Matthew 10

Matthew 10:1

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଆରମ୍ଭ କରେ #. ବାର ଶିଷ୍ୟମାନଙ୍କୁ ଏକତ୍ର ଡାକିଲେ "ତାଙ୍କର ବାର ଶିଷ୍ୟମାନଙ୍କୁ ଏକତ୍ର କଲେ" #. ସେମାନଙ୍କୁ ଅଧିକାର ଦେଲେ ନିଶ୍ଚିତ ହୁଅନ୍ତୁ ଯେ ଏହି ପାଠ ସ୍ପଷ୍ଟ ଭାବରେ କଥୋପକଥନ କରିଥାଏ ଯେ ଏହି ଅଧିକାର ୧)ଅଶୁଚି ଆତ୍ମାମାନଙ୍କୁ ତଡି ଦେବା ପାଇଁ ଥିଲା ଏବଂ ୨)ଅସୁସ୍ଥ ଏବଂ ରୋଗୀ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ଥିଲା #. ସେମାନଙ୍କୁ ତଡି ଦେବା “ଅଶୁଚି ଆତ୍ମାମାନଙ୍କୁ ଛାଡି ଦେବା ପାଇଁ ବାଧ୍ୟ କରିବା” #. ସମସ୍ତ ପ୍ରକାରର ଅସୁସ୍ଥ ଏବଂ ସମସ୍ତ ପ୍ରକାରର ରୋଗ "ପ୍ରତ୍ୟେକ ଦୁର୍ବଳତା ଏବଂ ପ୍ରତ୍ୟେକ ରୋଗଗୁଡିକ" "ରୋଗ" ଏବଂ "ଦୁର୍ବଳତା" ଶବ୍ଦ ପରସ୍ପର ନିକଟବର୍ତ୍ତୀ ଶବ୍ଦ କିନ୍ତୁ ଦୁଇ ଭିନ୍ନ ଶବ୍ଦଗୁଡିକରେ ଅନୁବାଦ କରାଯିବା ଉଚିତ୍ ଯଦି ସମ୍ଭବ "ରୋଗ" ଯାହା ଏକ ବ୍ୟକ୍ତିକୁ ଦୁର୍ବଳ କରିଥାଏ "ଦୁର୍ବଳତା ଏକ ଶାରୀରିକ ଅସୁସ୍ଥ ଅଟେ କିମ୍ବା ଏକ କଷ୍ଟ ଯାହା ରୋଗର ଫଳାଫଳ ଅଟେ ।

Matthew 10:2

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଅବିରତ ରଖେ ଯାହା ୧୦:୧ ରେ ଆରମ୍ଭ ହେଲା । #. ପ୍ରଥମ କ୍ରମରେ, ପଂକ୍ତିରେ ନୁହେଁ #. ଉତ୍ସାହି ସମ୍ଭବତଃ ଅର୍ଥଗୁଡିକ ୧)"ଉତ୍ସାହି" କିମ୍ବା ୨) "ଉତ୍ସାହୀ ଜଣ" ପ୍ରଥମ ଅର୍ଥ ଏହା ସୁଚାଏ ସେ ଏକ ଲୋକଦଳର ସଦସ୍ୟ ଥିଲା ଯେଉଁମାନେ ଯିହୁଦୀମାନଙ୍କୁ ରୋମୀୟ ଶାସନଠାରୁ ମୁକ୍ତ କରିବାକୁ ଚାହୁଁଥିଲେ ବିକଳ୍ପ ଅନୁବାଦ: "ଦେଶପ୍ରେମୀ" କିମ୍ବା "ରାଷ୍ଟ୍ରଭକ୍ତ" କିମ୍ବା "ସ୍ଵାଧିନ ସେନାନୀ" ଦ୍ଵତୀୟ ଅର୍ଥ ଏହା ସୁଚିତ କରେ ଯେ ସେ ଈଶ୍ଵରଙ୍କ ସମ୍ମାନ ଦେବା ନିମନ୍ତେ ଉତ୍ସାହୀ ଥିଲା ବିକଳ୍ପ ଅନୁବାଦ: "ଉତ୍ତେଜିତ" # ବିକଳ୍ପ ଅନୁବାଦ : ଉଦବେଗ ପୁର୍ଣ୍ଣ #. ମାଥିଉ କରଗ୍ରାହୀ "ମାଥିଉ, ଯିଏ ଏକ କରଗ୍ରାହୀ ଥିଲେ" #. ଯିଏ ତାହାଙ୍କୁ ବିଶ୍ଵାସଘାତ କଲା "ଯିଏ ଯୀଶୁଙ୍କୁ ବିଶ୍ଵାସଘାତ କଲା"

Matthew 10:5

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ଅବିରତ ରଖେ । #. ଏହି ବାର ଜଣକୁ ଯୀଶୁ ପଠାଇଲେ "ଯୀଶୁ ବାର ପୁରୁଷମାନଙ୍କୁ ପଠାଇଲେ" କିମ୍ବା "ଏହି ବାର ଜଣ ପୁରୁଷମାନଙ୍କୁ ଯେଉଁମାନଙ୍କୁ ଯୀଶୁ ପଠାଇଲେ" #. ପଠାଇଲେ ଯୀଶୁ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ପଠାଇଲେ "ପଠାଇଲେ" ବିଶେଷ୍ୟ "ପ୍ରେରିତମାନ"ର ଏକ କ୍ରିୟାଜନକ ମାଧ୍ୟମ ଅଟେ ଯାହା ୧୦:୨ରେ ବ୍ୟବହୃତ ହୋଇଅଛି । #. ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ "ସେ ସେମାନଙ୍କୁ ଯାହା ସେମାନେ କରିବାକୁ ଆବଶ୍ୟକ କହିଲେ" ଏହାକୁ ଅନୁବାଦ କରାଯାଇପାରିବ "ସେ ସେମାନଙ୍କୁ ଆଜ୍ଞା ଦେଲେ" #. ଇସ୍ରାଏଲ ଗୃହର ହଜିଯାଇଥିବା ମେଷ ସମସ୍ତ ଇସ୍ରାଏଲ ଦେଶ ମେଷ ସହିତ ତୁଳନା କରିବା ଏକ ରୁପକ ଅଟେ ଯେଉଁମାନେ ସେମାନଙ୍କ ମେଷପାଳକଠାରୁ ଦୁରକୁ ଚାଲିଯାଇଛନ୍ତି (UDB) (ଦେଖନ୍ତୁ:ରୁପକ) #. ଇସ୍ରାଏଲର ଗୃହ ଏହି ପ୍ରକାଶନ ଇସ୍ରାଏଲର ଗୃହକୁ ସୁଚିତ କରେ । ଏହାକୁ ଏପରି ଅନୁବାଦ କରାଯାଇପାରେ “ଇସ୍ରାଏଲର ଲୋକମାନେ” କିମ୍ବା “ଇସ୍ରାଏଲର ବଂଶଧରମାନେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଏବଂ ଯେପରି ତୁମ୍ଭେମାନେ ଯାଅ “ତୁମ୍ଭେମାନେ” ସର୍ବନାମ ବାର ପ୍ରେରିତମାନଙ୍କୁ ସୁଚିତ କରାଯାଇଅଛି #. ସ୍ଵର୍ଗ ରାଜ୍ୟ ଅତି ନିକଟବର୍ତ୍ତୀ ହୋଇଅଛି ତୁମ୍ଭେ ଏହାକୁ ସେହି ପ୍ରକାରେ ଅନୁବାଦ କର ଯେପରି ତୁମ୍ଭେ ସମାନ ବିଚାରକୁ ୩:୨ରେ କରିଥିଲ

