Matthew 9

Matthew 9:1

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଆରମ୍ଭ କରେ #. ଯୀଶୁ ନୌକାରେ ପ୍ରବେଶ ପ୍ରବେଶ କଲେ ହୋଇପାରେ ଶିଷ୍ୟମାନେ ଯୀଶୁଙ୍କ ସହ ଗଲେ (ଦେଖନ୍ତୁ:UDB)

ଏକ ନୌକା

ହୁଏତ ସେ ସମାନ ନୌକା ଯାହା ୮:୨୩ ରେ ଅଛି ସନ୍ଦେହକୁ ପରିବର୍ଜନ କରିବା ପାଇଁ ଆବଶ୍ୟକ ପଡେ ତେବେ ନିର୍ଦ୍ଧିଷ୍ଟ କରନ୍ତୁ #. ତାହାଙ୍କ ଆପଣା ନଗରକୁ ଆସିଲେ
"ସେହି ନଗର ଯେଉଁଠାରେ ସେ ରହୁଥିଲେ" (UDB) #. ଆଉ ଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ । #. ସେମାନେ....ସେମାନଙ୍କର ସେମାନେ ଯେଉଁମାନେ ପକ୍ଷଘାତ ରୋଗୀକୁ ଯୀଶୁଙ୍କ ନିକଟକୁ ଆଣିଲେ ଏଥିରେ ପକ୍ଷଘାତ ରୋଗୀ ମଧ୍ୟ ଅନ୍ତର୍ଭୁକ୍ତ ଅଟେ #. ପୁତ୍ର ସେ ବ୍ୟକ୍ତିଟି ଯୀଶୁଙ୍କର ପ୍ରକୃତ ସନ୍ତାନ ନଥିଲା ଯୀଶୁ ତାହାକୁ ଭଦ୍ର ଭାବରେ କଥା କହୁଥିଲେ ଯଦି ଏହା ସନ୍ଦେହ ଅଟେ, ଏହା ମଧ୍ୟ ଏପରି ଅନୁବାଦ କରାଯାଇପାରିବ “ମୋହର ବନ୍ଧୁ” କିମ୍ବା “ଯୁବକ ବ୍ୟକ୍ତି,” କିମ୍ବା ତଥାପି ବାଦ୍ ଦିଆଯାଇଅଛି #. ତୁମ୍ଭର ପାପ କ୍ଷମା ହୋଇଅଛି “ଈଶ୍ଵର ତୁମ୍ଭର ପାପ କ୍ଷମା କରିଅଛନ୍ତି” କିମ୍ବା “ମୁଁ ତୁମ୍ଭର ପାପ କ୍ଷମା କରିଅଛି”

Matthew 9:3

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ #. ଆଉଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି #. ସେମାନଙ୍କ ମଧ୍ୟରେ ଏହାର ଅର୍ଥ ସେମାନଙ୍କ ମନରେ ଏହା "ସେମାନଙ୍କୁ" ହୋଇପାରେ ଅଥବା ପରସ୍ପରଙ୍କୁ, "ସେମାନଙ୍କ ମୁଖକୁ ବ୍ୟବହାର କରିବା #. "ନିନ୍ଦା କରୁଛି" ଯୀଶୁ ସମସ୍ତ ବିଷୟ କରିବା ପାଇଁ ସମର୍ଥ ଅଟନ୍ତି ବୋଲି ଦାବି କରୁଥିଲେ ଯାହା ସଦୁକୀୟମାନେ ଚିନ୍ତା କରୁଥିଲେ ଯେ କେବଳ ଈଶ୍ଵର କରିପାରିବେ #. ସେମାନଙ୍କ ମନୋଭାବକୁ ଜାଣିଲେ ଅଲୌକିକ ଭାବରେ ଯୀଶୁ ଜାଣିଲେ କଅଣ ସେମାନେ ଚିନ୍ତା କରୁଥିଲେ କିମ୍ବା ଯେହେତୁ ସେ ସେମାନଙ୍କୁ ପରସ୍ପର କଥା ହେବାର ଦେଖିଥିଲେ #. କାହିଁକି ତୁମ୍ଭେମାନେ ଆପଣା ମନରେ କୁଚିନ୍ତା କରୁଅଛ ? ଯୀଶୁ ସଦୁକୀୟମାନଙ୍କୁ ଉତ୍ସର୍ନା କରିବାକୁ ଏହି ପ୍ରଶ୍ନର ବ୍ୟବହାର କଲେ (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ତୁମ୍ଭେମାନେ....ତୁମ୍ଭମାନଙ୍କର ବହୁବଚନ #. ମନ୍ଦ ଏହା ଅନୈତିକ ଅଟେ, ପ୍ରକୃତରେ କେବଳ ସାଧାରଣ ଏକ ଭୁଲ୍ ନୁହେଁ #. କ’ଣ ସହଜ ଅଟେ....? ଯୀଶୁ ସଦୁକୀୟମାନଙ୍କୁ ସ୍ମରଣ କରାଇବା ପାଇଁ ଏହି ପ୍ରଶ୍ନ କଲେ ଯେ ସେମାନେ ବିଶ୍ଵାସ କଲେ ଯେ ବ୍ୟକ୍ତିଟି ତାହାର ପାପ ଯୋଗୁଁ ତାହାକୁ ପକ୍ଷାଘାତ ରୋଗ ହୋଇଥିଲା ଯେ ଯଦି ତାହାର ପାପ କ୍ଷମା ହୋଇଥିଲେ, ସେ ଚାଲିବାକୁ ସକ୍ଷମ ହୋଇଥାନ୍ତା, ଯେଉଁଦ୍ଵାରା ଯେତେବେଳେ ସେ ପକ୍ଷାଘାତ ବ୍ୟକ୍ତିକୁ ସୁସ୍ଥ କଲେ, ସଦୁକୀୟମାନେ ଜାଣିପାରିଥାନ୍ତେ ଯେ ସେ ପାପ କ୍ଷମା କରିପାରନ୍ତି (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. କଅଣ କହିବାକୁ ସହଜ, ‘ତୁମ୍ଭର ପାପ କ୍ଷମା ହୋଇଅଛି’କିମ୍ବା ଏହା କହିବା ‘ଉଠ ଏବଂ ଚାଲ’ ? ଏହା କ’ଣ କହିବାକୁ ସହଜ ଅଟେ, ‘ତୁମ୍ଭର ପାପ କ୍ଷମା ହୋଇଅଛି’? କିମ୍ବା ଏହା କହିବା ପାଇଁ ସହଜ ‘ଉଠା ଏବଂ ଚାଲ’?” #. ତୁମ୍ଭର ପାପ କ୍ଷମା ହୋଇଅଛି ଏହାର ଅର୍ଥ ୧)”ମୁଁ ତୁମ୍ଭର ପାପ କ୍ଷମା କରୁଅଛି(UDB) କିମ୍ବା ୨)ଈଶ୍ଵର ତୁମ୍ଭର ପାପ କ୍ଷମା କରନ୍ତି” ତୁମ୍ଭର” ଶବ୍ଦ ଏକବଚନ ଅଟେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. କିନ୍ତୁ ଯେ ତୁମ୍ଭେମାନେ ତାହା ଜାଣ “ମୁଁ ତୁମ୍ଭମାନଙ୍କୁ ପ୍ରମାଣ କରିବି” ବହୁବଚନ ଅଟେ #. ତୁମ୍ଭର...ତୁମ୍ଭେ.... ଏକବଚନ #. ତୁମ୍ଭ ଗୃହକୁ ଯାଅ ଯୀଶୁ ସେହି ବ୍ୟକ୍ତିକୁ ଅନ୍ୟ କୌଣସସୀ ସ୍ଥାନରେ ଯିବାକୁ ମନା କରୁନାହାନ୍ତି, ସେ ସେହି ବ୍ୟକ୍ତିକୁ ତାହାର ଗୃହକୁ ଯିବା ପାଇଁ ଅନୁମତି ଦେଉଛନ୍ତି

Matthew 9:7

ଏହା ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବାର ବିବରଣୀକୁ ଶେଷ କରେ । ତା'ପରେ ଯୀଶୁ ଏକ କରଗ୍ରାହୀ ବ୍ୟକ୍ତିକୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ହେବା ପାଇଁ ଆହ୍ଵାନ କରୁଛନ୍ତି । #. ସ୍ତୁତି ସେହି ଶବ୍ଦକୁ ବ୍ୟବହାର କର ଯାହା ୫:୧୬ରେ କରିଥିଲ । #. ଏପରି ଅଧିକାର ପାପକୁ କ୍ଷମା କରିବାକୁ ଘୋଷଣା କରିବାର ଅଧିକାର । #ମାଥିଉ.... ତାହାଙ୍କୁ.... ସେ ମଣ୍ଡଳୀ ପରମ୍ପରା କୁହେ ଯେ ଏହି ମାଥିଉ ଏହି ସୁସମାଚାରର ଲେଖକ ଅଟନ୍ତି, କିନ୍ତୁ ପାଠ୍ୟ "ତାହାକୁ" ଏବଂ "ସେ" ରୁ "ମୋତେ" ଏବଂ "ମୁଁ" ର ସର୍ବନାମ ବଦଳିବା ପାଇଁ କୌଣସୀ କାରଣ ଦେଉନାହିଁ । #. ସେ ତାହାକୁ କହିଲେ
"ଯୀଶୁ ମାଥିଉକୁ କହିଲେ" #. ଯେତେବେଳେ ଯୀଶୁ ସେହି ସ୍ଥାନ ଦେଇ ଯାଉଥିଲେ ଏହି ବାକ୍ୟାଂଶ ଘଟଣାର ଆରମ୍ଭକୁ ସୁଚାଇବା ପାଇଁ “ଆଉଦେଖ” ଶବ୍ଦ ୯:୮ରେ ସହିତ ବ୍ୟବହାର କରାଯାଇଅଛି ଯଦି ଆପଣଙ୍କ ଭାଷାରେ ଏହାକୁ କରିବାର ପ୍ରକ୍ରିୟା ଅଛି, ଆପଣ ତାହା ଏହି ସ୍ଥାନରେ କରିପାରନ୍ତି । #. ଦେଇ ଯାଉଥିଲେ ଯିବା ଶବ୍ଦ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର । ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ଉଚ୍ଚ ଭାଗକୁ କିମ୍ବା ନିମ୍ନ ଭାଗକୁ କିମ୍ବା କାଫରନହୁମକୁ କିମ୍ବା ଦୁରକୁ ଯାତ୍ରା କରୁଥିଲେ । #. ସେ ଉଠିଲେ ଏବଂ ତାହାଙ୍କ ଅନୁସରଣ କଲେ “ମାଥିଉ ଉଠିଲେ ଏବଂ ଯୀଶୁଙ୍କ ଅନୁସରଣ କଲେ” ଏକ ଶିଷ୍ୟ ଭାବରେ (ଦେଖନ୍ତୁ UDB), କେବଳ ଯୀଶୁଙ୍କ ପରବର୍ତ୍ତୀ ଲକ୍ଷ୍ୟ ସ୍ଥଳ ନିମନ୍ତେ ନୁହେଁ

