Matthew 12

ମାଥିଉ ୧୨ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରନ୍ତି I ULT ୧୨:୧୮-୨୧ରେ ପାଦ୍ୟଂଶ ସହିତ ଏପରି କରିଅଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ଉଦ୍ଧୃତ ହୋଇଛି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ବିଶ୍ରାମବାର

ଏହି ଅଧ୍ୟାୟରେ ଈଶ୍ବରଙ୍କ ଲୋକମାନେ କିପରି ବିଶ୍ରାମବାର ପାଳନ କରିବେ ସେହି ବିଷୟରେ ଅଧିକାଂଶ ଆଲୋଚନା ହୋଇଛି I ଯୀଶୁ କହିଲେ ଯେ ଫାରୁଶୀମାନେ ଯେଉଁ ନିୟମ ସ୍ଥିର କରିଛନ୍ତି ତାହା ଲୋକମାନଙ୍କୁ ଈଶ୍ବରଙ୍କ ଇଛା ଅନୁସାରେ ସାହାଯ୍ୟ କରେନାହିଁ I (ଦେଖ: /WA-Catalog/or_tw?section=kt#sabbath)

“ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରିବା”

କେହିହେଲେ ନିଶ୍ଚିତ ନୁହନ୍ତି ଯେ କି ପ୍ରକାର କାର୍ଯ୍ୟ ଲୋକମାନେ କରିବେ କିମ୍ବା କି ପ୍ରକାର ବାକ୍ୟ କହିବେ ଯେତେବେଳେ ସେମାନେ ଏହିପ୍ରକାର ପାପ କରିବେ I ଯାହାହେଉ, ସେମାନେ ସମ୍ଭବତଃ ପବିତ୍ରଆତ୍ମା ଓ ତାହାଙ୍କ କାର୍ଯ୍ୟକୁ ପରିହାସ କରନ୍ତି I ପବିତ୍ରଆତ୍ମାଙ୍କ କାର୍ଯ୍ୟର ଏକ ଅଂଶ ଯାହା ଲୋକମାନଙ୍କୁ ଚେତନା ଦେବେ ଯେ ସେମାନେ ପାପୀ ଅଟନ୍ତି ଓ ସେମାନଙ୍କର ପାପ କ୍ଷମା ନିମନ୍ତେ ଈଶ୍ବରଙ୍କ ଆବଶ୍ୟକ କରିବେ I ସେହିକାରଣରୁ, ଯେକେହି ପାପ କରିବାରୁ ନିବୃତ ନହୁଏ ହୁଏତ ସେ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ I (ଦେଖ: /WA-Catalog/or_tw?section=kt#blasphemy/WA-Catalog/or_tw?section=kt#holyspirit)

ଏହି ଅଧ୍ୟାୟରେ ଅନ୍ୟ ସାମ୍ଭାବିତ ଅନୁବାଦ ସମସ୍ୟା

ଭାଇ ଓ ଭଉଣୀ

ଅଧିକାଂଶ ଲୋକମାନେ ଏକ ପିତାମାତାଙ୍କଠାରୁ ଜାତ “ଭାଇ” ଓ “ଭଉଣୀ” ଡାକନ୍ତି ଓ ସେମାନଙ୍କ ଜୀବନରେ ଅଧିକ ଗୁରୁତ୍ବପୁର୍ଣ୍ଣ ସଦୃଶ ବିବେଚନା କରନ୍ତି I ଅନେକେ ଲୋକମାନେ ମଧ୍ୟ ସେମାନଙ୍କୁ ଏକ ପିତାମହଙ୍କଠାରୁ ଜାତଙ୍କୁ “ଭାଇ” ଓ “ଭଉଣୀ” କହନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ଯେଉଁମାନେ ତାଙ୍କ ପିତାଙ୍କର ଆଜ୍ଞା ପାଳନ କରନ୍ତି ସେହି ଲୋକମାନେ ତାହାଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟନ୍ତି ଯେଉଁମାନେ ତାହାଙ୍କ ସ୍ବର୍ଗସ୍ଥ ପିତାଙ୍କ ଅଜ୍ଞା ପାଳନ କରନ୍ତି I (ଦେଖ: /WA-Catalog/or_tw?section=kt#brother)

Matthew 12:1

General Information:

ଏହା ବିବରଣୀରେ ଏକ ନୁତନ ଭାଗର ଆରମ୍ଭ ଅଟେ ଯେଉଁଠାରେ ମାଥିଉ ଯୀଶୁଙ୍କ ସେବାକାର୍ଯ୍ୟରେ ବୃଦ୍ଧି ପାଉଥିବା ବିରୋଧ ବିଷୟ ଉଲ୍ଲେଖ କରନ୍ତି I ଏଠାରେ, ଫାରୁଶୀମାନେ ତାହାଙ୍କ ଶିଷ୍ୟମାନେ ବିଶ୍ରାମବାରରେ ଶସ୍ୟର ଶିଶା ଛିଣ୍ଡାଉ ଥିବାରୁ ପରିହାସ କରୁଛନ୍ତି I

At that time

ଏହା ବିବରଣୀରେ ଏକ ନୁତନ ଭାଗକୁ ଚିହ୍ନିତ କରେ I ଅନ୍ୟ ଏକ ଅନୁବାଦରେ: “କିଛି ସମୟ ପରେ”

grainfields

ଶସ୍ୟ କ୍ଷେତ୍ର I ଯଦି ଗହମ ଅପରିଚିତ ଅଟେ ଏବଂ “ଶସ୍ୟ” ଅତି ସାଧାରଣ ଅଟେ, ତେବେ ତୁମେ “ଖାଦ୍ୟ ନିମନ୍ତେ ଶସ୍ୟକ୍ଷେତ୍ର” ବ୍ୟବହାର କରିପାର I” (ଦେଖ: /WA-Catalog/or_tm?section=translate#translate-unknown)

pluck heads of grain and eat them

ଅନ୍ୟ ଜଣକ କ୍ଷେତରୁ ଶିଶା ଛିଣ୍ଡାଇବା ଓ ଖାଇବା ଚୋରୀ ନୁହେଁ I କିନ୍ତୁ ପ୍ରଶ୍ନ ଏହା ଯେ ଜଣେ ବିଶ୍ରାମବାରରେ ଏହା କରିବା ବିଦ୍ଧିସଂଗତ କି ନୁହେଁ I

to pluck heads of grain and eat them

କିଛି ଗହମ ଶିଶା ଛିଡାଇବା ଓ ଏହାକୁ ଖାଇବା କିମ୍ବା “ଶସ୍ୟର ଶିଶା ଛିଣ୍ଡାଇ ଖାଇବାକୁ ଲାଗିଲେ “

heads of grain

ଏହା ଗହମ ଶସ୍ୟର ଉପର ଭାଗ ଅଟେ I ଏହି ଭାଗରେ ଶସ୍ୟର ପରିପକ୍ବ ଶସ୍ୟ ଓ ଶସ୍ୟର ଛିଞ୍ଚାଗୁଡିକ ଥାଏ I

Matthew 12:2

do what is unlawful to do on the Sabbath

ଅନ୍ୟ ଜଣକ କ୍ଷେତ୍ରରୁ ଶସ୍ୟ ତୋଳିବା ଓ ଖାଇବା ଚୋରୀ ନୁହେଁ I ପ୍ରଶ୍ନ ଏହା ଥିଲା ଯେ ବିଶ୍ରାମବାରରେ ଯାହା କରିବା ବିଧିସଂଗତ କି ନୁହେଁ I

the Pharisees

ଏହା ସବୁ ଫାରୁଶୀଙ୍କୁ ବୁଝାଏ ନାହିଁ I ଅନ୍ୟ ଏକ ଅନୁବାଦରେ: “କେତେକ ଫାରୁଶୀମାନେ”

See, your disciples

ଦେଖ, ତୁମ୍ଭର ଶିଷ୍ୟମାନେ I ଫାରୁଶୀମାନେ ଏହି ଶବ୍ଦକୁ ଶିଷ୍ୟମାନଙ୍କ କାର୍ଯ୍ୟରେ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ବ୍ୟବହାର କରୁଛନ୍ତି I

Matthew 12:3

Connecting Statement:

ଯୀଶୁ ଫାରୁଶୀମାନଙ୍କ ପରିହାସର ପ୍ରତ୍ୟୁତ୍ତର କରି କହନ୍ତି

to them

ଫାରୁଶୀମାନଙ୍କୁ

Have you never read ... with him?