Matthew 10:8

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ୧୦:୧ ରେ ଅବିରତ ରଖେ #. ତୁମ୍ଭେମାନେ......ତୁମ୍ଭମାନଙ୍କର ବାର ପ୍ରେରିତଗଣ #. ସୁନା, ରୁପା, କିମ୍ବା ତମ୍ବା ନେବ ନାହିଁ “ସୁନା, ରୁପା, କିମ୍ବା ତମ୍ବା ଆୟୋଜନ କର ନାହିଁ” #. ନେବ ନାହିଁ “ପାଇବା,” “ଗ୍ରହଣ କରିବା,” କିମ୍ବା “ନେବା” #. ସୁନା, ରୁପା, କିମ୍ବା ତମ୍ବା ଏହିଗୁଡିକ ଧାତୁଗୁଡିକ ଅଟେ ଯେଉଁଗୁଡିକ ଦ୍ଵାରା ମୁଦ୍ରା ତିଆରି କରାଯାଏ ଏହି ତାଲିକାଟି ଧନ ନିମନ୍ତେ ଏକ ଲକ୍ଷଣସୁଚକ ଅଟେ , ଯଦି ଆପଣଙ୍କ ଅଂଚଳରେ ଧାତୁଗୁଡିକ ଅଜଣା ଅଟେ, ତାଲିକାକୁ “ଟଙ୍କା” ରେ ଅନୁବାଦ କରନ୍ତୁ (ଦେଖନ୍ତୁ UDB) #. ଝୋଲି ଏହାର ଅର୍ଥ “ପଟ୍ଟୀ” କିମ୍ବା “ଟଙ୍କା ପଟ୍ଟୀ,” କିନ୍ତୁ ଏହା ଟଙ୍କାକୁ ନେବା ପାଇଁ ଯାହା ବ୍ୟବହାର କରାଯାଉଛି ତାହାକୁ ସୁଚିତ କରାଯାଏ ଏକ ପଟ୍ଟୀ ଲୁଗାର ସରୁ ଲମ୍ବା ଖଣ୍ଡ ଅଟେ କିମ୍ବା ଏକ ଚମଡା ଯାହା ଅଣ୍ଟାର ଚାରିପାଖରେ ବନ୍ଧାଯାଏ ଏହା ଯଥେଷ୍ଟ ଚୌଡା ଅଟେ ଯେଉଁଦ୍ଵାରା ଟଙ୍କାକୁ ନେବା ପାଇଁ ବ୍ୟବହାର କରାଯାଏ # ଯାତ୍ରର ଥଳି ଏହା ଯାତ୍ରା ନିମନ୍ତେଜିନିଷ ଗୁଡିକୁ ରଖିବା ନିମନ୍ତେଥଳି ଅଟେ କିମବେକ ଥଳି ଯାହା ଜଣେ ଖାଦ୍ୟ ବା ଟଙ୍କା ସଂଗ୍ରହ ନିମନ୍ତେ ବ୍ୟବହାର କରାଯାଏ । #. ଦୁଇଟି ଅଙ୍ଗରଖା ସମାନ ଶବ୍ଦକୁ ବ୍ୟବହାର କର ଯାହା ଆପଣ ୫:୪୦ରେ ଅଙ୍ଗରଖା ପାଇଁ କରିଥିଲ #. ଶ୍ରମିକମାନେ “କାର୍ଯ୍ୟକାରୀମାନେ” #. ଖାଦ୍ୟ “ଯାହା ତାହାକୁ ଆବଶ୍ୟକ”

Matthew 10:11

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ୧୦:୧ ରେ ଯାହା ଆରମ୍ଭ ହୋଇଥିଲା ଅବିରତ ରଖେ #. ତୁମ୍ଭେମାନେ......ତୁମ୍ଭମାନଙ୍କର ଏହି ସର୍ବନାମ ବାର ପ୍ରେରିତଗଣଙ୍କୁ ଦର୍ଶାଏ #. ଯେଉଁ ନଗର ଏବଂ ଗ୍ରାମରେ ତୁମ୍ଭେମାନେ ପ୍ରବେଶ କର "ଯେତେବେଳେ ତୁମ୍ଭେମାନେ ନଗର କିମ୍ବା ଗ୍ରାମରେ ପ୍ରବେଶ କର" କିମ୍ବା "ପ୍ରତ୍ୟେକ ନଗର କିମ୍ବା ଗ୍ରାମରେ ତୁମ୍ଭେମାନେ ପ୍ରବେଶ କର" #. ନଗର....ଗ୍ରାମ "ବୃହତ୍ ଗ୍ରାମ.......ଛୋଟ ଗ୍ରାମ" କିମ୍ବା ବୃହତ୍ ନଗର... ଛୋଟ ନଗର" ଏହିଗୁଡିକ ସମାନ ଶବ୍ଦଗୁଡିକ ଅଟେ ଯାହା ୯:୩୫ ରେ ଅଛି #. ନ ଛାଡିବା ପର୍ଯ୍ୟନ୍ତ ସେଠାରେ ରୁହ
"ତୁମ୍ଭେମାନେ ସେହି ନଗର କିମ୍ବା ଗ୍ରାମ ନ ଛାଡିବା ପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କ ଗୃହରେ ରୁହ" #. ତୁମ୍ଭେମାନେ ଗୃହରେ ପ୍ରବେଶ କରିବା କ୍ଷଣି, ନମସ୍କାର ଜଣାଅ " ଗୃହରେ ପ୍ରବେଶ କରିବା କ୍ଷଣି, ସେଠାରେ ବାସ କରୁଥିବା ଲୋକମାନଙ୍କୁ ନମସ୍କାର ଜଣାଅ" ସେ ସମୟରେ ଏକ ସାଧାରଣ ଶୁଭେଚ୍ଛା "ଏହି ପରିବାର ପ୍ରତି ଶାନ୍ତି ହେଉ!" (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ଏହି ପରିବାର ଯୋଗ୍ୟ ଅଟେ “ସେହି ଗୃହରେ ବାସ କରୁଥିବା ଲୋକମାନେ ତୁମ୍ଭମାନଙ୍କୁ ଉତ୍ତମ ଭାବରେ ଗ୍ରହଣ କରିବେ” (UDB) କିମ୍ବା “ସେହି ଗୃହରେ ବାସ କରୁଥିବା ଲୋକମାନେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) ତୁମ୍ଭମାନଙ୍କ ଶାନ୍ତି ତାହା ଉପରେ ଆସୁ “ଶାନ୍ତି ତାହା ଉପରେ ଆସୁ” କିମ୍ବା ସେହି ଗୃହରେ ବାସ କରୁଥିବା ଲୋକାମାନେ ଶାନ୍ତିରେ ବାସ କରନ୍ତୁ” (ଦେଖନ୍ତୁ UDB) #. ତୁମ୍ଭମାନଙ୍କ ଶାନ୍ତି ଶାନ୍ତି ଯାହା ପ୍ରେରିତମାନେ ଈଶ୍ଵରଙ୍କଠାରୁ ସେହି ପରିବାର ଉପରେ ନିବେଦନ କରନ୍ତି #. ଯଦି ତାହା ଯୋଗ୍ୟ ନୁହେଁ “ଯଦି ସେମାନେ ତୁମ୍ଭମାନଙ୍କୁ ଉତ୍ତମ ଭାବେ ଗ୍ରହଣ କରନ୍ତି ନାହିଁ” (UDB) କିମ୍ବା “ଯଦି ସେମାନେ ତୁମ୍ଭମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତି ନାହିଁ” #. ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରି ଆସୁ ଏହା ଗୋଟିଏର ଦୁଇ ଅର୍ଥ ଥାଇପାରେ ୧) ଯଦି ସେହି ଗୃହସ୍ଥ ଲୋକ ଯୋଗ୍ୟ ନହେଲେ,ତେବେ ଈଶ୍ଵର ସେହି ପରିବାରରୁ ଶାନ୍ତି କିମ୍ବା ଆଶୀର୍ବାଦ ଫେରି ନେବେ, ଯେପରି UDBରେ ପ୍ରକାଶିତ ଅଛି, କିମ୍ବା ୨)ଯଦି ଗୃହସ୍ଥ ଯୋଗ୍ୟ ନଥିଲେ, ତେବେ ପ୍ରେରିତମାନେ କିଛି କରିବା ଉଚିତ୍, ଯେପରି ସେମାନଙ୍କର ଶାନ୍ତିର ନମସ୍କାର ଆଦର ନ କରିବା ଈଶ୍ଵରଙ୍କୁ ନିବେଦନ କରିବେ ଯଦି ଆପଣଙ୍କ ଭାଷାରେ ନମସ୍କାରକୁ ଫେରି ନେବାର ସମାନ ଅର୍ଥ ଅଛି, ତେବେ ତାହା ଏଠାରେ ବ୍ୟବହୃତ ହେଉ

