Matthew 17

ମାଥିଉ ୧୭ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଏଲିୟ

ଯୀଶୁଙ୍କ ଜନ୍ମ ପୂର୍ବରୁ ପୁରାତନ ନିୟମର ମଲାଖୀ ଭାବବାଦୀ ବାସ କରୁଥିଲେ I ମଲାଖୀ କହିଥିଲେ ଯେ ମସିହଙ୍କର ଆଗମନ ପୂର୍ବରୁ ଭାବବାଦୀ ଏଲିୟଙ୍କର ଆଗମନ ହେବ I ମଲାଖୀ ଭାବବାଦୀ ଯାହାଙ୍କ ବିଷୟରେ କହିଥିଲେ ସେ ହେଉଛନ୍ତି ବାପ୍ତିଜକ ଯୋହନ ଯାହା ଯୀଶୁ ବର୍ଣ୍ଣନା କହିଲେ I ଯୀଶୁ କହିଲେ ଏହାର କାରଣ କହିଲେ ଯେ ମଲାଖୀ ଯେପରି କହିଥିଲେ ଏଲିୟ ଏପରି କରିବେ ସେହିପରି ବାପ୍ତିଜକ ଯୋହନ କଲେ I (ଦେଖ: /WA-Catalog/or_tw?section=kt#prophet/WA-Catalog/or_tw?section=kt#christ)

“ରୁପାନ୍ତରିତ”

ଶାସ୍ତ୍ରରେ ବାରମ୍ବାର ଈଶ୍ବରଙ୍କର ମହିମାକୁ ମହାନ, ତେଜୋସ୍ବୀ ଆଲୋକ ଭାବେ ପ୍ରକାଶ କରେ I ଯେତେବେଳେ ଲୋକମାନେ ସେହି ଆଲୋକ ଦେଖିବେ, ସେମାନେ ଭୟଭିତ ହେବେ I ମାଥିଉ ଏହି ଅଧ୍ୟାୟରେ ପ୍ରକାଶ କରୁଛନ୍ତି ଯେ ଯୀଶୁଙ୍କ ଶରୀର ଏହି ଆଲୋକରେ ଆଲୋକିତ ଦେଖାଗଲା ଯେପରି ତାହାଙ୍କ ଅନୁଗମନକାରୀ ଦେଖିବେ ଯେ ଯୀଶୁ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ଏକା ସମୟରେ, ଈଶ୍ବର ସେମାନଙ୍କୁ କହିଲେ ଯେ ଯୀଶୁ ତାହାଙ୍କ ପୁତ୍ର ଥିଲେ I (ଦେଖ: /WA-Catalog/or_tw?section=kt#glory/WA-Catalog/or_tw?section=kt#fear)

Matthew 17:1

General Information:

ଏହା ଯୀଶୁଙ୍କ ରୁପାନ୍ତରିତ ବିବରଣୀରୁ ଆରମ୍ଭ ହୁଏ I

Peter, James, and John his brother

ପିତର, ଯାକୁବ ଓ ଯାକୁବଙ୍କ ଭ୍ରାତା ଯୋହନ

Matthew 17:2

He was transfigured before them

ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ, ପୂର୍ବ ଅପେକ୍ଷା ତାହାଙ୍କ ମୁଖମଣ୍ଡଳ ଭିନ୍ନ ଥିଲା I

He was transfigured

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ମୁଖମଣ୍ଡଳ ପରିବର୍ତ୍ତନ ହେଲା” କିମ୍ବା “ସେ ଭିନ୍ନଭାବେ ଦେଖା ଯାଉଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

before them

ସେମାନଙ୍କ ସାକ୍ଷାତରେ କିମ୍ବା “ସେମାନେ ତାହାଙ୍କୁ ସ୍ପଷ୍ଟରୁପେ ଦେଖିଲେ”

