Matthew 18

ମାଥିଉ ୧୮ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଯୀଶୁଙ୍କ ଶିଷ୍ୟମାନେ କଅଣ କରିବା ଉଚିତ ଯେତେବେଳେ ଅନ୍ୟ ଅନୁଗମନକାରୀମାନେ ସେମାନଙ୍କ ବିରୁଦ୍ଧରେ ପାପ କରନ୍ତି ?

ଯୀଶୁ ସେମାନଙ୍କୁ ଶିକ୍ଷା ଦେଲେ ଯେ ତାହାଙ୍କ ଶିଷ୍ୟମାନେ ପରସ୍ପରକୁ ସମ୍ମାନ ଦେବା ଉଚିତ ଓ ପରସ୍ପର ପ୍ରତି କ୍ରୋଧ କରିବା ଉଚିତ ନୁହେ, ଯଦିୟ ସେମାନେ ପୂର୍ବରୁ ସମାନ ପ୍ରକାରର ପାପ କରିଥିବେ I ସେମାନେ କ୍ଷମା ଦେବା ଉଚିତ୍ ଯେଉଁମାନେ ସେମାନଙ୍କ ପାପ ସ୍ବୀକାର କରନ୍ତି, ଯଦ୍ୟପୀ ସେ ସେହି ପାପ ଆଗରୁ କରିଥାଏ I ଯଦି ସେ ଆପଣା ପାପ ସ୍ବୀକାର ନକରେ, ଯୀଶୁଙ୍କ ଶିଷ୍ୟମାନେ ଏକୁଟିଆ ବା ଛୋଟଦଳ ଭାବେ ତା’ସହିତ କଥା ହେବେ I ତା’ପରେ ମଧ୍ୟ ଯଦି ସେ ପାପ ସ୍ବୀକାର ନକରେ, ଶିଷ୍ୟମାନେ ତାହାକୁ ଦୋଷୀ ସାବ୍ୟସ୍ତ କରିବେ I (ଦେଖ: /WA-Catalog/or_tw?section=kt#repent/WA-Catalog/or_tw?section=kt#sin)

Matthew 18:1

General Information:

ଏହା ବିବରଣୀରେ ନୁତନ ଭାଗର ଆରମ୍ଭ ଅଟେ ଯାହା ମାଥିଉ ୧୮:୩୫ରେ ସର୍ବତ୍ର ଚାଲୁ ରହିଛି, ଯେଉଁଠାରେ ଯୀଶୁ ସ୍ବର୍ଗରାଜ୍ୟରେ ଜୀବନ ବିଷୟରେ ଶିକ୍ଷା ଦେଉଛନ୍ତି I ଏଠାରେ, ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଗୋଟିଏ ସାନ ପିଲାକୁ ବ୍ୟବହାର କରୁଛନ୍ତି I

Who is greatest

କିଏ ଶ୍ରେଷ୍ଠ ଅଟେ କିମ୍ବା “ଆମ୍ଭମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ”

in the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ” କିମ୍ବା “ଯେଉଁ ସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 18:3

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗୁରୁତ୍ବ ଦିଏ I

unless you turn ... children, you will in no way enter

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନଙ୍କୁ ପରିବର୍ତ୍ତନ ହେବାକୁ ପଡିବ … ସାନପିଲା ପରି ପ୍ରବେଶ କରିବା ନିମନ୍ତେ” (ଦେଖ: /WA-Catalog/or_tm?section=translate#figs-doublenegatives)

become like little children

ଯୀଶୁ ରୁପକ ବ୍ୟବହାର କରି ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ ଯେ ସେମାନେ କିଏ ଶ୍ରେଷ୍ଠ ଅଟନ୍ତି ଚିନ୍ତା କରିବା ଉଚିତ ନୁହେ, ସେମାନେ ସାନପିଲା ପରି ନମ୍ର ହେବା ନିମନ୍ତେ ଚେଷ୍ଟା କରିବା ଉଚିତ I (ଦେଖ: /WA-Catalog/or_tm?section=translate#figs-simile)

enter the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କର” କିମ୍ବା “ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତାଙ୍କ ସଦସ୍ୟ ହୁଅ ଯେଉଁ ସମୟରେ ସେ ପୃଥିବୀରେ ତାହାଙ୍କ ରାଜତ୍ବ ପ୍ରତିଷ୍ଠା କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 18:4