Matthew 10:14

ଏହା ଯୀଶୁ ତାହାଙ୍କ ବାର ଶିଷ୍ୟମାନଙ୍କୁ ତାହାଙ୍କ କାର୍ଯ୍ୟ ନିମନ୍ତେ ପଠାଇବାର ବିବରଣୀକୁ ୧୦:୧ ରେ ଯାହା ଆରମ୍ଭ ହୋଇଥିଲା ଅବିରତ ରଖେ #. ସେମାନଙ୍କ ନିମନ୍ତେ ଯେଉଁମାନେ ତୁମ୍ଭମାନଙ୍କୁ ଶୁଣନ୍ତି ନାହିଁ କିମ୍ବା ଗ୍ରହଣ କରନ୍ତି ନାହିଁ "ଯଦି କୌଣସୀ ଲୋକ ସେହି ନଗରରେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ କିମ୍ବା ଶୁଣନ୍ତି ନାହିଁ" #. ତୁମ୍ଭେମାନେ....ତୁମ୍ଭମାନଙ୍କର ବାର ଶିଷ୍ୟଗଣ #. ତୁମ୍ଭମାନଙ୍କ ବାକ୍ୟକୁ ଶୁଣନ୍ତି "ତୁମ୍ଭମାନଙ୍କ ସମ୍ବାଦକୁ ଶୁଣନ୍ତି" (UDB) କିମ୍ବା "ତୁମ୍ଭେମାନେ ଯାହା କହିବ ତାହା ଶୁଣନ୍ତି" #. ନଗର ଏହା ସମାନ ଭାବରେ ଅନୁବାଦ କର ଯେପରି ତୁମ୍ଭେ ୧୦:୧୧ରେ କରିଥିଲ #. #. ତୁମ୍ଭମାନଙ୍କର ପାଦରୁ ଧୁଳି ଝାଡିଦିଅ “ତୁମ୍ଭମାନଙ୍କ ପାଦରୁ ସେହି ନଗରର କିମ୍ବା ସେହି ଗୃହର ଧୁଳି ଝାଡିଦିଅ” ଏହା ଏକ ଚିହ୍ନ ଅଟେ ଯେ ଈଶ୍ଵର ସେହି ଗୃହର କିମ୍ବା ନଗରର ଲୋକମାନଙ୍କୁ ପରିତ୍ୟାଗ କଲେ (ଦେଖନ୍ତୁ:ଯୁଡିବା) #. ଏହା ଅଧିକ ସହନୀୟ ହେବ “କ୍ଲେଶ କମ୍ ହେବ” #. ସଦୋମ୍ ଏବଂ ଗୋମୋରାର ଅଂଚଳ
“ସୋଦୋମ୍ ଏବଂ ଗୋମୋରାର ଅଂଚଳରେ ରହୁଥିବା ଲୋକମାନେ,” ଯେଉଁମାନଙ୍କୁ ଈଶ୍ଵର ସ୍ଵର୍ଗରୁ ନିଆଁ ପଠାଇ ବିନାଶ କରିଥିଲେ (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ସେହି ନଗର ସେହି ନଗରର ଲୋକମାନେ ପ୍ରେରିତମାନଙ୍କୁ ଗ୍ରହଣ କଲେ ନାହିଁ କିମ୍ବା ସେମାନଙ୍କ ସମ୍ବାଦ ଶୁଣିଲେ ନାହିଁ (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ)

Matthew 10:16

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି । #. ଆଉଦେଖ "ଆଉଦେଖ" ଶବ୍ଦଏଠାରେ ଯାହା ଅନୁସରଣ କରିବାକୁ ଗୁରୁତ୍ଵ ଦିଆଯାଏ ବିକଳ୍ପ ଅନୁବାଦ: "ଦେଖ" କିମ୍ବା "ଶୁଣ" କିମ୍ବା "ଧ୍ୟାନ ଦିଅ ଯାହା ମୁଁ ତୁମ୍ଭମାନଙ୍କୁ କହିବାକୁ ଯାଉଅଛି" (ଦେଖନ୍ତୁ:UDB) #. ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଅଛି ଯୀଶୁ ସେମାନଙ୍କୁ ଏକ ଉଦ୍ଦେଶ୍ୟ ନିମନ୍ତେ ବାହାରକୁ ପଠାଉଛନ୍ତି #. କୋକିଶିଆଳିମାନଙ୍କ ମଧ୍ୟରେ ମେଷ ପରି ଯୀଶୁ ଶିଷ୍ୟମାନଙ୍କୁ ପ୍ରତିରକ୍ଷା କରି ନପାରିଵା ପଶୁମାନଙ୍କ ସହ ତୁଳନା କରୁଛନ୍ତି ଯେଉଁଠାରେ ବନ୍ୟ ପଶୁମାନେ ସେମାନଙ୍କୁ ଆକ୍ରମଣ କରିବେ (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) # ମେଷ ପରି ପ୍ରତି ରକ୍ଷା ନ କରିପାରିବା(ଦେଖନ୍ତୁ:ରୁପକ) #. କୋକିଶିଆଳିମାନଙ୍କ ମଧ୍ୟରେ ଆପଣମାନେ ଏହି ତୁଳନାତ୍ମକ ବ୍ୟବହାରକୁ “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଭୟଙ୍କର କୋକିଶିଆଳି ପରି ଅଟନ୍ତି” କିମ୍ବା “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ଅତି ଭୟଙ୍କର ଭାବରେ ବ୍ୟବହାର କରନ୍ତି” କିମ୍ବା ସମାନତା ଉଦ୍ଦେଶ୍ୟକୁ ଦର୍ଶାନ୍ତୁ, “ଲୋକମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭମାନଙ୍କୁ ଆକ୍ରମଣ କରିବେ” (ଦେଖନ୍ତୁ:ରୁପକ) #. କପୋତ ପରି ନିରୀହ ଏବଂ ସର୍ପ ପରି ବୁଦ୍ଧିମାନ୍ ହୁଅ ତୁଳନାତ୍ମକ ରୁପକ ବ୍ୟବହାର ନ କଲେ ଏହା ଉତ୍ତମ ହେବ: ବୁଝାମଣା ଏବଂ ସାବଧାନ , ଏବଂ ଏପରିକି ନିର୍ଦ୍ଦୋଶ ଏବଂ ପୁଣ୍ୟ ସହ କାର୍ଯ୍ୟ କରନ୍ତୁ" (ଦେଖନ୍ତୁ:ତୁଳନାତ୍ମକ ବ୍ୟବହାର) #. ଲୋକମାନଙ୍କ ସମ୍ମୁଖରେ ସାବଧାନ ହୁଅ, ଯେହେତୁ ସେମାନେ ତୁମ୍ଭକୁ ସମର୍ପଣ କରିବେ “ସାବଧାନ, ଯେହେତୁ ଲୋକମାନେ ତୁମ୍ଭକୁ ସମର୍ପଣ କରିବେ” #. ଆପଣାକୁ ସାବଧାନ କର ନିମନ୍ତେ ସାବଧାନ ହୁଅ” କିମ୍ବା “ସତର୍କ ହୁଅ” କିମ୍ବା “ନିମନ୍ତେ ଅତି ଯତ୍ନଶୀଳ ରୁହ” (ଦେଖନ୍ତୁ: ବାକ୍ୟାଂଶ) #. ତୁମ୍ଭକୁ ସମର୍ପଣ କରିବେ ଏହା ସେହି ଶବ୍ଦ ଅଟେ ଯାହା ଯିହୁଦା ଯୀଶୁଙ୍କ ସହ କରିଥିଲା (ଦେଖନ୍ତୁ:UDB) ବିକଳ୍ପ ଅନୁବାଦ: “ବିଶ୍ଵାସଘାତ କରିବେ” କିମ୍ବା “ହସ୍ତରେ ସମର୍ପଣ କରିବେ” କିମ୍ବା “ତୁମ୍ଭମାନଙ୍କୁ ଗିରଫ କରିବେ ଏବଂ ବିଚାର କରିବେ” #. ସଭାରେ ଏହି ସ୍ଥାନରେ ଅର୍ଥ ହେଉଛି ସ୍ଥାନୀୟ କିମ୍ବା ବୃଦ୍ଧମାନେ ଯେଉଁମାନେ ସଭାରେ ଏକ ଶାନ୍ତି ରଖନ୍ତି । ବିକଳ୍ପ ଅନୁବାଦ: “ବିଚାରାଳୟ” #. କୋରଡ ମାରିବେ “କୋରଡ ସହିତ ମାରିବେ” #. ତତୁମ୍ଭମାନଙ୍କୁ ଅଣାଯିବ “ସେମାନେ ତୁମ୍ଭମାନଙ୍କୁ ଆଣିବେ” କିମ୍ବା ସେମାନେ ତୁମ୍ଭକୁ ଘସାଡିଆଣିବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ମୋହର ନିମନ୍ତେ “ଯେହେତୁ ତୁମ୍ଭେମାନେ ମୋହର ଅଟ” (UDB) କିମ୍ବା “ଯେହେତୁ ତୁମ୍ଭେମାନେ ମୋହର ଅନୁସରଣ କର” #. ସେମାନଙ୍କୁ ଏବଂ ବିଜାତୀୟମାନଙ୍କୁ “ସେମାନଙ୍କୁ” ସର୍ବନାମ ରାଜ୍ୟପାଳ ଏବଂ ରାଜାମାନଙ୍କୁ ସୁଚାଏ କିମ୍ବା ଯିହୁଦୀ ଅଭିଯୁକ୍ତକାରୀମାନଙ୍କୁ ସୁଚାଏ (୧୦:୧୭)

