Matthew 8

Matthew 8:1

ଏହି ବିବରଣୀ ଯୀଶୁଙ୍କ ଲୋକମାନଙ୍କ ଉପରେ ଆଶ୍ଚର୍ଯ୍ୟକର୍ମ କରିବା ବିଷୟରେ ଆରମ୍ଭ କରିଥାଏ #. ଯେତେବେଳେ ଯୀଶୁ ପର୍ବତରୁ ତଳକୁ ଓହ୍ଲାଇ ଆସିଲେ, ଏକ ବୃହତ୍ ଜନଗହଳି ତାହାଙ୍କ ପଛେ ପଛେ ଚାଲିଲେ
ବିକଳ୍ପ ଅନୁବାଦ: "ଯୀଶୁ ପର୍ବତ ଉପରୁ ତଳକୁ ଓହ୍ଲାଇ ଆସିଲା ପରେ, ଏକ ବୃହତ୍ ଜନଗହଳି ତାହାଙ୍କ ଅନୁଗମନ କଲେ" ଜନଗହଳିରେ ଉଭୟ ଲୋକଦଳମାନେ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନେ ପର୍ବତରେ ତାହାଙ୍କ ସହିତ ଥିଲେ ଏବଂ ଯେଉଁମାନେ ତାଙ୍କ ସହିତ ନ ଥିଲେ
#. ଆଉ ଦେଖ "ଆଉ ଦେଖ" ଶବ୍ଦ ଆମ୍ଭମାନଙ୍କୁ କାହାଣୀରେ ଏକ ନୁତନ ବ୍ୟକ୍ତିଙ୍କ ବିଷୟରେ ସୁଚିତ କରାଏ ଆପଣଙ୍କ ଭାଷାରେ ଏଗୁଡିକ କରିବାରେ ଏକ ପ୍ରକ୍ରିୟା ଅଛି #. ଏକ କୁଷ୍ଠ ରୋଗୀ "ଏକ ବ୍ୟକ୍ତି ଯାହାର କୁଷ୍ଠ ଥିଲା" କିମ୍ବା "ଏକ ବ୍ୟକ୍ତି ଯାହାର ଚର୍ମ ରୋଗ ଥିଲା" (UDB) #. ଯଦି ତୁମ୍ଭେ ଇଚ୍ଛା କର
ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ଚାହଁ” କୁଷ୍ଠ ରୋଗୀ ଜାଣିଥିଲା ଯେ ତାହାକୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କ ଠାରେ ଶକ୍ତି ଅଛି, କିନ୍ତୁ ସେ ଜାଣିନଥିଲା ଯୀଶୁ ତାକୁ ସୁସ୍ଥ କରିବେ ନା ନାହିଁ #. ତୁମ୍ଭେ ମୋତେ ଶୁଚି କରିପାରନ୍ତି ବିକଳ୍ପ ଅନୁବାଦ: “ତୁମ୍ଭେ ମୋତେ ସୁସ୍ଥ କରିପାର” କିମ୍ବା “ଦୟାକରି ମୋତେ ସୁସ୍ଥ କର” (UDB) #. ସଙ୍ଗେ ସଙ୍ଗେ “ସେହି କ୍ଷଣିକ” #. ସେ ତାହାର କୁଷ୍ଠରୋଗରୁ ଶୁଚି ହେଲା ଯୀଶୁଙ୍କ “ଶୁଚି ହୁଅ” କହିବାର ଫଳାଫଳ ଥିଲା ଯେ ସେ ସୁସ୍ଥ ହେଲା ବିକଳ୍ପ ଅନୁବାଦ: “ସେ ଭଲ ହେଲା” କିମ୍ବା “କୁଷ୍ଠ ରୋଗ ତାହାକୁ ଛାଡିଲା” କିମ୍ବା “କୁଷ୍ଠରୋଗ ସମାପ୍ତ ହେଲା”

Matthew 8:4

ଯୀଶୁଙ୍କ ସେହି ବ୍ୟକ୍ତିକୁ ଯାହାର କୁଷ୍ଠ ରୋଗ ଥିଲା ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ତାହାକୁ ସେହି ବ୍ୟକ୍ତି ଯାହାର କୁଷ୍ଠ ରୋଗ ଥିଲା #. କାହାକୁ କିଛି କୁହ ନାହିଁ ଯଦିଓ ସେ ବ୍ୟକ୍ତିଟି ଯାଜକଙ୍କୁ କିଛି କହିବାର ଥିଲା ଯେତେବେଳେ ସେ ନୈବେଦ୍ୟ ଦେଲେ (ଦେଖନ୍ତୁ: UDB), ଯୀଶୁ ସେହି ବ୍ୟକ୍ତିଟି କାହାକୁ କିଛି ନ କହିବାକୁ ଚାହୁଁଥିଲେ ଯାହା ଘଟିଥିଲା ଏହାକୁ ଏପରି ଅନୁବାଦ କରାଯାଇପାରେ "କାହାକୁ କିଛିହେଲେ କୁହ ନାହିଁ" କିମ୍ବା "କାହାକୁ କିଛି କୁହନ୍ ନାହିଁଯେ ମୁଁ ତୁମ୍ଭକୁ ସୁସ୍ଥ କରିଅଛି" (ଦେଖନ୍ତୁ: ଅତ୍ୟୁକ୍ତି ଭାବ) #. ଆପଣାକୁ ଯାଜକଙ୍କୁ ଦେଖାଅ ଯିହୁଦୀ ବ୍ୟବସ୍ଥା ଏହା ଆଦେଶ ଦିଏ ଯେ ବ୍ୟକ୍ତିଜଣକ ସୁସ୍ଥ ହୋଇଥିବା ଚର୍ମକୁ ଯାଜକଙ୍କୁ ଦେଖାଏ, ଯିଏ ତାହାକୁ ଅନ୍ୟ ଲୋକମାନଙ୍କ ସହିତ ମିଳିତ ହେବାର ଅନୁମତି ଦେବ #. ମୋଶା ଆଦେଶ ଦେଇଥିବା ନୈବେଦ୍ୟକୁ ସେମାନଙ୍କ ସାକ୍ଷ ନିମନ୍ତେ ଉତ୍ସର୍ଗ କର ମୋଶାଙ୍କ ବବ୍ୟବସ୍ଥା ଆଦେଶ ଦିଏ ଯେ କେହିଜଣେ କୁଷ୍ଠରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଯାଜକଙ୍କୁ ଧନ୍ୟବାଦ ବଳି ଉତ୍ସର୍ଗ କରିବା ଆବଶ୍ୟକ ଯେତେବେଳେ ଯାଜକ ଦାନକୁ ଗ୍ରହଣ କରିଲେ, ଲୋକମାନେ ଜାଣିବେ ଯେ ସେହି ବ୍ୟକ୍ତି ସୁସ୍ଥ ହୋଇଅଛି #. ସେମାନଙ୍କୁ ଏହା ସମ୍ଭବତଃ ୧) ଯାଜକମାନଙ୍କୁ କିମ୍ବା ୨) ସମସ୍ତ ଲୋକମାନଙ୍କୁ କିମ୍ବା ୩) ଯୀଶୁଙ୍କ ବିରୋଧୀମାନଙ୍କୁ ସୁଚିତ କରେ, ଯଦି ସମ୍ଭବ, ସର୍ବନାମକୁ ବ୍ୟବହାର କର ଯାହା ଏଥିରେ ଥିବା କୌଣସସୀ ଏକ ଦଳକୁ ସୁଚିତ କରିବ (ଦେଖନ୍ତୁ: ଅସ୍ପଷ୍ଟତା)

Matthew 8:5

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ତାହାଙ୍କୁ....ତାହାଙ୍କୁ ଯୀଶୁ #. ପକ୍ଷାଘାତ ରୋଗ "ଚଳନ ହେବା ପାଇଁ ଅସମର୍ଥ " ରୋଗ କାରଣରୁ #. ଯୀଶୁ ତାହାକୁ କହିଲେ "ମୁଁ ଆସିବି ଏବଂ ସୁସ୍ଥ କରିବି" "ଯୀଶୁ ଶତ ସେନାପତିଙ୍କୁ କହିଲେ, "ମୁଁ ତୁମ୍ଭ ଗୃହକୁ ଆସିବି ଏବଂ ତୁମ୍ଭ ଦାସକୁ ସୁସ୍ଥ କରିବି"

Matthew 8:8

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ତୁମ୍ଭେ ମୋ ଘରେ ପାଦ ପକାଇବା ଉଚିତ୍ "ତୁମ୍ଭେ ମୋ ଘରେ ପ୍ରବେଶ କରିବା ଉଚିତ୍" (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ପଡେ କୁହନ୍ତୁ "ଆଜ୍ଞା କରନ୍ତୁ" #. ସୈନିକମାନେ "ଦକ୍ଷ ଯୋଦ୍ଧାଶାଳୀମାନେ" #. ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡେ ବଡ ବିଶ୍ଵାସ ପାଇ ନାହିଁ "ଯୀଶୁଙ୍କ ଶ୍ରୋତାମାନେ ଚିନ୍ତା କରିଥିବେ ଯେ ଇସ୍ରାଏଲର ଯିହୁଦୀମାନେ, ଯେଉଁମାନେ ଈଶ୍ଵରଙ୍କ ସନ୍ତାନ ହେବାର ଦାବି କରନ୍ତି, ଯାହାର ବିଶ୍ଵାସ କାହାଠାରୁ ଅଧିକ ଅଟେ ଯୀଶୁ କହୁଛନ୍ତି ସେମାନେ ଭୁଲ୍ ଅଟନ୍ତି ଏବଂ ଶତସେନାପତିଙ୍କ ବିଶ୍ଵାସ ମହାନ ଅଟେ

Matthew 8:11

ଯୀଶୁ ଶତ ସେନାପତିଙ୍କ ଦାସଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ତୁମ୍ଭେମାନେ ଏହା "ସେମାନଙ୍କୁ ଯେଉଁମାନେ ତାହାଙ୍କୁ ଅନୁସରଣ କରୁଥିଲେ" ସୁଚାଏ (୮:୧୦) ଏବଂ ଏହା ବହୁବଚନ ଅଟେ #. ପୁର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହା ଏକ ପ୍ରଭାବିତ ଶୀର୍ଷକ (ଆଳଙ୍କାରିକ) ଅଟେ: ସମସ୍ତସ୍ଥାନରେ ଦିଆଯାଇଥିବା ବିନ୍ଦୁରେ ପୁର୍ବ ନୁହେଁ ଯାହା ପଶ୍ଚିମ ଅଟେ ଏହାକୁ ଏପରି ଅନୁବାଦ କରାଯାଇପାରେ "ସମସ୍ତ ସ୍ଥାନଠାରୁ" କିମ୍ବା "ପ୍ରତ୍ୟେକ ଦିଗରେ ଦୁର ସ୍ଥାନରୁ" (ଦେଖନ୍ତୁ:ପ୍ରଭାବିତ ଶୀର୍ଷକ ଆଳଙ୍କାରିକ) #. ଭୋଜନରେ ବସିବେ ସେହି ପରମ୍ପରାରେ ଲୋକମାନେ ଖାଇବା ସମୟରେ ମେଜ ନିକଟରେ ଶୋଇପଡ଼ନ୍ତି ଏହି ପରମ୍ପରା ପରିବାର ଏବଂ ବନ୍ଧୁମାନଙ୍କ ପରି ପରସ୍ପର ବଂଚିବା ପାଇଁ ଏକ ଲକ୍ଷଣସୁଚକ ଶବ୍ଦ ଭାବରେ ବ୍ୟବହାର କରାଯାଇଅଛି ଏହାକୁ ଏପରି ଅନୁବାଦ କରାଯାଇପାରେ "ପରିବାର ଏବଂ ବନ୍ଧୁମାନଙ୍କ ସହିତ ପରସ୍ପର ବାସ କରିବ" (ଦେଖନ୍ତୁ:ଲକ୍ଷଣସୁଚକ ଶବ୍ଦ) #. ରାଜ୍ୟର ସନ୍ତାନମାନେ ବାହାରେ ପକାଯିବେ "ଈଶ୍ଵର ରାଜ୍ୟର ସନ୍ତାନମାନଙ୍କୁ ବାହାର କରିବେ" (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ରାଜ୍ୟର ସନ୍ତାନମାନେ “ର ସନ୍ତାନମାନେ” ବାକ୍ୟାଂଶ ସେମାନଙ୍କୁ ସୁଚାଏ ଯେଉଁମାନେ କୌଣସସୀ ବିଷୟର ଅନ୍ତର୍ଭୁକ୍ତ ଅଟନ୍ତ, ଏହି ସ୍ଥାନରେ ଈଶ୍ଵର ଙ୍କ ରାଜ୍ୟ ଅଟେ ଏହି ସ୍ଥାନରେ ମଧ୍ୟ ଶ୍ଲେଷଭାଷା ଅଛି ଯେହେତୁ “ସନ୍ତାନମାନଙ୍କୁ ବାହାର କରାଯିବ ଏବଂ ଅପରିଚିତମାନଙ୍କୁ ସ୍ଵାଗତ କରାଯିବ ଏହାକୁ ଏପରି ଅନୁବାଦ କରାଯାଇପାରେ “ସେମାନେ ଯେଉଁମାନେ ସେମାନଙ୍କ ଉପରେ ଶାସନ କରିବାକୁ ଅନୁମତି ଦେବେ” (ଦେଖନ୍ତୁ UDB) (ଦେଖନ୍ତୁ: ବୈଶିଷ୍ଟ୍ୟ) #. ବାହାର ଅନ୍ଧକାର ଏହି ଅଭିବ୍ୟକ୍ତି ସେମାନଙ୍କୁ ଯେଉଁମାନେ ଈଶ୍ଵରଙ୍କୁ ତୁଚ୍ଛ ମନେ କରନ୍ତି ଅନନ୍ତ ଲକ୍ଷ୍ୟସ୍ଥଳକୁ ସୁଚାଏ “ଈଶ୍ଵରଙ୍କ ଠାରୁ ଦୁରରେ ଅନ୍ଧକାରରେ” (ଦେଖନ୍ତୁ: ଲକ୍ଷଣସୁଚକ ଶବ୍ଦ) #. ତୁମ୍ଭ ପ୍ରତି ସେହିପରି ଘଟୁ “ତେବେ ମୁଁ ତୁମ୍ଭ ପ୍ରତି ସେହିପରି କରିବି” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେହି ଦାସ ସୁସ୍ଥ ହେଲା “ଜିଶୁ ସେହି ଦାସକୁ ସୁସ୍ଥ କଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ସେହି ଦଣ୍ଡରେ “ସେହି ଠିକ ସମୟରେ ଯୀଶୁ କହିଲେ ସେ ଦାସକୁ ସୁସ୍ଥ କଲେ”

Matthew 8:14

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ଯୀଶୁ ଆସିଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ଦ୍ଵାରା ମିଳିତ ହେଲେ (ଯାହାକୁ ସେ ନିର୍ଦ୍ଦେଶ ଦେଇଥିଲେ, ୮:୧୮; ଦେଖନ୍ତୁ UDB), କିନ୍ତୁ କାହାଣୀର କେନ୍ଦ୍ର ଯାହା ଯୀଶୁ କହିଥିଲେ ଏବଂ କରିଥିଲେ, ସେହିପରି ଶିଷ୍ୟମାନଙ୍କୁ ପରିଚୟ ଦେବାରେ କେବଳ ଯଦି ଭୁଲ୍ ଅର୍ଥକୁ ପରିବର୍ଜନ କରିବା ପାଇଁ ଆବଶ୍ୟକ ପଡେ #. ପିତରଙ୍କ ଶାଶୁ "ପିତରଙ୍କ ସ୍ତ୍ରୀଙ୍କ ମାଆ" #. ଜ୍ବର ତାହାଙ୍କୁ ଛାଡିଲା ଯଦି ଆପଣଙ୍କ ଭାଷା ଏହି ବ୍ୟକ୍ତିତ୍ବଆରୋପ ବୁଝିଥାଏ ଏହି ଅର୍ଥ ବୁଝିବା ପାଇଁ ଯେ ଜ୍ବର ଚିନ୍ତା କରି ଏବଂ ନିଜେ କାର୍ଯ୍ୟ କରେ, ଏହା ଏପରି ଅନୁବାଦ କରାଯାଇପାରିବ "ସେ ଭଲ ହେଲା" କିମ୍ବା "ଯୀଶୁ ତାହାଙ୍କୁ ସୁସ୍ଥ କଲେ" (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ) #. ଉଠିଲେ "ବିଛଣାରୁ ଉଠିଲେ"

Matthew 8:16

ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କରିବାର ବିବରଣୀ ଅବିରତ ରହେ #. ସନ୍ଧ୍ୟା UDBମାର୍କ ୧:୩୦ରୁ ଅନୁମାନ କରେ ଯେ ଯୀଶୁ କାଫରନହୁମରେ ବିଶ୍ରାମ ଦିନରେ ପହଁଚିଲେ କାରଣ ଯିହୁଦୀମାନେ ବିଶ୍ରାମ ଦିନରେ କାମ କିମ୍ବା ଯାତ୍ରା କରନ୍ତି ନାହିଁ, ସେମାନେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଯୀଶୁଙ୍କ ନିକଟକୁ ଲୋକମାନଙ୍କୁ ଆଣିବା ପାଇଁ ଅପେକ୍ଷା କଲେ ତୁମ୍ଭକୁ ବିଶ୍ରାମ ଦିନ ଉଲ୍ଲେଖ କରିବାର ଆବଶ୍ୟକ ନାହିଁ ଯେପର୍ଯ୍ୟନ୍ତ ତୁମ୍ଭେ ଭୁଲ୍ ଅର୍ଥକୁ ପରିବର୍ଜନ କରିବାର ଆବଶ୍ୟକ ନ ପଡେ #. ସେ ଏକ ଶବ୍ଦରେ ଆତ୍ମାଗୁଡିକୁ ତଡି ଦେଲେ
ଏହା ଏକ ଅତ୍ୟୁକ୍ତି ଅଟେ ଯୀଶୁ ଗୋଟିଏ ଶବ୍ଦରୁ ଅଧିକ ଶବ୍ଦ କହିପାରିଥାନ୍ତେ ଏହା ଏପରି ଅନୁବାଦ କରାଯାଇପାରେ “ଯୀଶୁଙ୍କୁ ଥରେ କହିବାକୁ ପଡୁଥିଲା ଏବଂ ଭୁତଗୁଡିକ ବ୍ୟକ୍ତିକୁ ଛାଡି ଚାଲିଯାଉଥିଲେ” (ଦେଖନ୍ତୁ:ଅତ୍ୟୁକ୍ତି ଭାବ) #. ସମ୍ପୁର୍ଣ୍ଣ ହେଲା ଯାହା ଯିଶାଇୟ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା “ଯୀଶୁ ଭାବବାଣୀକୁ ସମ୍ପୁର୍ଣ କଲେ ଯାହା ଈଶ୍ଵର ଯିଶାଇୟ ଭାବବାଦୀଙ୍କୁ ଇସ୍ରାଏଲୀୟମାନଙ୍କୁ ପ୍ରକାଶ କରିବାକୁ କହିଥିଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଯେ ଯାହା ଯିଶାଇୟ ଭାବବାଦୀଙ୍କ ଦ୍ଵାରା କୁହାଯାଇଥିଲା “ଯାହା ଯିଶାଇୟ କହିଥିଲେ” (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଆମ୍ଭମାନଙ୍କ ରୋଗଗୁଡିକୁ ଏବଂ ଆମ୍ଭମାନଙ୍କ ଦୁର୍ବଳତାକୁ ବହାଂ କରିନେଲେ “ଲୋକମାନଙ୍କୁ ରୋଗରୁ କୁକ୍ତ କଲେ ଏବଂ ସେମାନଙ୍କୁ ଭଲ କଲେ” (ଦେଖନ୍ତୁ:ଦୁଇ ଅଂଶ ଯୁକ୍ତ)

Matthew 8:18

ଯୀଶୁ ବୁଝାଉଥିଲେ ଯାହା ସେ ତାହାଙ୍କ ଅନୁସରଣକାରୀଙ୍କଠାରୁ ଇଚ୍ଛା କରୁଥିଲେ #. ସେ, ତାହାଙ୍କୁ ଏହିଗୁଡିକ ୮:୧୯ରେ ଯୀଶୁଙ୍କୁ ସୁଚାଏ #. ସେ ନିର୍ଦ୍ଦେଶ ଦେଉଥିଲେ
"ସେ ସେମାନଙ୍କୁ କହୁଥିଲେ ଯେ କ'ଣ କରିବେ" #. ତା' ପରେ ଯୀଶୁ "ନିର୍ଦ୍ଦେଶ ଦେଲା" ପରେ କିନ୍ତୁ ସେ ନୌକାରେ ବସିବା ପୁର୍ବରୁ (ଦେଖନ୍ତୁ:UDB) #. ଯେଉଁଠାରେ ହେଲେ ମଧ୍ୟ "କୌଣସୀ ସ୍ଥାନକୁ" #. କୋକିଶିଆଳିର ଗାତ ଅଛି, ଏବଂ ଆକାଶର ପକ୍ଷୀମାନଙ୍କର ବସା ଅଛି ଏହି ପ୍ରଭାବିତ ଶୀର୍ଷକରେ ପଶୁମାନେ ବିସ୍ତାର ସ୍ଥାନର ବନ୍ୟପଶୁମାନଙ୍କର ପ୍ରତିନିଧି କରେ (ଦେଖନ୍ତୁ:ପ୍ରଭାବିତ ଶୀର୍ଷକ) #. କୋକିଶିଆଳି କୋକିଶିଆଳି କୁକୁରମାନଙ୍କ ପରି ପଶୁ ଅଟେ ଯେ ପକ୍ଷୀମାନଙ୍କୁ ଏବଂ ଅନ୍ୟ ଛୋଟ ପଶୁମାନଙ୍କୁ ଖାଇଥାଏ ଯଦି ଆପଣଙ୍କ ସ୍ଥାନରେ କୋକିଶିଆଳି ଅଜଣା ଅଟେ, କୁକୁରମାନଙ୍କ ପରି କିମ୍ବା ଅନ୍ୟ ଲୋମଶ ପଶୁମାନଙ୍କ ଏକ ସାଧାରଣ ଶବ୍ଦକୁ ପ୍ରୟୋଗ କର (ଦେଖନ୍ତୁ:ଅଜଣା ଅନୁବାଦ) ଗାତଗୁଡିକ କୋକିଶିଆଳିମାନଙ୍କ ନିମନ୍ତେ ଭୁଇଁରେ ବାସ କରିବା ପାଇଁ ଗାତ ଅଛି ଯଥା ଶବ୍ଦକୁ ବ୍ୟବହାର କର ଯେଉଁଠାରେ ପଶୁମାନେ “କୋକିଶିଆଳି” ବାସ ସ୍ଥାନ ନିମନ୍ତେ ବ୍ୟବହାର କର #. ତାହାଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ “ଶୋଇଵ ପାଇଁ କୌଣସୀ ସ୍ଥାନ ନାହିଁ” (ଦେଖନ୍ତୁ: ବାକ୍ୟାଂଶ)

Matthew 8:21

ଯୀଶୁ ବୁଝାଉଥିଲେ ଯାହା ସେ ତାହାଙ୍କ ଅନୁସରଣକାରୀଙ୍କଠାରୁ ଇଚ୍ଛା କରୁଥିଲେ #. ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ଅନୁମତି ଦିଅନ୍ତୁ ଏହା ଏକ ଭଦ୍ର ଅନୁରୋଧ ଅଟେ ଯିହୁଦୀ ପରମ୍ପରାରେ ଲୋକମାନଙ୍କୁ ସେହିଦିନ ସମାଧି ଦିଅନ୍ତି ଯେଉଁଦିନ ସେମାନେ ମୃତ୍ୟୁବରଣ କରନ୍ତି, ତେବେ ବ୍ୟକ୍ତିର ପିତା ହୋଇପାରେ ଜୀବିତ ଥିଲେ ଏବଂ ବ୍ୟକ୍ତି ତାହାଙ୍କ ପିତାଙ୍କୁ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ ଦିନ ଯତ୍ନ କରି ନେବା ପାଇଁ ବର୍ଣ୍ଣିତ ଭାବରେ "ସମାଧି" ଶବ୍ଦକୁ ବ୍ୟବହାର କରିଛନ୍ତି (ଦେଖନ୍ତୁ:UDB) ଯଦି ତାହାର ପିତା ମୃତ୍ୟୁବରଣ କରିଥାନ୍ତେ, ଥାହେଲେ ବ୍ୟକ୍ତି କିଛି ଘଣ୍ଟା ପାଇଁ ଯିବାକୁ ଅନୁରୋଧ କରିଥାନ୍ତେ ନିର୍ଦ୍ଧିଷ୍ଟ କରନ୍ତୁ ଯେ ମୃତ୍ୟୁବରଣ କରିଥିଲେ କିମ୍ବା କରିନଥିଲେ କେବଳ ଭୁଲ୍ ଅର୍ଥକୁ ପରିବର୍ଜନ କରିବାକୁ ଆବଶ୍ୟକ ପଡେ (ଦେଖନ୍ତୁ: ବର୍ଣ୍ଣିତ) #. ମୃତ ଲୋକମାନଙ୍କୁ ଆପଣା ଆପଣା ଲୋକଙ୍କୁ ସମାଧି ସମାଧି ଦେବାକୁ ଛାଡିଦିଅ ଏହାର ସଦୃଶ ପରି ଅଟେ, ସମ୍ପୁର୍ଣ୍ଣ ନୁହେଁ, ବିବୃତ୍ତି, ତେବେ ଅଳ୍ପ ଶବ୍ଦ ପରି ବ୍ୟବହାର କର ଏବଂ ଅଳ୍ପ ଭାବରେ ନିର୍ଦ୍ଧିଷ୍ଟ କରନ୍ତୁ ଏଠାରେ “ସମାଧି” ନିମନ୍ତେ ସେହି ସମାନ ଭାବକୁ ବ୍ୟବହାର କର ଯେପରି ବ୍ୟକ୍ତିର ଅନୁରୋଧ ଦ୍ଵାରା “ସମାଧି” ଶବ୍ଦକୁ ବ୍ୟବହାର କରିଅଛ #. ଛାଡିଦିଅ...ସମାଧି ଦେବାକୁ ଏହା ବ୍ୟକ୍ତିର ତାହାର ପିତା ନିମନ୍ତେ ପ୍ରାଥମିକ ଦାୟିତ୍ଵକୁ ଅସ୍ଵିକାରକରିବା କରିବାର ଏକ ଦୃଢ ମାଧ୍ୟମ ଅଟେ “ଆପଣା ଲୋକଙ୍କୁ ସମାଧି ଦେବାକୁ ଛାଡିଦିଅ” ହାରୁ ଦୃଢ ଅଟେ କିମ୍ବା “ମୃତ ଜଣକ ଆପଣାକୁ ସମାଧି ଦେଉ,” ଏହା “ମୃତ ଲୋକକୁ କୌଣସୀ ଚୟନ ଦିଅ ନାହିଁ କିନ୍ତୁ ଆପଣା ମୃତ ଲୋକଙ୍କୁ ସମାଧି ଦିଅନ୍ତୁ” ଠାରୁ ଅଧିକ ପରି ଅଟେ #. ମୃତ ଲୋକ......ଆପଣା ମୃତ “”ମୃତଜଣ” ଈଶ୍ଵରଙ୍କ ରାଜ୍ୟର ବାହାରେ ଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ, ଯାହାର ଅନନ୍ତ ଜୀବନ ନାହିଁ(ଦେଖନ୍ତୁ UDB;ରୁପକ) “ସେମାନଙ୍କ ଆପଣା ମୃତ” ରାଜ୍ୟର ବାହାରେ ଥିବା ସେମାନଙ୍କୁ ସୁଚିତ କରାଯାଇଅଛି କରାଯାଇଅଛି ଯେଉଁମାନେ ପ୍ରକୃତରେ ମରୁଛନ୍ତି

Matthew 8:23

ଏହା ଯୀଶୁ ଝଡକୁ ଶାନ୍ତ କରିବାର ବିବରଣୀର ଆରମ୍ଭ କରେ #. ନୌକାରେ ପ୍ରବେଶ କଲେ “ଯୀଶୁ ନୌକାରେ ବସିଲେ” #. ତାହାଙ୍କ ଶିଷ୍ୟମାନେ ଅନୁସରଣ କଲେ “ଶିଷ୍ୟ” ଏବଂ “ଅନୁସରଣ” ନିମନ୍ତେ ସମାନ ଶବ୍ଦଗୁଡିକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ଯେପରି ତୁମ୍ଭେ (୮:୨୨) ରେ ବ୍ୟବହାର କରିଥିଲ
#. ଆଉ ଦେଖ ଏହା ବୃହତ୍ କାହାଣୀରେ ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି #. ସେଠାରେ ଏକ ପ୍ରବଳ ଝଡ ହେଲା “ସମୁଦ୍ରରେ ଏକ ପ୍ରବଳ ଝଡ ହେଲା” #. ଯେଉଁଦ୍ଵାରା ତରଙ୍ଗଗୁଡିକ ନୌକାଟି ଆଚ୍ଛାଦିତ ହେଲା “ଯେଉଁଦ୍ଵାରା ତରଙ୍ଗଗୁଡିକ ନୌକାଟିକୁ ଆଚ୍ଛାଦିତ କଲା” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଉଠାଇଲେ, କହିଲେ, “ଆମ୍ଭମାନଙ୍କୁ ରକ୍ଷା କର” ସେମାନେ କେବଳ “ଆମ୍ଭମାନଙ୍କୁ ରକ୍ଷା କର” ଶବ୍ଦ ଦ୍ଵାରା ତାହାଙ୍କୁ ଉଠାଇଲେ ନାହିଁ ସେମାନେ “ତାହାଙ୍କୁ ଉଠାଇଲେ” ଏବଂ ତା’ ପରେ “କହିଲେ, ‘ଆମ୍ଭକୁ ରକ୍ଷା କର’ “ #. ଆମ୍ଭେମାନେ ବିନଷ୍ଟ ହେବାକୁ ଯାଉଅଛୁ “ଆମ୍ଭେମାନେ ବନଷ୍ଟ ହେଉଅଛୁ”

Matthew 8:26

ଏହା ଯୀଶୁ ଝଡକୁ ଶାନ୍ତ କରିବାର ବିବରଣୀର ଶେଷ ଅଟେ #. ସେମାନଙ୍କୁ ଶିଷ୍ୟମାନେ #. ତୁମ୍ଭେମାନେ....ତୁମ୍ଭେମାନେ ବହୁବଚନ #. କାହିଁକି ତୁମ୍ଭେମାନେ ଭୟ କରୁଅଛ....? ଯୀଶୁ ଶିଷ୍ୟମାନଙ୍କୁ ପ୍ରଭାବିତ ପ୍ରଶ୍ନ ସହିତ ଉତ୍ସର୍ନା କରି କହିଲେ ଏହାର ଅର୍ଥ “ତୁମ୍ଭେମାନେ ଭୟ କର ନାହିଁ” (ଦେଖନ୍ତୁ UDB) କିମ୍ବା “ତୁମ୍ଭମାନଙ୍କୁ ଭୟ କରିବାରେ କିଛି ନାହିଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ତୁମ୍ଭେମାନେ ହେ ଅଳ୍ପ ବିଶ୍ଵାସୀମାନେ “ତୁମ୍ଭେମାନେ” ବହୁବଚନ ଅଟେ ଏହାକୁ ସେହି ସମାନ ଭାବରେ ଅନୁବାଦ କର ଯେଉଁ ଭାବରେ ତୁମ୍ଭେ ୬:୩୦ରେ ଅନୁବାଦ କରିଥିଲ #. ଏ କିପରି ବ୍ୟକ୍ତି, ଯେ ଝଡ ବତାସ ଏବଂ ସମୁଦ୍ର ମଧ୍ୟ ତାହାଙ୍କ ଆଜ୍ଞା ମାନନ୍ତି ?
ଏହି ପ୍ରଭାବିତ ପ୍ରଶ୍ନ ଏହା ଦେଖାଏ ଯେ ଶିଷ୍ୟମାନେ ଅଚମ୍ଭିତ ହୋଇଥିଲେ ଏହାକୁ ଏପରି ଅନୁବାଦ କରାଯାଇପାରେ “ଯଦିଓ ଝଡ ଏବଂ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି! ଏ କିପ୍ରକାର ଲୋକ ଅଟନ୍ତି ?”କିମ୍ବା ଏହି ବ୍ୟକ୍ତି ଅନ୍ୟ ବ୍ୟକ୍ତି ପରି ନୁହନ୍ତି ଯାହାକୁ ଆମ୍ଭେ କେବେହେଲେ ଦେଖିଅଛୁ! ତଥାପି ଝଡ ଏବଂ ତରଙ୍ଗଗୁଡିକ ତାହାଙ୍କ ଆଜ୍ଞା ମାନନ୍ତି!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ଯଦିଓ ଝଡ ଏବଂ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି ଲୋକମାନଙ୍କ ଏବଂ ପଶୁମାନଙ୍କ ନିମନ୍ତେ ଆଜ୍ଞା ମାନିବା କିମ୍ବା ନ ମାନିବା ଏକ ଆଶ୍ଚର୍ଯ୍ୟ ବିଶୟନୁହେଂ, କିନ୍ତୁ ଝଡ ଏବଂ ପାନୀ ଆଜ୍ଞା ମାନିବା ଏକ ଆଶ୍ଚର୍ଯ୍ୟ ବିଷୟ ଅଟେ ଏହି ବ୍ୟକ୍ତିତ୍ଵଆରୋପ ଏହା ବର୍ଣ୍ଣନା କରେ ଯେ ପ୍ରାକୃତିକ ବିଷୟଗୁଡିକ ଶୁଣିବାକୁ ଏବଂ ଲୋକମାନଙ୍କ ପରି ପ୍ରତିଉତ୍ତର ଦେବାକୁ ସକ୍ଷମ ଅଟେ (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ)

Matthew 8:28

ଏହା ଯୀଶୁ ଭୁତଗ୍ରସ୍ତ ଥିବା ଦୁଇ ଜଣକୁ ସୁସ୍ଥ କରିବାର ବିବରଣୀର ଆରମ୍ଭ ଅଟେ ଆରପାରିକୁ "ଗାଲିଲି ସମୁଦ୍ରର ଆରପାରିକୁ" #. ଗଦରୀୟମାନଙ୍କ ଅଂଚଳରେ ଗଦରୀୟମାନଙ୍କୁ ଗଦର ସହର ଦ୍ଵାରା ଜଣାଯାଉଥିଲା (ଦେଖନ୍ତୁ:ଅନୁବାଦିତ ନାମଗୁଡ଼ିକ) #. ସେମାନେ....ଅଧିକ ଦୁର୍ଦ୍ଦାନ୍ତ ଥିଲେ, ଯେଉଁଦ୍ଵାରା ସେହି ବାତ ଦେଇ କେହି ଯିବା ଆସିବା କରିପାରୁନଥିଲେ ଭୁତମାନେ ଏପରି ଦୁଇ ବ୍ୟକ୍ତିଙ୍କୁ ଧରିଥିଲା ଯେ କେହିହେଲେ ସେହି ଅଂଚଳ ଦେଇ ଯାଇ ଆସି ପାରୁନଥିଲେ #. ଆଉ ଦେଖ ଏହା ବୃହତ୍ କାହାଣୀର ଏକ ଅନ୍ୟ ଘଟଣା ଅଟେ ଏଥିରେ ପୁର୍ବ ଘଟଣାଠାରୁ ଭିନ୍ନ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଛନ୍ତି ଆପଣଙ୍କ ଭାଷାରେ ଏହା କରିବାର ଏକ ପ୍ରକ୍ରିୟା ଅଛି #. ତୁମ୍ଭସାଙ୍ଗରେ ଆମ୍ଭର କଅଣ ଅଛି, ହେ ଈଶ୍ଵରଙ୍କ ପୁତ୍ର ? ଏହି ପ୍ରଭାବିତ ପ୍ରଶ୍ନ ବିରୋଧିଜନକ ଅଟେ (ଦେଖନ୍ତୁ UDB, ପ୍ରଭାବିତ ପ୍ରଶ୍ନ) #. ଈଶ୍ଵରଙ୍କ ପୁତ୍ର ଭୁତମାନେ ଏହି ଶୀର୍ଷକ ବ୍ୟବହାର କରିବାର କାରଣ ଏହା ଦେଖାଇବା ପାଇଁ ଯେ ଯୀଶୁଙ୍କୁ ଗ୍ରହଣ କରିନଥିଲେ କାରଣ ସେ ଯିଏ ଥିଲେ #. ସମୟ ନ ହେଉଣୁ ତୁମ୍ଭେ କଅଣ ଆମ୍ଭକୁ ଯନ୍ତ୍ରଣା ଦେବାକୁ ଆସିଲ ? ଏହି ଦ୍ଵିତୀୟ ପ୍ରଭାବିତ ପ୍ରଶ୍ନ ଏକ ବିରୋଧୀଜନକ ଅଟେ ଏବଂ ଏହାର ଅର୍ଥ “ତୁମ୍ଭେ ଆମ୍ଭକୁ ନିର୍ଦ୍ଧିଷ୍ଟ ସମୟ ପୁର୍ବରୁ ଦଣ୍ଡ ଦେବା ଦ୍ଵାରା ଈଶ୍ଵରଙ୍କ ଅନାଜ୍ଞାବହ ହେବା ଉଚିତ୍ ନୁହଁ ଯାହା ଈଶ୍ଵର ନିରୁପଣ କରିଛନ୍ତି ଯେ କେବେ ସେ ଆମ୍ଭକୁ ଦଣ୍ଡ ଦେବେ” (ଦେଖନ୍ତୁ:ପ୍ରଭାବିତ ପ୍ରଶ୍ନ)

Matthew 8:30

ଏହା ଯୀଶୁ ଭୁତଗ୍ରସ୍ତ ଥିବା ଦୁଇ ଜଣକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ ବର୍ତ୍ତମାନ ଏହା ଦେଖାଏ ଯେ ଲେଖକ କାହାଣୀ ଚାଲୁ ହେବା ପୁର୍ବରୁ ଯାହା ତାହାଙ୍କୁ ଆବଶ୍ୟକ ପାଠକକୁ ସୁଚନା ବିଷୟରେ କହିବ ଯୀଶୁ ସେଠାରେ ପହଁଚିବା ପୁର୍ବରୁ ଘୁଷୁରୀମାନେ ସେଠାରେ ଥିଲେ (ଦେଖନ୍ତୁ:ଘଟଣାଗୁଡିକର କ୍ରମ) #. ଯଦି ଆମ୍ଭମାନଙ୍କୁ ତଡିଦିଅ ଏହାର ଅର୍ଥ “ଯେହେତୁ ତୁମ୍ଭେ ଆମ୍ଭକୁ ତଡିଦେବାକୁ ଚାହୁଁଅଛ” #. ଆମ୍ଭକୁ ବିଶେଷ (ଦେଖନ୍ତୁ:ବିଶେଷ) #. ସେମାନଙ୍କୁ ବ୍ୟକ୍ତିର ଭିତରେ ଥିବା ବହୁତମାନେ #. ଭୁତମାନେ ବାହାରକୁ ଆସିଲେ ଏବଂ ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ “ଭୁତମାନେ ବ୍ୟକ୍ତିକୁ ଛାଡିଲେ ଏବଂ ପଶୁମାନଙ୍କ ଭିତରକୁ ପ୍ରବେଶ କଲେ” #. ଆଉ ଦେଖ “ଆଉ ଦେଖ” ଶବ୍ଦ ଆମ୍ଭକୁ ଆଶ୍ଚର୍ଯ୍ୟ ସୁଚନା ଯାହା ଅନୁକରଣ କରେ ଧ୍ୟାନ ଦେବାକୁ ସାବଧାନ କରାଏ #. ତୀଖ ସ୍ଥାନକୁ ଦୌଡି ଗଲେ
“ଶୀଘ୍ର ତୀଖସ୍ଥାନକୁ ଦୌଡିଗଲେ” #. ପାଣିରେ ବିନଷ୍ଟ ହେଲେ
“ବୁଡିଗଲେ”

Matthew 8:33

ଏହା ଯୀଶୁ ଭୁତଗ୍ରସ୍ତ ଥିବା ଦୁଇ ଜଣକୁ ସୁସ୍ଥ କରିବାର ବିବରଣୀକୁ ଅବିରତ ରଖେ #. #. ପୁରୁଷମାନେ ଯେଉଁମାନେ ଘୁଷୁରୀମାନଙ୍କୁ ଚରାଉହିଲେ “ପୁରୁଷମାନେ ଯେଉଁମାନେ ଘୁଷୁରୀମାନଙ୍କ ଯତ୍ନ ନେଉଥିଲେ” #. ସେହି ବ୍ୟକ୍ତିକୁ କଅଣ ହେଲା ଯିଏ ଭୁତମାନଙ୍କ ଦ୍ଵାରା ନିୟନ୍ତ୍ରିତ ଥିଲା
ଯୀଶୁ ସେହି ଭୁତ ଦ୍ଵାରା ନିୟନ୍ତ୍ରିତ ଥିବା ପୁରୁଷକୁ କଅଣ ହେଲା #. ଆଉଦେଖ ଏହା ବୃହତ୍ କାହାଣୀର ଅନ୍ୟ ଏକ ଘଟଣାର ଆରମ୍ଭକୁ ଚିହ୍ନଟ କରେ ଏଥିରେ ପୁର୍ବ ଘଟଣାରୁ ଭିନ୍ନ ଭିନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି ଆପଣଙ୍କ ଭାଷାରେ ଏହାକୁ କରିବାର ପ୍ରକ୍ରିୟା ଅଛି #. ସମସ୍ତ ନଗର ଏହାର ଅର୍ଥ ଅନେକ କିମ୍ବା ଅଧିକାଂଶ ଲୋକମାନେ, ସମସ୍ତ ଲୋକମାନେ ବୋଲି ଜରୁରୀ ନୁହେଁ (ଦେଖନ୍ତୁ:ଅତୟୁକ୍ତି ଭାବ) #. ଅଂଚଳ “ନିକଟବର୍ତ୍ତୀ ନଗର ଏବଂ ଅଂଚଳଗୁଡିକ”