ଯୀଶୁ ଫାରୁଶୀମାନଙ୍କ ପରିହାସର ଉତ୍ତର କରି ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯୀଶୁ ସେମାନେ ପଢିଥିବା ଶାସ୍ତ୍ରର ଅର୍ଥ ବିଷୟରେ ଚିନ୍ତା କରିବାକୁ ସେମାନଙ୍କୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ମୁଁ ଜାଣେ ତୁମ୍ଭେମାନେ ପାଠ କରିଅଛ ... ତାହାଙ୍କ ସହିତ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 12:4

the house of God

ଦାଉଦଙ୍କ ସମୟରେ ଯେତେବେଳେ ମନ୍ଦିର ନିର୍ମାଣ ହୋଇ ନଥିଲା I ଅନ୍ୟ ଏକ ଅନୁବାଦରେ: “ସମାଗମ ତମ୍ବୁ” କିମ୍ବା “ଈଶ୍ବରଙ୍କ ଉପାସନା ସ୍ଥଳ”

bread of the presence

ଏହା ଦର୍ଶନୀ ରୋଟୀ ଅଟେ ଯାହା ସମାଗମ ତମ୍ବୁରେ ଯାଜକମାନେ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯାଜକମାନେ ଯେଉଁ ରୋଟୀକୁ ଈଶ୍ବରଙ୍କ ସମ୍ମୁଖରେ ସ୍ଥାପନ କରୁଥିଲେ” କିମ୍ବା “ଦର୍ଶନୀ ରୋଟୀ” (ଦେଖ: /WA-Catalog/or_tm?section=translate#figs-explicit)

those who were with him

ଯେଉଁ ଲୋକମାନେ ଦାଉଦଙ୍କ ସହିତ ଥିଲେ

but lawful only for the priests

କିନ୍ତୁ, ବିଦ୍ଧି ଅନୁସାରେ, ଏହାକୁ କେବଳ ଯାଜକ ଭୋଜନ କରିପାରିବେ

Matthew 12:5

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି

Have you not read in the law that ... but are guiltless?

ଯୀଶୁ ଫାରୁଶୀମାନଙ୍କ ପରିହାସରେ ଉତ୍ତର କରି ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଯୀଶୁ ଶାସ୍ତ୍ରରେ ସେମାନେ ପଢିଥିବା ଅର୍ଥ ସମ୍ବନ୍ଧରେ ସେମାନଙ୍କୁ ଚିନ୍ତା କରିବାକୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ନିଶ୍ଚିତରୁପେ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ପାଠ କରିଅଛ ଯେ … କିନ୍ତୁ ନିର୍ଦୋଷ ଅଟନ୍ତି I” କିମ୍ବା “ବ୍ୟବସ୍ଥାରେ କଅଣ ଶିକ୍ଷା ଦିଏ ତାହା ତୁମ୍ଭେ ଜାଣିବା ଉଚିତ … କିନ୍ତୁ ସେମାନେ ନିର୍ଦୋଷ ଅଟନ୍ତି I” (ଦେଖ: /WA-Catalog/or_tm?section=translate#figs-rquestion)

profane the Sabbath

ସେମାନେ ଅନ୍ୟଦିନମାନଙ୍କରେ ଯାହା କରନ୍ତି ତାହା ବିଶ୍ରାମବାରରେ କର

are guiltless

ଈଶ୍ବର ସେମାନଙ୍କୁ ଦଣ୍ଡିତ କରିବେ ନାହିଁ କିମ୍ବା “ଈଶ୍ବର ସେମାନଙ୍କୁ ଦୋଷୀ ଗଣନା କରିବେ ନାହିଁ”

Matthew 12:6

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବ ଦିଏ

one greater than the temple

ମନ୍ଦିର ଅପେକ୍ଷା ଏଠାରେ ମହତ ବିଷୟ ଅଛି I ଯୀଶୁ ଆପଣାକୁ ଏକ ମହତ ବିଷୟ ଭାବେ ଉଲ୍ଲେଖ କରୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

Matthew 12:7

General Information:

7 ପଦରେ, ଯୀଶୁ ଫାରୁଶୀମାନଙ୍କୁ ଚେତନା ଦେବା ନିମନ୍ତେ ହୋଶେୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

If you had known what this meant, 'I desire mercy and not sacrifice,' you would not have condemned the guiltless

ଏଠାରେ ଯୀଶୁ ଶାସ୍ତ୍ରରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ଭାବବାଦୀ ହୋଶେୟ ବହୁବର୍ଷ ଆଗରୁ ଏପରି ଲେଖିଥିଲେ: “ଆମ୍ଭେ ବଳିଦାନ ଭଲ ନପାଇ ଦୟା ଭଲ ପାଉ I” ଯଦି ତୁମେ ଏହାର ଅର୍ଥ ବୁଝିଛ, ତୁମେ କାହାକୁ ଦୋଷୀ କରି ନଥାନ୍ତ” (ଦେଖ: /WA-Catalog/or_tm?section=translate#figs-explicit)

I desire mercy and not sacrifice

ମୋଶାଙ୍କ ବ୍ୟବସ୍ଥାରେ, ଈଶ୍ବର ବଳିଦାନ କରିବା ନିମନ୍ତେ ଇସ୍ରାଏଲିୟ ମାନଙ୍କୁ ଆଦେଶ ଦେଇଥିଲେ I ଏହାର ଅର୍ଥ ଈଶ୍ବର ବଳିଦାନ ଠାରୁ ଦୟାକୁ ବେଶୀ ଭଲ ପାଉଛନ୍ତି I

I desire

ସର୍ବନାମ “ମୁଁ” ଈଶ୍ବରଙ୍କୁ ବୁଝାଏ

the guiltless

ଏହାକୁ ବିଶ୍ଲେଷଣ ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଦୋଷୀ ନୁହନ୍ତି” (ଦେଖ: /WA-Catalog/or_tm?section=translate#figs-nominaladj)

Matthew 12:8

Son of Man

ଯୀଶୁ ଆପଣାକୁ ଦର୍ଶାଉଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

is Lord of the Sabbath

ବିଶ୍ରାମବାର ନିୟମଗୁଡିକ କିମ୍ବା “ବିଶ୍ରାମବାରରେ ଲୋକମାନେ କଅଣ କରିବେ ସେହି ବ୍ୟବସ୍ଥାର ନିର୍ମାତା”

Matthew 12:9

General Information:

ଏଠାରେ କିଛି ସମୟ ନିମନ୍ତେ ଦୃଶ୍ୟ ପରିବର୍ତ୍ତନ ହୁଏ ଯେତେବେଳେ ଫାରୁଶୀମାନେ ବିଶ୍ରାମବାରରେ ଯୀଶୁ ଜଣେ ଲୋକକୁ ସୁସ୍ଥକରିବା ନିମନ୍ତେ ପରିହାସ କରୁଛନ୍ତି I

Then Jesus left from there

ଯୀଶୁ ଶସ୍ୟକ୍ଷେତ୍ରରୁ ପ୍ରସ୍ଥାନ କଲେ କିମ୍ବା “ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କଲେ”

their synagogue

ସମ୍ଭାବିତ ଅର୍ଥଗୁଡିକ ୧) “ସେମାନଙ୍କର” ଶବ୍ଦ ସେହି ନଗରରେ ବାସ କରୁଥିବା ଯିହୁଦୀ ମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସମାଜ ଗୃହ” କିମ୍ବା ୨) “ସେମାନଙ୍କର” ଶବ୍ଦ ସେହି ଫାରୁଶୀମାନଙ୍କୁ ବୁଝାଏ ଯେଉଁମାନଙ୍କୁ ଯୀଶୁ କିଛିସମୟ ପୂର୍ବରୁ କଥା ହେଉଥିଲେ, ଓ ସେହି ସମାଜଗୃହ ଯେଉଁଠାରେ ସେମାନେ ଓ ଅନ୍ୟ ଯିହୁଦୀମାନେ ଉପସ୍ଥିତ ଥିଲେ I “ସେମାନଙ୍କର” ଶବ୍ଦର ଅର୍ଥ ନୁହେ ଯେ ଫାରୁଶୀମାନେ ସମାଜଗୃହର ମାଲିକ ଥିଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମାଜଗୃହରେ ସେମାନେ ଉପସ୍ଥିତ ଥିଲେ”

Matthew 12:10

Behold

“ଆଉ ଦେଖ” ଶବ୍ଦ ଆମ୍ଭମାନଙ୍କୁ ବିବରଣୀରେ ଜଣେ ନୁତନ ବ୍ୟକ୍ତି ସମ୍ବନ୍ଧରେ ସୂଚନା ଦିଏ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଅନ୍ୟ ଉପାୟ ଥାଇପାରେ I

a man who had a withered hand

ଜଣେ ଲୋକ ଯାହାର ହାତ ଶୁଖିଯାଇଥିଲା କିମ୍ବା “ଜଣେ ଲୋକ ତାହାର ଗୋଟିଏ ହାତ ଶୁଖିଯାଇଥିଲା’

The Pharisees asked Jesus, saying, Is it lawful to heal on the Sabbath? so that they might accuse him of sinning

ଫାରୁଶୀମାନେ ଯୀଶୁଙ୍କୁ ପାପ କରିବା ନିମନ୍ତେ ଅଭିଯୋଗ କରିବା ଚାହିଁଲେ, ଏଣୁ ସେମାନେ ତାହାଙ୍କୁ ପଚାରିଲେ, “ବିଶ୍ରାମବାରରେ ସୁସ୍ଥ କରିବା କଅଣ ବିଧିସଂଗତ ଅଟେ ?”