Matthew 10:19

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ "ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ," "ଲୋକମାନେ" ଏଠାରେ ସେ ସମାନ "ଲୋକମାନେ ଯାହା ୧୦:୧୭ରେ ଅଛନ୍ତି #. ସମର୍ପଣ କରିବେ ଏହାକୁ ସେପରି ଅନୁବାଦ କର ଯେପରି ତୁମ୍ଭେ "ସେମାନଙ୍କ ହସ୍ତରେ ସମର୍ପଣ କରିବେ" ଅନୁବାଦ ୧୦:୧୭ରେ କରିଥିଲ #. ତୁମ୍ଭେମାନେ “ତୁମ୍ଭେମାନେ” ଏବଂ “ତୁମ୍ଭମାନଙ୍କର” ସର୍ବନାମଗୁଡିକୁ ଏହି ପାଠ୍ୟରେ ବାର ଜଣ ଶିଷ୍ୟମାନଙ୍କୁ ସୁଚାଯାଇଅଛି #. କୌଣସୀ ବିଷୟ ନିମନ୍ତେ ଚିନ୍ତା କରନ୍ତୁ ନାହିଁ “ବ୍ୟସ୍ତ ହୁଅନ୍ତୁ ନାହିଁ” #. କିପରି ଏବଂ କଅଣ ତୁମ୍ଭେ କହିବ “କିପରି ତୁମ୍ଭେମାନେ କହିବ କିମ୍ବା କ’ଣ ତୁମ୍ଭେମାନେ କହିବ” ଏହି ଦୁଇ ବିଚାରଗୁଡିକୁ ଏକ କରାଯାଇଅଛି: “କଅଣ ତୁମ୍ଭମାନଙ୍କୁ କହିବାକୁ ପଡିବ” (ଦେଖନ୍ତୁ:hendiadys ଆଳଙ୍କାରିକ ବାଚ୍ୟ) #. ସେହି ଘଟିକାରେ “ସେହି ସମୟରେ” (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯଦି ଆବଶ୍ୟକ, ଏହାକୁ ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ଈଶ୍ଵର ସ୍ଵର୍ଗୀୟ ପିତାଙ୍କ ଆତ୍ମା” କିମ୍ବା ଏକ ପାଦଟୀକା ସ୍ପଷ୍ଟ କରିବା ପାଇଁ ଯେ ଏହା ପବିତ୍ରଆତ୍ମା ଈଶ୍ଵରଙ୍କୁ ଜାଗତିକ ପିତାଙ୍କୁ ସୁଚାଇବା ପାଇଁ ପାଠ୍ୟରେ ଯୋଗ କରାଯାଇଥିବ #. ତୁମ୍ଭମାନଙ୍କ ଠାରେ “ତୁମ୍ଭମାନଙ୍କ ଦେଇ

Matthew 10:21

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଭାଇ ଭାଇକୁ ମୃତ୍ୟୁ ହସ୍ତରେ ସମର୍ପଣ କରିବେ, ଏବଂ ଏକ ପିତା ଆପଣା ସନ୍ତାନକୁ ଏଠାରେ: "ଭାଇମାନେ ମୃତ୍ୟୁ ହସ୍ତରେ ସେମାନଙ୍କର ଭାଇମାନଙ୍କୁ ସମର୍ପଣ କରିବେ, ଏବଂ ପିତାମାନେ ସେମାନଙ୍କ ସନ୍ତାନମାନଙ୍କୁ ମୃତ୍ୟୁ ହସ୍ତରେ ସମର୍ପଣ କରିବେ" #. ସମର୍ପଣ କରିବେ ତୁମ୍ଭେ ଏହାକୁ ସେହିପରି ଅନୁବାଦ କର ଯେପରି ୧୦:୧୭ ପଦରେ ଆପଣ "ହସ୍ତରେ..... ସମର୍ପଣ କରିବେ" ଅନୁବାଦ କରିଥିଲ #. ବିରୁଦ୍ଧରେ ଉଠିବେ "ବିରୁଦ୍ଧରେ ବଚସା କରିବେ" (UDB) କିମ୍ବା "ବିରୁଦ୍ଧରେ ଠିଆ ହେବେ" #. ଏବଂ ସେମାନଙ୍କୁ ବଧ କରିବେ "ଏବଂ ସେମାନଙ୍କୁ ହତ୍ୟା କରିବେ" କିମ୍ବା "ସେମାନଙ୍କୁ ବଧ କରିବାର ଅଧିକାର ଅଛି" #. ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ ଏଠାରେ: “ପ୍ରତ୍ୟେକେ ତୁମ୍ଭମାନଙ୍କୁ ଘୃଣ କରିବେ” କିମ୍ବା “ ସମସ୍ତ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ତୁମ୍ଭେମାନେ.....ତୁମ୍ଭେମାନେ.....ତୁମ୍ଭେମାନେ...ତୁମ୍ଭେମାନେ ବାରଜଣ ପ୍ରେରିତଗଣ #. ମୋହର ନାମ ନିମନ୍ତେ “ମୋହର ହେତୁ” କିମ୍ବା “ଯେହେତୁ ତୁମ୍ଭେମାନେ ମୋତେ ଭରସା କରୁଅଛ” (UDB) #. ଯେକେହି ଧୈର୍ଯ୍ୟ ଧରେ “ଯେକେହି ବିଶ୍ଵାସଯୋଗ୍ୟ ଥାଏ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) # ସେହି ବ୍ୟକ୍ତି ପରିତ୍ରାଣ ପାଇବ ଏଠାରେ: ଈଶ୍ଵର ସେହି ବ୍ୟକ୍ତିକୁ ଉଦ୍ଧାର କରିବେ । (ଦେଖନ୍ତୁ : କତ୍ତୁବାଚ୍ୟ ବ କର୍ମ ବାଚ୍ୟ #. ଅନ୍ୟଠାକୁ ଧାଇଁ ପଳାଅ “ଅନ୍ୟ ନଗରକୁ ଧାଇଁ ପଳାଅ” #. ଆସିଅଛି “ପହଂଚିବା”