His face shone like the sun, and his garments became as brilliant as the light

ଏଗୁଡିକ ଉପମ ଅଟନ୍ତି ଯାହା ଯୀଶୁଙ୍କ ମୁଖମଣ୍ଡଳ କିପରି ଉଜ୍ଜଳ ଦେଖା ଯାଉଥିଲା ତାହାକୁ ଗୁରୁତ୍ବାରୋପ କରେ I (ଦେଖ: /WA-Catalog/or_tm?section=translate#figs-simile)

his garments

ସେ କଣ ପିନ୍ଧିଥିଲେ

Matthew 17:3

Behold

ଏହି ଶବ୍ଦ ଆମ୍ଭକୁ ସଚେତନ କରେ ଯେଉଁ ଆଶ୍ଚର୍ଯ୍ୟ ତଥ୍ୟ ଆଗକୁ ଆସୁଛି

to them

ଏହା ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ

with him

ଯୀଶୁଙ୍କ ସହିତ

Matthew 17:4

answered and said

କହିଲେ I ପିତର ପ୍ରଶ୍ନର ଉତ୍ତର ନଦେଇ

it is good for us to be here

ଏହା ସ୍ପଷ୍ଟ ନୁହେଁ ହୁଏତ “ଆମ୍ଭେ” କେବଳ ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ, କିମ୍ବା ଏହା ଯେତେଜଣ ସେଠାରେ ଥିଲେ, ଯୀଶୁ, ଏଲିୟ ଓ ମୋଶାଙ୍କୁ ମିଶାଇ ସମସ୍ତଙ୍କୁ ବୁଝାଏ I ଯଦି ଅନୁବାଦ କରିପାରିବ ତେବେ ଉଭୟ ବୈକଳ୍ପିକ ସମ୍ଭବ, ତେବେ କର I (ଦେଖ: /WA-Catalog/or_tm?section=translate#figs-exclusive/WA-Catalog/or_tm?section=translate#figs-inclusive)

Matthew 17:5

behold

ଏହି ଶବ୍ଦ ପାଠକମାନଙ୍କୁ ନିମ୍ନଲିଖିତ ଆଶ୍ଚର୍ଯ୍ୟ ତଥ୍ୟ ବିଷୟରେ ଧ୍ୟାନ ଆକ୍ରଶନ କରିବା ନିମନ୍ତେ ସଚେତନ କରେ I

overshadowed them

ସେମାନେ ନିକଟକୁ ଆସିଲେ

there was a voice out of the cloud

ଏଠାରେ “ବାଣୀ” ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେହି ଆକାଶରୁ ଈଶ୍ବର ସେମାନଙ୍କୁ କହିଲେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 17:6

the disciples heard it

ଶିଷ୍ୟମାନେ ଈଶ୍ବର କହୁଥିବା ଶୁଣିଲେ

they fell on their face

ଏଠାରେ “ମୁହଁ ମାଡି ପଡିଗଲେ” ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନେ ମୁହଁମାଡି ଭୁମିରେ ପଡିଗଲେ” (ଦେଖ: /WA-Catalog/or_tm?section=translate#figs-idiom)

Matthew 17:9

Connecting Statement:

ତିନିଜଣ ଶିଷ୍ୟ ଯୀଶୁଙ୍କର ରୁପାନ୍ତରିତ ସାକ୍ଷ୍ୟ ଦେବାପରେ ନିମ୍ନୋକ୍ତ ଘଟଣା ସେହିକ୍ଷଣି ଘଟିଲା I

As they

ଯେପରି ଯୀଶୁ ଓ ଶିଷ୍ୟମାନେ

the Son of Man

ଯୀଶୁ ଆପଣା ବିଷୟରେ କହନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 17:10

Why then do the scribes say that Elijah must come first?