Is it lawful to heal on the Sabbath

ମୋଶାଙ୍କ ବ୍ୟବସ୍ଥାନୁସାରେ, ଜଣେ ବ୍ୟକ୍ତି କି ବିଶ୍ରାମବାରରେ ଅନ୍ୟଜଣକୁ ସୁସ୍ଥ କରିପାରିବ

so that they might accuse him of sinning

ସେମାନେ କେବଳ ଲୋକମାନଙ୍କ ସାକ୍ଷାତରେ ଯୀଶୁଙ୍କୁ ଦୋଷାରୋପ କରୁ ନଥିଲେ I ଫାରୁଶୀମାନେ ଯୀଶୁଙ୍କଠାରୁ ଉତ୍ତର ଦେବା ଚାହୁଁଥିଲେ ଯାହା ମୋଶାଙ୍କ ବ୍ୟବସ୍ଥାକୁ ବିରୋଧ କରେ ଯେହେତୁ ସେମାନେ ତାହାଙ୍କୁ ଜଣେ ବିଚାରପତିଙ୍କ ସମ୍ମୁଖକୁ ନେବେ ଓ ବିଦ୍ଧି ଅନୁସାରେ ବ୍ୟବସ୍ଥା ଉଲ୍ଲଂଘନ କରିଥିବା ଦଣ୍ଡ ତାହାଙ୍କୁ ଦେଇପାରିବେ I (ଦେଖ: /WA-Catalog/or_tm?section=translate#figs-explicit)

Matthew 12:11

Connecting Statement:

ଫାରୁଶୀମାନଙ୍କ ପରିହାସରେ ଯୀଶୁ ଉତ୍ତର କରି କହିଲେ I

What man would there be among you, who, if he had just one sheep ... would not grasp hold of it and lift it out?

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କଲେ I ସେ ସେମାନଙ୍କୁ ବିଶ୍ରାମବାରରେ ସେମାନେ କିପ୍ରକାର କାର୍ଯ୍ୟ କରନ୍ତି ଚିନ୍ତା କରିବାକୁ ଆହ୍ବାନ ଦେଲେ I ଅନ୍ୟ ଏକ ଅନୁବାଦରେ: “ ତୁମ୍ଭମାନଙ୍କ ମଧ୍ୟରୁ କିଏ ଅଛି, ଯଦି ତୁମର କେବଳ ଗୋଟିଏ ମେଣ୍ଢା ଥାଏ … ମେଣ୍ଢାକୁ ଧରି ଓ ଏହାକୁ ବାହାରକୁ ଉଠାଇବ” (ଦେଖ: /WA-Catalog/or_tm?section=translate#figs-rquestion)

Matthew 12:12

How much more valuable, then, is a man than a sheep!

“ଆହୁରି କେତେ ଅଧିକ” ବାକ୍ୟାଂଶ କଥିତ ଉକ୍ତିକୁ ଗୁରୁତ୍ବାରୋପ କରେ I ଅନ୍ୟ ଏକ ଅନୁବାଦରେ: “ତେବେ, ମେଣ୍ଢା ଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ” କିମ୍ବା “ଟିକେ ଭାବି ଦେଖ ଯେ ମେଣ୍ଢା ଠାରୁ ମନୁଷ୍ୟ କେତେ ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ”

it is lawful to do good on the Sabbath

ଏଣୁ ବିଶ୍ରାମବାରରେ ଯେଉଁମାନେ ମଙ୍ଗଳ ସାଧନ କରନ୍ତି ସେମାନେ ବ୍ୟବସ୍ଥା ପାଳନ କରନ୍ତି

Matthew 12:13

Then Jesus said to the man, ""Stretch out your hand.

ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେତେବେଳେ ଯୀଶୁ ସେହି ଲୋକକୁ ହାତ ବଢାଇବା ନିମନ୍ତେ ଅଜ୍ଞା କଲେ” (ଦେଖ: /WA-Catalog/or_tm?section=translate#figs-quotations)

to the man

ହାତ ଶୁଖିଯାଇଥିବା ମନୁଷ୍ୟକୁ କିମ୍ବା “ଯାହାର ହାତ ଶୁଖିଯାଇଥିବା ବ୍ୟକ୍ତିକୁ”

Stretch out your hand

ତୁମ୍ଭର ହାତ ଚଳାଅ କିମ୍ବା “ତୁମର ହାତ ଉଠାଅ”

He stretched

ସେହି ବ୍ୟକ୍ତିଟି ହାତ ଉଠାଇଲେ

it was restored to health

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ପୁନର୍ବାର ସୁସ୍ଥ ହେଲା” କିମ୍ବା “ଏହା ପୁନର୍ବାର ସୁସ୍ଥ ହୋଇଗଲା” (ଦେଖ: /WA-Catalog/or_tm?section=translate#figs-activepassive)

Matthew 12:14

plotted against him

ଯୀଶୁଙ୍କର କ୍ଷତି ଘଟାଇବା ନିମନ୍ତେ ମନ୍ତ୍ରଣା

were seeking how they might put him to death

ସେମାନେ ଯୀଶୁଙ୍କୁ କିପରି ବିନାଶ କରିବେ ସେ ବିଷୟରେ ସେମାନେ ମନ୍ତ୍ରଣା କଲେ

Matthew 12:15

General Information:

ଏହି ବିବରଣୀ ଯୀଶୁଙ୍କର କାର୍ଯ୍ୟ କିପରି ଯିଶାଇୟ ଭାବବାଦୀଙ୍କ ଭାବବାଣୀ ସଫଳ ହେଲା ତାହା ବର୍ଣନା କରେ

As Jesus perceived this, he

ଯୀଶୁ ଫାରୁଶୀମାନଙ୍କ ମନ୍ତ୍ରଣାରେ ସଚେତନ ଥିଲେ, ଏଣୁ ସେ

withdrew from

ସେଠାରୁ ଅନ୍ତର ହୋଇ ବାହାରି ଗଲେ କିମ୍ବା “ଚାଲିଗଲେ”

Matthew 12:16

not to make him known to others

ତାହାଙ୍କ ବିଷୟରେ କାହାରିକୁ ନକହିବା ନିମନ୍ତେ ଆଜ୍ଞା ଦେଲେ

Matthew 12:17

that it might come true, what

“ଉକ୍ତ ଏହି ବାକ୍ୟ ସଫଳ ହୁଏ” ବାକ୍ୟାଂଶକୁ ଏକ ନୁତନ ବାକ୍ୟରେ ଆରମ୍ଭ କରି ଅନୁବାଦ କରାଯାଇ ପାରେ I ଅନ୍ୟ ଏକ ଅନୁବାଦରେ: “ଏହି ଉକ୍ତ ବାକ୍ୟ ସଫଳ ହୁଏ”

what had been said through Isaiah the prophet, saying

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ବହୁ ପୂର୍ବରୁ ଯିଶାଇୟ ଭାବବାଦୀଙ୍କ ଦ୍ବାରା ପ୍ରକାଶ କହିଥିଲେ”

Matthew 12:18

Connecting Statement:

ଏଠାରେ ମାଥିଉ ଦର୍ଶାଇବା ନିମନ୍ତେ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରନ୍ତି ଯାହା ଯୀଶୁଙ୍କ ସେବାକାର୍ଯ୍ୟରେ ଶାସ୍ତ୍ର ସଫଳ ହେଲା I

See

ଦେଖ କିମ୍ବା “ଶୁଣ” କିମ୍ବା “ମୁଁ ଯେଉଁ ବିଷୟ ପ୍ରକାଶ କରିବାକୁ ଯାଉଅଛି ସେଥିରେ ଧ୍ୟାନ ଦିଅ”

my ... I

ଏହି ବାକ୍ୟ ଗୁଡିକର ସମସ୍ତ ଘଟଣା ଈଶ୍ବରଙ୍କୁ ବୁଝାଏ I ଈଶ୍ବର ଯାହା ତାହାଙ୍କୁ କହିଥିଲେ ଯିଶାଇୟ ଉଦ୍ଧୃତ କଲେ I

my beloved one, in whom my soul is well pleased

ସେ ଆମ୍ଭର ପ୍ରିୟ ପୁତ୍ର, ଓ ତାହାଙ୍କଠାରେ ଆମ୍ଭର ପରମ ସନ୍ତୋଷ

in whom my soul is well pleased

ଏଠାରେ “ଆତ୍ମା” ସମସ୍ତ ମାନବ ଜାତି କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କଠାରେ ଆମ୍ଭର ପରମ ସନ୍ତୋଷ” (ଦେଖ: /WA-Catalog/or_tm?section=translate#figs-synecdoche)

he will proclaim justice to the Gentiles

ଏହାର ଅର୍ଥ ଯେ ଈଶ୍ବରଙ୍କ ଦାସ ବିଜାତୀୟମାନଙ୍କ ନିକଟରେ ନ୍ୟାୟ ବିଚାର ପ୍ରକାଶ କରିବେ I ଏହାକୁ ସ୍ପଷ୍ଟଭାବେ କୁହାଯାଇ ପାରେ ଯେ ଈଶ୍ବର କେବଳ ନ୍ୟାୟ ଆଣିବେ, ଓ ଅବ୍ୟୟପଦ ବିଶେଷ୍ୟ “ନ୍ୟାୟ”କୁ “ଯାହା ସତ୍ୟ” ଅଟେ ତାହାକୁ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଜାତିଗଣ ମଧ୍ୟରେ ଘୋଷଣା କରିବେ ଯେ ଈଶ୍ବର ସେମାନଙ୍କର ନ୍ୟାୟ ବିଚାର କରିବେ” (ଦେଖ: /WA-Catalog/or_tm?section=translate#figs-explicit/WA-Catalog/or_tm?section=translate#figs-abstractnouns)

Matthew 12:19

Connecting Statement:

ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I

neither will anyone hear his voice

ଏଠାରେ ଲୋକମାନେ ତାହାଙ୍କ ସ୍ବର ନଶୁଣିବା ତାହାଙ୍କ ଉଚ୍ଚସ୍ବର ନ କରିବା ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଉଚ୍ଚ ସ୍ବର କରିବେ ନାହିଁ” (ଦେଖ: /WA-Catalog/or_tm?section=translate#figs-metonymy)