Matthew 10:24

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଏକ ଶିଷ୍ୟ ତାହାର ଗୁରୁଠାରୁ ମହାନ ନୁହେଁ ଏହା ଏକ ସାଧାରଣ ସତ୍ୟର ବିବୃତ୍ତି ଅଟେ, କୌଣସୀ ଶିଷ୍ୟ କିମ୍ବା ଗୁରୁ ବିଷୟରେ ବିବୃତ୍ତି ନୁହେଁ । ଏକ ଶିଷ୍ୟ ତାହାର ଗୁରୁଠାରୁ "ଅଧିକ ଗୁରୁତ୍ଵ ନୁହେଁ" ଏହାର କାରଣ ହୋଇପାରେ ସେ ତାହାର ଗୁରୁଠାରୁ "ଅଧିକ କିଛି ଜାଣେ ନାହିଁ" କିମ୍ବା "କ୍ରମରେ ଅଧିକ ଉଚ୍ଚ ନୁହେଁ" କିମ୍ବା "ଅଧିକ ଉତ୍ତମ ନୁହେଁ" ବିକଳ୍ପ ଅନୁବାଦ: "ଏକ ଶିଷ୍ୟ ତାହାର ଗୁରୂ ଠାରୁ କମ୍ ଗୁରୁତ୍ଵପୁର୍ଣ୍ଣ ଅଟେ" କିମ୍ବା "ଏକ ଗୁରୁ ତାଙ୍କର ଶିଷ୍ୟଠାରୁ ସର୍ବଦ ଗୁରୁତ୍ୱପୂର୍ଣ୍ଣ ଅଟେ" #. ସେବକ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ "ଏବଂ ଏକ ଦାସ ତାହାର ଗୁରୁଠାରୁ ମହାନ୍ ନୁହେଁ" ଏହାୟ ଏକ ସାଧାରଣ ସତ୍ୟର ବିବୃତ୍ତି ଅଟେ, କୌଣସୀ ମାଲିକ ଏବଂ ଦାସ ବିଷୟରେ ବିବୃତ୍ତି ନୁହେଁ" ଏକ ଦାସ ତାହାର ମାଲିକଠାରୁ "ଗୁରୁତ୍ଵପୁର୍ଣ୍ଣ" କିମ୍ବା "ଅଧିକ ଶ୍ରେଷ୍ଠ" ନୁହେଁ ବିକଳ୍ପ ଅନୁବାଦ: "ଏବଂ ଜଣେ ଦାସ ତାହାର ମାଲିକ ଠାରୁ କମ୍ ଶ୍ରେଷ୍ଠ ଅଟେ" କିମ୍ବା "ଏବଂ ଜଣେ ମାଲିକ ସବୁବେଳେ ତାଙ୍କର ଦାସଠାରୁ ଅଧିକ ଶ୍ରେଷ୍ଠ ଅଟନ୍ତି" #. ଚାକର "ଦାସ" #. ମାଲିକ “ଅଧିକାରୀ” #. ଏହା ଶିଷ୍ୟ ନିମନ୍ତେ ଯଥେଷ୍ଟ ଅଟେ ଯେ ସେ ତାହାର ଗୁରୁ ପରି ହେବା ଉଚିତ୍ “ଶିଷ୍ୟତାହାର ଗୁରୁ ପରି ହେବା ପାଇଁ ସନ୍ତୁଷ୍ଟ ହେବା ଉଚିତ୍” ଆପଣା ଗୁରୁ ସଦୃଶ " ଆପଣା ଗୁରୁ ଯେତିକି ଜାଣନ୍ତି ସେତିକି ଜାଣିବା " #. ଏବଂ ଦାସ ଆପଣାମାଲିକ ପରି
“ଦାସଜଣକ ତାହାର ମାଲିକ ପରି ହେବା ପାଇଁ ଅଧିକ ଗୁରୁତ୍ଵପୁର୍ଣ୍ଣ ହେବାରେ ସନ୍ତୁଷ୍ଟ ହେବା ଉଚିତ୍ #. ଯଦି ସେମାନେ ଗୃହକର୍ତ୍ତାଙ୍କୁ ବାଲଜିବୁଲ୍ ବୋଲି କହିଛନ୍ତି, ତେବେ ତାହାଙ୍କ ପରିଜନଙ୍କୁ ଆହୁରି ହେବ ଯୀଶୁଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିଲା, ତେବେ ଯୀଶୁଙ୍କ ଶିଷ୍ୟମାନେ ଆପଣା ପ୍ରତି ସେପରି ଦୁର୍ବ୍ୟବହାରକୁ କିମ୍ବା ଅଧିକ ହୀନ ବ୍ୟବହାର ପାଇବା ପାଇଁ ଆଶା କରିବା ଉଚିତ୍ (ଦେଖନ୍ତୁ :UDB) #. ଯଦି ସେମାନେ ଡାକନ୍ତି ବିକଳ୍ପ ଅନୁବାଦ: ଯେହେତୁ ଲୋକମାନେ ଡାକନ୍ତି” #. ଗୃହର କର୍ତ୍ତା ଯୀଶୁ “ଗୃହର କର୍ତ୍ତା” ଶବ୍ଦଟିକୁ ତାଙ୍କ ନିମନ୍ତେ ଏକ ରୁପକ ଭାବରେ ବ୍ୟବହାର କରୁଛନ୍ତି (ଦେଖନ୍ତୁ: ରୁପକ) #. ବାଲଜିବୁଲ୍ “ଏହି ଶବ୍ଦ ପ୍ରକୃତ ଭାଷରୁ ଆସିଅଛି ଏବଂ ଏହା ହୋଇପାରେ ୧) ସିଧାସଳଖ ଭାବରେ “ବାଲଜିବୁଲ୍” ପରି ନକଲ କରିଛନ୍ତି କିମ୍ବା ୨) ଏକ ଉଦ୍ଦେଶ୍ୟର ଅର୍ଥ ସହ “ଶୟତାନ” ଅନୁବାଦ କରିଥିଲେ #. ସେମାନେ ଗୃହକର୍ତ୍ତାଙ୍କୁ ଯୀଶୁ ଏଠାରେ “ସେମାନେ ଗୃହକର୍ତ୍ତାଙ୍କୁ” ତାହାଙ୍କ ଶିଷ୍ୟ ନିମନ୍ତେ ବ୍ୟବହାର କରୁଛନ୍ତି