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି ଯେ ସେମାନେ ସାନପିଲା ପରି ନମ୍ର ହେବା ଆବଶ୍ବକ ଅଟେ’ ଯଦି ସେମାନେ ଈଶ୍ବରଙ୍କ ରାଜ୍ୟରେ ଶ୍ରେଷ୍ଠ ହେବା ଚାହାନ୍ତି I (ଦେଖ: /WA-Catalog/or_tm?section=translate#figs-simile)

is the greatest

ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ କିମ୍ବା “ଏହା ହିଁ ଗୁରୁତ୍ବପୁର୍ଣ୍ଣ ଅଟେ”

in the kingdom of heaven

“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ” କିମ୍ବା “ଯେଉଁ ସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 18:5

in my name

ଏଠାରେ “ମୋର ନାମ” ସ୍ମପୁର୍ଣ୍ଣ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ସେ ମୋର ଶିଷ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-metonymy)

Whoever ... in my name receives me

ଯୀଶୁଙ୍କ ଅର୍ଥରେ ଏହା ସମାନ ଅଟେ ଯେପରି ତାହାଙ୍କୁ ସ୍ବାଗତ (ଗ୍ରହଣ) କରିବା I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଜଣେ … ମୋ ନାମରେ, ଏହା ଯେମିତି ସେ ମୋତେ ଗ୍ରହଣ କରେ” କିମ୍ବା “ଯେତେବେଳେ କେହିଜଣେ … ମୋ ନାମରେ, ଏହା ଯେମିତି ସେ ମୋହର ସ୍ବାଗତ କରେ”

Matthew 18:6

a great millstone should be hung about his neck, and that he should be sunk into the depths of the sea

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହିଜଣେ ଗୋଟିଏ ବଡ଼ ଚକି ପଥର ବେକରେ ଟାଙ୍ଗେ ଓ ମହାସାଗର ମଧ୍ୟରେ ତାହାକୁ ବୁଡାଇ ଦିଏ” (ଦେଖ: /WA-Catalog/or_tm?section=translate#figs-activepassive)

millstone

ଏହା ବିସ୍ତୃତ, ଓଜନିଆ, ଗୋଲ (ଚକି) ପଥର ଗହମ ଶସ୍ୟକୁ ଅଟା କରିବା ନିମନ୍ତେ ପେଶା ଯାଏ I ଅନ୍ୟ ଏକ ଅନୁବାଦରେ: “ଓଜନିଆ ପଥର”

Matthew 18:7

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ଛୋଟ ପିଲା ବିଷୟରେ ଶିକ୍ଷା ଜାରି ରଖିଛନ୍ତି ଓ ପିଲାମାନଙ୍କୁ ପାପ କରାଇଲେ ତାହାର ପରିଣାମ ଭୟଙ୍କର ହେବା ସଚେତନ କରନ୍ତି I

to the world

ଏଠାରେ “ଜଗତ” ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କୁ” (ଦେଖ: /WA-Catalog/or_tm?section=translate#figs-metonymy)

stumbling blocks ... those stumbling blocks come ... the person through whom those stumbling blocks come

ଏଠାରେ “ବିଘ୍ନ” ପାପର ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ବିଷୟ ଗୁଡିକ ଲୋକାମାନଙ୍କୁ ପାପରେ ଆଶକ୍ତ କରେ … ଯେଉଁ ବିଷୟଗୁଡିକ ଲୋକମାନଙ୍କ ନିମନ୍ତେ ପାପର କାରଣ ହୁଏ … ଯେକୌଣସି ବ୍ୟକ୍ତି ଅନ୍ୟକୁ ପାପ କରିବାକୁ ପ୍ରବର୍ତାଏ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 18:8

If your hand or your foot causes you to stumble, cut it off and throw it away from you