He ... his

ଏହି ବାକ୍ୟର ସମସ୍ତ ବାକ୍ୟ ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I

in the streets

ଏହା ଏକ ରୁଢି ଅଟେ ଯାହାର ଅର୍ଥ “ସର୍ବସାଧାରଣରେ” I ଅନ୍ୟ ଏକ ଅନୁବାଦରେ: “ସହର ଓ ନଗର ଗୁଡିକରେ” (ଦେଖ: /WA-Catalog/or_tm?section=translate#figs-idiom)

Matthew 12:20

He

“ସେ”ର ସମସ୍ତ ବ୍ୟବହାର ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I

He will not break any bruised reed; he will not quench any smoking flax

ଏହି ଉଭୟ ଉକ୍ତିର ଅର୍ଥ ସମାନ ବିଷୟ I ସେହି ରୁପକସମୁହ ଗୁରୁତ୍ବାରୋପ କରନ୍ତି ଯେ ଈଶ୍ବରଙ୍କ ଦାସ ନମ୍ର ଓ ଦୟାଳୁ ହେବେ I ଉଭୟ “ଛେରା ନଳ” ଓ “ସଧୁମ ସଳିତା” ଦୁର୍ବଳ ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ବୁଝାଏ I ଯଦି ରୁପକ ଦ୍ବନ୍ଦ ସୃଷ୍ଟି କରେ, ତୁମେ ଆକ୍ଷରିକ ଅର୍ଥରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଦୁର୍ବଳ ଲୋକମାନଙ୍କ ପ୍ରତି ଦୟାଳୁ ହେବେ, ଓ ସେ କ୍ଷତିଗ୍ରସ୍ତମାନଙ୍କ ପ୍ରତି ନମ୍ର ହେବେ” (ଦେଖ: /WA-Catalog/or_tm?section=translate#figs-parallelism/WA-Catalog/or_tm?section=translate#figs-metaphor)

bruised reed

କ୍ଷତି ହୋଇଥିବା ଶସ୍ୟ

he will not quench any smoking flax

ସେ ସଧୁମ ସଳିତା ଲଗାଇବେ ନାହିଁ କିମ୍ବା “ସେ ସଧୁମ ସଳିତାକୁ ଜଳିବା ଠାରୁ ଲିଭାଇବେ ନାହିଁ”

smoking flax

ଏହା ଗୋଟିଏ ଦ୍ବୀପକୁ ବୁଝାଏ ଯାହାର ସଳିତା ଲିଭି ଆସୁଅଛି ଓ କେବଳ ଧୁଆଁ ବାହାରୁଛି I

flax, until

ଏହାକୁ ଏକ ନୁତନ ବାକ୍ୟରେ ଅନୁବାଦ କରାଯାଇପାରିବ I “ସଧୁମ I ସେପର୍ଯ୍ୟନ୍ତ ସେ ଏହା କରିବେ”

he leads justice to victory

କୌଣସି ବ୍ୟକ୍ତିଙ୍କୁ ଜୟଯୁକ୍ତ କରାଇବା ତାହାଙ୍କୁ ଜୟଲାଭ ଜୀବନ ଦେବାକୁ ବୁଝାଏ I ଜୟଲାଭ କରିବାକୁ ନ୍ୟାୟ ଦେବା ଉପଯୁକ୍ତଭାବେ ସଜାଡିବା ବିଷୟକୁ ବୁଝାଏ ଯାହା ଭୁଲ ହୋଇଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବିଷୟକୁ ସଜାଡିବେ” (ଦେଖ: /WA-Catalog/or_tm?section=translate#figs-abstractnouns)

Matthew 12:21

in his name

ଏଠାରେ “ନାମ” ସମ୍ପୁର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କଠାରେ” (ଦେଖ: /WA-Catalog/or_tm?section=translate#figs-synecdoche)

Matthew 12:22

General Information:

ଏଠାରେ ଦୃଶ୍ବ ପରବର୍ତ୍ତୀ ସମୟକୁ ସ୍ଥାନାନ୍ତର ହୁଏ ଯେତେବେଳେ ଫାରୁଶୀମାନେ ଦୋଷାରୋପ କରି କହିବାକୁ ଲାଗିଲେ ଯେ ଯୀଶୁ ଭୁତପତିଙ୍କ ସାହାଯ୍ୟରେ ସୁସ୍ଥତା କରୁଛନ୍ତି I

Then someone blind and mute, possessed by a demon, was brought to Jesus

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସମୟରେ ଜଣେ ଭୁତଗ୍ରସ୍ତ ଅନ୍ଧ ଓ ଘୁଂଗା ଲୋକକୁ ଯୀଶୁଙ୍କ ନିକଟକୁ ଅଣାଗଲା” (ଦେଖ: /WA-Catalog/or_tm?section=translate#figs-activepassive)

someone blind and mute

କେହିଜଣେ ଯେ ଦେଖିପାରେ ନାହିଁ ଓ କଥା କହିପାରେ ନାହିଁ

Matthew 12:23

All the crowds were amazed

ଯେଉଁ ସମସ୍ତ ଲୋକମାନେ ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କରୁଥିବା ଦେଖି ଚମତ୍କୃତ ହେଲେ

the Son of David

ଏହା ଖ୍ରୀଷ୍ଟ କିମ୍ବା ମସିହଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I

Son of

ଏଠାରେ ଏହାର ଅର୍ଥ “ସନ୍ତାନଗଣର “

Matthew 12:24

General Information:

୨୫ ପଦରେ, ଯୀଶୁ ଫାରୁଶୀମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିବାକୁ ଲାଗିଲେ ଯେ ସେ ଶୟତାନର ଶକ୍ତି ଦ୍ବାରା ବ୍ୟକ୍ତିକୁ ସୁସ୍ଥ କଲେ I

this miracle

ଏହା ଜଣେ ଅନ୍ଧ, ମୁକ, ଓ ଭୁତଗ୍ରସ୍ତ ବ୍ୟକ୍ତିର ଆଶ୍ଚର୍ଯ୍ୟଜନକ ସୁସ୍ଥତାକୁ ବୁଝାଏ I

This man does not cast out demons except by Beelzebul

ଏହାକୁ ଆସ୍ତିକବାଚ୍ୟ ଆକାରରେ କୁହାଯାଇପାରିବ I “ଏ ଲୋକଟା କେବଳ ଭୁତ ଛଡାଇବା ନିମନ୍ତେ ସମର୍ଥ ଯେହେତୁ ସେ ଭୁତପତି ବାଆଲଜିବୁଲ୍ ଜଣେ ଦାସ ଅଟେ” (ଦେଖ: /WA-Catalog/or_tm?section=translate#figs-doublenegatives)

This man

ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ଫାରୁଶିମାନେ ବର୍ଜନ କରନ୍ତି ଅର୍ଥାତ ସେମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି I

the prince of the demons

ଭୁତପତି

Matthew 12:25

Every kingdom divided against itself is made desolate, and every city or house divided against itself will not stand

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ନିମନ୍ତେ ପ୍ରବାଦ ବ୍ୟବହାର କରୁଛନ୍ତି I ଏହି ଉଭୟ ଉକ୍ତିର ଅର୍ଥ ସମାନ ଅଟେ I ସେଗୁଡିକ ଗୁରୁତ୍ବ ଦିଅନ୍ତି ଯେ ଶୟତାନ ଯଦି ଶୟତାନକୁ ଛଡାଏ ତାହାର କୌଣସି ଅର୍ଥ ନହୁଏ I (ଦେଖ: /WA-Catalog/or_tm?section=translate#writing-proverbs)

Every kingdom divided against itself is made desolate

ଏଠାରେ “ରାଜ୍ୟ” ଯେଉଁମାନେ ରାଜ୍ୟରେ ବାସ କରନ୍ତି ସେମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକରରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକୌଣସି ରାଜ୍ୟ ସ୍ଥାୟୀ ରହିବା ନାହି ଯେତେବେଳେ ଏହାର ଲୋକମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-activepassive)

every city or house divided against itself will not stand

ଏଠାରେ “ସହର” ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ, ଓ “ଗୃହ” ଏକ ପରିବାରକୁ ବୁଝାଏ I “ପରସ୍ପର ମଧ୍ୟରେ ବିଭକ୍ତ” ଅର୍ଥାତ ଏହାର ଲୋକମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ନଗର ବିଭକ୍ତ କିମ୍ବା ଗୋଟିଏ ପରିବାର ବିଭକ୍ତ ହୁଏ ଯେତେବେଳେ ଏହାର ଲୋକମାନେ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-metaphor)

Matthew 12:26

Connecting Statement:

ଯୀଶୁ ଫାରୁଶୀମାନଙ୍କର ଅଭିଯୋଗରେ ଉତ୍ତର ଜାରି ରଖିଛନ୍ତି ଯେ ସେ ଶୟତାନର ଶକ୍ତି ଦ୍ବାରା ବ୍ୟକ୍ତିକୁ ସୁସ୍ଥ କରୁଛି I

If Satan drives out Satan

ଶୟତାନ ଶବ୍ଦର ଦ୍ବିତୀୟ ବ୍ୟବହାର ଶୟତାନର ଭୁତମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଶୟତାନ ନିଜ ଦାସମାନଙ୍କ ବିରୁଦ୍ଧରେ ଉଠେ” (ଦେଖ: /WA-Catalog/or_tm?section=translate#figs-metonymy)

How then will his kingdom stand?