Matthew 9:10

ଏହି ଘଟଣାଗୁଡିକ ମାଥିଉ କରଗ୍ରାହୀଙ୍କ ଗୃହରେ ଘଟିଥିଲା #. ଗୃହ ଏହା ହୁଏତ ମାଥିଉଙ୍କ ଗୃହ ହୋଇପାରେ (ଦେଖନ୍ତୁ UDB), କିନ୍ତୁ ଏହା ଯୀଶୁଙ୍କ ଗୃହ ମଧ୍ୟ ହୋଇପାରେ ("ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ସହ ଭୋଜନ କଲେ") ସନ୍ଦେହକୁ ପରିବର୍ଜନ କରିବା ପାଇଁ ଯଦି ଆବଶ୍ୟକ, ନିର୍ଦ୍ଧିଷ୍ଟ କରନ୍ତୁ #. ଆଉଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି ଇଂରାଜୀ ବ୍ୟବହାର କରେ "ସେଠାରେ ଏକ ବ୍ୟକ୍ତି ଥିଲା ଯିଏ......" #. ଯେତେବେଳେ ଫାରୁଶୀୟମାନେ ଦେଖିଲେ "ଯେତେବେଳେ ଫାରୁଶୀମାନେ ଦେଖିଲେ ଯେ ଯୀଶୁ କରଗ୍ରାହୀ ଲୋକମାନଙ୍କ ସହିତ ଏବଂ ପାପୀମାନଙ୍କ ସହିତ ଖାଉଛନ୍ତି"

Matthew 9:12

ଏହି ଘଟଣାଗୁଡିକ ମାଥିଉ କରଗ୍ରାହୀଙ୍କ ଗୃହରେ ଘଟିଥିଲା #. ଯେତେବେଳେ ଯୀଶୁ ଏହା ଶୁଣିଲେ "ଏହା" ଫାରୁଶୀମାନେ ଯୀଶୁ କରଗ୍ରାହୀ ଏବଂ ପାପୀମାନଙ୍କ ସହିତ ଖାଇବା ବିଷୟରେ ପଚାରିଥିବା ପ୍ରଶ୍ନକୁ ସୁଚାଏ #. ଲୋକମାନେ ଯେଉଁମାନେ ଶରୀରରେ ବଲବାନ୍ ଅଟନ୍ତି "ଲୋକମାନେ ଯେଉଁମାନେ ସ୍ଵାସ୍ଥ୍ୟବାନ ଅଟନ୍ତି" (ଦେଖନ୍ତୁ: ରୁପକ) #. ବୈଦ୍ୟ "ଡାକ୍ତର" (UDB) #. ଲୋକମାନେ ଯେଉଁମାନେ ଅସୁସ୍ଥ ଥାଆନ୍ତି ଜଣଙ୍କର ଆବଶ୍ୟକ ଥାଏ "ଲୋକମାନେ ଯେଉଁମାନେ ଅସୁସ୍ଥ ଥାଆନ୍ତି ଡାକ୍ତରଙ୍କ ଆବଶ୍ୟକ ହୋଇଥାଏ" #. ତୁମ୍ଭେମାନେ ଯାଇ ଏହା ଜାଣିବା ଉଚିତ୍ ଯେ ଏହାର ଅର୍ଥ କଅଣ ଅଟେ "ତୁମ୍ଭେମାନେ ଏହାର ଅର୍ଥକୁ ଯାଇ ଶିଖିବା ଉଚିତ୍" #. ତୁମ୍ଭେମାନେ ଯିବା ଉଚିତ୍ "ତୁମ୍ଭେମାନେ" ଫାରୁଶୀୟମାନଙ୍କୁ ସୁଚାଏ