ପୁଣି ଶିଷ୍ୟମାନେ ଏଲିୟଙ୍କର ଆଗମନକୁ ବିଶ୍ବାସ କଲେ ଓ ମସିହ ଆସିବା ପୂର୍ବରୁ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଆଗମନ କରିବେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 17:11

restore all things

କ୍ରମାନ୍ବୟରେ ବିଷୟ ଗୁଡିକୁ ରଖ କିମ୍ବା “ମସିହଙ୍କୁ ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କର”

Matthew 17:12

But I tell you

ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାକୁ ଗୁରୁତ୍ବ ଦିଏ

they ... their

ଏହି ସମସ୍ତ ଶବ୍ଦର ଅର୍ଥର ବ୍ୟବହାର ହୁଏତ ୧) ଯିହୁଦୀ ନେତାମାନେ କିମ୍ବା ୨) ସମସ୍ତ ଯିହୁଦୀ ଲୋକମାନେ I

the Son of Man will also suffer at their hands

ଏଠାରେ “ହସ୍ତ” ଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ମନୁଷ୍ୟପୁତ୍ର କ୍ଲେଶ ଦେବେ “ (ଦେଖ: /WA-Catalog/or_tm?section=translate#figs-metonymy)

Son of Man

ଯୀଶୁଆପଣା ବିଷୟରେ କହନ୍ତି (ଦେଖ: /WA-Catalog/or_tm?section=translate#figs-123person)

Matthew 17:14

Connecting Statement:

ଏହା ଯୀଶୁ ଜଣେ ବାଳକକୁ ସୁସ୍ଥ କରିବା ବିବରଣୀର ଆରମ୍ଭ ଅଟେ ଯିଏ ମନ୍ଦ ଆତ୍ମାରେ ଆକ୍ରାନ୍ତ ହୋଇଥିଲା I ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତରୁ ଓହ୍ଲାଇ ଆସିବା କ୍ଷଣି ଏହି ଘଟଣା ଘଟିଲା I

Matthew 17:15

have mercy on my son

ଏହା ସୁଚାଇ ଦିଏ ଯେ ଜଣେ ଲୋକ ତାହାର ପୁଅକୁ ସୁସ୍ଥ କରିବା ନିମନ୍ତେ ଯୀଶୁଙ୍କୁ ବିନତୀ କଲା I ଅନ୍ୟ ଏକ ଅନୁବାଦରେ: “ ମୋ ପୁଅ ଉପରେ ଦୟା କରନ୍ତୁ ଓ ତାକୁ ସୁସ୍ଥ କରନ୍ତୁ” (ଦେଖ: /WA-Catalog/or_tm?section=translate#figs-explicit)

is epileptic

ଏହାର ଅର୍ଥ ସେ ବେଳେବେଳେ ମୁର୍ଛା ଯାଉଥିଲା I ସେ ଅଚେତ ହେବ ଓ ଅନିୟନ୍ତ୍ରିତ ଯେଉଥିଲା I ଅନ୍ୟ ଏକ ଅନୁବାଦରେ: “ମୁର୍ଛା ଯାଉଥିଲା”

Matthew 17:17

Unbelieving and corrupt generation, how

ଏହି ବଂଶ ଈଶ୍ବରଙ୍କୁ ବିଶ୍ବାସ କରେ ନାହିଁ ଓ ଠିକ କଅଣ ବା ଭୁଲ କଅଣ ଜାଣନ୍ତି ନାହିଁ I କିପରି

how long will I have to stay with you? How long must I bear with you?

ଏହି ପ୍ରଶ୍ନ ଦର୍ଶାଏ ଯେ ଯୀଶୁ ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନଥିଲେ I ଅନ୍ୟ ଏକ ଅନୁବାଦରେ: “କେତେକାଳ ମୁଁ କେତେକାଳ ତୁମ୍ଭମାନଙ୍କ ଅବିଶ୍ବାସ ଓ ଭ୍ରଷ୍ଟାଚାର ସହିବି !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 17:18

the boy was healed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବାଳକଟି ସୁସ୍ଥ ହେଲା” (ଦେଖ: /WA-Catalog/or_tm?section=translate#figs-activepassive)

from that hour

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ସେହି କ୍ଷଣି” କିମ୍ବା “ସେହି ଦଣ୍ଡରେ” (ଦେଖ: /WA-Catalog/or_tm?section=translate#figs-idiom)