ଯୀଶୁ ଫାରୁଶୀମାନଙ୍କୁ ଦେଖାଇବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି ଯେ ଯାହା ସେମାନେ କହୁଛନ୍ତି ଅଯୌକ୍ତିକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ଶୟତାନ ଆପଣା ବିରୁଦ୍ଧରେ ଉଠେ, ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ !” କିମ୍ବା “ଯଦି ଶୟତାନ ନିଜ ଦାସମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ, ତାହାର ରାଜ୍ୟ ତିଷ୍ଠି ରହି ନପାରେ !” (ଦେଖ: /WA-Catalog/or_tm?section=translate#figs-rquestion)

Matthew 12:27

Beelzebul

ଏହି ନାମ ସମାନ ବ୍ୟକ୍ତିଙ୍କୁ ବୁଝାଏ ଯଥା “ଶୟତାନ” (୨୬ ପଦ) I

by whom do your sons drive them out?

ଯୀଶୁ ଫାରୁଶୀମାନଙ୍କୁ ଆହ୍ବାନ ଦେବା ନିମନ୍ତେ ଆଉଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ ଶିଷ୍ୟମାନଙ୍କୁ ମଧ୍ୟ କୁହ ଯେ ସେମାନେ ବାଆଲଜିବୁଲ ସାହାଯ୍ୟରେ ଭୁତମାନଙ୍କୁ ଛଡାନ୍ତୁ I କିନ୍ତୁ, ତୁମେ ଜାଣିଛ ଏହା ସତ୍ୟ ନୁହେଁ” (ଦେଖ: /WA-Catalog/or_tm?section=translate#figs-rquestion)

your sons

ଯୀଶୁ ଫାରୁଶୀ ମାନଙ୍କୁ କହୁଛନ୍ତି I “ତୁମମାନଙ୍କର ସନ୍ତାନଗଣ” ସେମାନଙ୍କ ଅନୁଗାମୀମାନଙ୍କୁ ବୁଝାଏ I ଏହି ବୁଝାଇବା ନିମନ୍ତେ ସାଧାରଣ ମାଧ୍ୟମ ଯେଉଁମାନେ ଶିକ୍ଷକ କିମ୍ବା ନେତାଙ୍କୁ ଅନୁଗମନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର ଅନୁଗମନକାରୀ” (ଦେଖ: /WA-Catalog/or_tm?section=translate#figs-metaphor)

For this reason they will be your judges

ଯେହେତୁ ତୁମର ଅନୁଗମନକାରୀ ଈଶ୍ବରଙ୍କ ଶକ୍ତିରେ ଭୁତ ଛଡାନ୍ତି, ତୁମେ ମୋ ବିଷୟରେ ଭୁଲ କହୁଅଛ ବୋଲି ସେମାନେ ପ୍ରମାଣ କରନ୍ତି I

Matthew 12:28

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

But if I

ଏଠାରେ “ଯଦି”ର ଅର୍ଥ ନୁହେ ଯେ ଯୀଶୁ କିପରି ଭୁତ ଛଡାନ୍ତି ସେ ପ୍ରଶ୍ନ କରୁଛନ୍ତି I ଏଠାରେ ଯୀଶୁ ସତ୍ୟଉକ୍ତିର ପରିଚୟ କରିବା ନିମନ୍ତେ ଶବ୍ଦ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେହେତୁ ମୁଁ”

then the kingdom of God has come upon you

ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ I ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହାର ଅର୍ଥ ଈଶ୍ବର ତୁମ୍ଭମାନଙ୍କ ମଧ୍ୟରେ ତାହାଙ୍କ ରାଜତ୍ବ ସ୍ଥାପନ କରିଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

come upon you

ଏଠାରେ “ତୁମ୍ଭେ” ବହୁବଚନ ଅଟେ ଓ ଇସ୍ରାଏଲର ଲୋକମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

Matthew 12:29

How can anyone enter the house ... belongings from his house

ଯୀଶୁ ଫାରୁଶୀମାନଙ୍କୁ ତାଙ୍କର ଉତ୍ତର ଜାରି ରଖିବା ନିମନ୍ତେ ଏକ ଉପମା ବ୍ୟବହାର କରନ୍ତି I ଯୀଶୁଙ୍କ ଅର୍ଥରେ ସେ ଭୁତ ଛାଡାଇ ପାରିବେ କାରଣ ସେ ଶୟତାନଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି I (ଦେଖ: /WA-Catalog/or_tm?section=translate#figs-parables)

How can anyone enter ... without tying up the strong man first?

ଯୀଶୁ ପାରୁଶୀମାନଙ୍କୁ ଓ ଲୋକସମୁହକୁ ଶିକ୍ଷାଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବାହର କରନ୍ତି I ଅନ୍ୟ ଏକ ଅନୁବାଦରେ: “କେହି ପ୍ରବେଶ କରି ନପାରେ … ବଳବାନ ଲୋକକୁ ପ୍ରଥମେ ନବାନ୍ଧିଲେ I” କିମ୍ବା “ଯଦି ଜଣେ ବ୍ୟକ୍ତି ପ୍ରବେଶ କରିବାକୁ ଇଛା କରେ … ସେ ପ୍ରଥମେ ବଲବାନ ଲୋକକୁ ବାନ୍ଧିବା ଉଚିତ I” (ଦେଖ: /WA-Catalog/or_tm?section=translate#figs-rquestion)

without tying up the strong man first

ପ୍ରଥମେ ବଲବାନ ଲୋକକୁ ନିୟନ୍ତ୍ରଣ କରି ନପାରି

Then he will steal

ପରେ ସେ ଚୋରୀ କରିପାରିବ କିମ୍ବା “ତାପରେ ସେ ହରଣ (ଚୋରୀ)କରିପାରିବ”

Matthew 12:30

who is not with me

ଯେ ମୋର ସପକ୍ଷ ନୁହେଁ କିମ୍ବା “ଯେ ମୋ ସହିତ କାର୍ଯ୍ୟ କରେନାହିଁ”

is against me

ସେ ମୋର ବିପକ୍ଷ କିମ୍ବା “ମୋ ବିରୁଦ୍ଧରେ କାର୍ଯ୍ୟ କରେ”

the one who does not gather with me scatters

ଯୀଶୁ ଏକ ରୁପକ ବ୍ୟବହାର କରୁଛନ୍ତି ଯାହା ଜଣେ ବ୍ୟକ୍ତି ମେଷମାନଙ୍କୁ ମେଷପାଳକଙ୍କ ନିକଟରେ ସଂଗ୍ରହ କରେ କିମ୍ବା ମେଷପାଳକଙ୍କଠାରୁ ସେମାନଙ୍କୁ ଛିନ୍ନଭିନ୍ନ କରେ I ଯୀଶୁଙ୍କ ଅର୍ଥରେ ଜଣେ ବ୍ୟକ୍ତି ଲୋକମାନଙ୍କୁ ଯୀଶୁଙ୍କ ଶିଷ୍ୟ ହେବା ନିମନ୍ତେ ସାହାଯ୍ୟ କରୁଅଛି ନତୁବା ସେ ଲୋକମାନଙ୍କୁ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ ପ୍ରବର୍ତାଉ ଅଛି I (ଦେଖ: /WA-Catalog/or_tm?section=translate#figs-metaphor)

Matthew 12:31

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

I say to you

ଏହା ଯୀଶୁ ପରବର୍ତ୍ତୀ କଅଣ କହୁଛନ୍ତି ତାହାର ଗୁରୁତ୍ବାରୋପ କରେ I

say to you

ଏଠାରେ “ତୁମେ” ବହୁବଚନ ଅଟେ I ଯୀଶୁ ସିଧାସଳଖ ଫାରୁଶୀମାନଙ୍କୁ କହୁଛନ୍ତି, କିନ୍ତୁ ଏକା ସମୟରେ ସେ ମଧ୍ୟ ଲୋକସମୁହକୁ ଶିକ୍ଷା ଦେଉଛନ୍ତି I (ଦେଖ: /WA-Catalog/or_tm?section=translate#figs-you)

every sin and blasphemy will be forgiven men

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଈଶ୍ବର ମନୁଷ୍ୟମାନଙ୍କ ସମସ୍ତ ପାପ ଓ ନିନ୍ଦା କ୍ଷମା କରିବେ” କିମ୍ବା “ଈଶ୍ବର ସମସ୍ତ ମନୁଷ୍ୟମାନଙ୍କୁ କ୍ଷମା କରିବେ ଯେଉଁମାନେ ପାପ କରନ୍ତି କିମ୍ବା ନିନ୍ଦା କରନ୍ତି” (ଦେଖ: /WA-Catalog/or_tm?section=translate#figs-activepassive)

blasphemy against the Spirit will not be forgiven

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ସେହି ବ୍ୟକ୍ତିକୁ କ୍ଷମା କରିବେ ନାହିଁ ଯେ ପବିତ୍ରଆତ୍ମାଙ୍କ ବିଷୟରେ ନିନ୍ଦା କରେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 12:32

Whoever speaks any word against the Son of Man

ଏଠାରେ “ବାକ୍ୟ” ଜଣେ ଯାହା କୁହେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣେ ବ୍ୟକ୍ତି ମନୁଷ୍ୟ ପୁତ୍ରଙ୍କ ବିରୁଦ୍ଧରେ କଥା କହେ” (ଦେଖ: /WA-Catalog/or_tm?section=translate#figs-metonymy)

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

that will be forgiven him

ଏହାକୁ କର୍ତ୍ତା ବାଚ୍ୟରେ ପ୍ରକାଶ କଲେI ପରିବର୍ତତା ଅନୁବାଦ: “ଈଶ୍ବର ସେଥିପାଇଁ ସେହିବ୍ୟକ୍ତିଙ୍କୁ କ୍ଷମା କରିବେ” (ଦେଖ:/WA-Catalog/or_tm?section=translate#figs-activepassive)

that will not be forgiven him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେହି ବ୍ୟକ୍ତିଙ୍କୁ କ୍ଷମା କରିବେ ନାହିଁ”

neither in this world, nor in that which is to come

ଏଠାରେ “ଇହଯୁଗ” ଓ “ପରଯୁଗ” ବର୍ତ୍ତମାନ ଓ ପରବର୍ତ୍ତ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜୀବନରେ କିମ୍ବା ପରବର୍ତ୍ତୀ ଜୀବନରେ” କିମ୍ବା “ବର୍ତ୍ତମାନ ନହେଲେ କେବେନୁହେଁ” (ଦେଖ: /WA-Catalog/or_tm?section=translate#figs-metonymy)

Matthew 12:33

Connecting Statement:

ଯୀଶୁ ଫାରୁଶୀମାନଙ୍କୁ ଉତ୍ତର ଦେବା ଜାରି ରଖିଛନ୍ତି I

Make a tree good and its fruit good, or make the tree bad and its fruit bad

ସାମ୍ଭାବିତ ଅର୍ଥଗୁଡ଼ିକ ୧) “ଯଦି ତୁମେ ଗଛକୁ ଭଲ କୁହ, ତାହାର ଫଳକୁ ଭଲ କୁହ, ଏବଂ ଯଦି ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ” କିମ୍ବା ୨) “ଯଦି ତୁମେ ଗଛ ଭଲ ହେଉ ବୋଲି ଚିନ୍ତା କରୁଛ, ଏହା ଭଲ ହେବ ଯେହେତୁ ଏହାର ଫଳ ଭଲ ଅଟେ, ଓ ଯଦି ଗଚ୍ଛର ମନ୍ଦ ଫଳ ହେଉ ବୋଲି ଭାବିବ, ତେବେ ଏହାର ଫଳ ମନ୍ଦ ହେବ” ଏହା ଏକ ନୀତିଶିକ୍ଷା ଥିଲା I ଲୋକମାନେ ହୁଏତ ଏହି ସତ୍ୟତାକୁ ପ୍ରୟୋଗ କରିଥିଲେ ସେମାନେ କିପରି ଜାଣିବେ ଯେ ଜଣେ ବ୍ୟକ୍ତି ଭଲ ନା ମନ୍ଦ ଅଟେ I

good ... bad

ସ୍ବାସ୍ଥ୍ୟବାନ… ଅସୁସ୍ଥ

a tree is recognized by its fruit

ଏଠାରେ ଜଣେ ବ୍ୟକ୍ତିର ଯାହା କରେ ତାହା ନିମନ୍ତେ ଏକ ରୁପକ ଅଟେ Iଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏହାର ଫଳ ଦେଖି ଗଚ୍ଛରୁ ଜାଣିବେ ଯେ ଏହା ଉତ୍ତମ କି ନୁହେଁ” କିମ୍ବା “ଲୋକମାନେ ଜଣେ ବ୍ୟକ୍ତିର ଉତ୍ତମ କାର୍ଯ୍ୟର ପରିଣାମ ଦେଖି ସେ ଭଲ କିମ୍ବା ମନ୍ଦ ବିଷୟରେ ଜାଣନ୍ତି” (ଦେଖ: /WA-Catalog/or_tm?section=translate#figs-activepassive/WA-Catalog/or_tm?section=translate#figs-metaphor)

Matthew 12:34

You offspring of vipers

ଏଠାରେ “ବଂଶ”ର ଅର୍ଥ “ମୁଖ୍ୟ ବୈଶିଷ୍ଟ୍ୟ” ଅଟେ I” କାଳ ସର୍ପ ଏକ ବିଶାକ୍ତ ଓ ଭୟଙ୍କର ଅଟନ୍ତି ଏବଂ ଏହା ମନ୍ଦ ବିଷୟକୁ ବୁଝାଏ I ଦେଖ ଏହପରି ସମାନ ବିଷୟବସ୍ତୁକୁ ତୁମେ ମାଥିଉ 3:7ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: /WA-Catalog/or_tm?section=translate#figs-metaphor)

You ... you

ସେଗୁଡିକ ବହୁବଚନ ଅଟନ୍ତି ଓ ଫାରୁଶିମାନଙ୍କୁ ବୁଝାଏ I (ଦେଖ: /WA-Catalog/or_tm?section=translate#figs-you)

how can you say good things?

ଯୀଶୁ ଫାରୁଶୀମାନଙ୍କୁ ଚେତନା ଦେବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ କିପ୍ରକାର ଭଲ କଥା କହିପାର” କିମ୍ବା “ତୁମ୍ଭେମାନେ କେବଳ ମନ୍ଦ କଥା କହିପାର” (ଦେଖ: /WA-Catalog/or_tm?section=translate#figs-rquestion)

out of the abundance of the heart his mouth speaks

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନର ଭାବନା ନିମନ୍ତେ ଏକ ତୁଳନାତ୍ମକ ଶବ୍ଦ ଅଟେ I ଏଠାରେ “ମୁଖ” ଏକ ସମାନ୍ତରାଳ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତିର ସମ୍ପୁର୍ଣ୍ଣତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ଯାହା ତାହାର ମୁଖରେ ପ୍ରକାଶ କରେ ଯାହା ତାହାର ମନରେ ଥାଏ” (ଦେଖ: /WA-Catalog/or_tm?section=translate#figs-metonymy/WA-Catalog/or_tm?section=translate#figs-synecdoche)

Matthew 12:35

The good man from the good treasure of his heart produces what is good, and the evil man from the evil treasure of his heart produces what is evil

ଯୀଶୁ “ହୃଦୟ” ବିଷୟରେ କହନ୍ତି ଯେପରି ଏହା ଏକ ପାତ୍ର ଥିଲା ଯେ ଜଣେ ବ୍ୟକ୍ତି ଉତ୍ତମତା କିମ୍ବା ମନ୍ଦତାରେ ପରିପୁର୍ଣ୍ଣ କରେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ମନୁଷ୍ୟ ଯାହା ପ୍ରକାଶ କରେ ଯେ ସେହି ମନୁଷ୍ୟ ବାସ୍ତବରେ ସେପରି ଅଟେ I ଯଦି ତୁମେ ଏହି କଳ୍ପିତ ଦୃଶ୍ୟକୁ ରଖିବ, ତେବେ USTକୁ ଦେଖ I ମଧ୍ୟ ତୁମେ ଆକ୍ଷରିକ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ଜଣେ ମନୁଷ୍ୟ ଯେ ପ୍ରକୃତରେ ଉତ୍ତମ ସେ ଉତ୍ତମ କହିବ, ଓ ମନୁଷ୍ୟ ଯିଏ ପ୍ରକୃତରେ ମନ୍ଦ ସେ ମନ୍ଦ ହିଁ କହିବ” (ଦେଖ: /WA-Catalog/or_tm?section=translate#figs-metaphor)

Matthew 12:36

Connecting Statement:

ଯୀଶୁ ଫାରୁଶୀମାନଙ୍କର ଅଭିଯୋଗରେ ତାହାଙ୍କ ଉତ୍ତର ଦେବା ସମାପ୍ତ କରନ୍ତି ଯାହା ସେ ଶୟତାନ ଶକ୍ତିରେ ମନୁଷ୍ୟକୁ ସୁସ୍ଥ କରିଛନ୍ତି I

I say to you

ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I

people will give an account for

ଈଶ୍ବର ଲୋକସମୁହକୁ ପଚାରିବେ କିମ୍ବା “ଲୋକସମୁହ ଈଶ୍ବରଙ୍କ ସମ୍ମୁଖରେ ଉତ୍ତର ଦେବେ”

every idle word they will have said

ଏଠାରେ “ବାକ୍ୟ” କେହିଜଣେ କିଛି କହିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟକ ଅସାର କଥା ସେମାନେ କହିଛନ୍ତି” (ଦେଖ: /WA-Catalog/or_tm?section=translate#figs-metonymy)

Matthew 12:37

you will be justified ... you will be condemned

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ଧାର୍ମିକ ଗଣିତ କରିବେ ... ଈଶ୍ବର ତୁମକୁ ଦୋଶୀ ସାବ୍ୟସ୍ତ କରିବେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 12:38

General Information:

୩୯ ପଦରେ, ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବାକୁ ଆରମ୍ଭ କରୁଛନ୍ତି I

Connecting Statement:

ଏହି ପଦରେ କଥୋପକଥନ ଯୀଶୁ ଫାରୁଶୀମାନଙ୍କ ଅଭିଯୋଗର ଉତ୍ତର କରିବା ପରେପରେ ଘତିଅଛି ଯାହା ସେ ଶୟତାନର ଶକ୍ତିରେ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି I

we wish

ଆମ୍ଭେମାନେ ଇଛା କରୁଅଛୁ

to see a sign from you

ତୁମେ ସ୍ପଷ୍ଟ କରିପାର ଯେ କାହିଁକି ସେମାନେ ଏକ ଚିହ୍ନ ଅନ୍ବେଷଣ କରିବାକୁ ଇଚ୍ଛା କଲେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଆପଣଙ୍କଠାରୁ ଏକ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ ଯାହା ପ୍ରମାଣିତ କରିବ ଯେ ଆପଣ ଯାହା କହୁଛନ୍ତି ସତ୍ୟ ଅଟେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 12:39