ଯୀଶୁ ଏଠାରେ ବିସ୍ତୃତ ଭାବେ ବର୍ଣ୍ଣନା କରନ୍ତି ଯେ ଲୋକମାନଙ୍କ ଜୀବନରେ ଯେଉଁ ବିଷୟଗୁଡିକ ପାପର କାରଣ ହୁଏ ସେଗୁଡିକୁ ତ୍ୟାଗ କରିବା ଆବଶ୍ୟକ ଅଟେ I (ଦେଖ: /WA-Catalog/or_tm?section=translate#figs-hyperbole)

your ... you

ଏହି ସମସ୍ତ ଶବ୍ଦର ବ୍ୟବହାର ଏକବଚନ ଅଟେ I ଯୀଶୁ ସାଧାରଣରେ ସମସ୍ତ ଲୋକମାନଙ୍କୁ କହୁଛନ୍ତି I ଏହା ହୁଏତ ତୁମ ଭାଷାରେ ବହୁବଚନ “ତୁମେ”କୁ ପ୍ରାକୃତିକ ଭାବେ ଅନୁବାଦ କରାଯାଇପାରିବ I (ଦେଖ: /WA-Catalog/or_tm?section=translate#figs-you)

into life

ଅନନ୍ତ ଜୀବନ ମଧ୍ୟକୁ

than to be thrown into the eternal fire having two hands or two feet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଦୁଇହସ୍ତ ଓ ଦୁଇପାଦ ଯେତେବେଳେ ଈଶ୍ବର ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 18:9

If your eye causes you to stumble, pluck it out and throw it away from you

ଚକ୍ଷୁ ବିନଷ୍ଟ କରିବା ନିମନ୍ତେ ଆଦେଶ, ସମ୍ଭବତଃ ଶରୀରର ସବୁଠାରୁ ପ୍ରଧାନ ଅଙ୍ଗ ଅଟେ, ହୁଏତ ଏହା ଶ୍ରୋତାମାନଙ୍କ ଚେତନା ଦିଏ ଯେ ଯାହା ସେମାନଙ୍କୁ ପାପ କରିବାକୁ ପ୍ରବର୍ତାଏ ସେଗୁଡିକୁ ବାହାର କରିବା ନିତାନ୍ତ ଆବଶ୍ୟକ ଅଟେ I (ଦେଖ: /WA-Catalog/or_tm?section=translate#figs-hyperbole)

causes you to stumble

ଏଠାରେ “ବିଘ୍ନ” ପାପ ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମକୁ ପାପ କରିବାର କାରଣ ହୁଏ” (ଦେଖ: /WA-Catalog/or_tm?section=translate#figs-metaphor)

your ... you

ଏହି ସମସ୍ତ ଶବ୍ଦଗୁଡିକର ବ୍ୟବହାର ଏକବଚନ ଅଟେ I ଯୀଶୁ ସାଧାରଣରେ ସମସ୍ତ ଲୋକମାନଙ୍କୁ କହୁଛନ୍ତି I ଏହା ତୁମ ଅନୁବାଦରେ “ତୁମେ”ର ବହୁବଚନରେ ଅନୁବାଦ କରିବା ହୁଏତ ଭାଷାରେ ପ୍ରାକୃତିକ ହୋଇପାରେ I (ଦେଖ: /WA-Catalog/or_tm?section=translate#figs-you)

into life

ଜୀବନରେ ପ୍ରବେଶ କରିବ

than to be thrown into the eternal fire having both eyes

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି ଉଭୟ ଚକ୍ଷୁ ଯେତେବେଳେ ଈଶ୍ବର ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 18:10

See that

ସାବଧାନ ଥାଅ ଯେ କିମ୍ବା “ନିଶ୍ଚିତ ହୁଅ ଯେ”

you do not despise any of these little ones

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛ ଜ୍ଞାନ କରନାହିଁ I ଏହାକୁ ଆସ୍ତିକବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହି କ୍ଷୁଦ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନ କର”

For I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବାରୋପ କରେ I

that in heaven their angels always look on the face of my Father who is in heaven