Matthew 10:26

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ସେମାନଙ୍କୁ ଭୟ କର ନାହିଁ "ସେମାନଙ୍କୁ" ସର୍ବନାମ ସେମାନଙ୍କୁ ସୁଚାଏ ଯେଉଁମାନେ ଯୀଶୁଙ୍କ ଅନୁସରଣକାରୀମାନଙ୍କୁ ଦୁର୍ବ୍ୟବହାର କରନ୍ତି #. ଏପରି ଆଚ୍ଛାଦିତ କିଛି ନାହିଁ ଯାହା ପ୍ରକାଶିତ ହେବ ନାହିଁ, ଏବଂ ଏପରି ଗୁପ୍ତରେ କିଛି ନାହିଁ ଯାହା ଜଣାଯିବ ନାହିଁ ଏହି ସମାନ୍ତରତା ଏପରି ଅନୁବାଦ କରାଯାଇପାରେ "ଲୋକମାନେ ଯାହାସବୁ ଆଚ୍ଛାଦିତ କରୁଛନ୍ତି ଈଶ୍ଵର ପ୍ରକାଶ କରିବେ" (ଦେଖନ୍ତୁ: ସମାନ୍ତରତା, କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯାହା ମୁଁ ତୁମ୍ଭମାନଙ୍କୁ ଅନ୍ଧକାରରେ କହୁଅଛି ସେଗୁଡିକୁ ଆଲୋକରେ କହିବ, ଏବଂ ଯାହାସବୁ ତୁମ୍ଭେମାନେ ଗୋପନରେ ଶୁଣ, ତାହାସବୁ ଘରଛାତ ଉପରେ ଘୋଷଣା କର ଏହି ସମାନ୍ତରତା ଏପରି ଅନୁବାଦ କରାଯାଇପାରେ “ଲୋକମାନଙ୍କୁ ଦିନ ସମୟରେ କୁହ ଯାହାସବୁ ମୁଁ ଅନ୍ଧକାରରେ କହୁଅଛି, ଏବଂ ଘରଛାତ ଉପରେ ଘୋଷଣା କର ଯାହାସବୁ ତୁମ୍ଭେ ତୁମ୍ଭମାନଙ୍କ କର୍ଣ୍ଣରେ ଗୋପନରେ ଶୁଣୁଅଛ” #. ଯାହାସବୁ ମୁଁ ତୁମ୍ଭମାନଙ୍କୁ ଅନ୍ଧକାରରେ କହୁଅଛି “ଯାହାସବୁ ମୁଁ ତୁମ୍ଭମାନଙ୍କୁ ଗୁପ୍ତଭାବରେରେ କହୁଅଛି” (UDB) କିମ୍ବା “ଯେଉଁ ବିଷୟସମସ୍ତ ମୁଁ ତୁମ୍ଭମାନଙ୍କୁ ଏକାନ୍ତରେ କହୁଅଛି” (ଦେଖନ୍ତୁ: ରୁପକ) #. ଆଲୋକରେ କୁହନ୍ତୁ “ଖୋଲାରେ କୁହନ୍ତୁ” କିମ୍ବା “ଲୋକମାନଙ୍କ ସମ୍ମୁଖରେ କୁହନ୍ତୁ” (UDB) (ଦେଖନ୍ତୁ:ରୁପକ) #. ଯାହାସବୁ ତୁମ୍ଭେ ତୁମ୍ଭମାନଙ୍କ କର୍ଣ୍ଣରେ ଗୋପନରେ ଶୁଣୁଅଛ “ଯାହାସବୁ ମୁଁ ତୁମ୍ଭମାନଙ୍କ କାନରେ କହୁଅଛି” ଗୃହଛାତ ଉପରେ ପ୍ରଚାର କର “ସମସ୍ତେ ଶୁଣିବା ପାଇଁ ଉଚ୍ଚ ସ୍ଵରରେ କୁହନ୍ତୁ” ଗୃହଛାତ ଓସାରିଆ ଥିଲା ଯେଉଁଠାରେ ଯୀଶୁ ରହୁଥିଲେ, ଏବଂ ଦୁରରୁ ଲୋକମାନେ ଶୁଣିପାରୁଥିଲେ ଯଦି କେହିହେଲେ ଉଚ୍ଚ ସ୍ଵରରେ କିଛି କହିଥାଏ

Matthew 10:28

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଭୟ କର ନାହିଁ ଯେଉଁମାନେ ଶରୀରକୁ ଘାତ କରିବେ କିନ୍ତୁ ଆତ୍ମାକୁ ଘାତ କରିବାକୁ ଅକ୍ଷମ "ଲୋକମାନଙ୍କୁ ଭୟ କର ନାହିଁ ସେମାନେ ଶରୀରକୁ ଘାତ କରିପାରିବେ,କିନ୍ତୁ ସେମାନେ ଆତ୍ମାକୁ ଘାତ କରିପାରିବେ ନାହିଁ" #. ଶରୀରକୁ ଘାତ କରିବା ଶାରୀରିକ ମୃତ୍ୟୁ । ଯଦି ଏହି ଶବ୍ଦଗୁଡିକ ଅସୁନ୍ଦରଅଟେ, ସେଗୁଡିକୁ ଏପରି ଅନୁବାଦ କରାଯାଇପାରେ "ତୁମ୍ଭମାନଙ୍କୁ ଘାତ କରିବେ" କିମ୍ବା "ଅନ୍ୟମାନଙ୍କୁ ଘାତ କରିବେ" #. ଶରୀର ଏକ ବ୍ୟକ୍ତିର ଅଙ୍ଗ ଯାହାକୁ ଛୁଇଁପାରିବଆତ୍ମାକୁ ଘାତ କରିବା ସେମାନେ ମୃତ୍ୟୁବରଣ କଲା ପରେ ଲୋକମାନଙ୍କୁ ଆଘାତ କରିବା #. ଆତ୍ମା ଏକ ବ୍ୟକ୍ତିର ଭାଗ ଅଟେ ଯାହାକୁ ସ୍ପର୍ଶ କରାଯାଇପାରିବ ନାହିଁ ଏବଂ ଯାହା ଶରୀର ମୃତ୍ୟୁ ପରେ ବଂଚିଥାଏ #. ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ଏହି ପ୍ରଭାବିତ ପ୍ରଶ୍ନ ଏପରି ଅନୁବାଦ କରାଯାଇପାରେ "ଘରଚଟିଆ ଗୁଡିକୁ ଚିନ୍ତା କର #. ସେମାନଙ୍କ ମୁଲ୍ୟ ଅତି କମ୍ ଅଟେ ଯେ ଆପଣ ଦୁଇଟିକୁ ଗୋଟିଏ ପଇସାରେ କିଣିପାରିବେ” (UDB) (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ଚଟିଆଗୁଡିକ ଏମାନେ ଅତି ଛୋଟ, ବିହନ ଖାଉଥିବା ପକ୍ଷୀମାନେ ଏକ ରୁପକ ଭାବରେ ବ୍ୟବହାର କରାଯାଇଅଛି ଯାହା ଲୋକମାନେ ଅଧିକ ଗୁରୁତ୍ଵ ଦିଅନ୍ତି ନାହିଁ (ଦେଖନ୍ତୁ: ରୁପକ) ଏକ ଛୋଟ ମୁଦ୍ରା ଏହା ବହୁବାର ସବୁଠାରୁ ଛୋଟ ମୁଦ୍ରାରେ ଲକ୍ଷ୍ୟ ଭାଷାରେ ବ୍ୟବହାର କରାଯାଇଅଛି ଏହା ତମ୍ବା ମୁଦ୍ରା ଅଟେ ଏକ କାର୍ଯ୍ୟକାରୀ ପାଇଁ ଦିନକର ମଜୁରୀର ଏକ ଶୋହଳ ଅଂଶ ଅଟେ ଏହାକୁ ଅନୁବାଦ କରାଯାଇପାରେ “ଅତି କମ୍ ଟଙ୍କା” #. ତୁମ୍ଭମାନଙ୍କ ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳକୁ ପଡେ ନାହିଁ ଏହି ପ୍ରକାଶନକୁ ଅନୁବାଦ କରାଯାଇପାରେ “ଯଦିଓ ସେମାନଙ୍କ ମଧ୍ୟରୁ ଗୋଟିଏ ତଳକୁ ପଡେ କିନ୍ତୁ ତାହା ତୁମ୍ଭମାନଙ୍କ ପିତାଙ୍କର ଅନୁମତି ରେ ହୋଇପାରେ” କିମ୍ବା କେବଳ ତୁମ୍ଭମାନଙ୍କ ପିତା ଜାଣନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ ଭୁଇଁରେ ପଡେ” (ଦେଖନ୍ତୁ: litotes ଆଳଙ୍କରିକ ବାଚ୍ୟ) #. ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ନୁହେଁ “ଗୋଟିଏ ହେଲେ ଘରଚଟିଆ ନୁହେଁ” #. ଭୁଇଁରେ ପଡେ “ମରିଥାଏ” #. ତୁମ୍ଭମାନଙ୍କ ମସ୍ତକର କେଶ ମଧ୍ୟ ଗଣାଯାଇଅଛି “ଈଶ୍ଵର ଏହା ମଧ୍ୟ ଜାଣନ୍ତି ଯେ ତୁମ୍ଭମାନଙ୍କ ମସ୍ତକରେ କେତେ କେଶ ଅଛି” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)

ଗଣାଯାଇଅଛି

“ଗଣିଛନ୍ତି” #. ତୁମ୍ଭେମାନେ ଚଟିଆମାନଙ୍କ ଠାରୁ ଅଧିକ ମୁଲ୍ୟବାନ୍ ଅଟ “ଈଶ୍ଵର ଅନେକ ଚଟିଆମାନଙ୍କ ଠାରୁ ତୁମ୍ଭମାନଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତି

Matthew 10:32

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଯେକେହି ଲୋକଙ୍କ ସାକ୍ଷାତାରେ ମୋତେ ସ୍ଵିକାର କରନ୍ତି "ଯେକେହି ଅନ୍ୟମାନଙ୍କୁ କହେ ଯେ ସେ ମୋହର ଶିଷ୍ୟ ଅଟେ" କିମ୍ବା "କେହିହେଲେ ଯିଏ ଅନ୍ୟମାନଙ୍କ ସମ୍ମୁଖରେ ଗ୍ରହଣ କରେ ଯେ ସେ ମୋହର ଭକ୍ତ ଅଟେ" #. #. ସ୍ଵିକାର କରିବା “ଗ୍ରହଣ କରିବା” (ଦେଖନ୍ତୁ:UDB) #. ପୁରୁଷମାନଙ୍କ ସମ୍ମୁଖରେ “ଲୋକମାନଙ୍କ ସମ୍ମୁଖରେ” କିମ୍ବା “ଅନ୍ୟ ଲୋକମାନଙ୍କ ସମ୍ମୁଖରେ” #. ମୋହର ପିତା ଯିଏ ସ୍ଵର୍ଗରେ ଅଛନ୍ତି ଯୀଶୁ ପିତା ଈଶ୍ଵରଙ୍କ ବିଷୟରେ କହୁଛନ୍ତି #. ସେ ଯିଏ ଲୋକମାନଙ୍କ ସମ୍ମୁଖରେ ଅସ୍ଵିକାର କରେ “ସେ ଯିଏ ଲୋକମାନଙ୍କ ସମ୍ମୁଖରେ ମୋତେ ଅନାଦର କରେ” କିମ୍ବା “ସେ ଯିଏ ଲୋକମାନଙ୍କ ସମ୍ମୁଖରେ ମୋତେ ପରିତ୍ୟାଗ ବୋଲି ମନେ କରେ” କିମ୍ବା “ ଯେକେହି ଅନ୍ୟମାନଙ୍କ ସମ୍ମୁଖରେ ଗ୍ରହଣ କରେ ନାହିଁ ଯେ ସେ ମୋହର ଶିଷ୍ୟ ନୁହେଁ” କିମ୍ବା “ଯଦି କେହିହେଲେ କହିବାକୁ ମନା କରେ ଯେ ସେ ମୋହର ଭକ୍ତ ଅଟେ"

Matthew 10:34

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ମନେ କର ନାହିଁ "ଚିନ୍ତା କର ନାହିଁ" କିମ୍ବା "ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହଁ" #. ଏକ ଖଡ୍ଗ ଏହି ରୁପକ ୧) ପ୍ରଚଣ୍ଡ ମୃତ୍ୟୁ (ଦେଖନ୍ତୁ ରୁପକରେ "କ୍ରୁଶ") ଭାବ ହୋଇପାରେ #. ଘଟାଇବାକୁ ଆସିଅଛି "ବୁଲିପଡିବା" କିମ୍ବା "ବିଭାଜନ କରିବା" କିମ୍ବା "ବିଛିନ୍ନ କରିବା" #. ଏକ ବ୍ୟକ୍ତି ତାହାର ପିତାଙ୍କ ବିରୁଦ୍ଧରେ "ଏକ ସନ୍ତାନ ତାହାର ପିତାଙ୍କ ବିରୁଦ୍ଧରେ" #. ଏକ ବ୍ୟକ୍ତିର ଶତ୍ରୁମାନେ "ଏକ ବ୍ୟକ୍ତିର ଶତ୍ରୁମାନେ" କିମ୍ବା "ଏକ ବ୍ୟକ୍ତିର ଖରାପ ଶତ୍ରୁମାନେ" #. ଆପଣା ଗୃହସ୍ଥର ଲୋକମାନେ "ତାହାର ପରିବାରର ସଦସ୍ୟମାନେ"

