥାନରେ ବସିଥିବା ପିଲାମାନଙ୍କୁ ସୁଚାଏ “ତୁମ୍ଭେମାନେ” ଏହି ପିଢୀକୁ ସୁଚାଏ କିମ୍ବା ଯେଉଁମାନେ ସଙ୍ଗୀତକୁ ଶୁଣନ୍ତି କିନ୍ତୁ ପ୍ରତ୍ୟୁତ୍ତର ଦିଅନ୍ତି ନାହିଁ #. ବଂଶୀ ଏହା ଏକ ଲମ୍ବା, ଫମ୍ପା କିମ୍ବା ପ୍ରତିଧ୍ଵନିତ ଯନ୍ତ୍ର ଅଟେ, ଯେଉଁଥିରେ କିମ୍ବା ଅନ୍ୟ ଶେଷ ପଟରେ ପବନରେ ଫୁଙ୍କିବା ଦ୍ଵାରା ବଜାଯାଏ #. ଏବଂ ତୁମ୍ଭେମାନେ ନାଚିଲ ନାହିଁ “କିନ୍ତୁ ତୁମ୍ଭେମାନେ ସଙ୍ଗୀତ ଶୁଣି ନାଚିଲ ନାହିଁ” #. ଏବଂ ତୁମ୍ଭେମାନେ ବିଳାପ କଲ ନାହିଁ “କିନ୍ତୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବିଳାପ କଲ ନାହିଁ”

Matthew 11:18

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କଥା କହିବାର ଶେଷ କରନ୍ତି ।
#. ରୋଟି ଖାଇଲେ ନାହିଁ "ଖାଦ୍ୟ ଖାଇଲେ ନାହିଁ" ଏହା ଅନୁବାଦ କରାଯାଇପାରେ "ନିରନ୍ତର ଉପବାସ କରୁଥିଲେ" କିମ୍ବା "ଉତ୍ତମ ଖାଦ୍ୟ ଖାଉ ନ ଥିଲେ" (UDB) ଏହାର ଅର୍ଥ ନୁହେଁ ଯେ ଯୋହନ କେବେହେଲେ ଖାଦ୍ୟ ଖାଇଲେ ନାହିଁ #. ସେମାନେ କହନ୍ତି, 'ସେ ଭୁତଗ୍ରସ୍ତ ଅଟନ୍ତି' ଯୀଶୁ ତାହା ଉଲ୍ଲେଖ କରୁଥିଲେ ଯାହା ଲୋକମାନେ ଯୋହନଙ୍କ ବିଷୟରେ କହୁଥିଲେ । ଏହା ପରୋକ୍ଷ ଭାବରେ ଉଲ୍ଲେଖକୁ ଅନୁବାଦ କରାଯାଇପାରେ: "ସେମାନେ କହନ୍ତି ଯେ ସେ ଭୁତଗ୍ରସ୍ତ ଅଟେ" କିମ୍ବା "ସେ ଜଣେ ଭୁତ ଅଟେ ବୋଲି ଦୋଷ ଦିଅନ୍ତି" (ଦେଖନ୍ତୁ:ଉଲ୍ଲେଖିତ ବାଚ୍ୟ) #. ସେମାନେ “ସେମାନେ” ସର୍ବନାମଟି ବର୍ତ୍ତମାନ ପିଢୀର ଲୋକମାନଙ୍କୁ ସୁଚାଏ (ପଦ :୧୬) #. ମନୁଷ୍ୟ ପୁତ୍ର ଯେହେତୁ ଯୀଶୁ ଆଶା କରୁଥିଲେ ଯେ ସେଠାରେ ଥିବା ଲୋକମାନେ ବୁଝିବା ପାଇଁ ଯେ ମନୁଷ୍ୟ, ଏହାକୁ ଏପରି ଅନୁବାଦ କରାଯାଇପାରେ, ମୁଁ, ମନୁଷ୍ୟ ପୁତ୍ର” #. ସେମାନେ କହନ୍ତି, ଦେଖ ସେ ଜଣେ ମଦୁଆ ବ୍ୟକ୍ତି ଅଟେ ଯୀଶୁ ଉଲ୍ଲେଖ କରୁଥିଲେ ଯେ ଲୋକମାନେ ମନୁଷ୍ୟ ପୁତ୍ର ରୁପେ ତାହାଙ୍କ ବିଷୟରେ କଅଣ କହୁଅଛନ୍ତି ଏହା ପରୋକ୍ଷ ଉଲ୍ଲେଖ ଭାବରେ ଅନୁବାଦ କରାଯାଇପାରେ “ସେମାନେ କହନ୍ତି ଯେ ସେ ଜଣେ ମଦୁଆ ବ୍ୟକ୍ତି ଅଟନ୍ତି” କିମ୍ବା ସେମାନେ ଦୋଷାର୍ପଣ କରନ୍ତି ଯେ ସେ ଜଣେ ଅଧିକ ପେଟୁଆ ଅଟନ୍ତ” ଯଦି ଆପଣ ଅନୁବାଦ କରିଅଛ “ମନୁଷ୍ୟ ପୁତ୍ର” କୁ “ମୁଁ, ମନୁଷ୍ୟ ପୁତ୍ର “, ରୁପେ ପରୋକ୍ଷ ଉଲ୍ଲେଖ ଏପରି ଅନୁବାଦ କରାଯାଇପାରେ “ସେମାନେ କହନ୍ତି ଯେ ମୁଁ ଜଣେ ମଦୁଆ ବ୍ୟକ୍ତି ଅଟେ” #. ସେ ଜଣେ ମଦୁଆ ବ୍ୟକ୍ତି ଅଟେ “ସେ ଜଣେ ଲୋଭାତୁର ପେଟୁଆ ଅଟେ” କିମ୍ବା “ସେ ଅଭ୍ୟସ୍ତ ଭାବରେ ଅଧିକ ଖାଦ୍ୟ ଖାଏ” #. ଜଣେ ମାତାଲ ବ୍ୟକ୍ତି “ଜଣେ ମଦୁଆ” କିମ୍ବା ଜଣେ ଅଭ୍ୟସ୍ତ ମଦୁଆ” #. ମାତ୍ର ଜ୍ଞାନ ଆପଣା କର୍ମ ଦ୍ଵାରା ଯଥାର୍ଥ ବୋଲି ପ୍ରମାଣିତ ହୁଏ
ଏହା ସମ୍ଭବତଃ ଏକ ହିତୋପଦେଶ ଅଟେ ଯେ ଯୀଶୁ ଏହି ପରିସ୍ଥିତିରେ ପ୍ରୟୋଗ କରୁଥିଲେ, କାରଣ ଲୋକମାନେ ଯେଉଁମାନେ ଉଭୟଙ୍କୁ ତାହାଙ୍କୁ ଏବଂ ଯୋହନଙ୍କୁ ପରିତ୍ୟାଗ କଲେ ଜ୍ଞାନୀ ନ ଥିଲେ ଏହାକୁ ଏପରି ଏକ କର୍ତୃବାଚ୍ୟ ପଦ ପରି ଅନୁବାଦ କରାଯାଇପାରେ ଯେପରି UDB ରେ ଅଛି (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଜ୍ଞାନ ଯଥାର୍ଥ ବୋଲି ପ୍ରମାଣିତ ହେଲା ଏହି ପ୍ରକାଶନ, ଯେଉଁଠାରେ ଜ୍ଞାନ ବ୍ୟକ୍ତି ବୈଶିଷ୍ଟ୍ୟ ଅଟେ, ଯାହା ଏଠାରେ ଏହି ସମ୍ବନ୍ଧରେ ବ୍ୟବହାର କରାଯାଇନାହିଁ ଯେ ଜ୍ଞାନ ଈଶ୍ଵରଙ୍କ ସମ୍ମୁଖରେ ଠିକ ବୋଲି ପ୍ରମାଣିତ ହୋଇଅଛି କିନ୍ତୁ ସେହି ସମ୍ବନ୍ଧରେ ଯେଉଁଠାରେ ଜ୍ଞାନ ଠିକ ଅଟେ ବୋଲି ପ୍ରମାଣିତ ହୋଇଅଛି #. ତାହାର କର୍ମ “ତାହାର” ସର୍ବନାମଟି ବ୍ୟକ୍ତି ବୈଶିଷ୍ଟ୍ୟ ଜ୍ଞାନକୁ ସୁଚାଏ

Matthew 11:20

ଯୀଶୁ ନଗରର ଲୋକମାନଙ୍କ ବିରୁଦ୍ଧରେ କଥା କହିବା ଆରମ୍ଭ କରନ୍ତି ଯେଉଁଠାରେ ସେ ପୁର୍ବରେ ଆଶ୍ଚର୍ଯ୍ୟ କର୍ମ କରିଥିଲେ #. ନଗରକୁ ଉତ୍ସର୍ଣ କରୁଥିଲେ ଯୀଶୁ ଏଠାରେ ଲକ୍ଷଣସୁଚକ ଭାବରେ ବ୍ୟବହାର କରୁଛନ୍ତି, ଭୁଲ୍ କରୁଥିବା ଏହି ନଗରର ଲୋକମାନଙ୍କୁ ଉସର୍ନା କରୁଥିଲେ (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ନଗରଗୁଡିକ "ସହରଗୁଡିକ" #. ଯେଉଁଠାରେ ପ୍ରାୟ ସମସ୍ତ ମହାନ କାର୍ଯ୍ୟଗୁଡିକ କରାଗଲା ଏହା କର୍ତୃବାଚ୍ୟ କ୍ରିୟା ସହ ଅନୁବାଦ କରାଯାଇଅଛି: "ଯେଉଁଠାରେ ସେ ପ୍ରାୟ ତାହାଙ୍କ ମହାନ କାର୍ଯ୍ୟଗୁଡିକ କରୁଥିଲେ" (ଦେଖନ୍ତୁ:କର୍ରୁବାଚ୍ୟ କିମ୍ବା କର୍ମବାଚ୍ୟ) #. ମହାନ୍ କାର୍ଯ୍ୟଗୁଡିକ ଏହା "ମହାନ୍ କାର୍ଯ୍ୟଗୁଡିକ" କିମ୍ବା "ଶକ୍ତିର କାର୍ଯ୍ୟଗୁଡିକ" କିମ୍ବା "ଆଶ୍ଚର୍ଯ୍ୟକର୍ମଗୁଡିକ" ଭାବରେ ଅନୁବାଦ କରାଯାଇପାରେ (UDB) #. ଯେହେତୁ ସେମାନେ ଅନୁତାପ କରିନଥିଲେ "ସେମାନେ" ସର୍ବନାମଟି ନଗରର ଲୋକମାନଙ୍କୁ ସୁଚାଏ ଯେଉଁମାନେ ଅନୁତାପ କରି ନ ଥିଲେ #. ତୁମ୍ଭକୁ ହାୟ, କୋରାଜିନ୍! ତୁମ୍ଭକୁ ହାୟ, ବେଥସାଇଦା! ଯୀଶୁ କହନ୍ତି ଯେ କୋରାଜିନ୍ ଏବଂ ବେଥସାଇଦାର ଲୋକମାନେ ସେଠାରେ ଥାଇ ସୁଣୁଥିଲେ ତାହାଙ୍କ ଶୁଣୁଥିଲେ, କିନ୍ତୁ ସେମାନେ ନ ଥିଲେ (ଦେଖନ୍ତୁ:ବତ୍କୃତା) #. କୋରାଜିନ୍...ବେଥସାଇଦା...ସୋର.....ସିଦୋନ ଏହି ନଗରଗୁଡିକର ନାମଗୁଡିକ ସେହି ନଗରରେ ରହୁଥିବା ଲୋକମାନଙ୍କ ନିମନ୍ତେ ଲକ୍ଷଣସୁଚକ ଭାବ ଭାବରେ ବ୍ୟବହୃତ ହୋଇଅଛି (ଦେଖନ୍ତୁ:ଲକ୍ଷଣସୁଚକ ଭାବ) #. ଯଦି ସୋର ଏବଂ ସିଦୋନରେ ଆଶ୍ଚର୍ଯ୍ୟ କର୍ମ କରାଯାଇଥାଆନ୍ତାଯାହା ତୁମ୍ଭମାନଙ୍କଠାରେ କରାଗଲା ଏହା କର୍ତୃବାଚ୍ୟ ସହ ଅନୁବାଦ କରାଯାଇପାରେ: “ଯଦି ମୁଁ ମହାନ୍ କାର୍ଯ୍ୟ ଗୁଡିକ ସୋର ଏବଂ ସିଦୋନରେ କରିଥାନ୍ତି ଯାହା ତୁମ୍ଭମାନଙ୍କଠାରେ କଲି” (ଦେଖନ୍ତୁ:କର୍ତୃବାଚ୍ୟ ଏବଂ କର୍ମବାଚ୍ୟ) #. ତୁମ୍ଭମାନଙ୍କୁ ଏବଂ ଯାହା ତୁମ୍ଭମାନଙ୍କଠାରେ କରାଗଲା