Matthew 17:19

we

ଏଠାରେ “ଆମ୍ଭେ” ବକ୍ତାଙ୍କୁ ସୁଚାଏ କିନ୍ତୁ ଶ୍ରୋତାମାନଙ୍କୁ ନୁହେଁ ଏବଂ ଏଣୁ ଏହା ଅନ୍ତର୍ହିତ ଅଟେ I (ଦେଖ: /WA-Catalog/or_tm?section=translate#figs-exclusive)

Why could we not cast it out?

ଆମ୍ଭେମାନେ କାହିଁକି ସେହି ବାଳକ ଠାରୁ ମନ୍ଦ ଆତ୍ମାକୁ ଛଡାଇ ପାରିଲୁ ନାହିଁ ?

Matthew 17:20

For I truly say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାର ଗୁରୁତ୍ବାରୋପ କରେ I

if you have faith even as small as a grain of mustard seed

ଯୀଶୁ ସୋରିଷ ଦାନା ସହିତ ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ କେତେ ପରିମାଣ ବିଶ୍ବାସ ଆବଶ୍ୟକ ତାହା ତୁଳନା କରୁଛନ୍ତି I ସୋରିଷ ଦାନା ବହୁତ ଛୋଟ, କିନ୍ତୁ ଏହା ବୃଦ୍ଧି ପାଇ ଗୋଟିଏ ଗଛ ହୋଇ ବୃଦ୍ଧି ପାଏ I ଏହାର ଅର୍ଥ ଯୀଶୁ କହନ୍ତି ଗୋଟିଏ ମହତ ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ ଅଳ୍ପ ପରିମାଣ ବିଶାସ ଆବଶ୍ୟକ ଅଟେ I (ଦେଖ: /WA-Catalog/or_tm?section=translate#figs-simile)

nothing will be impossible for you

ଏହାକୁ ଆସ୍ତିକ ବଚନରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେ କରିବାକୁ ସକ୍ଷମ ହେବ” (ଦେଖ: /WA-Catalog/or_tm?section=translate#figs-litotes)

Matthew 17:22

Connecting Statement:

ଏଠାରେ କ୍ଷଣିକ ଚିତ୍ରର ପରିବର୍ତ୍ତନ ହୁଏ, ଓ ଯୀଶୁ ଦ୍ବିତୀୟ ଥର ତାହାଙ୍କ ମୃତ୍ୟୁ ଓ ପୁନ୍ନରୁଥାନ ବିଷୟରେ କହନ୍ତି I

they stayed

ଯୀଶୁ ଓ ଶିଷ୍ୟମାନେ ରହିଲେ

The Son of Man will be delivered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ପୁତ୍ରଙ୍କୁ କହି ଜଣେ ଉଦ୍ଧାର କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

delivered into the hands of people

ଏଠାରେ “ହସ୍ତ” କ୍ଷମତା ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଲୋକମାନେ ଶକ୍ତି ପାଇବା ନିମନ୍ତେ ହାତର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: କିମ୍ବା “ନେବେ ଓ ଲୋକମାନଙ୍କ କ୍ଷମତା ଅଧିନରେ ରଖିବେ” କିମ୍ବା “ନେଇଗଲେ ଓ ଲୋକମାନଙ୍କ କ୍ଷମତା ଅଧିନରେ ରଖିଲେ ଯିଏ ତାହାଙ୍କୁ ନିୟନ୍ତ୍ରଣ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