Matthew 9:14

ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ ଏହି ବିଷୟରେ ଯୋହନଙ୍କ ଶିଷ୍ୟମାନେ ପ୍ରଶ୍ନ ପଚାରନ୍ତି । ବାହାଘରରେ ବରଯାତ୍ରୀମାନେ ଶୋକରେ ଥାଇପାରନ୍ତି କି....ସେମାନଙ୍କ ? ବାହାଘରର ବରଯାତ୍ରୀମାନେ କେବେହେଲେ ଉପବାସ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ବର ସେମାନଙ୍କ ସହିତ ଅଛନ୍ତି (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ) #. ବାହାଘରର ବରଯାତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିଆମନ୍ତେ ଏକ ରୁପକ ଅଟେ (ଦେଖନ୍ତୁ:ରୁପକ) #. ବର ବର୍ତ୍ତମାନ ମଧ୍ୟ ସେମାନଙ୍କ ସହିତ ଅଛନ୍ତି.....ଯେତେବେଳେ ବର ସେମାନଙ୍କ ଠାରୁ କାଢିନିଆଯିବ “ବର” ଯୀଶୁ ଅଟନ୍ତି, ଯିଏ ଏବେ ମଧ୍ୟ ଜୀବିତ ଅଟନ୍ତି ଏବଂ ସେହିପରି “ତାହାଙ୍କ ଶିଷ୍ୟମାନଙ୍କ” ସହିତ ଅଛନ୍ତି (ଦେଖନ୍ତୁ:ରୁପକ) #. ବରକୁ କାଢିନିଆଯିବ “କେହିଜଣେ ବରକୁ ନେଇଯିବେ” ଏହା ହତ୍ୟା ହେବାର ଏକ ରୁପକ ଅଟେ (ଦେଖନ୍ତୁ:ରୁପକ, କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଶୋକିତ ହେବା “ଦୁଃଖିତ ହେବା... ଦୁଃଖ କରିବା” (UDB)

Matthew 9:16

ଯୀଶୁ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କ ଦ୍ଵାରା ପଚାରଯାଇଥିବା ପ୍ରଶ୍ନର ଉତ୍ତର ଦେବାରେ ଅବିରତ କରନ୍ତି #. କେହି ନୁଆଁ ଲୁଗାର ତାଲି ପୁରୁଣା ଲୁଗାରେ ଲଗାଏ ନାହିଁ ଲୋକମାନେ ଯେଉଁମାନଙ୍କୁ ପୁରାତନ ପରମ୍ପରା ଜଣାଥାଏ ନୁଆଁଟିକୁ ଗ୍ରହଣ କରିବାରେ ଇଚ୍ଛା ନଥାଏ (ଦେଖନ୍ତୁ:ରୁପକ) #. ବସ୍ତ୍ର "ପରିଧାନ " #. ତାଳି "ନୁତନ ବସ୍ତ୍ରର ଏକ ଖଣ୍ଡ" ଚିରି ଯାଇଥିବା ଲୁଗାକୁ ଘୋଡାଇବା ନିମନ୍ତେ ବ୍ୟବହାର କରାଯାଏ

Matthew 9:17

ଯୀଶୁ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କ ଦ୍ଵାରା ପଚାରଯାଇଥିବା ପ୍ରଶ୍ନର ଉତ୍ତର ଦେବାରେ ଅବିରତ କରନ୍ତି #.କୌଣସି ଲୋକ ନୁଆଁ ଦ୍ରାକ୍ଷାରସକୁ ପୁରୁଣା କୁମ୍ପାରେ ରଖନ୍ତି ନାହିଁ ଏହା ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେବା ନିମନ୍ତେ ଏକ ରୁପକ କିମ୍ବା ଉପମା ଅଟେ, ଯାହା "କାହିଁକି ଆମ୍ଭେମାନେ ଏବଂ ଫାରୁଶୀୟମାନେ ସବୁବେଳେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ ?" (ଦେଖନ୍ତୁ:ରୁପକ) #. ଆଉ ଲୋକମାନେ ରଖନ୍ତି ନାହିଁ "କେହିହେଲେ ଢାଳନ୍ତି ନାହିଁ" (UDB) କିମ୍ବା "ଲୋକମାନେ କେବେହେଲେ ଢାଳନ୍ତି ନାହିଁ"

ନୁଆଁ ଦ୍ରାକ୍ଷାରସ

"ଅଙ୍ଗୁର ରସ" ଏହା ସେହି ଦ୍ରାକ୍ଷାରସକୁ ସୁଚାଏ ଯାହା ଏପର୍ଯ୍ୟନ୍ତ କିଣ୍ଵନ କରାଯାଇନାହିଁ ଯଦି । ଆପଣଙ୍କ ଅଂଚଳରେ ଅଙ୍ଗୁର ଅଜଣା ଅଟେ, ଫଳ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର ପୁରୁଣା କୁମ୍ପା ଏହା ସେହି କୁମ୍ପାଗୁଡିକୁ ସୁଚାଏ ଯାହାକୁଅନେକ ଥର ବ୍ୟବହାର କରାଯାଇଅଛି । #. କୁମ୍ପାଗୁଡିକ ଏହିଗୁଡିକ ପଶୁମାନଙ୍କର ଚମଡାରୁ ତିଆରି ହୋଇଥାଏ ଏଗୁଡିକୁ “ଦ୍ରାକ୍ଷା କୁମ୍ପା” କିମ୍ବା “ଚମଡା କୁମ୍ପା” ବୋଲି କୁହାଯାଇପାରେ । #. ଚମଡାଗୁଡିକ ଫାଟିଯାଏ ଯେତେବେଳେ ନୁଆଁ ନୁଆଁ ଦ୍ରାକ୍ଷାରସ କିଣ୍ଵନ ହୁଏ ଏବଂ ପ୍ରସାରିତ ହୁଏ, ସେଗୁଡିକ ଚିରି ବାହାରିଯାଏ କାରଣ ସେଗୁଡିକ ଆଉ କେବେହେଲେ ବିସ୍ତାରିତ ହୋଇପାରିବ ନାହିଁକାରଣ ସେଗୁଡିକ ଆଉ କେବେହେଲେ ବିସ୍ତାରିତ ହୋଇପାରିବ ନାହିଁ । #. ନଷ୍ଟ ହୋଇଯାଏ “କ୍ଷତି ହୁଏ” (UDB) #. ତଟକା ଦ୍ରାକ୍ଷାରସ “ନୁତନ ଦ୍ରାକ୍ଷାରସ” କିମ୍ବା “ନୁତନ ଦ୍ରାକ୍ଷାର ବସ୍ତା” ଏହା ଦ୍ରାକ୍ଷାକୁମ୍ପାକୁ ସୁଚାଏ ଯାହା କେବେହେଲେ ବ୍ୟବହୃତ ହୋଇନାହିଁ

