Matthew 19

ମାଥିଉ ୧୯ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଛାଡପତ୍ର

ଯୀଶୁ ଛାଡପତ୍ର ସମ୍ବନ୍ଧରେ ଶିକ୍ଷା ଦେଲେ କାରଣ ଫାରୁଶୀମାନେ ଚାହୁଁଥିଲେ କି ଲୋକମାନେ ଭାବନ୍ତୁ ଯେ ଯୀଶୁ ଛାଡପତ୍ର ସମ୍ବନ୍ଧରେ ଯେଉଁ ଶିକ୍ଷା ଦେଉଛନ୍ତି ତାହା ଭୁଲ ଥିଲେ (ମାଥିଉ ୧୯:୩-୧୨) I ଯୀଶୁ ଈଶ୍ବର ପ୍ରଥମରେ ବିବାହ ସମ୍ବନ୍ଧରେ ଯେଉଁ ସମ୍ବାଦ ଦେଇଥିଲେ ଯେତେବେଳେ ସେ ନିର୍ମାଣ କଲେ ସେହି ବିଷୟରେ କହିଲେ I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଲକ୍ଷଣ ସୁଚକ ପଦ

ଯୀଶୁ ବାରମ୍ବାର “ସ୍ବର୍ଗ” ଶବ୍ଦ ବ୍ୟବହାର କରିଛନ୍ତି ଯେଉଁ ସମୟରେ ସେ ଚାହାନ୍ତି ତାହାଙ୍କ ଶ୍ରୋତାମାନେ ଈଶ୍ବରଙ୍କ ବିଷୟରେ ଚିନ୍ତା କରନ୍ତି, ଯେ ସ୍ବର୍ଗରେ ବାସ କରନ୍ତି (ମାଥିଉ ୧:୧୨) I

Matthew 19:1

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯାହା ସର୍ବତ୍ର [ମାଥିଉ ୨୨:୪୬](../22/46. md)ରେ ଚାଲୁ ରହିଅଛି, ଯାହାକି ଯିହୁଦାର ଯୀଶୁଙ୍କ ସେବାକାର୍ଯ୍ୟ ବିଷୟରେ ପ୍ରକାଶ କରେ I ଏହି ପଦଗୁଡିକ ଯୀଶୁ କିପରି ଯିହୁଦାକୁ ଆସିଲେ ପ୍ରାଥମିକ ସୂଚନା ଯୋଗାଏ I (ଦେଖ: /WA-Catalog/or_tm?section=translate#writing-background)

It came about that when

ଯୀଶୁ ପରବର୍ତ୍ତୀ କାହାଣୀରେ କଅଣ ଶିକ୍ଷା ଦେବାକୁ ଯାଉଛନ୍ତି ଏହି ବାକ୍ୟାଂଶ ସେହି ଦୃଶ୍ବକୁ ପରିବର୍ତ୍ତିତ କରେ I ଅନ୍ୟ ଏକ ଅନୁବାଦରେ: “ପୁଣି” ଓ “ପରେ”

had finished these words

ଏଠାରେ “ବାକ୍ୟ” ଯୀଶୁଙ୍କ ଶିକ୍ଷାକୁ ବୁଝାଏ ଯାହା ଯୀଶୁ (ମାଥିଉ ୧୮:୧)ରେ ଶିକ୍ଷା ଦେଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସମସ୍ତ ବିଷୟର ଶିକ୍ଷା ସମାପ୍ତ କଲା ଉତ୍ତାରେ” (ଦେଖ: /WA-Catalog/or_tm?section=translate#figs-metonymy)

departed from

ପ୍ରସ୍ଥାନ କଲେ ବା “ପଳାଇ ଗଲେ”

Matthew 19:3

Connecting Statement:

ଯୀଶୁ ବିବାହ ଓ ଛାଡପତ୍ର ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି I

came to him

ଯୀଶୁଙ୍କ ନିକଟକୁ ଆସିଲେ

testing him, saying to him

ଏଠାରେ “ପରୀକ୍ଷା” ନାସ୍ତିକ ବାକ୍ୟରେ ବ୍ୟବହାର ହୋଇଅଛି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପ୍ରଶ୍ନ ଦ୍ବାରା ପରୀକ୍ଷା କରି ପଚାରିଲେ” କିମ୍ବା “ଓ ତାହାଙ୍କୁ ଫାନ୍ଦରେ ପକାଇବା ନିମନ୍ତେ ପ୍ରଶ୍ନ କଲେ”

Matthew 19:4

Have you not read that he who made them from the beginning made them male and female?