ହାୟ “ତୁମ୍ଭମାନ” ସର୍ବନାମଟି ଏଠାରେ ଏକବଚନ ଅଟେ #. ସେମାନେ ଦୀର୍ଘ ସମୟ ପୁର୍ବରୁ ଅନୁତାପ କରିଥାଆନ୍ତେ “ସେମାନେ” ସର୍ବନାମଟି ସୋର ଏବଂ ସିଦୋନର ଲୋକମାନଙ୍କୁ ସୁଚାଏ #. ଅନୁତାପ କଲେ “ଦେଖାଇଲେ ସେମାନେ ସେମାନଙ୍କ ପାପ ନିମନ୍ତେ ଦୁଃଖିତ ଥିଲେ” #. ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଏବଂ ସିଦୋନର ଦଶା ଅଧିକ ସହନୀୟ ହେବ “ଈଶ୍ଵର ସୋର ଏବଂ ସିଦୋନକୁ ବିଚାର ଦିନରେ ତୁମ୍ଭମାନଙ୍କ ଠାରୁ ଅଧିକ ସହନୀୟ ହେବ” କିମ୍ବା “ଈଶ୍ଵର ବିଚାର ଦିନରେ ସୋର ଏବଂ ସିଦୋନ ଠାରୁ ଅଧିକ ତୁମ୍ଭମାନଙ୍କୁ ଅତି ଦଣ୍ଡ ଦେବେ” (ଦେଖନ୍ତୁ: UDB) ନିହିତ ସୁଚନା ଏହା “ଯେହେତୁ ତୁମ୍ଭେମାନେ ମୋ ଠାରେ ଅନୁତାପ କଲ ନାହିଁ ଏବଂ ଅନୁତାପ କଲେ ନାହିଁ, ଯଦିଓ ତୁମ୍ଭେମାନେ ମୋତେ ଆଶ୍ଚର୍ଯ୍ୟ କରିବାର ଦେଖିଅଛ” (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ତୁମ୍ଭମାନଙ୍କ ଠାରୁ “ତୁମ୍ଭମାନଙ୍କ” ସର୍ବନାମଟି ଏକବଚନ ଅଟେ ଏବଂ କୋରାଜିନ୍ କିମ୍ବା ବେଥସାଇଦାକୁ ସୁଚାଏ

Matthew 11:23

ଯୀଶୁ ନଗରର ଲୋକମାନଙ୍କ ବିରୁଦ୍ଧରେ କଥା କହିବା ଅବିରତ ରଖନ୍ତି ଯେଉଁଠାରେ ସେ ପୁର୍ବରେ ଆଶ୍ଚର୍ଯ୍ୟ କର୍ମ କରିଥିଲେ #. #. ତୁମ୍ଭେ କାଫରନହୁମ୍ ଯୀଶୁ ବର୍ତ୍ତମାନ କାଫରନହୁମ୍ ନଗରରେ ଲୋକମାନଙ୍କୁ କଥା କହନ୍ତି ଯେପରି ସେମାନେ ତାହାଙ୍କ ଶୁଣୁଥିଲେ କିନ୍ତୁ ସେମାନେ ଶୁଣୁ ନଥିଲେ (ଦେଖନ୍ତୁ: ବତ୍କୃତା) “ତୁମ୍ଭେ” ସର୍ବନାମଟି ଏକବଚନ ଏବଂ ଏହି ଦୁଇ ପଦ ଗୁଡିକରେ କାଫରନହୁମକୁ ସୁଚାଏ #. କାଫରନହୁମ... ସୋଦୋମ୍ ଏହି ନଗରଗୁଡିକର ନାମଗୁଡ଼ିକ କାଫରନହୁମ୍ ଏବଂ ସୋଦୋମରେ ରହୁଥିବା ଲୋକମାନଙ୍କ ନିମନ୍ତେ ଲକ୍ଷଣସୁଚକ ଭାବ ଭାବରେ ବ୍ୟବହାର କରୁଥିଲେ (ଦେଖନ୍ତୁ: ଲକ୍ଷଣସୁଚକ ଭାବ) #. ତୁମ୍ଭେ କଅଣ ସ୍ଵର୍ଗ ପର୍ଯ୍ୟନ୍ତ ଉନ୍ନତ ହେବ ବୋଲି ମନେ କରୁଅଛ ? ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯେଉଁଥିରେ ଯୀଶୁ କାଫରନହୁମ୍ ରେ ଥିବା ଲୋକମାନଙ୍କୁ ସେମାନଙ୍କ ଗର୍ବ ନିମନ୍ତେ ଉତ୍ସର୍ନା କରନ୍ତି (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) ଏହା କର୍ତୃବାଚ୍ୟ ପ୍ରକ୍ରିୟାରେ ଅନୁବାଦ କରାଯାଇପାରେ: “ତୁମ୍ଭେ କ’ଣ ସ୍ଵର୍ଗକୁ ଉନ୍ନତ ହେବ ?” କିମ୍ବା “ତୁମ୍ଭେ କ’ଣ ଚିନ୍ତା କରୁଅଛ ଯେ ଈଶ୍ଵର ତୁମ୍ଭକୁ ଆଦର କରିବେ କି ?” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଉନ୍ନତ ହେବ “ଆଦର ହେବ” (ଦେଖନ୍ତୁ: ବାକ୍ୟାଂଶ) #. ପାତାଳ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ ଏହାକୁ କର୍ତୃବାଚ୍ୟ ଭାବରେ ଅନୁବାଦ କରାଯାଇପାରେ: “ଈଶ୍ଵର ତୁମକୁ ପାତାଳକୁ ନେଇଆଣିବେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯାହା ତୁମ୍ଭମାନଙ୍କ ଠାରେ ମହାନ୍ କାର୍ଯ୍ୟଗୁଡିକ କରାଯାଇଥିଲା ଯଦି ସୋଦୋମରେ ମହାନ୍ କାର୍ଯ୍ୟ କରାଯାଇଥାଆନ୍ତା ଏହା କର୍ତୃବାଚ୍ୟ ପ୍ରକ୍ରିୟାରେ ଅନୁବାଦ କରାଯାଇପାରେ: “ଯଦି ମୁଁ ସୋଦୋମ୍ ରେ ମହାନ୍ କାର୍ଯ୍ୟଗୁଡିକ କରିଥାନ୍ତି ଯାହା ମୁଁ ତୁମ୍ଭଠାରେ କଲି” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ମହାନ୍ କାର୍ଯ୍ୟଗୁଡିକ “ମହାନ୍ କର୍ମଗୁଡିକ” କିମ୍ବା “ଶକ୍ତିର କାର୍ଯ୍ୟଗୁଡିକ” କିମ୍ବା “ଆଶ୍ଚର୍ଯ୍ୟକର୍ମଗୁଡିକ” (UDB) #. ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା “ତାହା” ସର୍ବନାମଟି ସୋଡୋମ ନଗରକୁ ସୁଚାଏ #. ବିଚାର ଦିନରେ ତୁମ୍ଭଠାରୁ ସୋଦୋମ ଅଂଚଳ ନିମନ୍ତେ ସହଜ ହେବ ଏହା “ଈଶ୍ଵର ସୋଦୋମ୍ ନଗରକୁ ତୁମ୍ଭଠାରୁ ଅଧିକ ଦୟା ବିଚାର ଦିନରେ ଦେଖାଇବେ” ଭାବରେ ଅନୁବାଦ କରାଯାଇପାରିବ କିମ୍ବା ““ଈଶ୍ଵର ବିଚାର ଦିନରେ ସୋର ଏବଂ ସିଦୋନ ଠାରୁ ଅଧିକ ତୁମ୍ଭମାନଙ୍କୁ ଅତି ଦଣ୍ଡ ଦେବେ” (ଦେଖନ୍ତୁ: UDB) ନିହିତ ସୁଚନା ଏହା “ଯେହେତୁ ତୁମ୍ଭେମାନେ ମୋ ଠାରେ ଅନୁତାପ କଲ ନାହିଁ ଏବଂ ଅନୁତାପ କଲେ ନାହିଁ, ଯଦିଓ ତୁମ୍ଭେମାନେ ମୋତେ ଆଶ୍ଚର୍ଯ୍ୟ କରିବାର ଦେଖିଅଛ” (ଦେଖନ୍ତୁ: ସ୍ପଷ୍ଟ ଏବଂ ଅସ୍ପଷ୍ଟ)

Matthew 11:25

ଯୀଶୁ ତାହାଙ୍କ ସ୍ଵର୍ଗୀୟ ପିତାଙ୍କୁ ପ୍ରାର୍ଥନା କରନ୍ତି ଯେତେବେଳେ ଲୋକମାନଙ୍କ ଗହଳି ମଧ୍ୟରେ ଉପସ୍ଥିତିରେ ଥିଲେ #. ଯୀଶୁ ଉତ୍ତର ଦେଲେ ଏବଂ କହିଲେ ଏହାର ଅର୍ଥ ୧) ୧୨:୧ରେ ଯୀଶୁ ଶିଷ୍ୟମାନଙ୍କୁ ପଠାଇଥିଲେ ଏବଂ ଯୀଶୁ କେହିଜଣେ କହିଥିବା କୌଣସୀ ବିଷୟକୁ ପ୍ରତିଉତ୍ତର ଦେଉଛନ୍ତି ଏବଂ କହିଲେ, କିମ୍ବା ୨) ଯୀଶୁ ତାହାଙ୍କ ଅନୁତାପ ନ କରିଥିବା ନଗରଗୁଡିକୁ ଦଣ୍ଡାଜ୍ଞା ଦେବା ବିଷୟରେ କହିବା ଶେଷ କଲେ: "ଆହୁରି, ଯୀଶୁ କହିଲେ" #. ହେ ପିତା ଏହା ପିତା ଈଶ୍ଵରକୁ ସୁଚାଏ, କିନ୍ତୁ ଜାଗତିକ ପିତାଙ୍କୁ ନୁହେଁ #. ସ୍ଵର୍ଗ ଏବଂ ପୃଥିବୀର ପ୍ରଭୁ ଏହାକୁ ସ୍ଵର୍ଗ ଏବଂ ପୃଥିବୀର ସମସ୍ତଜଣ ଏବଂ ସମସ୍ତ ବସ୍ତୁ ଉପରେ କର୍ତ୍ତା," କିମ୍ବା ଆଳଙ୍କାରିକ ବାଚ୍ୟ ଭାବରେ ଲକ୍ଷଣସୁଚକ ଅନୁସାରେ ଅନୁବାଦ କରାଯାଇପାରେ, "ବିଶ୍ଵର କର୍ତ୍ତା" (ଦେଖନ୍ତୁ:ଲକ୍ଷଣସୁଚକ ଭାବ ଏବଂ Merism ଆଳଙ୍କାରିକା ବାଚ୍ୟ) #. ତୁମ୍ଭେ ଏହି ସମସ୍ତ ବିଷୟଗୁଡିକ ଜ୍ଞାନୀ ଏବଂ ବୁଦ୍ଧିମାନ୍ ଲୋକମାନଙ୍କ ଠାରୁ ଗୁପ୍ତରେ ରଖିଅଛ, ଏବଂ ପିଲାମାନଙ୍କ ପରି ଅଶିକ୍ଷିତ ମାନଙ୍କୁ ପ୍ରକାଶ କରିଅଛ ଏହାର ଅର୍ଥ ସ୍ପଷ୍ଟ ନୁହେଁ ଯେ “ଏହିସମସ୍ତ ବିଷୟଗୁଡିକ” ଯଦି ଆପଣଙ୍କ ଭାଷାରେ ଏହାର ଅର୍ଥକୁ ସ୍ପଷ୍ଟ କରିବା ପାଇଁ ନିର୍ଦ୍ଧିଷ୍ଟ କରିବା ପାଇଁ ଆବଶ୍ୟକ, ଏକ ବିକଳ୍ପ ଅନୁବାଦ ଉତ୍ତମ ହୋଇପାରେ: ତୁମ୍ଭେ ସତ୍ୟକୁ ତୁଚ୍ଛ ଲୋକମାନଙ୍କୁ ପ୍ରକାଶ କରିଅଛ ଯେ ତୁମ୍ଭେ ଜ୍ଞାନୀ ଏବଂ ଶିକ୍ଷିତ ଲୋକମାନଙ୍କୁ ଶିଖିବା ପାଇଁ ଅନୁମତି ଦେଇନାହଁ” #. ଗୁପ୍ତରେ ରଖିଅଛ “ରହସ୍ୟ” ଏହି କ୍ରିୟା “ପ୍ରକାଶିତ” ର ବିପରୀତ ଅଟେର ବିପରୀତ ଅଟେ #. ଜ୍ଞାନୀ ଏବଂ ବୁଦ୍ଧିମାନ “ଲୋକମାନେ ଯେଉଁମାନେ ଜ୍ଞାନୀ ଏବଂ ବୁଦ୍ଧିମାନ୍ ଅଟନ୍ତି” ବିକଳ୍ପ ଅନୁବାଦ: “ଲୋକମାନେ ଯେଉଁମାନେ ଚିନ୍ତା କରନ୍ତି ଯେ ସେମାନେ ଜ୍ଞାନୀ ଏବଂ ବୁଦ୍ଧିମାନ୍ ଅଟନ୍ତି” (ଦେଖନ୍ତୁ: UDB, ଶ୍ଲେଷଭାଷା) #. ସେମାନଙ୍କୁ ପ୍ରକାଶିତ କଲେ “ସେମାନଙ୍କୁ” ସର୍ବନାମ ପୁର୍ବ ପଦରେ “ଏହିଗୁଡିକ ବିଷୟମାନଙ୍କୁ” ସୁଚାଏ
#. ସେମାନଙ୍କୁ ଯେଉଁମାନେ ଛୋଟ ପିଲାମାନଙ୍କ ପରି ଅଶିକ୍ଷିତ ଅଟନ୍ତି ଏହି ସମ୍ପୁର୍ଣ୍ଣ ବାକ୍ୟାଂଶ ଏକ ଶବ୍ଦକୁ ଅନୁବାଦ କରେ ଯାହା “ଯୁବକ ପିଲାମାନେ” ଏବଂ “ଅଶିକ୍ଷିତ” କିମ୍ବା “ତୁଚ୍ଛ” ଅର୍ଥାଗୁଡିକୁ ଯୋଡିଥାଏ” ବିକଳ୍ପ ଅନୁବାଦ: “ତୁଚ୍ଛ ଛୋଟ ପିଲାମାନେ” #. ଛୋଟ ପିଲାମାନଙ୍କ ପରି ଲୋକମାନଙ୍କ ନିମନ୍ତେ ଏକ ବାକ୍ୟାଂଶ ଯେଉଁମାନେ ଜ୍ଞାନୀ କିମ୍ବା ଉଚ୍ଚ ଶିକ୍ଷିତ ନୁହନ୍ତି, କିମ୍ବା ଲୋକମାନେ ଯେଉଁମାନେ ଜାଣିଛନ୍ତି ଯେ ସେମାନେ ଜ୍ଞାନୀ କିମ୍ବା ଉଚ୍ଚ ଶିକ୍ଷିତ ନୁହନ୍ତି (ଦେଖନ୍ତୁ: ବାକ୍ୟାଂଶ) #. ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା “ଯେହେତୁ ତୁମ୍ଭେ ଦେଖିଲ ଯେ ଏହା କରିବାର ଉତ୍ତମ ଥିଲା” #. ସମସ୍ତ ବିଷୟ ମୋହର ପିତାଙ୍କଠାରୁ ମୋତେ ସମର୍ପିତ କରିଛନ୍ତି ଏହା କର୍ତୃବାଚ୍ୟ କ୍ରିୟା ସହ ଅନୁବାଦ କରାଯାଇପାରେ: “ମୋହର ପିତା ସମସ୍ତ ବିଷୟ ମୋତେ ସମର୍ପିତ କରିଛନ୍ତି” କିମ୍ବା “ମୋହର ପିତା ମୋତେ ସମସ୍ତ ବିଷୟ ହସ୍ତାର୍ପଣ କରିଛନ୍ତି” (ଦେଖନ୍ତୁ:କର୍ତୃବାଚ୍ୟକିମ୍ବା କର୍ମବାଚ୍ୟ) #. କେହିହେଲେ ପୁତ୍ର ଛଡା ପିତାଙ୍କୁ ଜାଣିନାହାନ୍ତି “କେବଳ ପିତା