Matthew 9:18

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଆରମ୍ଭ କରେ । #. ଏହି ବିଷୟଗୁଡିକ ଏହା, ଯୀଶୁ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନଙ୍କୁ ଉପବାସ ବିଷୟରେ ଦେଇଥିବା ଉତ୍ତରକୁ ସୁଚାଏ #. ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ । #. ତାହାଙ୍କୁ ପ୍ରଣାମ କଲେ ଯିହୁଦୀମାନଙ୍କ ପରମ୍ପରାରେ କେହିଜଣଙ୍କୁ ସମ୍ମାନ ଦେବା ପାଇଁ ଏକ ମାଧ୍ୟମ ଅଟେ #. ଆସ ଏବଂ ତାହା ଉପରେ ହସ୍ତାର୍ପଣ କର, ଏବଂ ସେ ବଂଚିବ ଏହା ଦର୍ଶାଏ ଯେ ଯିହୁଦୀ ଅଧ୍ୟକ୍ଷ ବିଶ୍ଵାସ କଲେ ଯେ ଯୀଶୁଙ୍କ ପାଖରେ ଶକ୍ତି ଅଛି ଯେ ତାହାର ଝିଅକୁ ପୁନର୍ବାର ଜୀବନକୁ ଫେରାଇ ଆଣିବେ #. ତାଙ୍କ ଶିଷ୍ୟମାନେ "ଯୀଶୁଙ୍କ ଶିଷ୍ୟମାନେ"

Matthew 9:20

ଏହା ବର୍ଣ୍ଣନା କରେ ଯେ କିପରି ଯୀଶୁ ଅନ୍ୟ ଏକ ସ୍ତ୍ରୀକୁ ସୁସ୍ଥ କଲେ ଯେତେବେଳେ ସେ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ସୁସ୍ଥ କରିବା ରାସ୍ତାରେ ଥିଲେ । #. ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ #. ଗମ୍ଭୀର ରକ୍ତସ୍ରାବ ହେଉଥିଲା "ଗମ୍ଭିର ଭାବରେ ରକ୍ତସ୍ରାବ ହେଉଥିଲା" ହୁଏତ ସେ ତାହାର ଗର୍ଭରୁ ରକ୍ତସ୍ରାବ ହେଉଥିଲା ଯଦିଓ ମଧ୍ୟ ତାହା ଜନ୍ମ କରିବା ନିମନ୍ତେ ସାଧାରଣ ସମୟ ନ ଥିଲା । କେତେକ ପରମ୍ପରାଗୁଡିକରେ ଏହି ଅବସ୍ଥାକୁ ସୁଚାଇବା ପାଇଁ ଏକ ଭଦ୍ର ମାଧ୍ୟମ ଥାଏ (ଦେଖନ୍ତୁ: ବର୍ଣ୍ଣିତ) #. ଯଦି ମୁଁ ତାଙ୍କର ବସ୍ତ୍ରକୁ କେବଳ ଛୁଇଁଦିଏ, ମୁଁ ସୁସ୍ଥ ହେବି ସେ ବିଶ୍ଵାସ କରୁନଥିଲେ ଯେ ବସ୍ତ୍ର ତାହାକୁ ସୁସ୍ଥ କରିବ ସେ ବିଶ୍ଵାସ କରୁଥିଲେ ଯେ ଯୀଶୁ ତାହାକୁ ସୁସ୍ଥ କରିବେ ।(ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ) #. ବସ୍ତ୍ର "ଲମ୍ବା ପୋଷାକ" #. କିନ୍ତୁ “ପରିବର୍ତ୍ତେ” ଯାହା ଏହି ସ୍ତ୍ରୀ ହେବ ବୋଲି ଆଶା କରିଥିଲା କିନ୍ତୁ ହେଲା ନାହିଁ । #. ଝିଅ ସ୍ତ୍ରୀ ଜଣଟି ଯୀଶୁଙ୍କ ଝିଅ ନଥିଲେ ଯୀଶୁ ତାହାକୁ ଭଦ୍ର ଭାବରେ କଥା ହେଉଥିଲେ ଯଦି ଏହା ସନ୍ଦେହଜନକ ଅଟେ, ଏହାକୁ ଅନୁବାଦ କରାଯାଇପାରେ “ଯୁବତୀ ସ୍ତ୍ରୀ” କିମ୍ବା ତଥାପି ବାଦ୍ ଦେବା ।