ଯିହୁଦୀ ଶିକ୍ଷକମାନେ ଶିକ୍ଷା ଦିଅନ୍ତି ଯେ କେବଳ ଦାୟିତ୍ବବାନ ଦୁତଗଣ ଈଶ୍ବରଙ୍କ ଉପସ୍ଥିତିରେ ରହନ୍ତି I ଯୀଶୁଙ୍କ ଅର୍ଥରେ ଯେ ସେହି ଦାୟିତ୍ବବାନ ଦୁତଗଣ ଏହି କ୍ଷୁଦ୍ରମାନଙ୍କ ବିଷୟରେ ଈଶ୍ବରଙ୍କ ନିକଟରେ ପ୍ରକାଶ କରନ୍ତି I (ଦେଖ: /WA-Catalog/or_tm?section=translate#figs-explicit)

always look on the face of my Father

ଏହା ଏକ ରୁଢି ଅଟେ ଯାହାର ଅର୍ଥ ସେମାନେ ଈଶ୍ବରଙ୍କ ଉପସ୍ଥିତିରେ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସର୍ବଦା ମୋହର ପିତାଙ୍କ ନିକଟବର୍ତ୍ତୀ ଅଟନ୍ତି” କିମ୍ବା “ସର୍ବଦା ସେମାନେ ମୋହର ପିତାଙ୍କ ଉପସ୍ଥିତି ମଧ୍ୟରେ ରହନ୍ତି” (ଦେଖ: /WA-Catalog/or_tm?section=translate#figs-idiom)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ନିବିଡ ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 18:12

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଛୋଟ ପିଲାର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି ଓ ଈଶ୍ବର ଲୋକମାନଙ୍କର ଯତ୍ନ କିପରି ନିଅନ୍ତି ଦୃଷ୍ଟାନ୍ତ ମାଧ୍ୟମରେ କହନ୍ତି I

What do you think?

ଯୀଶୁ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅ” କିମ୍ବା “ଏହି ବିଷୟରେ ଚିନ୍ତା କର I” (ଦେଖ: /WA-Catalog/or_tm?section=translate#figs-rquestion)

you

ଏହି ବାକ୍ୟଗୁଡିକ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

a hundred ... ninety-nine

୧୦୦ … ୯୯ (ଦେଖ: /WA-Catalog/or_tm?section=translate#translate-numbers)

does he not leave ... astray?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ସେ ସର୍ବଦା ତ୍ୟାଗ କରିବେ … ଦୁରେଇ ଯିବେ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 18:13

If he finds it ... that did not go astray

ଏହା ଦୃଷ୍ଟାନ୍ତର ସମାପ୍ତି ଅଟେ ଯାହା ୧୨ପଦରେ “ଯଦି କେହି” ଶବ୍ଦ ସହିତ ଆରମ୍ଭ ହୋଇଥିଲା I (ଦେଖ: /WA-Catalog/or_tm?section=translate#figs-parables)

truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାକୁ ଗୁରୁତ୍ବାରୋପ କରେ I “ତୁମ୍ଭେ” ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

Matthew 18:14

it is not the will of your Father in heaven that one of these little ones should perish

ତୁମ୍ଭମାନଙ୍କର ସ୍ବର୍ଗସ୍ଥ ପିତା ଇଛା କରନ୍ତି ନାହିଁ କି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ ହେଁ ବିନଷ୍ଟ ହେଉ କିମ୍ବା “ତୁମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ଚାହାନ୍ତି ନାହିଁ ଏପରିକି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ବିନଷ୍ଟ ହେଉ”

your

ଏହି ଶବ୍ଦ ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 18:15

Connecting Statement:

ଯୀଶୁ ପାପକ୍ଷମା ଓ ପୁନ୍ନରମିଳନ ବିଷୟରେରେ ଶିଷ୍ୟମାନଙ୍କୁ ଯୀଶୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I

your brother

ଏହା ଈଶ୍ବରଙ୍କଠାରେ ସହ ବିଶ୍ବାସୀମାନଙ୍କୁ ବୁଝାଏ, ଶାରିରୀକ ସମ୍ପର୍କ ଭାଇକୁ ନୁହେଁ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ସହ ବିଶ୍ବାସୀ”

you will have gained your brother

ତୁମେ ତୁମର ଭାଇ ସହିତ ପୁନର୍ବାର ସମ୍ପର୍କ ସ୍ଥାପନ କର

Matthew 18:16

so that by the mouth of two or three witnesses every word might be verified

ଏଠାରେ “ମୁଖ” ଓ “ବାକ୍ୟ” ଜଣେ ବ୍ୟକ୍ତି ଯାହା କହେ ତାହାକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ତୁମ ଭାଇର ବିଷୟରେ ସମସ୍ତ କଥା ସ୍ଥିର କରାଯିବ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