The Son of Man

ଯୀଶୁ ଆପଣାକୁ ତୃତୀୟ ବଚନରେ ସୁଚିତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

into the hands of people

ଏଠାରେ “ହସ୍ତ” କ୍ଷମତା କିମ୍ବା ନିୟନ୍ତ୍ରଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ନିୟନ୍ତ୍ରଣରେ” କିମ୍ବା “ଲୋକମାନଙ୍କ ଅଧିନରେ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 17:23

him ... he

ଯୀଶୁ ଆପଣାକୁ ତୃତୀୟ ବଚନରେ ସୁଚିତ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

third day

ତୃତୀୟ ଏକ “ତିନି”ର କ୍ରମାନ୍ବୟ ସଂଖ୍ୟା ଅଟେ I (ଦେଖ: /WA-Catalog/or_tm?section=translate#translate-ordinal)

he will be raised up

ଏଠାରେ ଉଥିତ ହେବା ଏକ ରୁଢି ଅଟେ ଯାହାର ଅର୍ଥ ଜଣେ ମୃତ୍ୟୁରୁ ପୁନର୍ବାର ଜୀବନ ପାଇବାର କାରଣ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଥିତ କରିବେ” କିମ୍ବା “ଈଶ୍ବର ତାହାଙ୍କୁ ପୁନର୍ବାର ଜୀବନ ଦେବେ” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-idiom)

Matthew 17:24

Connecting Statement:

ଏଠାରେ ପୁନର୍ବାର ଦୃଶ୍ୟରେ ପରିବର୍ତ୍ତନ ହୁଏ ଯେତେବେଳେ ଯୀଶୁ ପିତରକୁ ମନ୍ଦିର କର ବିଷୟରେ ଶିକ୍ଷା ଦେଲେ I

When they

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ

the two-drachma tax

ଏହା କର ଥିଲା ଯାହା ଯିରୁଶାଲମ ମନ୍ଦିରକୁ ସାହାଯ୍ୟ କରିବା ନିମନ୍ତେ ଯିହୁଦୀ ଲୋକମାନେ କର ଦେଉଥିଲେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିର କର” (ଦେଖ: /WA-Catalog/or_tm?section=translate#translate-bmoney/WA-Catalog/or_tm?section=translate#figs-explicit)

Matthew 17:25

the house

ଯେଉଁ ସ୍ଥାନରେ ଯୀଶୁ ବାସ କରୁଥିଲେ

What do you think, Simon? From whom do the kings of the earth collect tolls or taxes? From their sons or from others?

ଯୀଶୁ ଶିମୋନକୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ କରନ୍ତି, ଆପଣା ନିମନ୍ତେ ତଥ୍ୟ ହାସଲ କରିବା ପାଇଁ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଶୁଣ, ଶିମୋନ I ଆମ୍ଭେମାନେ ଜାଣୁ ଯେ କେତେବେଳେ ରାଜାମାନେ ଟିକସ ଆଦାୟ କରନ୍ତି, ସେମାନେ ଏପରି ଲୋକମାନଙ୍କ ନିକଟରୁ ଆଦାୟ କରନ୍ତି ଯେଉଁମାନେ ସେମାନଙ୍କ ନିଜର ପରିବାରଭୁକ୍ତ ନୁହନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

Matthew 17:26

General Information:

ଏହା ବିବରଣୀର ଶେଷ ଭାଗ ଅଟେ ଯାହା [ମାଥିଉ ୧୩:୫୪] (../13/54.md)ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ମାଥିଉ ଯୀଶୁଙ୍କ ସେବାକାର୍ଯ୍ୟ ଓ ସ୍ବର୍ଗରାଜ୍ୟ ସମ୍ବନ୍ଧୀୟ ଶିକ୍ଷା ବିରୋଧରେ କହିବା ଜାରି ରଖିଛନ୍ତି I

Connecting Statement:

ଯୀଶୁ ପିତରଙ୍କୁ ମନ୍ଦିର କର ଦେବା ବିଷୟରେ ଶିକ୍ଷାଦେବା ଜାରି ରଖିଛନ୍ତି I

When he said, From others, Jesus said

ଯଦି ତୁମେ ଯୀଶୁଙ୍କ ପ୍ରଶ୍ନକୁ ମାଥିଉ ୧୭:୨୫ରେ ଏକ ଉକ୍ତି ଭାବେ ଅନୁବାଦ କରିଅଚ୍ଛ, ତୁମକୁ ହୁଏତ ପ୍ରତିବଦଳ ଉତ୍ତର ଦେବାକୁ ପଡିପାରେ I ତୁମେ ଆହୁରି ଏହାକୁ ପରୋକ୍ଷ ଉକ୍ତିରେ ଉଦ୍ଧୃତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି ପିତର କହିଲେ, ‘ହଁ, ତାହା ସତ୍ୟ ଅଟେ I ରାଜାମାନେ ବିଦେଶୀମାନଙ୍କଠାରୁ କର ଆଦାୟ କରନ୍ତି,’ ଯୀଶୁ କହିଲେ” କିମ୍ବା “ପିତର ଯୀଶୁଙ୍କ ସହିତ ସହମତି ହେବା ପରେ, ଯୀଶୁ କହିଲେ” (ଦେଖ: /WA-Catalog/or_tm?section=translate#figs-quotations)

From others

ଆଧୁନିକ ସମୟରେ, ଅଧିପତିମାନେ ନିଜ ନାଗରିକମାନଙ୍କଠାରୁ କର ଆଦାୟ କରନ୍ତି I କିନ୍ତୁ, ପ୍ରାଚୀନ ଯୁଗରେ, ଅଧିପତିମାନେ ନିଜ ନାଗରିକମାନଙ୍କଠାରୁ ସେମାନଙ୍କ ଅଧିନରେ ଲୋକମାନଙ୍କୁ କର ଲଗାନ୍ତି I

sons

ଯେଉଁ ଲୋକମାନେ ଶାସକ କିମ୍ବା ଆଧିପତିର ଅଧିନସ୍ଥ ଅଟନ୍ତି

Matthew 17:27

But so that we do not cause the tax collectors to sin, go

କିନ୍ତୁ ଆମ୍ଭେ କର ଆଦାୟକାରୀଙ୍କୁ କ୍ରୋଧାନ୍ବିତ କରିବା ନାହିଁ I ଏଣୁ , ଯାଅ I

throw in a hook

ମାଛ ଧରାଳୀମାନେ ଶେଷ ପର୍ଯ୍ୟନ୍ତ କଣ୍ଟା ବାନ୍ଧନ୍ତି, ମାଛ ଧରିବା ପାଇଁ ପାଣି ଭିତରକୁ ପକାନ୍ତି (ଦେଖ: /WA-Catalog/or_tm?section=translate#figs-explicit)

its mouth

ମାଛର ପାଟିରେ

a shekel

ଗୋଟିଏ ରୌପ୍ୟ ମୁଦ୍ରା ଚାରି ଦିନର ମଜୁରୀ (ଦେଖ: /WA-Catalog/or_tm?section=translate#translate-bmoney)

Take it

ସେହି ମୁଦ୍ରାକୁ ନେଇ

for me and you

ଏଠାରେ “ତୁମେ” ଏକବଚନ ଅଟେ ଓ ପିତରଙ୍କୁ ବୁଝାଏ I ପ୍ରତ୍ୟକଜଣ ଅଧା ରୌପ୍ୟ ମୁଦ୍ରା ହିସାବରେ କର ଦେବ I ପୁଣି, ଗୋଟିଏ ରୌପ୍ୟ ମୁଦ୍ରା ଯୀଶୁ ଓ ପିତରଙ୍କ ନିମନ୍ତେ କର ଦେବା ପାଇଁ ଯଥେଷ୍ଟ ହେବ I (ଦେଖ: /WA-Catalog/or_tm?section=translate#figs-you)