An evil and adulterous generation seeks for a sign ... given to it

ଯୀଶୁ ବର୍ତ୍ତମାନ ବଂଶ ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏକ ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଅଟ ଯେଉଁମାନେ ଚିହ୍ନ ଅନ୍ବେଷଣ କରନ୍ତି… ତୁମକୁ ଦିଆଯାଇଅଛି” (ଦେଖ: /WA-Catalog/or_tm?section=translate#figs-123person)

adulterous generation

ଏଠାରେ ଲୋକମାନଙ୍କ ନିମନ୍ତେ “ବ୍ୟଭିଚାରୀ” ଏକ ରୁପକ ଅଟେ ଯେଉଁମାନେ ଈଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଅବିଶ୍ବସ୍ତ ବଂଶ” କିମ୍ବା “ଅଧାର୍ମିକ ବଂଶ” (ଦେଖ: /WA-Catalog/or_tm?section=translate#figs-metaphor)

no sign will be given to it

ଯୀଶୁ ସେମାନଙ୍କୁ ଚିହ୍ନ ଦେବେ ନାହିଁ କାରଣ, ଯଦିଓ ସେ ଅନେକ ଶକ୍ତିର କାର୍ଯ୍ୟ କରିଛନ୍ତି, ସେମାନେ ତାହାଙ୍କଠାରେ ବିଶ୍ବାସ କଲେ ନାହିଁ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଚିହ୍ନ ଦେବିନାହିଁ” କିମ୍ବା “ଈଶ୍ବର ତୁମ୍ଭମାନଙ୍କୁ ଚିହ୍ନ ଦେବେନାହିଁ” (ଦେଖ: /WA-Catalog/or_tm?section=translate#figs-activepassive)

except the sign of Jonah the prophet

ମାତ୍ର ସେହି ସମାନ ଚିହ୍ନ ବ୍ୟତିତ ଈଶ୍ବର ଭାବବାଦୀ ଯୁନସଙ୍କୁ ଦେଲେ I

Matthew 12:40

three days and three nights

ଏଠାରେ “ଦିନ” ଓ “ରାତି” ଅର୍ଥ ସମ୍ପୁର୍ଣଭାବେ ୨୪ ଘଣ୍ଟା I ଅନ୍ୟ ଏକ ଅନୁବାଦରେ: “ସମ୍ପୁର୍ଣ ତିନିଦିନ” (ଦେଖ: /WA-Catalog/or_tm?section=translate#figs-merism)

the Son of Man

ଯୀଶୁ ଆପଣା ବିଷୟରେ କହନ୍ତି I (ଦେଖ: /WA-Catalog/or_tm?section=translate#figs-123person)

in the heart of the earth

ଏହାର ଅର୍ଥ ଶାରିରିକ ସମାଧି ଭିତରେ I (ଦେଖ: /WA-Catalog/or_tm?section=translate#figs-idiom)

Matthew 12:41

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I

The men of Nineveh

ନିନିବୀର ଲୋକମାନେ

at the judgment

ବିଚାର ଦିନରେ କିମ୍ବା “ ଯେତେବେଳେ ଈଶ୍ବର ଲୋକମାନଙ୍କର ବିଚାର କରିବେ”

this generation of people

ଏହା ଯୀଶୁ ପ୍ରଚାର କରୁଥିବା ସମୟରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I

and will condemn it

ସମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଦୋଷ ଦେଵା” ଅଭିଯୋଗକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସହିତ ଉଠି ଲୋକମାନଙ୍କୁ ଦୋଷୀ କରିବେ” କିମ୍ବା ୨) ଈଶ୍ବର ଏହି ବର୍ତ୍ତମାନ ପୁରୁଷକୁ ଦୋଶୀ କରିବେ କାରଣ ସେମାନେ ନିନିବୀର ଲୋକମାନଙ୍କ ପରି ଅନୁତାପ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଏଣୁ ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

and see

ଆଉ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

someone greater

ସବୁଠାରୁ ଗୁରୁତ୍ବପୁର୍ଣ୍ଣ

someone

ଯୀଶୁ ଆପଣା ବିଷୟରେ କହୁଚ୍ଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

than Jonah is here

ତୁମେ ଯୀଶୁଙ୍କ ବକ୍ତବ୍ୟକୁ ସ୍ପଷ୍ଟ ଅର୍ଥକରି ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏଠାରେ ଯୁନସଙ୍କ ଅପେକ୍ଷା, ତଥାପି ତୁମେ ଅନୁତାପ କଲନାହିଁ, ଯାହାକି ଈଶ୍ବର ତୁମ୍ଭମାନଙ୍କୁ ଦୋଷାରୋପ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 12:42

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I

Queen of the South

ଏହା ଶିବାର ରାଣୀକୁ ବୁଝାଏ I ଶିବା ଦକ୍ଷିଣ ଇସ୍ରାଏଲର ଦକ୍ଷିଣାଞ୍ଚଳ ଅଟେ I (ଦେଖ: /WA-Catalog/or_tm?section=translate#translate-names)

will rise up at the judgment

ବିଚାରରେ ଉଠିବେ

at the judgment

ବିଚାରର ଦିନରେ କିମ୍ବା “ଯେଉଁ ସମୟରେ ଈଶ୍ବର ଲୋକସମୁହର ବିଚାର କରିବେ” ଦେଖ ତୁମେ ଏହାକୁ [ମାଥିଉ 12:41] (../12/41.md)ରେ ଅନୁବାଦ କରିଅଚ୍ଛ I

this generation

ଏହା ଯୀଶୁ ପ୍ରଚାର କରୁଥିବା ସମୟର ଲୋକମାନଙ୍କୁ ବୁଝାଏ I

and condemn them

ଦେଖ ତୁମେ ସମାନ ପ୍ରକାର ଉକ୍ତିକୁ [ମାଥିଉ ୧୨:୪୧] (../12/41.md)ରେ କିପରି ଅନୁବାଦ କରିଅଚ୍ଛ I ସାମ୍ଭାବିତ ଅର୍ଥଗୁଡିକ ୧) ଏଠାରେ “ଅଭୋଯୋଗ” ଦୋଷାରୋପକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ବର୍ତ୍ତମାନ ପୁରୁଷ ଉଠି ଏମାନଙ୍କୁ ଦୋଷୀ କରିବେ” କିମ୍ବା ୨) ଈଶ୍ବର ବର୍ତ୍ତମାନ ପୁରୁଷକୁ ଦୋଷାରୋପ କରିବେ କାରଣ ସେମାନେ ଦକ୍ଷିଣ ଦେଶର ରାଣୀର ଜ୍ଞାନର କଥା ଶୁଣିଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ଅତଏବ ଈଶ୍ବର ବର୍ତ୍ତମାନର ପୁରୁଷଙ୍କୁ ଦୋଷୀ କରିବେ” (ଦେଖ: /WA-Catalog/or_tm?section=translate#figs-metonymy)

She came from the ends of the earth

ଏଠାରେ “ପୃଥିବୀର ପ୍ରାନ୍ତରୁ” ଏକ ରୁଢୀ ଅଟେ ଯାହାର ଅର୍ଥ “ଦୁର ଦେଶ” I ଅନ୍ୟ ଏକ ଅନୁବାଦରେ: “ସେ ଦୁର ଦେଶରୁ ଆସିଥିଲେ” (ଦେଖ: /WA-Catalog/or_tm?section=translate#figs-idiom)

She came from the ends of the earth to hear the wisdom of Solomon

ଏହି ଉକ୍ତି ବୁଝାଏ ଯେ କାହିଁକି ଦକ୍ଷିଣ ଦେଶର ରାଣୀ ଯୀଶୁଙ୍କ ସମୟରେ ଲୋକମାନଙ୍କୁ ଦୋଷୀ କରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ଆସିଥିଲେ” (ଦେଖ: /WA-Catalog/or_tm?section=translate#writing-connectingwords)

and see

ଓ ଦେଖ I ଏହା ଯୀଶୁ ପରବର୍ତ୍ତୀ କଣ କହିବେ ତାହାକୁ ଗୁରୁତ୍ବାରୋପ କରେ I

someone greater

କେହି ଜଣେ ଗୁରୁତ୍ବ ଅଟେ

someone

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: /WA-Catalog/or_tm?section=translate#figs-123person)

than Solomon is here

ଯୀଶୁଙ୍କର ଉକ୍ତିର ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଏଠାରେ ଶଲୋମନ ଥିଲେ, ତଥାପି ତୁମେ ଶୁଣିଲ ନାହିଁ I ସେଥିନିମନ୍ତେ ଈଶ୍ବର ତୁମକୁ ଦୋଷୀ କରିବେ” (ଦେଖ: /WA-Catalog/or_tm?section=translate#figs-explicit)

Matthew 12:43

Connecting Statement:

ଯୀଶୁ ଶାସ୍ତ୍ରୀ ଓ ଫାରୁଶୀମାନଙ୍କୁ ଅନୁଯୋଗ କରିବା ଜାରି ରଖିଛନ୍ତି I ସେ ଗୋଟିଏ ଉପଦେଶ ଦେବା ଆରମ୍ଭ କରନ୍ତି I

waterless places

ଶୁଖିଲା ସ୍ଥାନ କିମ୍ବା “ଏପରି ସ୍ଥାନ ଯେଉଁଠି ଲୋକମାନେ ବାସ କରନ୍ତି ନାହିଁ”

does not find it

ଏଠାରେ “ତାହା” ବିଶ୍ରାମକୁ ବୁଝାଏ

Matthew 12:44

Then it says, 'I will return to my house from which I came.'