Matthew 18:17

if he refuses to listen to them

ଯଦି ତୁମ ସହ ବିଶ୍ବାସୀ ତୁମ୍ଭ ସହିତ ଆସିଥିଵା ସାକ୍ଷୀମାନଙ୍କ କଥାକୁ ପ୍ରତ୍ୟାଖ୍ୟାନ କରେ

to the church

ତେବେ ବିଶ୍ବାସୀମାନଙ୍କ ମଣ୍ଡଳୀ ମଧ୍ୟରେ

let him be to you as a Gentile and a tax collector

ତୁମ୍ଭ ଦୃଷ୍ଟିରେ ଜଣେ ବିଜାତିୟ ଓ କରଗ୍ରାହୀ ପରି ଆଚରଣ କର I ଏହାର ବୁଝାଏ ଯେ ସେମାନେ ତାହାକୁ ମଣ୍ଡଳୀରୁ ବହିଷ୍କାର କରିବା ଉଚିତ (ଦେଖ: /WA-Catalog/or_tm?section=translate#figs-explicit)

Matthew 18:18

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କର ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବ ଦିଏ I

you

ଏହି ଶବ୍ଦଗୁଡିକର ସମସ୍ତ ବ୍ୟବହାର ବହୁବଚନ ଅଟେ I (ଦେଖ: /WA-Catalog/or_tm?section=translate#figs-you)

whatever things you bind on earth will be bound in heaven; and whatever you release on earth will be released in heaven

ଏଠାରେ “ବନ୍ଦ କରିବା” ଏକ ରୁପକ ଅଟେ ଯାହାର ଅର୍ଥ କୌଣସି ବିଷୟକୁ ଉପେକ୍ଷା କରିବା, ଓ “ମୁକ୍ତ କରିବା” ଏହି ରୁପକର ଅର୍ଥ କୌଣସି ବିଷୟରେ ଅନୁମତି ଦେବା I ମଧ୍ୟ, “ସ୍ବର୍ଗରେ” ଏକ ଲକ୍ଷଣସୁଚକ ଶବ୍ଦ ଅଟେ ଯାହା ଈଶ୍ବର ଆପଣାକୁ ପ୍ରକାଶ କରେ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ ମାଥିଉ ୧୬:୧୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପୃଥିବୀରେ ଯାହା ବନ୍ଦ କରିବ ସ୍ବର୍ଗରେ ସେହିସବୁ ବନ୍ଦ ରହିବ ସ୍ବର୍ଗସ୍ତ ପିତା ତାହା କରିବେ” (ଦେଖ: /WA-Catalog/or_tm?section=translate#figs-metaphor/WA-Catalog/or_tm?section=translate#figs-metonymy)

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବାରୋପ କରେ I

Matthew 18:19

if two of you

ଏହା ସୁଚାଇ ଦିଏ ଯେ ଯୀଶୁଙ୍କ ଅର୍ଥରେ “ଯଦି ତୁମ୍ଭମାନଙ୍କ ମଧ୍ୟରୁ ଦୁଇଜଣ” କିମ୍ବା “ଯଦି ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ବା ଅଧିକ I” (ଦେଖ: /WA-Catalog/or_tm?section=translate#figs-explicit)

they ... them

ଏଗୁଡିକ ଦର୍ଶାଏ ଯେ “ତୁମ୍ଭମାନଙ୍କ ମଧ୍ୟରୁ ଦୁଇଜଣ” I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରୁ ... ତୁମେ”

my Father

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

Matthew 18:20

two or three

ଏହା ସୁଚାଏ ଯେ ଯୀଶୁଙ୍କ ଅର୍ଥରେ “ଦୁଇ ବା ତତୋଧିକ” କିମ୍ବା “ଅତି କମରେ ଦୁଇଜଣ I” (ଦେଖ: /WA-Catalog/or_tm?section=translate#figs-explicit)

are gathered

ମିଶି

in my name

ଏଠାରେ “ନାମ” ସମ୍ପୁର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ସେମାନେ ମୋହର ଶିଷ୍ୟମାନେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 18:21

seven times

୭ ଥର (ଦେଖ: /WA-Catalog/or_tm?section=translate#translate-numbers)

Matthew 18:22

seventy times seven

ସାମ୍ଭାବିତ ଅର୍ଥଗୁଡିକ ୧) “୭୦ ଗୁଣ ୭ ଥର” କିମ୍ବା 2) “୭୭ ଥର I” ଯଦି ସଂଖ୍ୟାର ବ୍ୟବହାର ଦ୍ବନ୍ଦ କରେ, ତୁମେ ଏହାକୁ “ଅଗଣିତ ଥର” କିମ୍ବା “ସର୍ବଦା ତାହାଙ୍କୁ କ୍ଷମା କର” ଅନୁବାଦ କରିପାରିବ I (ଦେଖ: /WA-Catalog/or_tm?section=translate#translate-numbers)

Matthew 18:23

Connecting Statement:

ଯୀଶୁ ପାପକ୍ଷମା ଓ ପୁନମିଳନ ସମ୍ବନ୍ଧରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଦୃଷ୍ଟାନ୍ତ ବ୍ୟବହାର କରନ୍ତି I

the kingdom of heaven is similar

ଏହା ଏକ ଦୃଷ୍ଟାନ୍ତର ପରିଚୟ ଦିଏ I ଦେଖ ତୁମେ ଏକ ଦୃଷ୍ଟାନ୍ତର ପରିଚୟକୁ ମାଥିଉ ୧୩:୧୪ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-parables)

to settle accounts with his servants

ଆପଣା ଦାସମାନଙ୍କ ସହିତ ଯାହା ପ୍ରତିଜ୍ଞା କରିଛନ୍ତି ତାହା ହିସାବ କରିବେ

Matthew 18:24

one servant was brought

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ରାଜାଙ୍କ ଦାସକୁ ଛାମୁକୁ ଅଣାଗଲା” (ଦେଖ: /WA-Catalog/or_tm?section=translate#figs-activepassive)

ten thousand talents

୧୦,୦୦୦ ଟଙ୍କା କିମ୍ବା “ଏତେ ଟଙ୍କା ଋଣ ଦାସ କେବେ ବି ପରୋଶୋଧ କରିପାରିବ ନାହିଁ” (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#translate-numbers)

Matthew 18:25

his master commanded him to be sold ... and payment to be made

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ପ୍ରଭୁ ଦାସକୁ ଆଦେଶ ଦେଲେ ତାହାର ସମସ୍ତ କିଛି ବିକ୍ରୟ କରି ... ସେହି ବିକ୍ରୟର ଅର୍ଥକୁ ପରିଶୋଧ କର” (ଦେଖ: /WA-Catalog/or_tm?section=translate#figs-activepassive)

Matthew 18:26

fell down, bowed down

ଏହା ଦର୍ଶାଏ ଯେ ଦାସ ତାହାର ପ୍ରଭୁଙ୍କୁ ଅତି ନମ୍ର ସହକାରେ ପ୍ରଣାମ କରି ଅନୁରୋଧ କଲା I (ଦେଖ: /WA-Catalog/or_tm?section=translate#translate-symaction)

before him

ପ୍ରଭୁଙ୍କ ସମ୍ମୁଖରେ

Matthew 18:27

he was moved with compassion

ସେଥିରେ ସେହି ଦାସ ପ୍ରତି ପ୍ରଭୁ ସଦୟ ହେଲେ

released him

ତାହାକୁ ମୁକ୍ତ କରିଦେଲେ

Matthew 18:28

ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଶିକ୍ଷା ଦେବା ଚାଲୁ ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

one hundred denarii

୧୦୦ ଟଙ୍କା କିମ୍ବା “ଶହେ ଦିନର ମଜୁରୀ” (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#translate-numbers)

He grasped him

ପ୍ରଥମ ଦାସ ତାହାର ସହ ଦାସଙ୍କୁ ଧରିଲା

grasped

ଗଳା ଚିପି କିମ୍ବା “ଜାବୁଡି ଧରିଲା”