ଯୀଶୁ ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କୁ ଶାସ୍ତ୍ର କଅଣ ପ୍ରକାଶ କରେ ମନୁଷ୍ୟ, ସ୍ତ୍ରୀ ଓ ବିବାହ ବିଷୟରେ ସ୍ମରଣ କରାଇ ଦେଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କଅଣ ପାଠ କରିନାହିଁ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ I” (ଦେଖ: /WA-Catalog/or_tm?section=translate#figs-rquestion)

Matthew 19:5

General Information:

୫ ପଦରେ, ଯୀଶୁ ଆଦି ପୁସ୍ତକରୁ ଉଦ୍ଧୃତ କରି ଦେଖାଇଲେ ଯେ ସ୍ବାମୀ ଓ ସ୍ତ୍ରୀ ଛାଡପତ୍ର ଦେବା ଉଚିତ ନୁହେଁ I

He who made them also said, 'For this reason ... flesh.'

ଏହା ଫାରୁଶୀମାନେ ଶାସ୍ତ୍ରରୁ ବୁଝି ପାରିଥିବା ବିଷୟକୁ ଯୀଶୁଙ୍କ ଆକାଂକ୍ଷାର ଅଂଶ ବିଶେଷ ଅଟେ I ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚିତ ଜାଣିବା ଉଚିତ ଯେ ପରମେଶ୍ବର କହିଲେ ଯେ ଏହି କାରଣରୁ…ଏକାଙ୍ଗ ହେବେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-quotations)

For this reason

ଏହା ଆଦମ ଓ ହବାଙ୍କ ବିଷୟରେରେ ଆଦି ପୁସ୍ତକର ଏକ ଉଦ୍ଧୃତ ଅଂଶ ଅଟେ I ସେହି ପରିସ୍ଥିତରେ ଏହି କାରଣରୁ ଜଣେ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରିବ ଯେହେତୁ ପରମେଶ୍ବର ତାହାର ସଙ୍ଗୀହେବା ନିମନ୍ତେ ଏକ ସ୍ତ୍ରୀକୁ ନିର୍ମାଣ କରିଛନ୍ତି I

join to his wife

ତାହାର ସ୍ତ୍ରୀର ସଙ୍ଗୀ ହେବ କିମ୍ବା “ତାହାର ସ୍ତ୍ରୀ ସହିତ ବାସ କରିବ”

the two will become one flesh

ଏହା ଏକ ରୁପକ ଅଟେ ଯାହା ପୁରୁଷ ଓ ସ୍ତ୍ରୀର ଏକାଙ୍ଗକୁ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଏକ ହେବେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 19:6

So they are no longer two, but one flesh

ଏହା ଏକ ରୁପକ ଅଟେ ଯାହା ପୁରୁଷ ଓ ସ୍ତ୍ରୀର ଏକାଙ୍ଗକୁ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: “ତେଣୁ ପୁରୁଷ ଓ ସ୍ତ୍ରୀ ଆଉ ଦୁଇବ୍ୟକ୍ତି ନୁହନ୍ତି, କିନ୍ତୁ ସେମାନେ ଗୋଟିଏ ବ୍ୟକ୍ତି ପରି ଅଟନ୍ତି” (ଦେଖ:/WA-Catalog/or_tm?section=translate#figs-metaphor)

Matthew 19:7

They said to him

ଫାରୁଶୀମାନେ ଯୀଶୁଙ୍କୁ କହିଲେ

command us

ଯିହୁଦୀମାନେ ଆମ୍ଭମାନଙ୍କୁ ଆଦେଶ ଦିଅନ୍ତି

certificate of divorce

ଏହା ଏକ ତ୍ୟାଗପତ୍ର ଅଟେ ଯାହା ଆଇନଗତ ଭାବରେ ବିବାହକୁ ସମାପ୍ତ କରେ I

Matthew 19:8

For your hardness of heart

“ହୃଦୟର କଠିନତା” ବାକ୍ୟାଂଶ ଏକ ରୁପକ ଅଟେ ଯାହାର ଅର୍ଥ “ଶକ୍ତଗ୍ରୀଵ” ଅଟେ I ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭମାନଙ୍କ କଠିନତା ଦେଖି” କିମ୍ବା “ଯେହେତୁ ତୁମ୍ଭେମାନେ ଶକ୍ତଗ୍ରୀଵ ଅଟ” (ଦେଖ: /WA-Catalog/or_tm?section=translate#figs-metaphor)