ଏହାକୁ ଉଦ୍ଧୃତ ବାକ୍ୟ ପରିବର୍ତ୍ତେ ଏକ ଉକ୍ତିଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଣୁ, ଅଶୁଚି ଆତ୍ମା ଯେଉଁ ଗୃହରୁ ବାହାରି ଆସିଥିଲା ସେହି ଗୃହକୁ ବାହୁଡି ଯିବାକୁ ନିଷ୍ପତି ନିଏ”

to my house from which I came

ଏହା ଜଣେ ମନୁଷ୍ୟ ନିମନ୍ତେ ଏକ ରୁପକ ଅଟେ ଯାହାଙ୍କଠାରେ ଅଶୁଚି ଆତ୍ମା ବାସ କରୁଥିଲା I ଅନ୍ୟ ଏକ ଅନୁବାଦରେ: “ସେହି ସ୍ଥାନକୁ ଯାହା ମୁ ପରିତ୍ୟାଗ କରିଥିଲି” (ଦେଖ: /WA-Catalog/or_tm?section=translate#figs-metaphor)

it finds that house swept out and put in order

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅଶୁଚି ଆତ୍ମା ଅନ୍ବେଷଣ କରେ ଯେ କହିଜଣେ ସେହି ଘରକୁ ପରିଷ୍କୃତ କରିଛି ଓ ସେହି ଘରେ ସବୁକିଛି ଅଛି ମାର୍ଜିତ ଅବସ୍ଥାରେ ରଖା ଯାଇଅଛି” (ଦେଖ: /WA-Catalog/or_tm?section=translate#figs-activepassive)

that house swept out and put in order

ପୁନର୍ବାର, “ଗୃହ” ଏକ ରୁପକ ଅଟେ ଯେଉଁଠାରେ ଅଶୁଚି ଆତ୍ମା ବାସ କରୁଥିଲା I ଏଠାରେ, ଶୁନ୍ୟ ଓ ମାର୍ଜିତ” ସୁଚାଇ ଦିଏ ଯେ ଅନ୍ୟକେହି ସେହି ଗୃହରେ ବାସ କରୁ ନାହାନ୍ତି I ଯୀଶୁଙ୍କ ଅର୍ଥରେ ଯେତେବେଳେ ଅଶୁଚି ଆତ୍ମା ଜଣେ ବ୍ୟକ୍ତିଠାରୁ ବାହାରିଯାଏ, ସେହି ବ୍ୟକ୍ତି ପବିତ୍ରଆତ୍ମାଙ୍କୁ ତାହାଠାରେ ବାସ କରିବା ନିମନ୍ତେ ଆମନ୍ତ୍ରଣ କରିବା ଉଚିତ ନହେଲେ ଅଶୁଚି ଆତ୍ମା ଫେରି ଆସିବ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 12:45

Connecting Statement:

ଯୀଶୁ ଉପଦେଶ ସମାପ୍ତ କରନ୍ତି ଯାହା ସେ ୪୩ ପଦରେ “ଯେତେବେଳେ ଅଶୁଚି ଆତ୍ମା” ଶବ୍ଦରୁ ସେ ଆରମ୍ଭ କରିଥିଲେ I

Then it goes ... with this evil generation

ଯୀଶୁ ତାହାଙ୍କଠାରେ ବିଶ୍ବାସ କରୁ ନଥିବା ବିପଦରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏକ ଉପମା କହୁଛନ୍ତି (ଦେଖ: /WA-Catalog/or_tm?section=translate#figs-parables)

It will be just like that with this evil generation

ଏହାର ଅର୍ଥ ଯେ ଯଦି ବର୍ତ୍ତମାନ ପୁରୁଷ ତାହାଙ୍କଠାରେ ବିଶ୍ବାସ ନକରି ଓ ତାହାଙ୍କ ଶିଷ୍ୟ ହେବେ, ସେମାନେ ତାହାଙ୍କ ଆଗମନ କରିବା ପୂର୍ବରୁ ସବୁଠାରୁ ଖରାପ ପରିସ୍ଥିତିରେ ସମ୍ମୁଖିନ ହେବେ

Matthew 12:46

General Information:

ଯୀଶୁଙ୍କ ମାତା ଓ ଭାଇମାନଙ୍କର ଆଗମନ ତାହାଙ୍କ ନିମନ୍ତେ ଆତ୍ମିକ ପରିବାର ବିଷୟରେ ବର୍ଣ୍ଣନା କରିବା ସୁଯୋଗ ଆଣିଦେଲା I

behold

“ଦେଖ” ଶବ୍ଦ ବିବରଣୀରେ ଏକ ନୁତନ ବ୍ୟକ୍ତି ବିଷୟରେ ସୁଚାଇ ଦିଏ I ତୁମ ଭାଷାରେ ହୁଏତ ଏହା କରିବା ନିମନ୍ତେ ଅନ୍ୟ ଉପାୟରେ ଥାଇପାରେ I

his mother

ଏ ମରିୟମ ଅଟନ୍ତି, ଯୀଶୁଙ୍କ ଜାଗତିକ ମାତା

his brothers

ଏହା ହୋଇପାରେ ଅନ୍ୟ ପିଲାମାନଙ୍କୁ ମଧ୍ୟ ମରିୟମ ଜନ୍ମ ଦେଇ ଥାଇ ପାରନ୍ତି, କିନ୍ତୁ ଏହା ସମ୍ଭବ ଅଟେ ଯେ ଏଠାରେ “ଭାଇମାନେ” ଶବ୍ଦ ଯୀଶୁଙ୍କ ଆତ୍ମୀୟମାନଙ୍କୁ ବୁଝାଏ I

seeking to speak

କିଛି କହିବାକୁ ଇଚ୍ଛା କରୁଥିଲେ

Matthew 12:47

Someone said to him, ""Look, your mother and your brothers stand outside, seeking to speak to you.

ଏହାକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିରେ ଜଣେ ଯୀଶୁଙ୍କୁ କହିଲା ଯେ ଆପଣଙ୍କ ମା ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା ହେବାକୁ ଇଚ୍ଛା କରୁଛନ୍ତି” (ଦେଖ: /WA-Catalog/or_tm?section=translate#figs-quotations)

Matthew 12:48

Connecting Statement:

ଏହା ବିବରଣୀରେ ଶେଷ ଭାଗ ଅଟେ ଯାହା [ମାଥିଉ ୧୨:୧] (../12/01.md)ରେ ଆରମ୍ଭ ହୋଇଥିଲା, ଯେଉଁଠାରେ ମାଥିଉ ଯୀଶୁଙ୍କ ସେବାକାର୍ଯ୍ୟରେ ବୃଦ୍ଧି ପାଉଥିବା ବିରୋଧକୁ ବର୍ଣନା କରୁଛନ୍ତି I

who told him

ଏହି ସମ୍ବାଦର ସମ୍ପୁର୍ଣ୍ଣ ବିବରଣୀ ବ୍ୟକ୍ତି ଜଣକ ଯୀଶୁଙ୍କୁ କହିଲେ ବୁଝି ପାରିଲେ ଓ ଏଠାରେ ତାହାର ପୁନରାବୃତ୍ତି ହୋଇନାହିଁ I ଅନ୍ୟ ଏକ ଅନୁବାଦରେ: “କିଏ ଯୀଶୁଙ୍କୁ କହିଲା ଯେ ତାହାଙ୍କ ମା ଓ ଭାଇମାନେ ତାହାଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି” (ଦେଖ: /WA-Catalog/or_tm?section=translate#figs-ellipsis)

Who is my mother and who are my brothers?

ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ଗୁଡିକର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ତାହାକୁ ଉତ୍ତର ଦେଲେ ମୋହର ମା ମୋହର ଭାଇମାନେ ପ୍ରକୃତରେ କିଏ ଅଟନ୍ତି” (ଦେଖ: /WA-Catalog/or_tm?section=translate#figs-rquestion)

Matthew 12:49

See

ଦେଖ ବା “ଶୁଣ” କିମ୍ବା “ମୁଁ ଯେଉଁ ବିଷୟ କହିବାକୁ ଯାଉଅଛି ସେଥିରେ ଧ୍ୟାନ ଦିଅ”

here are my mother and my brothers

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ଆତ୍ମିକ ପରିବାରର ଅଟନ୍ତି I ଏହା ତାହାଙ୍କ ଜାଗତିକ ପରିବାର ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)

Matthew 12:50

whoever does

ଯେକେହି କରେ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: /WA-Catalog/or_tm?section=translate#guidelines-sonofgodprinciples)

that person is my brother, and sister, and mother

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯେ ଯେଉଁମାନେ ଈଶ୍ବରଙ୍କ ଇଛା ସାଧନ କରନ୍ତି ସେମାନେ ଯୀଶୁଙ୍କ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି I ଏହା ତାହାଙ୍କ ଜାଗତିକ ପରିବାର ଅପେକ୍ଷା ଅଧିକ ଗୁରୁତ୍ବପୁର୍ଣ୍ଣ ଅଟେ I (ଦେଖ: /WA-Catalog/or_tm?section=translate#figs-metaphor)