ପୁତ୍ରଙ୍କୁ ଜାଣିଛନ୍ତି” #. ପିତାଙ୍କୁ ଜାଣିଛନ୍ତି “ବ୍ୟକ୍ତିଗତ ଅନୁଭବରୁ ଜାଣିଛନ୍ତି” #. ପୁତ୍ର ଯୀଶୁ ତୃତୀୟ ବ୍ୟକ୍ତିରେ ଆପଣାକୁ ସୁଚାଉଛନ୍ତି (ଦେଖନ୍ତୁ: ପ୍ରଥମ, ଦ୍ଵିତୀୟ କିମ୍ବା ତୃତୀୟ ବ୍ୟକ୍ତି) #. କେହିହେଲେ ପୁତ୍ର ଛଡା ପିତାଙ୍କୁ ଜାଣିନାହାନ୍ତି “କେବଳ ପିତା ପୁତ୍ରଙ୍କୁ ଜାଣିଛନ୍ତି” #. ପିତାଙ୍କୁ ଜାଣିଛନ୍ତି “ବ୍ୟକ୍ତିଗତ ଅନୁଭବରୁ ଜାଣିଛନ୍ତି”

#. ଏବଂ କେହିଜଣ ଯାହାକୁ ପୁତ୍ର ପ୍ରକାଶିତ ହେବାର ଇଚ୍ଛା କରନ୍ତି ବିକଳ୍ପ ଅନୁବାଦ: ଲୋକମାନେ ଯେଉଁମାନେ ଜାଣିଛନ୍ତି ଯେ ପିତା କିଏ ଅଟନ୍ତି ଯଦି ପୁତ୍ର ସେମାନଙ୍କୁ ପିତାଙ୍କୁ ପ୍ରକାଶିତ କରିବାକୁ ଇଚ୍ଛା କରନ୍ତି “ତାହାଙ୍କୁ” ସର୍ବନାମଟି ପିତା ଈଶ୍ଵରଙ୍କୁ ସୁଚାଏ

Matthew 11:28

ଯୀଶୁ ଜନଗହଳି ସହିତ କଥା ହେବାର ସମାପ୍ତ କରନ୍ତି #. ଯେଉଁମାନେ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଏହି ରୁପକ ଯିହୁଦୀ ବ୍ୟବସ୍ଥାରେ "ଜୁଆଳି" କୁ ସୁଚାଏ (ଦେଖନ୍ତୁ:ରୁପକ) #. ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି "ମୁଁ ତୁମ୍ଭମାନଙ୍କ ପରିଶ୍ରମ ଏବଂ ଭାରରୁ ବିଶ୍ରାମ ନେବାକୁ ଅନୁମତି ଦେବି" (ଦେଖାନୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ) #. ମୋହର ଜୁଆଳି ତୁମ୍ଭେ ବହନ କର "ତୁମ୍ଭେ" ସର୍ବନାମ ଏହି ପଦରେ "ସମସ୍ତେ ଯେଉଁମାନେ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଅଟନ୍ତି" କୁ ସୁଚାଏ ଏହି ରୁପକର ଅର୍ଥ "ସେହି କାର୍ଯ୍ୟକୁ ଗ୍ରହଣ କର ଯାହା ମୁଁ ତୁମ୍ଭମାନଙ୍କୁ ଦେଇଅଛି" (ଦେଖନ୍ତୁ:UDB) କିମ୍ବା "ମୋ ସହିତ ଏକାଠି କାର୍ଯ୍ୟ କର" (ଦେଖନ୍ତୁ:ରୁପକ) #. ମୋହର ଜୁଆଳି ସହଜ ଅଟେ "ସହଜ" ଶବ୍ଦଟି ଏଠାରେ "ଭାରୀ" ର ବିପରିତ ଅଟେ, ଅନ୍ଧକାରର ବିପରୀତ ନୁହେଁ