Matthew 18:29

fell down

ଏହା ଦର୍ଶାଏ ଯେ ସହ ଦାସ ପ୍ରଥମ ଦାସଙ୍କୁ ନମ୍ରତା ସହକାରେ ବିନମ୍ର ଅନୁରୋଧ କଲେ I ଦେଖ ତୁମେ ଏହାକୁ ମାଥିଉ ୧୮:୨୬ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#translate-symaction)

and implored him

ଓ ତାଙ୍କୁ ବିନତୀ କଲା

Matthew 18:30

ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଶିକ୍ଷା ଦେବା ଚାଲୁ ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

he went and threw him into prison

ପ୍ରଥମ ଦାସ ଗଲେ ଓ ତାହାର ସହଦାସଙ୍କୁ କାରାଗାର ପକାଇଦେଲା

Matthew 18:31

his fellow servants

ଅନ୍ୟ ଦାସମାନେ

told their master

ପ୍ରଭୁଙ୍କୁ ସମସ୍ତ ଘଟଣା କହିଲା

Matthew 18:32

ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଶିକ୍ଷା ଦେବା ଚାଲୁ ରଖିଛନ୍ତି I (ଦେଖ: /WA-Catalog/or_tm?section=translate#figs-parables)

Then that servant's master called him

ସେଥିରେ ତାହାର ପ୍ରଭୁ ପ୍ରଥମ ଦାସଙ୍କୁ ଡକାଇ କହିଲେ

you implored me

ତୁ ମୋତେ ବିନତୀ କରିବାରୁ

Matthew 18:33

Should you not have ... you?

ପ୍ରଭୁ ପ୍ରଥମ ଦାସକୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର କର୍ତ୍ତବ୍ୟ ଥିଲା … ତୁମେ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 18:34

General Information:

ଏହା ବିବରଣୀର ଶେଷ ଭାଗ ଅଟେ ଯାହା ମାଥିଉ ୧୮:୧ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ଯୀଶୁ ସ୍ବର୍ଗ ରାଜ୍ୟର ଜୀବନ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି I

Connecting Statement:

ଯୀଶୁ ପାପକ୍ଷମା ଓ ପୁନର୍ମିଳନ ବିଷୟର ଶିକ୍ଷା ସମାପ୍ତ କରନ୍ତି I

His master

ପ୍ରଭୁ

handed him over

ତାଙ୍କୁ ସମର୍ପଣ କଲେ I ପ୍ରଭୁ ନିଜେ ଯନ୍ତ୍ରଣାଦାୟକ ସ୍ଥାନକୁ ନେଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ତାଙ୍କର ଦାସମାନଙ୍କୁ ତାକୁ ସମର୍ପଣ କରିବାକୁ ଆଦେଶ ଦେଲେ” (ଦେଖ: /WA-Catalog/or_tm?section=translate#figs-explicit)

to the torturers

ଯନ୍ତ୍ରଣା ଦେବା ଲୋକମାନଙ୍କୁ

that was owed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଥମ ଦାସ ପ୍ରଭୁଙ୍କୁ ପ୍ରତିଜ୍ଞା କରିଥିଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 18:35

my heavenly Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

to you ... your

ଏହି ଶବ୍ଦଗୁଡିକର ସମସ୍ତ ବ୍ୟବହାର ବହୁବଚନ ଅଟେ I ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି, କିନ୍ତୁ ଏହି ଦୃଷ୍ଟାନ୍ତ ଏକ ନିରାଟ ସତ୍ୟକୁ ଶିକ୍ଷା ଦିଏ ଯାହା ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ଉପଯୋଗୀ ଅଟେ I (ଦେଖ: /WA-Catalog/or_tm?section=translate#figs-you)

from your heart

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I “ଅନ୍ତର ସହ” ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ “ଆଜ୍ଞାଧିନ I” ଅନ୍ୟ ଏକ ଅନୁବାଦରେ: “ଅଜ୍ଞାଧିନ” କିମ୍ବା “ସମ୍ପୁର୍ଣ୍ଣ ଭାବେ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-idiom)