your hardness ... allowed you ... your wives

ଏଠାରେ “ତୁମେ” ଓ “ତୁମମାନଙ୍କର” ବହୁବଚନ ଅଟେ I ଯୀଶୁ ଫାରୁଶୀମାନଙ୍କୁ କହୁଅଛନ୍ତି, କିନ୍ତୁ ମୋଶା ତୁମ୍ଭମାନଙ୍କୁ ଏହି ଆଦେଶ ବହୁବର୍ଷ ଆଗରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେଇଥିଲେ I ମୋଶାଙ୍କ ଆଦେଶ ସାଧାରଣତଃ ସମସ୍ତ ଯିହୁଦୀ ପୁରୁଷମାନଙ୍କ ନିମନ୍ତେ ଉପଯୋଗୀ ହେଲା I (ଦେଖ: /WA-Catalog/or_tm?section=translate#figs-you)

from the beginning

ଏଠାରେ “ଆଦ୍ୟ” ଈଶ୍ବର ଯେତେବେଳେ ପ୍ରଥମେ ପୁରୁଷ ଓ ସ୍ତ୍ରୀକୁ ନିର୍ମାଣ କଲେ ତାହାକୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-metonymy)

Matthew 19:9

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବାରୋପ କରେ I

marries another

ତୁମେ ବୁଝିଥିବା ତଥ୍ୟକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ ଯେ ଅନ୍ୟ ସ୍ତ୍ରୀକୁ ବିବାହ କରେ” (ଦେଖ: /WA-Catalog/or_tm?section=translate#figs-ellipsis)

and the man who marries a woman who is divorced commits adultery

ଅଧିକାଂଶ ଆଦ୍ୟ ଲେଖାଗୁଡିକରେ ଏହି ଶବ୍ଦଗୁଡିକୁ ସଂଯୁକ୍ତ କରନ୍ତି ନାହି I (ଦେଖ: /WA-Catalog/or_tm?section=translate#translate-textvariants)

Matthew 19:11

who are allowed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ଅଜ୍ଞା ଦେଇଛନ୍ତି” କିମ୍ବା “ଯେଉଁମାନଙ୍କୁ ଈଶ୍ବର କ୍ଷମତା ଦେଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

Matthew 19:12

For there are eunuchs who were that way from their mother's womb

ତୁମେ ଅନ୍ତର୍ହିତ ସୂଚନାକୁ ବହିର୍ଭୁତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଅନେକ ଗୁଡିଏ କାରଣକୁ ନେଇ ଜଣେ ପୁରୁଷ ବିବାହ କରନ୍ତି ନାହିଁ I ଉଦହାରଣତ ସ୍ବରୁପ, ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନପୁଂସକ ହୋଇ ଜନ୍ମ ହୋଇଛନ୍ତି” (ଦେଖ: /WA-Catalog/or_tm?section=translate#figs-explicit)

there are eunuchs who were made eunuchs by men

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ବାରା ନପୁଂସକ କରାଯାଇଛନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

eunuchs who made themselves eunuchs

ସାମ୍ଭାବିତ ଅର୍ଥଗୁଡିକ ୧) “ମନୁଷ୍ୟମାନଙ୍କ ଦ୍ବାରା ଯେଉଁମାନେ ନପୁଂସକ ହୋଇଛନ୍ତି ସେମାନଙ୍କର ଗୁପ୍ତାଙ୍ଗକୁ ଅପସାରଣ କରି” କିମ୍ବା ୨) “ଯେଉଁ ପୁରୁଷମାନେ ଅବିବାହିତ ଓ କୁଆଁରୀ ରହିବେ” (ଦେଖ: /WA-Catalog/or_tm?section=translate#figs-metaphor)

for the sake of the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମର ଅନୁବାଦରେ ରଖ I ଅନ୍ୟ ଏକ ଅନୁବାଦରେ: “ ଯେପରି ସେମାନେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ଆହୁରି ଉନ୍ନତମାନର ସେବା କରି ପାରିବେ I (ଦେଖ: /WA-Catalog/or_tm?section=translate#figs-metonymy)

receive this teaching ... receive it

ଏହି ଶିକ୍ଷା ଗ୍ରହଣ କର… ଏହାକୁ ଗ୍ରହଣ କର

Matthew 19:13

Connecting Statement:

ଯୀଶୁ ଛୋଟ ପିଲାମାନଙ୍କୁ ଗ୍ରହଣ କଲେ ଓ ଆଶୀର୍ବାଦ କଲେ I

some little children were brought to him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିଛି ଲୋକମାନେ ଯୀଶୁଙ୍କ ନିକଟକୁ ଛୋଟ ପିଲାମାନଙ୍କୁ ଆଣିଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 19:14

Permit

ଆସିବାକୁ ଦିଅ

do not forbid them to come to me

ମୋ ନିକଟକୁ ଆସିବା ନିମନ୍ତେ ସେମାନଙ୍କୁ ବାଧା ଦିଅ ନାହିଁ

for the kingdom of heaven belongs to such ones

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କର ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ରଖ I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ଯେତେବେଳେ ପୃଥିବୀରେ ରାଜତ୍ବ କରିବେ, ସେ ଏମାନଙ୍କ ଉପରେ ମଧ୍ୟ ରାଜା ହେବେ” କିମ୍ବା “କାରଣ ଈଶ୍ବର ଏପରି ବିଷୟକୁ ତାହାଙ୍କ ରାଜ୍ୟରେ ଅନୁମତି ଦେବେ” (ଦେଖ: /WA-Catalog/or_tm?section=translate#figs-metonymy)

belongs to such ones

ଯେଉଁମାନେ ପିଲାମାନଙ୍କ ପରି ହୁଅନ୍ତି I ଏହା ରୁପକ ଶବ୍ଦ ଅଟେ ଯାହାର ଅର୍ଥ ଈଶ୍ବରଙ୍କ ରାଜ୍ୟରେ ପିଲାମାନଙ୍କ ପରି ନମ୍ର ହୋଇ ସେମାନେ ପ୍ରବେଶ କରିବେ I (ଦେଖ: /WA-Catalog/or_tm?section=translate#figs-simile)

Matthew 19:16

Connecting Statement:

ଏଠାରେ ଦୃଶ୍ବର ଏକ ଭିନ୍ନ ସମୟକୁ ପରିବର୍ତ୍ତନ ହୁଏ ଯେଉଁଠାରେ ଯୀଶୁ ଧନୀ ବ୍ୟକ୍ତିଙ୍କୁ କହୁଛନ୍ତି ଯେ ତାହାଙ୍କୁ ଅନୁଗମନ କଲେ ମୁଲ୍ୟ ଦେବାକୁ ହୁଏ I

Behold

“ଦେଖ” ଶବ୍ଦ ବିବରଣୀରେ ଏକ ନୁତନ ବ୍ୟକ୍ତିଙ୍କ ବିଷୟରେ ଆମ୍ଭମାନଙ୍କୁ ଚେତନା ଦିଏ I ତୁମ ଭାଷାରେ ହୁଏତ ଏହିପରି ସୁଚିତ କରିବା ନିମନ୍ତେ ଅନ୍ୟ ଉପାୟ ଥାଇପାରେ I

good thing

ଏହାର ଅର୍ଥ ଗୋଟିଏ ବିଷୟ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରେ I

Matthew 19:17

Why do you ask me about what is good?

ଯୀଶୁ ଏଠାରେ ଜଣେ ବ୍ୟକ୍ତିକୁ ଉତ୍ତମ କଅଣ ଅଟେ ତାହାର କାରଣ ବିଷୟରେ ସେହି ବ୍ୟକ୍ତିକୁ ଉତ୍ସାହିତ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସତ ବିଷୟରେ ମୋତେ କାହିଁକି ପଚାରୁଅଛ” କିମ୍ବା “ସତ ବିଷୟରେ ମୋତେ କାହିଁକି ପଚାରୁଅଛ ତାହା ଭାବି ଦେଖ I” (ଦେଖ: /WA-Catalog/or_tm?section=translate#figs-rquestion)

Only one is good

କେବଳ ଈଶ୍ବର ହିଁ ସମ୍ପୁର୍ଣରୁପେ ସତ୍ୟ ଅଟନ୍ତି

to enter into life

ଅନନ୍ତ ଜୀବନ ଗ୍ରହଣ କରିବା ନିମନ୍ତେ

Matthew 19:19

love your neighbor

ଯିହୁଦୀମାନେ ବିଶ୍ବାସ କରୁଥିଲେ ଯେ ସେମାନଙ୍କ ପଡୋଶୀ କେବଳ ଅନ୍ୟ ଯିହୁଦୀ ଲୋକମାନେ ଥିଲେ I ଯୀଶୁ ସେହି ସଂଜ୍ଞାକୁ ସମସ୍ତ ଲୋକମାନଙ୍କୁ ସମ୍ପୃକ୍ତ କରୁଛନ୍ତି I

Matthew 19:21

If you wish

ଯଦି ତୁମେ ଇଛା କର

to the poor

ଏହି ନାମମାତ୍ର ବିଶ୍ଲେଷଣକୁ ଏକ ବିଶ୍ଲେଷଣରେ ପଦରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଗରିବମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-nominaladj)

you will have treasure in heaven

“ସ୍ବର୍ଗରେ ଗୁପ୍ତଧନ ସଞ୍ଚୟ” ଏକ ରୁପକ ଅଟେ ଯାହା ଈଶ୍ବରଙ୍କଠାରୁ ପୁରସ୍କାର ସମ୍ବନ୍ଧରେ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ପୁରସ୍କାର ଦେବେ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 19:23

Connecting Statement:

ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ପାର୍ଥିବ ବିଷୟ ତ୍ୟାଗ କରି ଓ ତାହାଙ୍କୁ ଅନୁଗମନ କରିବା ସମ୍ବନ୍ଧରେ ବ୍ୟାଖ୍ୟା କରନ୍ତି I

Truly I say to you

ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ବାକ୍ୟକୁ ଗୁରୁତ୍ବାରୋପ କରେ I

to enter the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହିପରି ବାକ୍ୟଖଣ୍ଡ କେବଳ ମାଥିଉ ପୁସ୍ତକରେ ମିଳେ I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ଲେଖ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ରାଜାଭାବରେ ସ୍ବର୍ଗର ଈଶ୍ବରଙ୍କୁ ଗ୍ରହଣ କରେ” କିମ୍ବା “ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 19:24

it is easier ... kingdom of God

ଈଶ୍ବରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା କେତେ କଷ୍ଟ ତାହା ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଏକ ଉତ୍ସାହପୁର୍ଣ ବାକ୍ୟ ବ୍ୟବହାର କରନ୍ତି I (ଦେଖ: /WA-Catalog/or_tm?section=translate#figs-hyperbole)

the eye of a needle

ସୁଚିର ଛିଦ୍ର ମଧ୍ୟଦେଇ, ଯେଉଁ ମଧ୍ୟଦେଇ ସୁଚି ଅତିକ୍ରମ କରେ

Matthew 19:25

they were very astonished

ଶିଷ୍ୟମାନେ ଚମତ୍କୃତ ହେଲେ I ଏହା ବୁଝାଏ ଯେ ସେମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ବିଶ୍ବାସ କରୁଥିଲେ ଯେ ଧନ ଈଶ୍ବରଙ୍କ ଦ୍ବାରା ଦତ୍ତ ଦାନର ପ୍ରମାଣ ଅଟେ I (ଦେଖ: /WA-Catalog/or_tm?section=translate#figs-explicit)

Who then can be saved?

ଶିଷ୍ୟମାନେ ସେମାନଙ୍କର ଆଶ୍ଚର୍ଯ୍ୟ ବିଷୟକୁ ଗୁରୁତବାରୋପ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଏହାକୁ ପ୍ରତ୍ୟକ୍ଷ ଉକ୍ତିରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେବେ କେଉଁମାନଙ୍କୁ ଈଶ୍ବର ପରିତ୍ରାଣ ଦେବେ !” କିମ୍ବା “ତେବେ କେହି ବୋଧ ହୁଏ ଅନନ୍ତ ଜୀବନ ପାଇବେ ନାହିଁ !” (ଦେଖ: /WA-Catalog/or_tm?section=translate#figs-rquestion/WA-Catalog/or_tm?section=translate#figs-activepassive)

Matthew 19:27

we have left everything

ଆମ୍ଭେମାନେ ସମସ୍ତ ପରିତ୍ୟାଗ କରିଅଛୁ କିମ୍ବା “ଆମ୍ଭମାନଙ୍କ ସମସ୍ତ ସମ୍ପତ୍ତି ପରିତ୍ୟାଗ କରିଅଛୁ”

What then will we have?