Matthew 9:23

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ #. ଅଧ୍ୟକ୍ଷଙ୍କ ଗୃହ ଏହା ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଗୃହ ଅଟେ #. ବଂଶୀ ଏହା ଏକ ଲମ୍ବା ପ୍ରତିଧ୍ଵନିତ ସଙ୍ଗୀତ ବିଶିଷ୍ଟ ଯନ୍ତ୍ର ଅଟେ ଯେଉଁଥିରେ ଏକ ପଟରେ ବାୟୁକୁ ଫୁଙ୍କିବା ଦ୍ଵାରା ବଜାଯାଏ #. ବଂଶୀବାଦକମାନେ "ଲୋକମାନେ ଯେଉଁମାନେ ବଂଶୀ ବଜାନ୍ତି" #. ଦୁର ହୁଅ ଯୀଶୁ ଅନେକ ଲୋକମାନଙ୍କୁ କହୁଥିଲେ, ତେଣୁ ବହୁବଚନ ଆଦେଶ ମାଧ୍ୟମକୁ ବ୍ୟବହାର କର, ଯଦି ଆପଣଙ୍କ ଭାଷାରେ ଥାଏ #. ଝିଅ ମରିନାହିଁ , କିନ୍ତୁ ଶୋଇଅଛି ଯୀଶୁ ଏହି ସ୍ଥାନରେ ଶୋଇବାର ଚିତ୍ରକୁ ବ୍ୟବହାର କରୁଛନ୍ତି କାରଣ ତାହାର ମୃତ୍ୟୁ କେବଳ ଏକ କ୍ଷଣ ନିମନ୍ତେ ଥାଏ, ଯେପରି ସେ ଜାଣିଲେ ଯେ ସେ ତାହାକୁ ମୃତ୍ୟୁରୁ ଉଠାଇବାକୁ ଯାଉଛନ୍ତି (ଦେଖନ୍ତୁ: ବର୍ଣ୍ଣିତ)

Matthew 9:25

ଏହା ଯୀଶୁ ଏକ ଯିହୁଦୀ ଅଧ୍ୟକ୍ଷଙ୍କ ଝିଅକୁ ଆଶ୍ଚର୍ଯ୍ୟ ଭାବରେ ସୁସ୍ଥ କରିବାର ବିବରଣୀକୁ ଶେଷ କରନ୍ତି । #. #. ଯେତେବେଳେ ଜନଗହଳିକୁ ବାହାର କରାଗଲା “ଯୀଶୁ ଗହଳିକୁ ବାହର କଲା ପରେ” କିମ୍ବା “ପରିବାର ଲୋକମାନଙ୍କୁ ବାହାରକୁ ପଠାଇଲା ପରେ” #. ଉଠିଲା “ଖଟରୁ ଉଠିଲା” ଏହା ୮:୧୫ର ପରି ଏକପ୍ରକାର ବିଚାର ଅଟେ । #. ଏହି ସମ୍ବାଦ ସମସ୍ତ ଅଂଚଳକୁ ବ୍ୟାପିଗଲା ଏହି ବ୍ୟକ୍ତିତ୍ଵଆରୋପର ଅର୍ଥ ଏହା ଅଟେ ଯେ ସମ୍ବାଦ ବ୍ୟାପିଗଲା ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ କହିଲେ “ସେହି ସମସ୍ତ ଅଂଚଳର ଲୋକମାନେ ଏହି ବିଷୟରେ ଶୁଣିଲେ” (UDB) କିମ୍ବା “ଲୋକମାନେ ସେହି ଝିଅ ଜୀବିତ ଥିଲା ବୋଲି ଦେଖିଲା ପରେ ସେହି ଅଂଚଳର ସମସ୍ତଙ୍କୁ କହିବାକୁ ଆରମ୍ଭ କଲେ” (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ)

Matthew 9:27

ଏହା ଯୀଶୁ ଦୁଇ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଆରମ୍ଭ କରେ #. ଯୀଶୁ ଯେପରି ସେହି ସ୍ଥାନରୁ ଯାଉଥିଲେ ଯୀଶୁ ସେହି ଅଂଚଳ ଛାଡୁଥିଲେ । #. ଯାଉଥିଲେ ଏହା ସ୍ପଷ୍ଟ ନୁହେଁ ଯେ ଯୀଶୁ ଉଚ୍ଚ ସ୍ଥାନକୁ କିମ୍ବା ନିମ୍ନଭାଗକୁ ଯାଉଥିଲେ ଯିବା ଶବ୍ଦ ନିମନ୍ତେ ଏକ ସାଧାରଣ ଶୀର୍ଷକକୁ ବ୍ୟବହାର କର #. ଦାଉଦଙ୍କ ସନ୍ତାନ ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ ଏପରି ଅନୁବାଦ କରାଯାଇପାରେ "ଦାଉଦଙ୍କ ବଂଶଧର (UDB) ତଥାପି, "ଦାଉଦଙ୍କ ସନ୍ତାନ" ମସିହାଙ୍କୁ ମଧ୍ୟ ଏକ ଶୀର୍ଷକ ଦିଆଯାଇଅଛି (ଦେଖନ୍ତୁ:୨୧:୯), ଏବଂ ଲୋକମାନେ ଯୀଶୁଙ୍କୁ ହୁଏତ ଏହି ଶୀର୍ଷକ ଦ୍ଵାରା ଡାକୁଥିଲେ #. ଯେତେବେଳେ ଯୀଶୁ ଗୃହକୁ ଆସିଲେ ଏହା ହୁଏତ ଯୀଶୁଙ୍କ ନିଜ ଗୃହ ହୋଇପାରେ (UDB) କିମ୍ବା ୯:୧୦ରେ ଥିବା ଗୃହ #. ହଁ, ପ୍ରଭୁ "ହଁ, ପ୍ରଭୁ, ଆମ୍ଭେ ବିଶ୍ଵାସ କରୁଅଛୁ ଯେ ଆପଣ ଆମ୍ଭମାନଙ୍କୁ ସୁସ୍ଥ କରିପାରନ୍ତି"

Matthew 9:29

ଏହା ଯୀଶୁ ଦୁଇ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଶେଷ କରେ #. ସେମାନଙ୍କ ଆଖିଗୁଡିକୁ ଛୁଇଁଲେ ଏବଂ କହିଲେ ଏହା ସ୍ପଷ୍ଟ ନୁହେଁ ଯେ ସେ ଏକା ସମୟରେ ଉଭୟଙ୍କ ଆଖିଗୁଡିକୁ ଛୁଇଁଲେ କିମ୍ବା ତାହାଙ୍କ ଡାହାଣ ହାତ ଦ୍ଵାରା ଜଣକ ପରେ ଆଉ ଜଣକୁ ଛୁଇଁଲେ । ପରମ୍ପରା ଅନୁସାରେ ବାମ ହାତକୁ ଅଶୁଚି କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଉଥିଲା, ଏହା ଅଧିକ ପରି ଅଟେ ଯେ ସେ କେବଳ ତାହାଙ୍କ ଡାହାଣ ହାତକୁ ବ୍ୟବହାର କଲେ । ଏହା ସ୍ପଷ୍ଟ ନୁହେଁ ଯେ ଯଦି ସେ ଛୁଇଁଲା ସମୟରେ କହିଲେ ନା ନାହିଁ କିମ୍ବା ପ୍ରଥମେ ଛୁଇଁଲେ ଏବଂ ତା'ପରେ ସେମାନଙ୍କୁ କହିଲେ #. ସେମାନଙ୍କ ଆଖିଗୁଡିକ ଖୋଲିଗଲା “ଈଶ୍ଵର ସେମାନଙ୍କ ଆଖିଗୁଡିକୁ ସୁସ୍ଥ କଲେ” କିମ୍ବା “ଦୁଇ ଅନ୍ଧ ଲୋକମାନେ ଦେଖିବାକୁ ସକ୍ଷମ ହେଲ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ, ବୈଶିଷ୍ଟ୍ୟ) #. କିନ୍ତୁ “ପରିବର୍ତ୍ତେ” ପୁରୁଷମାନେ ତାହା କଲେ ନାହିଁ ଯାହା ଯୀଶୁ ସେମାନଙ୍କୁ କରିବାକୁ କହିଲେ #. ସମ୍ବାଦକୁ ପ୍ରସାର କଲେ “ଅନେକ ଲୋକମାନଙ୍କୁ କହିଲେ ଯାହା ସେମାନଙ୍କ ପ୍ରତି ଘଟିଥିଲା ।

Matthew 9:32

ଏହା ଯୀଶୁ ଆପଣା ଗୃହନଗରର ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀର ଆରମ୍ଭ କରେ । #. . ଆଉଦେଖ "ଆଉଦେଖ" ଶବ୍ଦଟି କାହାଣୀରେ ନୁତନ ବ୍ୟକ୍ତିର ବିଷୟରେ ସାବଧାନ କରାଏ ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଥାଇପାରେ #. ମୁକ କଥା କହିବାକୁ ଅକ୍ଷମ #. ମୁକ ଲୋକ କଥା ହେଲା "ମୁକ ବ୍ୟକ୍ତି କଥା କହିବାକୁ ଆରମ୍ଭ କଲା" କିମ୍ବା "ବ୍ୟକ୍ତିଟି ଯିଏ ମୁକ ଥିଲା କଥା ହେଲା" କିମ୍ବା "ବ୍ୟକ୍ତି, ଯିଏ ଆଉ କେବେହେଲେ ମୁକ ହୋଇ ରହିଲା ନାହିଁ, କଥା ହେଲା" #. ଜନଗହଳି ଆଶ୍ଚର୍ଯ୍ୟନ୍ଵିତ ହେଲେ "ଲୋକମାନେ ଚକିତ ହେଲେ" #. ଏହା କେବେହେଲେ ଦେଖାଯାଇନାହିଁ ଏହାର ଅର୍ଥ “ଏହା ପ୍ରଥମ ଥର ଘଟିଅଛି” କିମ୍ବା “କେହିହେଲେ ଏପରି କେବେହେଲେ କରିନାହିଁ” #. ସେ ଭୁତମାନଙ୍କୁ ତଡିଦିଅନ୍ତି “ସେ ଭୁତମାନଙ୍କୁ ଛାଡି ଚାଲିଯିବା ପାଇଁ ବାଧ୍ୟ କରନ୍ତି “ସର୍ବନାମ” ।

Matthew 9:35

ଏହି ଭାଗ ଗାଲିଲି ଅଂଚଳରେ ଯୀଶୁଙ୍କ ଶିକ୍ଷା, ପ୍ରଚାର ଏବଂ ସୁସ୍ଥ କରିବା ସେବାକାର୍ଯ୍ୟର ସଂକ୍ଷିପ୍ତ ବିବରଣୀ ଦିଏ #. ସମସ୍ତ ନଗରଗୁଡିକ "ଅନେକ ନଗରଗୁଡିକ" (ଦେଖନ୍ତୁ:ଅତ୍ୟୁକ୍ତି ଭାବ) #. ନଗରଗୁଡିକ.... ଗ୍ରାମଗୁଡିକ "ବୃହତ୍ ଗ୍ରାମଗୁଡିକ" କିମ୍ବା "ବୃହତ୍ ନଗରଗୁଡିକ.....ଛୋଟ ନଗରଗୁଡିକ" #. ସମସ୍ତ ପ୍ରକାରର ଦୁର୍ବଳତା ଏବଂ ସମସ୍ତ ପ୍ରକାରର ରୋଗ "ପ୍ରତ୍ୟେକ ଦୁର୍ବଳତା ଏବଂ ପ୍ରତ୍ୟେକ ରୋଗଗୁଡିକ" "ରୋଗ" ଏବଂ "ଦୁର୍ବଳତା" ଶବ୍ଦ ପରସ୍ପର ନିକଟବର୍ତ୍ତୀ ଶବ୍ଦ କିନ୍ତୁ ଦୁଇ ଭିନ୍ନ ଶବ୍ଦଗୁଡିକରେ ଅନୁବାଦ କରାଯିବା ଉଚିତ୍ ଯଦି ସମ୍ଭବ "ରୋଗ" ଯାହା ଏକ ବ୍ୟକ୍ତିକୁ ଦୁର୍ବଳ କରିଥାଏ "ଦୁର୍ବଳତା ଏକ ଶାରୀରିକ ଅସୁସ୍ଥ ଅଟେ କିମ୍ବା ଏକ କଷ୍ଟ ଯାହା ରୋଗର ଫଳାଫଳ ଅଟେ । #. ସେମାନେ ମେଷପାଳକନଥିବା ମେଷମାନଙ୍କ ପରି ଥିଲେ "ଲୋକମାନଙ୍କନେତା କେହି ନଥିଲେ (ଦେଖନ୍ତୁତୁଳନାତ୍ମକ ଭାବ)

Matthew 9:37

#. ଯୀଶୁ ଅମଳ ବିଷୟରେ ଶିଷ୍ୟମାନଙ୍କୁ କହିବା ପାଇଁ ଏକ ଆଳଙ୍କାରିକ ଭାବକୁ ବ୍ୟବହାର କରନ୍ତି ଯେପରି ସେମାନେ ପୁର୍ବବର୍ତ୍ତୀ ଭାଗରେ ଥିବା ଜନଗହଳିର ଆବଶ୍ୟକତାକୁ ପ୍ରତିଉତ୍ତର ଦେବେ । #. ଶସ୍ୟ ପ୍ରଚୁର କିନ୍ତୁ କାର୍ଯ୍ୟକାରୀମାନେ ଅଳ୍ପ ଏହି ରୁପକ ଏକ ବୃହତ୍ ସଂଖ୍ୟାରେ ଥିବା ଲୋକମାନେ ଯେଉଁମାନେ ଈଶ୍ଵରଙ୍କୁ ବିଶ୍ଵାସ କରନ୍ତି ଏବଂ ତାହାଙ୍କ ରାଜ୍ୟରେ ଯୁକ୍ତ ହେବେ କ୍ଷେତରେ ବଢୁଥିବା ଖାଦ୍ୟଶସ୍ୟ ସହିତ ତୁଳନା କରାଯାଇଅଛି, ଏବଂ ସେମାନେ ଯେଉଁମାନେ ଅନ୍ୟଲୋକମାନଙ୍କୁ ଈଶ୍ଵରଙ୍କ ନିମନ୍ତେ କାର୍ଯ୍ୟକାରୀମାନଙ୍କ ବିଷୟରେ କହନ୍ତି ଏହି ରୁପକର ଲକ୍ଷ୍ୟ ଏହା ଅଟେ ଯେ ଅଳ୍ପ ଲୋକମାନେ ଅଛନ୍ତି ଯେଉଁମାନେ ଈଶ୍ଵରଙ୍କ ବିଷୟରେ ଅନ୍ୟ ଲୋକମାନଙ୍କୁ କହନ୍ତି (ଦେଖନ୍ତୁ:ରୁପକ) #. ଅମଳ “ପାଚିଯାଇଥିବା ଖାଦ୍ୟର ସଂଗ୍ରହ” #. କାର୍ଯ୍ୟକାରୀମାନେ “କଠିନ ପରିଶ୍ରମ କରୁଥିବା ବ୍ୟକ୍ତି” #ଅମଳ ନିମନ୍ତେ ପ୍ରଭୁ ନିକଟରେ ପ୍ରାର୍ଥନା କର " ପ୍ରଭୁ ନିକଟରେ ପ୍ରାର୍ଥନା କର, ସେ ଅମଳର ଅଧିକାରୀ ଥିଲେ ।