Matthew 10:37

ଯୀଶୁ ଆପଣା ଶୀଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ସେବାକାର୍ଯ୍ୟ କରିବା ସମୟରେ ସେମାନେ ଯେଉଁ ତାଡ଼ନା ସହିବେ ସେହି ବିଷୟରେ କହିବା ଆରମ୍ଭ କରନ୍ତି ଅବିରତ ରହିଛି ଯାହା ୧୦:୧୬ରେ ଆରମ୍ଭ ହୋଇଥିଲା #. ଯିଏ ପ୍ରେମ କରେ..... ଯୋଗ୍ୟ ନୁହେଁ ବିକଳ୍ପ ଅନୁବାଦ: "ସେମାନେ ଯେଉଁମାନେ ପ୍ରେମ କରନ୍ତି.... ଯୋଗ୍ୟ ନୁହନ୍ତି" କିମ୍ବା "ଯଦି ତୁମ୍ଭେ ପ୍ରେମ କର.... ତୁମ୍ଭେ ଯୋଗ୍ୟ ନୁହଁ" #. ସେ ଯିଏ ଏହାକୁ ଏପରି ଅନୁବାଦ କରାଯାଇପାରେ "ଯେକେହି" କିମ୍ବା "ଜଣେ ଯିଏ" କିମ୍ବା "ଯେକେହି ଯିଏ" କିମ୍ବା "ଲୋକମାନେ ଯେଉଁମାନେ" (ଦେଖନ୍ତୁ:UDB) #. ପ୍ରେମ କରିବା "ପ୍ରେମ" ଶବ୍ଦଟି "ଭାତ୍ରୁପ୍ରେମକୁ" ସୁଚାଏ କିମ୍ବା "ବନ୍ଧୁ ପ୍ରେମ"କୁ ସୁଚାଏ ଏହାକୁ ମଧ୍ୟ ଏପରି ଅନୁବାଦ କରାଯାଇପାରିବ "ଯତ୍ନ ନେବା" କିମ୍ବା "ଧ୍ୟାନ ଦେବା" କିମ୍ବା "ଆସକ୍ତ ହେବା" କୁ ସୁଚାଏ #. ମୋହର ଯୋଗ୍ୟ ନୁହେଁ ଏହାକୁ ଏପରି ଅନୁବାଦ କରାଯାଇପାରେ “ମୋର ହେବା ନିମନ୍ତେ ଯୋଗ୍ୟ ନୁହେଁ” କିମ୍ବା “ମୋହର ଶିଷ୍ୟ ହେବା ନିମନ୍ତେ ଯୋଗ୍ୟ ନୁହେଁ” କିମ୍ବା “ମୋହର ହେବା ନିମନ୍ତେ ଯୋଗ୍ୟ ନୁହେଁ” (ଦେଖନ୍ତୁ UDB) #. ସେ ଯିଏ ଉଠାଏ ନାହିଁ.....ନୁହେଁ ଏକାନ୍ତର ଅନୁବାଦ: “ସେମାନେ ଯେଉଁମାନେ ଉଠାନ୍ତି ନାହିଁ.... ନୁହେଁ” କିମ୍ବା “ଯଦି ତୁମ୍ଭେମାନେ ଉଠାଅ ନାହିଁ..... ତୁମ୍ଭେମାନେ ନୁହଁ” କିମ୍ବା “ଯେପର୍ଯ୍ୟନ୍ତ ତୁମ୍ଭେମାନେ ଉଠାଅ ନାହିଁ...... ତୁମ୍ଭେମାନେ ନୁହଁ” #. ଉଠାଅ...କ୍ରୁଶ ଏବଂ ଅନୁଗମନ କରିବା ଏହା ମୃତ୍ୟୁବରଣ କରିବା ନିମନ୍ତେ ଇଚ୍ଛା କରିବାର ଏକ ରୁପକ ଅଟେ ଆପଣ ଏକ ବସ୍ତୁକୁ ଉଠାଇବା ଏବଂ ଅନ୍ୟ ବ୍ୟକ୍ତିଙ୍କ ପଛରେ ଗମନ କରିବାର ନିୟମିତ ଶବ୍ଦଗୁଡିକ ଆପଣ ବ୍ୟବହାର କରିବା ଉଚିତ୍ (ଦେଖନ୍ତୁ:ରୁପକ) #. ଉଠାଇବା “ବହନ କରିବା” କିମ୍ବା “ଉଠାଇବା ଏବଂ ବହନ କରିବା” #. ସେ ଯିଏ ଖୋଜେ....ହରାଇବ....ସେ ଯିଏ ହରାଇବ...ପାଇବ ଏହି ଶବ୍ଦଗୁଡିକ ସମ୍ଭବତଃ ଅଳ୍ପ ଶବ୍ଦଗୁଡିକରେ ଅନୁବାଦ କରିବା ଉଚିତ୍ ବିକଳ୍ପ ଅନୁବାଦ: “ସେମାନେ ଯେଉଁମାନେ ପାଇବେ....ହରାଇବେ......ସେମାନେ ଯେଉଁମାନେ ହରାଇବେ...ପାଇବେ” କିମ୍ବା ଯଦି ତୁମ୍ଭେମାନେ ପାଇବ....ତୁମ୍ଭେମାନେ ହରାଇବ.....ଯଦି ତୁମ୍ଭେମାନେ ହରାଇବ......ତୁମ୍ଭେମାନେ ପାଇବ” #. ପାଇବ ଏହା “ରଖିବା” କିମ୍ବା “ରକ୍ଷା କରିବା” ଶବ୍ଦ ନିମନ୍ତେ ଲକ୍ଷଣସୁଚକ ଶବ୍ଦ ଅଟେ । ବିକଳ୍ପ ଅନୁବାଦ: “ପାଇବାକୁ ଚେଷ୍ଟା କରେ” କିମ୍ବା “ରକ୍ଷା କରିବାକୁ ଚେଷ୍ଟା କରେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ତାହା ହରାଇବ ଏହାର ଅର୍ଥ ନୁହେଁ ଯେ ବ୍ୟକ୍ତିଟି ମରିବ “ସତ୍ୟ ଜୀବନ ପାଇବ” ନିମନ୍ତେ ଏହା ଏକ ରୁପକ ଅଟେ #. ହରାଇବ ବିକଳ୍ପ ଅନୁବାଦ: “ପରିତ୍ୟାଗ କରିବା” କିମ୍ବା “ପରିତ୍ୟାଗ କରିବାକୁ ଇଚ୍ଛା କରିବା” #. ମୋହର ନିମନ୍ତେ “ଯେହେତୁ ସେ ମୋତେ ବିଶ୍ଵାସ କରେ” (UDB) କିମ୍ବା “ମୋହର କାରଣ ହେତୁ” କିମ୍ବା “ମୋହର ନିମନ୍ତେ” ଏହି ସମାନ ବିଚାର “ମୋହର ନିମନ୍ତେ” ଯେପରି “୧୦:୧୮ରେ ଅଛି #. ତାହା ପାଇବ ଏହି ରୁପକର ଅର୍ଥ “ସତ୍ୟ ଜୀବନ ପାଇବ” (ଦେଖନ୍ତୁ:ରୁପକ)

Matthew 10:40

ଯୀଶୁ ତାହାଙ୍କ ପ୍ରେରିତମାନଙ୍କୁ ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି ଯେ ଯେତେବେଳେ ସେମାନେ ଯିବେ ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ସେହି ଲୋକମାନଙ୍କୁ ସେ ପୁରସ୍କୃତ କରିବେ । #. ସେ ଯିଏ ଏହାକୁ ମଧ୍ୟ ଅନୁବାଦ କରାଯାଇପାରିବ "ଯେକେହି" କିମ୍ବା "କେହିହେଲେ ଯିଏ" କିମ୍ବା "ଜଣେ ଯିଏ" (ଦେଖନ୍ତୁ: UDB) #. ସ୍ଵାଗତ କରେ ଏହା ସେହି ସମାନ ଶବ୍ଦ ଅଟେ ଯେପରି ୧୦:୧୪ରେ "ଗ୍ରହଣ କରିବା" ଅଛି ଏବଂ ଏହାର ଅର୍ଥ "ଅତିଥି ଭାବରେ ଗ୍ରହଣ କରିବା" #. ତୁମ୍ଭେମାନେ "ତୁମ୍ଭେମାନେ" ସର୍ବନାମ ବାରଜଣ ଶିଷ୍ୟମାନଙ୍କୁ ସୁଚାଏ ଯାହା ସହିତ ଯୀଶୁ କଥା ହେଉଛନ୍ତି #. ସ୍ଵାଗତ କରେ ଯିଏ ମୋତେ ପଠାଇଅଛନ୍ତି "ଈଶ୍ଵରଙ୍କୁ ଗ୍ରହଣ କରେ ଯିଏ ମୋତେ ପଠାଇଅଛନ୍ତି"

Matthew 10:42

ଯୀଶୁ ତାହାଙ୍କ ପ୍ରେରିତମାନଙ୍କୁ ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି ଯେ ଯେତେବେଳେ ସେମାନେ ଯିବେ ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ସେହି ଲୋକମାନଙ୍କୁ ସେ ପୁରସ୍କୃତ କରିବେ । #. ଯେକେହି ଦିଅନ୍ତି "କେହିହେଲେ ଯିଇଏ ଦିଅନ୍ତି" #. ଏହି ଗୁରୁତ୍ଵହୀନମାନଙ୍କ ମଧ୍ୟରୁ ଜଣକୁ, ଏକ ଗିନାଏ ଥଣ୍ଡା ପାନୀ ପିଇବାକୁ, ଯେହେତୁ ସେ ଜଣେ ଶିଷ୍ୟ ଅଟନ୍ତି ଏହା ମଧ୍ୟ ଅନୁବାଦ କରାଯାଇପାରିବ “ସେ ଯେହେତୁ ମୋହର ଶିଷ୍ୟ ଅଟେ ବୋଲି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଏକ କପ୍ ଥଣ୍ଡା ପାଣି” କିମ୍ବା “ମୋହର ଶିଷ୍ୟମାନଙ୍କ ମଧ୍ୟରୁ ନ୍ୟୁନଜଣ” #. ସେ କୌଣସୀ ପ୍ରକାରେ ତାହାର ପୁରସ୍କାର ହରାଇବ ନାହିଁ “ସେହି ବ୍ୟକ୍ତି ନିଶ୍ଚୟ ତାହାର ପୁରସ୍କାର ପାଇବ” (ଦେଖନ୍ତୁ” litotes ଆଳଙ୍କରିକ ଭାବ) # ହରାଇବା "ଅସ୍ଵୀକାର କରାଯିବ" ଅଧିକାର ନେବା ଯିବା ସହିତ ଏହାର କିଛି ସମ୍ପର୍କ ନାହି ।