ଈଶ୍ବର ଆମ୍ଭମାନଙ୍କୁ କେଉଁ ଉତ୍ତମ ବିଷୟ ଦେବେ ?

Matthew 19:28

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I

in the new age

ନୁତନ ସୃଷ୍ଟିରେ I ଏହା ଈଶ୍ବର ସମସ୍ତ ବିଷୟକୁ ପୁନଃସ୍ଥାପନ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅନ୍ତିମ କାଳରେ ସେତେବେଳେ ଈଶ୍ବର ସମସ୍ତ ବିଷୟ ନୁତନଭାବେ ନିର୍ମାଣ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

sits on his glorious throne

ତାହାଙ୍କ ସିଂହାସନରେ ଉପବେଶନ କରିବା ରାଜାଭାବେ ତାହାଙ୍କ ରାଜତ୍ବକୁ ଉପସ୍ଥାପନ କରେ I ତାହାଙ୍କର ଗୌରବମୟ ସିଂହାସନ ତାହାଙ୍କ ଶାସନର ଗୌରବକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ରାଜାଭାବେ ତାହାଙ୍କ ଗୌରବମୟ ସିଂହାସନରେ ଉପବେଶନ କରିଛନ୍ତି” କିମ୍ବା “ରାଜାଙ୍କ ଗୌରବମୟ ଶାସନ” (ଦେଖ: /WA-Catalog/or_tm?section=translate#figs-metonymy)

sit upon twelve thrones

ଏଠାରେ ସିଂହାସନ ଉପରେ ଉପବେଶନ କରିବା ଅର୍ଥ ରାଜାଭାବେ ଶାସନ କରିବାକୁ ବୁଝାଏ I ଶିଷ୍ୟମାନେ ଯୀଶୁଙ୍କ ସମାନ ହେବେନାହି ଯେ ସିଂହାସନ ଉପରେ ଉପବେଶନ କରିବେ I ସେମାନେ ତାହାଙ୍କଠାରୁ ଅଧିକାର ପାଇବେ I ଅନ୍ୟ ଏକ ଅନୁବାଦରେ: “ଦ୍ବାଦଶ ସିଂହାସନରେ ରାଜାଭାବେ ଉପବେଶନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

the twelve tribes of Israel

ଏଠାରେ “ଗୋଷ୍ଠୀ” ସେହି ଗୋଷ୍ଠୀର ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଇସ୍ରାଏଲର ଦ୍ବାଦଶ ଗୋଷ୍ଠୀର ଲୋକମାନେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 19:29

for my name's sake

ଏଠାରେ “ନାମ” ସମ୍ପୁର୍ଣରୁପେ ଜଣେ ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “କାରଣ ସେ ମୋତେ ବିଶ୍ବାସ କରେ” (ଦେଖ: /WA-Catalog/or_tm?section=translate#figs-metonymy)

receive one hundred times

ସେମାନେ ପରିତ୍ୟାଗ କରିଥିବା ସମସ୍ତ ୧୦୦ଗୁଣ ପାଇବେ (ଦେଖ: /WA-Catalog/or_tm?section=translate#translate-numbers)

inherit eternal life

ଏହା ଏକ ରୁଢି ପଦ ଅଟେ ଯାହାର ଅର୍ଥ “ଆହୁରି ସେମାନଙ୍କୁ ଈଶ୍ବର ଅନନ୍ତ ଜୀବନରେ ଆଶୀର୍ବାଦ କରିବେ” କିମ୍ବା “ଈଶ୍ବର ସେମାନଙ୍କ ଅନନ୍ତ ଜୀବନର କାରଣ I” (ଦେଖ: /WA-Catalog/or_tm?section=translate#figs-idiom)

Matthew 19:30

But many who are first will be last, and the last will be first

ଏଠାରେ “ପ୍ରଥମ” ଓ “ଶେଷ” ଲୋକମାନଙ୍କର ସ୍ଥିତି ବା ଗୁରୁତ୍ବକୁ ବୁଝାଏ I ଯୀଶୁ ସ୍ବର୍ଗରାଜ୍ୟରେ ସେମାନଙ୍କର ସ୍ଥିତି ସହିତ ବର୍ତ୍ତମାନ ଲୋକମାନଙ୍କ ସ୍ଥିତିକୁ ତୁଳନା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡିବେ, ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ”